ଆମ ଜିଲା ଖବର

ମାଓବାଦୀଙ୍କୁ ପ୍ରତିହତ କରିବାକୁ ଅଣ୍ଟାଭିଡ଼ିଲା କନ୍ଧମାଳ ପୋଲିସ: ବିଭିନ୍ନ ସ୍ଥାନରେ ଖୋଲିଲା ବିଏସଏଫ କ୍ୟାମ୍ପ

ଦାରିଙ୍ଗବାଡି, ୧୧/୧୦ (ଅରୁଣ ସାହୁ): ମାଓବାଦୀଙ୍କୁ ପ୍ରତିହତ କରିବାକୁ ଅଣ୍ଟା ଭିଡିଛି କନ୍ଧମାଳ ପୋଲିସ। ଗତ କିଛି ଦିନ ହେଲା ମାଓବାଦୀ କନ୍ଧମାଳ ଜିଲା ଦାରିଙ୍ଗବାଡି ଏବଂ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ପୁଣି ନିଜ ଉପସ୍ଥିତ ଜାହିର କରିଥିବା ପୋଲିସ...

ବି ଟେକ ଛାତ୍ରଙ୍କ ମୃତ୍ୟୁ ଘଟଣା: ଏତେ ଟଙ୍କା ସହାୟତା ଦେଲେ ବିଡିଓ

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା ଗ୍ରାମ ମେନ ରୋଡ଼ର ଯୁକ୍ତ ୩ ଛାତ୍ର ସୁଧାକର ମାଦଳା ଗୁରୁବାର ଅପରାହ୍ନ ୧ଟାରେ ମୃତ୍ୟୁବରଣ କରିଥିଲେ। ଶୁକ୍ରବାର ସକାଳେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ...

ଦିଗହରା ଆଦି ସେବାକେନ୍ଦ୍ର: ଆରମ୍ଭରୁ ଯୋଜନାରେ ବିଭ୍ରାଟ

ଦାରିଙ୍ଗବାଡି, ୧୧।୧୦ (ଅରୁଣ ସାହୁ): ଜନଜାତି ସାମ୍ପ୍ରଦାୟର ଜୀବନଜୀବିକା ସ୍ବାବଲମ୍ବୀ କରାଇବା ସହ ନିଜ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ସାମାଜିକ ସୁରକ୍ଷାକୁ ଶକ୍ତିଶାଳୀ କରିବା ଜନସଚେତନ କରି ନିଜ ଅଞ୍ଚଳକୁ ବିକାଶ ଦିଗରେ ଆଗଧାଡିରେ ରଖିବା ନିଜ ଅଞ୍ଚଳର...

ସାଗଯୁରୀ ଉନ୍ନୀତ ହାଇସ୍କୁଲରେ କ୍ଲଷ୍ଟର ସ୍ତରୀୟ ସୁରଭି: ଅଂଶଗ୍ରହଣ କଲେ ୧୧୫ ଛାତ୍ରୀଛାତ୍ର

ଅମରପାଲି, ୧୧।୧୦(ପୀତାମ୍ବର ସାହୁ ): ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କ ଠାରେ କିଛି ନା କିଛି ପ୍ରତିଭା ଅଛି। ଏହି ପ୍ରତିଭାର ବିକାଶ କରିବାକୁ ସମସ୍ତେ ପ୍ରୟାସ କରିବା ଆବଶ୍ୟକ। ଏନେଇ ପିଲାଙ୍କ ଅଭିଭାବକ, ଶିକ୍ଷୟିତ୍ରୀ, ଶିକ୍ଷକ ତତ୍ପରତା ପ୍ରକାଶ କରିବା ଜରୁରୀ।...

ନୂଆପଡ଼ା ଉପନିର୍ବାଚନ: ପ୍ରାର୍ଥୀ ଘୋଷଣାରେ ଆଗରେ କଂଗ୍ରେସ

ନୂଆପଡ଼ା,୧୧ା୧୦ (ମକାରୁ ବେମାଲ):ନୂଆପଡ଼ା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ସରଗରମ ହେବାରେ ଲାଗିଛି। ୩ ପ୍ରମୁଖ ଦଳ ମଧ୍ୟରୁ କଂଗ୍ରେସ ପ୍ରାର୍ଥୀ ଘୋଷଣାରେ ଆଗରେ ରହିଛି। ବିଜେଡିର ପ୍ରାର୍ଥୀ ଘୋଷଣା ହୋଇ ନ ଥିଲେ ମଧ୍ୟ...

ହାଲକା ଶୀତ ସହ କୁହୁଡି, ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ମୋହନା,୧୧।୧୦( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଅଞ୍ଚଳ ରେ ହାଲକା ଶୀତ ସହ ଘନ କୁହୁଡି ଦେଖାଦେଇଛି । ମୋହନା ଅଞ୍ଚଳ ଏକ ପାହାଡିଆ ଅଞ୍ଚଳ ହୋଇଥିବା ପାଇଁ ଅଧିକ କୁହୁଡି ଦେଖାଦିଏ । ମୋହନାକୁ ଦାରିଙ୍ଗବାଡି...

‘ଏଥର ନୂଆପଡ଼ାରେ ପଦ୍ମ ଫୁଟିବ…’; ଗଡ଼ ଦେବୀ ମା’ ରକ୍ତାମ୍ବରୀଙ୍କ ଆଶୀର୍ବାଦ ଭିକ୍ଷା କଲେ  ଅଭିନନ୍ଦନ ପଣ୍ଡା

ଖଡ଼ିଆଳ,୧୦।୧୦(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଉପ ନିର୍ବାଚନ ପାଇଁ ରାଜନୀତି ଉଷ୍ମତା ବୃଦ୍ଧି ପାଉଥିବା ବେଳେ ଭାଜପା ପ୍ରାର୍ଥୀ ପାଇଁ ଆଶାୟୀ ଥିବା ଅଭିନନ୍ଦନ ପଣ୍ଡା ଖଡ଼ିଆଳର ଗଡ଼ ଦେବୀ ମା’ ରକ୍ତାମ୍ବରୀଙ୍କ ଶରଣ ପଶି ଆଶୀର୍ବାଦ ଭିକ୍ଷା କରିଛନ୍ତି।...

ବୟୋଜ୍ୟେଷ୍ଠ ଦିବସରେ ସ୍ବାସ୍ଥ୍ୟ ପରୀକ୍ଷା

ଗଞ୍ଜାମ,୧୦ା୧୦(ଅଖିଳ ତରାଇ/ବିଦ୍ୟାଧର ସାହୁ):ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ବୟୋଜ୍ୟେଷ୍ଠ ଦିବସ ଉପଲକ୍ଷେ ଏକ ସ୍ବାସ୍ଥ୍ୟସେବା ଶିବିର ପରିଷଦର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ଖଣ୍ଡଦେଉଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସହଯୋଗରେ ଆୟୋଜିତ ଏହି ଶିବିରରେ ତହସିଲଦାର ସୁକାନ୍ତ...

ବ୍ଲକ ସ୍ତରୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ବଲାଙ୍ଗୀର,୧୦।୧୦:(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ପୁଇଁନ୍ତଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ସ୍ତରୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମରେନ୍ଦ୍ର ସ୍ବାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଦିବସରେ...

IRB ଯବାନଙ୍କ ସ୍ତ୍ରୀ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ: ଗ୍ୟାସ ସିଲିଣ୍ଡରରୁ…

କୋରାପୁଟ,୧୦।୧୦: IRB ଯବାନଙ୍କ ସ୍ତ୍ରୀ ମୃତ୍ୟୁ ଘଟଣାର ପୋଲିସ ବଡ଼ ଖୁଲାସା କରିଛି। ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ IRB ଯବାନ ଶିବଶଙ୍କର ପାତ୍ରଙ୍କୁ କୋରାପୁଟ ଟାଉନ ଥାନା ପୋଲିସ ଗିରଫ କରିଛି। ପୋଲିସ ସୂଚନା ମୁତାବକ, ପ୍ରଥମେ ଯବାନ ଶିବଶଙ୍କର...

ଲୋୟର ସୁକତେଲ ଡ଼୍ୟାମ ସମୀକ୍ଷା କଲେ ଏମ୍‌ପି ସଙ୍ଗୀତା ସିଂଦେଓ

ବଲାଙ୍ଗୀର,୧୦।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋକସଭା ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ ଶୁକ୍ରବାର ଲୋୟର ସୁକତେଲ ଡ଼୍ୟାମ ପରିଦର୍ଶନ କରିବା ସହ ପ୍ରକଳ୍ପ ସମୀକ୍ଷା କରିଥିଲେ। ଆସନ୍ତା ଖରିଫ ଋତୁରେ ଏହି ଡ଼୍ୟାମରୁ ଚାଷଜମିକୁ ପାଣି ଦିଆଯିବ। ସେଥିପାଇଁ ଡ଼୍ୟାମରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri