ଟ୍ରେନ୍ରୁ ଖସି ପଡ଼ିଥିଲେ କିନ୍ନର
ଜଳେଶ୍ୱର, ୨୫।୨(ନବୀନ ସାହୁ): ଟ୍ରେନ୍ରୁ ଖସିପଡ଼ି ଜଣେ କିନ୍ନରଙ୍କ ଅକାଳ ବିୟୋଗ ଘଟିଛି। ମୃତକ ଜଣକ ହେଉଛନ୍ତି ଜଳେଶ୍ୱର ଥାନା ଅଧୀନ ରାଜପୁର ବସ୍ତିର ସଲମା କିନ୍ନର(୩୫)। ଗତ ସୋମବାର ଦିନ ପ୍ରାୟ ୨ଟା ବେଳେ ସଲମା ୧୨୮୭୬ ନଂ. ଅପ୍…
ବଳଦେବଜୀଉଙ୍କ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କା ମଞ୍ଜୁର କଲେ ସରକାର
କେନ୍ଦ୍ରାପଡ଼ା,୨୫ା୨: କେନ୍ଦ୍ରାପଡ଼ା ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର। ବିଗତ କିଛି ବର୍ଷ ଧରି ରଥର ୧୪ଟି ଚକ ଠିକ ନ ଥିବାରୁ ଅସୁବିଧା ହେଉଥିଲା। ରଥଟଣା ବେଳେ ବିଭିନ୍ନ ପ୍ରକାର…
ଅନ୍ୟ ନାଁରେ ଆକାଉଣ୍ଟ ଖୋଲି କରିଥିଲେ ୭ କୋଟି ଠକେଇ: ୪ ଜଣଙ୍କୁ ବାନ୍ଧିଲା ପୋଲିସ
ବରଗଡ,୨୫।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପୋଲିସ ଅପରେଶନ କବଚରେ ବୁଧବାର ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ମୂଳ ବାସିନ୍ଦା ତଥା ବର୍ତ୍ତମାନ ମୁମ୍ବାଇର ରହୁଥିବା ଚାନ୍ଦିନୀ ଅଗ୍ରୱାଲ (୩୦), ବିହାର ରାଜ୍ୟର ମୂଳ ବାସିନ୍ଦା ତଥା…
ମଧ୍ୟାହ୍ନଭୋଜନ ରାନ୍ଧିଲେ ଗ୍ରାମବାସୀ
ମୋରଡ଼ା,୨୫ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ସରାଶୋଳ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା ଦେଖାଦେଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ଉକ୍ତ ବିଦ୍ୟାଳୟରେ ଶିଶୁ ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୯…
ଯୁବତୀଙ୍କୁ ବଳାତ୍କାର ପରେ ଛାତରୁ ଠେଲି ହତ୍ୟା, ଉଲଗ୍ନ ଅବସ୍ଥାରେ ମୃତଦେହ ଉଦ୍ଧାର, ପର୍ଦ୍ଦାଫାଶ କଲା ପୋଲିସ
ପାରାଦୀପ,୨୫।୨(ଶରତ ରାଉତ): ପାରାଦୀପ ତାରିଣୀଗଡା ଅଞ୍ଚଳର ବହୁଚର୍ଚ୍ଚିତ ମହିଳା ମୃତ୍ୟୁ ଘଟଣାରେ ପୋଲିସକୁ ଅନେକ ସୂଚନା ମିଳିଛି। ମୃତକାଙ୍କ ପରିଚୟ ମିଳିବା ସହ ବଳାତ୍କାର ପରେ ଛାତରୁ ଠେଲି ହତ୍ୟା କରାଯାଇଛି ବୋଲି ଜଣାପଡିଛି। ଘଟଣା ସମ୍ପର୍କରେ ପାରାଦୀପ ଆଦର୍ଶଥାନା ଅଧିକାରୀ…
ପୁଣି ଉଠିଲା ଆନନ୍ଦପୁରକୁ ସ୍ବତନ୍ତ୍ର ଜିଲା ଘୋଷଣା ଦାବି
ବଞ୍ଚୋ,୨୫ା୨(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ସ୍ବତନ୍ତ୍ର ଜିଲା ମାନ୍ୟତା ପାଇବା ପାଇଁ ସମସ୍ତ ସର୍ତ୍ତ ପୂରଣ କରୁଥିବା ସତ୍ତ୍ୱେ ଏହା ଅବହେଳିତ ହୋଇରହିଛି। ଦୁଇ ବର୍ଷ ଅନ୍ତରରେ ପୁଣି ଆନନ୍ଦପୁରକୁ ସ୍ବତନ୍ତ୍ର ଜିଲା ଦାବି ପ୍ରସଙ୍ଗ ଚର୍ଚ୍ଚାକୁ ଆସିଛି।…
ମା’-ବାପାଙ୍କୁ ଅବହେଳା କରିବା ପଡିବ ମହଙ୍ଗା, ପୋଲିସର ସୁରକ୍ଷା ବଳୟରେ ରହିବେ ସିନିୟର ସିଟିଜେନ
କଟକ,୨୫।୨: ଏଣିକି ଓ ପୋଲିସର ସୁରକ୍ଷା ବଳୟ ଭିତରେ ସୁରକ୍ଷିତ ରହିବେ ବୃଦ୍ଧ ପିତାମାତା। ସିନିୟର ସିଟିଜେନଙ୍କୁ ଓଡ଼ିଶା ପୋଲିସ ସୁରକ୍ଷା ଦେବ । ଏଥିପାଇଁ ହାଇକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି । ବୟସ୍କ ବାପା-ମା’ଙ୍କ ସୁରକ୍ଷା ପାଇଁ ଲଢିବ ଓଡ଼ିଶା…
ଫାଇଲ ତଳେ ଚାପି ହୋଇଛି ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ପାଣି ମୁନ୍ଦେ ପାଇଁ…
ମହାକାଳପଡ଼ା,୨୫ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବରକନ୍ଧା ପଞ୍ଚାୟତ ସ୍ଥାନୀୟ ତେନ୍ତୁଲି କନ୍ଧା ଗାଁରେ ପାଣି ମୁନ୍ଦେ ପାଇଁ ଠାକୁରାଣୀଙ୍କ ଚନ୍ଦନ ପୋଖରୀ ଉପରେ ନିର୍ଭରକରନ୍ତି। ଗାଁରେ ଦୁଇଟି ୱାର୍ଡ଼ର ୧ ହଜାରରୁ ଅଧିକ ଜନସଂଖ୍ୟା…
ଛାତ୍ରୀମାନେ ଆତ୍ମରକ୍ଷା କୌଶଳ ଜାଣିବା ଜରୁରୀ: ଶାରୀରିକ-ମାନସିକ ସ୍ତରରେ…
ଭଞ୍ଜନଗର,୨୫।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପକ୍ଷରୁ ବୁଧବାର ଛାତ୍ରୀ ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଏହା ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଦୈନନ୍ଦିନ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦିଆଯିବ। ଛାତ୍ରୀମାନେ…
ଜଣଙ୍କୁ ସାଇକେଲରୁ ଟାଣି ନେଇ ଦଳିଦେଲା ହାତୀ, ଆଉ ଜଣଙ୍କୁ ବାଡ଼ିପଟୁ ଭିଡ଼ିନେଇ…
ନୟାଗଡ଼/ରଣପୁର,୨୫ା୨(ଲୋକନାଥ ମିଶ୍ର/ସୁକାନ୍ତ କିଶୋର ଡାକୁଆ): ଖୋର୍ଦ୍ଧା ବନଖଣ୍ଡର ପୃଥକ୍ ପୃଥକ୍ ସ୍ଥାନରେ ଦୁଇଟି ଭିନ୍ନଭିନ୍ନ ହାତୀ ଆକ୍ରମଣରେ ବୁଧବାର ସକାଳେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ନୟାଗଡ଼ ଜିଲା ରଣପୁର ରେଞ୍ଜ ମୟୂରଝଲିଆ ଗାଁର କାଳୁ ମହାରଣା (୫୮)…
ଆଜି ହୋଇଥାନ୍ତା ନାବାଳିକାଙ୍କ ବାହାଘର, ହଠାତ୍ ଘରେ ପହଞ୍ଚିଲା ପୋଲିସ ପ୍ରଶାସନ, ତା’ପରେ…
ଦିଗପହଣ୍ଡି,୨୫।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ନାରାୟଣପୁର ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକଙ୍କୁ ବିବାହ କରିବା ପାଇଁ ନିମନ୍ତ୍ରଣପତ୍ର ବଣ୍ଟା ସରିଥିଲା। ବାହାଘର ପାଇଁ ପରିବାର ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଥିଲା। ଘରେ ପହଞ୍ଚିଥିଲେ…
ସିନିୟର୍ ଗଞ୍ଜାମ କ୍ରିକେଟ ଟିମ ଘୋଷିତ: ଭଞ୍ଜନଗରରୁ ବିଭୁ ପ୍ରସାଦ ସାମିଲ
ଭଞ୍ଜନଗର,୨୫।୨(ବାବୁଲା ପ୍ରଧାନ): ଓଡ଼ିଶା କ୍ରିକେଟ ଆସୋସିଏସନ ଦାରା ଗଞ୍ଜାମ ଜିଲା ସିନିୟର୍ କ୍ରିକେଟ ଟିମ ଗତ ୧୮ ତାରିଖରେ ଘୋଷଣା ହୋଇଛି। ଏଥିରେ ଭଞ୍ଜନଗର ବ୍ଲକ ଆଦିବାସୀ ଅଧ୍ୟୁଷିତ ଦଦରାଲୁଣ୍ଡା ଗ୍ରାମର ବିଭୁ ପ୍ରସାଦ ନାୟକ ମନୋନୀତ ହୋଇଛନ୍ତି । ଏହି…
Archives


