ଆମ ଜିଲା ଖବର

ଲଘୁଚାପ ଜନିତ ବର୍ଷା, ଗୁମାଡି ନଦୀର ଅସ୍ଥାୟୀ ପୋଲ ଉପରେ ବର୍ଷା ଜଳ ପ୍ରବାହିତ, ଭୟଭୀତ ଗ୍ରାମବାସୀ

ଦାରିଙ୍ଗବାଡି, ୨।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷାରେ ଗୁରୁବାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏହି କ୍ରମରେ ତିଲୋରୀ ପଞ୍ଚାୟତର ଗୁମାଡି ନଦୀ ଫୁଲିଛି ଫଳରେ ଗୁମାଡି ନଦୀରେ ନୂତନ…

ସ୍ତ୍ରୀକୁ ଗଳା ଚିପି ହତ୍ୟା କଲେ ସ୍ବାମୀ, ହତ୍ୟା ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ

ଲାଞ୍ଜିଗଡ, ୨।୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଳକ ବିଜେପୁର ପଞ୍ଚାୟତ ବିଜେପୁର ଥାନା ଅନ୍ତର୍ଗତ ସର୍ଗିଗୁଡା ଗ୍ରାମର ପୁଲସିଙ୍ଗ ମାଝୀ (୫୯) ନିଜ ସ୍ତ୍ରୀକୁ ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗରେ ବୁଧବାର ବିଜେପୁର ପୋଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ…

ବିଜୟା ଦଶମୀରେ ଖୋଲିଲା ନ୍ୟୁ ଲାଇଫ ମେଡିକାଲ ହଲ୍‌: ବିଧାୟକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି ଡାକ୍ତର

ପାଟଣା,୨।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ତ୍ରିବିନ୍ଧାରେ ଗୁରୁବାର ନ୍ୟୁ ଲାଇଫ ମେଡିକାଲ ହଲ୍‌ ଉଦ୍‌ଘାଟିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ ଫିତା କାଟି ଉଦ୍‌ଘାଟିତ…

ଗାନ୍ଧୀ-ଶାସ୍ତ୍ରୀଙ୍କ ଜୀବନ ଆଦର୍ଶକୁ ମନେ ପକାଇଲେ ଛାତ୍ରୀଛାତ୍ର

ହାଟଡିହୀ,୨l୧୦(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଂଚାୟତ ହାଇସ୍କୁଲରେ ମହାମାନବ ମହାତ୍ମାଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରଥମେ ସମୂହ ରାମଧୁନ ଗାନ କରାଯାଇ କ୍ରାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା l ଏନସିସି ଛାତ୍ରୀଛାତ୍ରଙ୍କ ସହାୟତାରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଭିଏସଏସକୁ ବନ୍ୟପ୍ରାଣୀ ସୁରକ୍ଷା ଚିନ୍ତା: ଆସିଲେ ନାହିଁ ବନ କର୍ମଚାରୀ, ୬ରେ ପାଳିବେ ଉତ୍ସବ

ଭଞ୍ଜନଗର,୨/୧୦(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଆଜିକୁ କିଛି ମାସ ହେବ ୧୦ରୁ ଉର୍ଦ୍ଧ୍ୱ ବନ ସୁରକ୍ଷା ସମିତି (ଭିଏସଏସ) କର୍ମକର୍ତ୍ତାଙ୍କ ସହ ବନ ବିଭାଗ ଅଧିକାରୀଙ୍କ ମଧ୍ୟରେ ପଡୁନାହିଁ । ଯାହାକୁ ନେଇ ଦିନକୁ ଦିନ ବନ…

ପ୍ରବଳ ବର୍ଷା : ଚବେରୀ ନଦୀ ଉପରେ ଥିବା ଅସ୍ଥାୟୀ ପୋଲ ଉପରେ ୪ ଫୁଟ ପାଣି, ଯାତାୟାତ ବନ୍ଦ

କୋରାପୁଟ,୨।୧୦(ଅମିତାଭ ବେହେରା ) ଲଘୁଚାପ ସାଙ୍ଗକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ଗୁରବାର ସକାଳୁ କୋରାପୁଟ ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଏହା ଯୋଗୁ କୋରାପୁଟ – ରାୟଗଡା ୩୨୬ ଜାତୀୟ ରାଜପଥର ବଙ୍ଗଳାଗୁଡା ଗ୍ରାମ ନିକଟରେ ଥିବା…

ପ୍ରବଳ ବର୍ଷାରେ ବେହାଲ ଗଜପତି: ପାଣିରେ ଭାସିଲା ବୋଲେରା ଗାଡି

ମୋହନା, ୨।୨୫ ( ମନ୍ମଥ ମିଶ୍ର ): କିଛି ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଆଜି ପବଳ ବର୍ଷା ଯୋଗୁ ଗଜପତି ଜିଲାର ଆର.ଉଦୟଗିରି ଗ୍ରାମ୍ୟ ପରିମଳ ବିଭାଗୀୟ ଉପଖଣ୍ଡ କାର୍ଯ୍ୟାଳୟର…

ସ୍ତ୍ରୀଙ୍କ ବେକକୁ ହାଣିଲେ ଏବିଡିଓ: ଗ୍ରାମବାସୀ ଦେଖିଦେବାରୁ…

ହାଟଡିହୀ,୨।୧୦(ଶୁଭକାନ୍ତ ନାୟକ): ଭଦ୍ରକ ଜିଲା ବନ୍ତ ବ୍ଲକ ଏବିଡିଓ ଦେବୀ ପ୍ରସାଦ ଜେନା ନିଜ ସ୍ତ୍ରୀଙ୍କୁ କୌଣସି ଏକ ଧାରୁଆ ଅସ୍ତ୍ରରେ ବେକକୁ ହାଣିଦେଇଛନ୍ତି। ଫଳରେ ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କୁ ପ୍ରଥମେ ଶାଳନିଆଁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।…

ମିଳିନି ଆବାସ ଗୃହ: ବର୍ଷା ପବନରେ ଉଡିଗଲା ଜରିପାଲ, ସଙ୍କଟରେ ମା’ ଝିଅ

ଗଞ୍ଜାମ,୨।୧୦(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ନଂ ୭ ବାଲୀ ସାହିରେ ସନ୍ତୋଷୀ ନାୟକ ନିଜ ପରିବାର ସହ ରହୁଛନ୍ତି । ପରିବାର କହିଲେ ମା ଓ ଝିଅ । ବାସ କହିଲେ ସାହି ଶେଷ ମୁଣ୍ଡରେ ଛଣ…

ଯାତ୍ରୀବାହୀ ବସ୍‌କୁ ପିଟିଲା ଟ୍ରକ

ଖଡ଼ିଆଳ,୨।୦(ସୁଜିତ କୁମାର ପ୍ରଧାନ) ନୂଆପଡ଼ା ଜିଲା ଖଡିଆଳ ବ୍ଲକ ତୁକଲାଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସକୁ ଏକ ଟ୍ରକ ଧକ୍କା ଦେଇଛି। ହେଲେ ଦୁର୍ଘଟଣାରେ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗୁରୁବାର ଏକ ଯାତ୍ରୀବାହୀ…

SI ପରୀକ୍ଷା ଜାଲିଆତି: ବରଗଡ଼ ଜିଲାକୁ ଲମ୍ବିଛି ଚେର, ଦଲାଲ କିଏ ଉଠୁଛି ପ୍ରଶ୍ନ

ବରଗଡ଼,୨।୧୦(ପ୍ରେମାନନ୍ଦ ଖମାରୀ): ବହୁଚର୍ଚ୍ଚିତ ପୋଲିସ ସବ ଇନ୍ସପେକ୍ଟର (SI) ପରୀକ୍ଷା ଜାଲିଆତି ଚେର ବରଗଡ଼ ଜିଲାକୁ ମଧ୍ୟ ଲମ୍ବିଛି। କ୍ରାଇମବ୍ରାଞ୍ଚ ଗିରଫ କରିଥିବା ଅଭିଯୁକ୍ତ ପରୀକ୍ଷାର୍ଥୀଙ୍କ ମଧ୍ୟରେ ବରଗଡ଼ ଜିଲାର ୫ ଜଣ ରହିଛନ୍ତି। ସେମାନେ ବରଗଡ ଭୋଇଟିକ୍ରା, ବିଜେପୁର ଥାନା…

ବର୍ଷାକୁ ଖାତିର୍‌ ନ କରି ପାଳନ କଲେ ଗାନ୍ଧୀଜୟନ୍ତୀ

ନିରାକାରପୁର, ୨।୧୦((ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ ନିରାକାରପୁର ସାହି ଠାରେ ଗାନ୍ଧୀଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଗାନ୍ଧୀ ଜୟନ୍ତୀରେ ଗାନ୍ଧୀଶାନ୍ତି ପ୍ରତିଷ୍ଠାନର ସଭାପତି ଡ. ପୂର୍ଣଚନ୍ଦ୍ର ଦାଶଙ୍କ ସହିତ ଅନୁଷ୍ଠାନର ସଭ୍ୟ ଅଧ୍ୟାପକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?