ଏସ୍ଆଇ ନିଯୁକ୍ତି ଜାଲିଆତି: ମାଷ୍ଟରମାଇଣ୍ଡ ମୁନାଙ୍କ ଘରେ କ୍ରାଇମ୍ବ୍ରାଞ୍ଚ ଚଢ଼ାଉ
ବାଙ୍କୀ/କଳାପଥର,୧୯।୧୦(ଶୁଭେନ୍ଦୁ ମହାପାତ୍ର/ଗଙ୍ଗାଧର ସାହୁ): ବହୁଚର୍ଚ୍ଚିତ ଏସ୍ଆଇ ନିଯୁକ୍ତି ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ମୁନା ମହାନ୍ତିଙ୍କ କାରନାମା ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। କଟକ ଜିଲା ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ତଳସାହିସ୍ଥିତ ତାଙ୍କ ଘରେ କ୍ରାଇମ୍ବ୍ରାଞ୍ଚ...
ଫୁଲବାଣୀ ପ୍ରକଳ୍ପ ପ୍ରଶାସକଙ୍କୁ ଅତିରିକ୍ତ ଦାୟିତ୍ୱ
ଦାରିଙ୍ଗବାଡ଼ି,୧୯ା୧୦(ଅରୁଣ ସାହୁ): ଆଉ ମାତ୍ର ୩ ମାସ ପରେ ପାଳିତ ହେବ ଦାରିଙ୍ଗବାଡ଼ିରେ ଶୀତ ମହୋତ୍ସବ। ବିଗତ ଦିନଠାରୁ ଚଳିତ ବର୍ଷ ଆହୁରି ଏହି ମହୋତ୍ସବ ଆଦୃତ ହେବ ବୋଲି ସମସ୍ତଙ୍କ ଆଶା ରହିଛି। ସେହିପରି ଇକୋ ରିଟ୍ରିଟ୍ ମଧ୍ୟ...
ମାଲବାହୀ ଲାଇନ୍ଚ୍ୟୁତ, ଏକାଧିକ ଟ୍ରେନ୍ ବାତିଲ
ନନ୍ଦପୁର,୧୯ା୧୦(ତୁଷାରକାନ୍ତ ମହାନ୍ତି): ଆନ୍ଧ୍ର-ଓଡ଼ିଶା-ଛତିଶଗଡ଼ ସଂଯୋଗ କରୁଥିବା (ବିଶାଖାପାଟଣା-କିରାଣ୍ଡୁଳ) କେକେ ରେଳପଥରେ ଅଘଟଣ ହୋଇଛି। ଶନିବାର ବିଳମ୍ବିତ ରାତିରେ ରେଳପଥର (ଆନ୍ଧ୍ର) ଚିମିଡିପାଲି ଓ ଟାୟାଡା ଷ୍ଟେଶନ ମଧ୍ୟ ରେଳପଥ ଉପରେ ଖସି ପଡ଼ିଥିବା ଏକ ବିରାଟ ପଥର ସହ ଧକ୍କା...
ଦୀପାବଳି ପାଇଁ ବଦଳିଲା ଡିଇଏଲ୍ଇଡି ପରୀକ୍ଷା ସୂଚୀ, ୨୦ ପରିବର୍ତ୍ତେ …
କଟକ,୧୮।୧୦(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଡିଇଏଲ୍ଇଡି ପେପର-୧ ପରୀକ୍ଷା ଅକ୍ଟୋବର ୨୦ ପରିବର୍ତ୍ତେ ୨୯ ତାରିଖରେ ହେବ। ଦୀପାବଳି ପାଳନ ପାଇଁ ରାଜ୍ୟ ସରକାର ୨୦ ତାରିଖକୁ ଛୁଟି ଘୋଷଣା କରିଥିବାରୁ ବୋର୍ଡ ପକ୍ଷରୁ...
ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଚପଲ କିଣିଦେବାକୁ କହି ଜଙ୍ଗଲକୁ ନେଇ ବଳାତ୍କାର, ବିବାହିତ ଯୁବକଙ୍କ ନାମରେ ଅଭିଯୋଗ…
ଦାରିଙ୍ଗବାଡି, ୧୮।୧୦(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ପୁଣି ଲଜ୍ଜା। ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ଗ୍ରାମର ଜଣେ ବିବାହିତ ଯୁବକ ବଳାତ୍କାର କରିଛନ୍ତି। ଏନେଇ ସେହି ଗ୍ରାମର ମହିଳା ମଣ୍ଡଳ ଏକତ୍ରିତ ହୋଇ...
ଫୁଟବଲ ପ୍ରତିଯୋଗିତା: କଦଳୀପାଲି ଚାମ୍ପିୟନ
ବରଗଡ଼,୧୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କ୍ରୀଡ଼ା ସଂସଦ ଆନୁକୁଲ୍ୟରେ ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚାଲିଥିବା ସୁପ୍ରିୟା ସ୍ମାରକୀ ଜିଲା ଆନ୍ତଃ କ୍ଲବ ନକ୍ ଆଉଟ ଫୁଟବଲ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଗର୍ଭନା ଦଳକୁ ହରାଇ...
ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ: ଆଉ ତା’ପରେ…
ଦିଗପହଣ୍ଡି,୧୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜେଇ ଚୋରା ଚାଲାଣ ବେଳେ ଦିଗପହଣ୍ଡି ପୋଲିସ ଶନିବାର ଜଣେ ୨୦ ବର୍ଷୀୟ ଯୁବକଙ୍କୁ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତ ଜଣକ ହେଲେ ତାମିଲନାଡୁ କୋଏମ୍ବାଟୁର ଜିଲା କାଟୁର୍ ଗ୍ରାମର ହରି.ଏମ୍ ବୋଲି ସୂଚନା ମିଳିଛି।...
ନାବାଳିକା ବଳାତ୍କାରୀଙ୍କୁ ଆଜୀବନ କାରାଦଣ୍ଡ
କେନ୍ଦୁଝର,୧୮ା୧୦(ନରେଶ ଚନ୍ଦ୍ର ପଟ୍ଟାନୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟରେ ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ବିଜୟ କୁମାର ମିଶ୍ର ଘଷିପୁରା ଥାନା ଅନ୍ତର୍ଗତ ମୁରବାଲି ଗ୍ରାମର ପୁପୁନ ପାତ୍ର(୨୬)ଙ୍କୁ ଦୋଷୀ ସାବ୍ୟସ୍ତ...
ଛିଡ଼ା ହୋଇ କରୁଥିଲେ ଭିଡିଓ: ଆଖି ଆଗରେ ଚାଲିଗଲା ସାଙ୍ଗର ଜୀବନ
ଉଦଳା,୧୮ା୧୦(ସନ୍ତୋଷ କୁମାର ବାଛିନି): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ ଟୁଙ୍କି ଜଳପ୍ରପାତରେ ବୁଡ଼ି ଜଣେ ଡିପ୍ଲୋମା ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ମୁର୍ଗାବାଡ଼ି ଅଞ୍ଚଳର ସୌମିତ କୁମାର ପାତ୍ର। ସେ ଲକ୍ଷ୍ମୀପୋଷି ମୟୂରଭଞ୍ଜ ସ୍କୁଲ ଅଫ୍...
୪ ଭାଇଙ୍କୁ ଗୋଡାଇ ଗୋଡାଇ କରିଥିଲେ ହତ୍ୟା: ଅଭିଯୁକ୍ତଙ୍କୁ ଏଭଳି ଦଣ୍ଡ ଦେଲେ ବିଚାରପତି, ଜାଣନ୍ତୁ…
ଆନନ୍ଦପୁର,୧୮ା୧୦(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍ କୋର୍ଟରେ ୪ ଭାଇଙ୍କୁ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ଦେବଦତ୍ତ ଦାସ ମହାପାତ୍ର ମାମଲାର ବିଚାର କରି ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ଗାଁର...
ଇନଷ୍ଟାଗ୍ରାମରେ ଖଣ୍ଡା ବୁଲାଇ ଧମକ ଦେବା ପଡ଼ିଲା ମହଙ୍ଗା, ଶେଷରେ ମାମଲା ପହଞ୍ଚିଲା…
ଦିଗପହଣ୍ଡି,୧୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ ଡୁମ୍ବୁଳା ଗ୍ରାମର ସୁଶାନ୍ତ ଗୌଡ଼ ଓରଫ ମହାଙ୍କୁଡ଼ଙ୍କୁ ଶନିବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୁଶାନ୍ତ ତାଙ୍କ ଗାଁର କୌଣସି ୩ ବ୍ୟକ୍ତିଙ୍କୁ ହତ୍ୟା ଧମକ...
ଟ୍ରେଞ୍ଚ ଖୋଳିବା ପରେ ଧାରଣା ପ୍ରତ୍ୟାହୃତ, ନିୟମିତ ଚଢ଼ାଉ ସହ ଚୋରା ଚାଲାଣକୁ…
ହାଟଡିହୀ,୧୮l୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅମ୍ବୋ ପଞ୍ଚାୟତ କରଗୋଳା ବୈତରଣୀ ନଦୀ ବାଲି ଘାଟରୁ ବେଆଇନ ବାଲି ପରିବହନ ପ୍ରସଙ୍ଗକୁ ନେଇ ସ୍ଥାନୀୟ ବାସିନ୍ଦା ଦୁଇ ଦିନ ହେବ ଆନନ୍ଦପୁର ଉପଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ...
Archives


