୨୦ ରାଉଣ୍ଡ ଗଣତି ଶେଷ: ବହୁ ଆଗରେ ଭାଜପା, ଦ୍ୱିତୀୟ ସ୍ଥାନ ପାଇଁ କଂଗ୍ରେସ-ବିଜେଡି ଛକ୍କାପଞ୍ଝା
ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୨୦ ରାଉଣ୍ଡ ଗଣତି ସୁଦ୍ଧା ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ୯୭୭୮୯ ଭୋଟ ପାଇଛନ୍ତି। ହେଲେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଘାସିରାମ ମାଝୀଙ୍କୁ ୩୨ହଜାର ୧୯୧ଖଣ୍ଡ...
ବିଜୟ ଆଡ଼କୁ ମାଡ଼ି ଚାଲିଛନ୍ତି ଜୟ ଢୋଲକିଆ, ପରିବାରରେ ଖୁସି ମନାଇବା ସହ କହିଲେ ଏମିତି…
ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଏନେଇ ପ୍ରାର୍ଥୀଙ୍କଠାରୁ କର୍ମକର୍ତ୍ତା ଏବଂ ପରିବାର ସଦସ୍ୟ ପୂରା ଖୁସିରେ ବିମୋହିତ ହୋଇପଡ଼ିଛନ୍ତି। ଜୟ ତାଙ୍କ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବହୁ ଭୋଟ୍...
ଫିକା ପଡିଲା ନବୀନଙ୍କ ଚମକ: ନୂଆପଡ଼ାରେ ଦ୍ୱିତୀୟ ସ୍ଥାନ ପାଇଁ ସଂଘର୍ଷ କରୁଛି ବିଜେଡି
ନୂଆପଡ଼ା,୧୪ା୧୧: ଓଡ଼ିଶାରେ ବିଧାନସଭା ନିର୍ବାଚନ ପରାଜୟ ପରେ ପ୍ରଥମ ଉପନିର୍ବାଚନରେ ବିଜେଡି ହାରିବା ଅଭିମୁଖେ ଗତି କରୁଛି। ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ଜୟ ଢୋଲକିଆ ଏକ ବୃହତ୍ ବିଜୟ ଆଡ଼କୁ ଅଗ୍ରସର ହେଉଛନ୍ତି, ଯାହା...
୧୫ ରାଉଣ୍ଡ ଗଣତି ଶେଷ: ଆସିଲା ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ପ୍ରତିକ୍ରିୟା, କହିଲେ ନୂଆପଡ଼ାବାସୀ…
ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି ସକାଳ ୮ଟାରୁ ଜାରି ରହିଛି। ୧୫ ରାଉଣ୍ଡ ଗଣତି ସୁଦ୍ଧା ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ବଡ଼ ବିଜୟ ପଥେ ଆଗେଇ ଚାଲିଛନ୍ତି। ୧୫ ରାଉଣ୍ଡ ସୁଦ୍ଧା ଜୟ ୭୩୭୪୫ ଭୋଟ...
ନୂଆପଡ଼ାରେ ବାପାଙ୍କୁ ଟପିଗଲେ ପୁଅ ଜୟ
ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ୨୦୨୪ ନିର୍ବାଚନରେ ବର୍ତ୍ତମାନର ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ବାପା ରାଜେନ୍ଦ୍ର ଢୋଲକିଆ ସେତେବେଳେ ବିଜେଡିରୁ ଲଢ଼ି ୬୧୮୨୨ ଖଣ୍ଡ ଭୋଟ୍ ପାଇଥିଲେ। ତେବେ ତାଙ୍କର ଦେହାନ୍ତ ପରେ ପୁଅ ଜୟ ଭାଜପାରେ ସାମିଲ ହୋଇ ଭାଜପାରୁ...
ନୂଆପଡ଼ା ଉପନିର୍ବାଚନ: ୧୨ ରାଉଣ୍ଡ ଗଣତି ଶେଷ, ଜାଣନ୍ତୁ କିଏ ଆଗରେ…
ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି ସକାଳ ୮ଟାରୁ ଜାରି ରହିଛି। ୧୨ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ୪୦୩୧୩ ଭୋଟରେ ଆଗୁଆ ରହିଛନ୍ତି। ୧୦ମ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୫୯୩୬୬ଖଣ୍ଡ ଭୋଟ ମିଳିଥିବା ବେଳେ...
ନୂଆପଡ଼ା ଉପନିର୍ବାଚନ: ୧୦ମ ରାଉଣ୍ଡ୍ରେ ଜୟ ଢୋଲକିଆ ଆଗରେ, ବିଜେଡିକୁ ମିଳିଛି…
ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନର ଭୋଟ୍ ଗଣତି ସକାଳ ୮ଟାରୁ ଜାରି ରହିଛି। ୧୦ମ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ୩୩୨୩୨ ଭୋଟ୍ରେ ଆଗୁଆ ରହିଛନ୍ତି। ୧୦ମ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୫୦୩୩୩ ଖଣ୍ଡ ଭୋଟ୍ ମିଳିଥିବାବେଳେ...
ସପ୍ତମ ରାଉଣ୍ଡ୍ ସୁଦ୍ଧା ଚିତପଟାଙ୍ଗ ବିରୋଧୀ, ଜୟ ଢୋଲକିଆ ୨୫ ହଜାରରୁ ଅଧିକ ଭୋଟ୍ରେ ଆଗୁଆ
ନୂଆପଡା,୧୪ା୧୧: ନୂଆପଡ଼ା ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଥିବା ବେଳେ ଭାଜପା ପ୍ରାର୍ଥୀ ଜୟ ଢ଼ୋଲକିଆ ଏକ ବଡ଼ ବିଜୟ ଅଭିମୁଖେ ଅଗ୍ରସର ହେଉଛନ୍ତି। ପ୍ରାରମ୍ଭିକ ରାଉଣ୍ଡ୍ରୁ ସେ ଯେଉଁ ବ୍ୟବଧାନରେ ଆଗେଇଥିଲେ, ତାହା କ୍ରମାଗତ ଭାବେ ବଢ଼ିବାରେ...
Nuapara By-Election: ୫ମ ରାଉଣ୍ଡ୍ରେ ବି ଜୟ ଢୋଲକିଆ ଆଗରେ, ଏତିକି ଭୋଟ୍ ପଛରେ ଅଛନ୍ତି ସ୍ନେହାଙ୍ଗିନୀ
ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନର ଭୋଟ୍ ଗଣତି ସକାଳ ୮ଟାରୁ ଜାରି ରହିଛି। ପଞ୍ଚମ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ୧୮ ହଜାର ୩୯୮ ଭୋଟ୍ରେ ଆଗୁଆ ରହିଛନ୍ତି। ପଞ୍ଚମ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୨୫୧୯୫ ଭୋଟ୍...
ନୂଆପଡ଼ା ଉପନିର୍ବାଚନ: ଚାଲିଛି ଗଣତି, ଜୟ ଢୋଲକିଆ କହିଲେ ଜନତା ମୋତେ…
ନୂଆପଡ଼ା,୧୪ା୧୧: ଶୁକ୍ରବାର ନୂଆପଡ଼ା ଉପନିର୍ବାଚନର ଗଣତି ଚାଲିଛି। ୪ର୍ଥ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ଆଗରେ ଥିବାବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତେବେ ୪ ରାଉଣ୍ଡରେ ପଛରେ ପଡ଼ିଯାଇଛନ୍ତି ବିଜେଡି ପ୍ରାର୍ଥତ୍ନୀ...
ନୂଆପଡ଼ା ଉପନିର୍ବାଚନ: ତୃତୀୟ ରାଉଣ୍ଡ୍ ସୁଦ୍ଧା ଜୟ ଢ଼ୋଲକିଆ ୧୦ ହଜାର ଭୋଟ୍ରେ ଆଗୁଆ
ନୂଆପଡା,୧୪ା୧୧: ନୂଆପଡ଼ା ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ପ୍ରାରମ୍ଭିକ ରାଉଣ୍ଡ୍ରୁ ହିଁ ଭାଜପା ପ୍ରାର୍ଥୀ ଜୟ ଢ଼ୋଲକିଆ ବଡ଼ ବ୍ୟବଧାନରେ ଆଗୁଆ ରହିଛନ୍ତି। ତୃତୀୟ ରାଉଣ୍ଡ୍ ଶେଷ ସୁଦ୍ଧା ଜୟ ଢ଼ୋଲକିଆ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ୧୦,୦୧୩...
ନୂଆପଡ଼ା ଉପନିର୍ବାଚନ: ପ୍ରଥମ ରାଉଣ୍ଡରେ ଜୟ ଢ଼ୋଲକିଆ ଆଗୁଆ, ଏତିକି ପଛରେ ବିଜେଡି
ନୂଆପଡା,୧୪ା୧୧: ନୂଆପଡ଼ା ବିଧାନସଭା ଉପନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ପ୍ରାରମ୍ଭିକ ରାଉଣ୍ଡରେ ଭାଜପା ପ୍ରାର୍ଥୀ ଜୟ ଢ଼ୋଲକିଆ ଆଗୁଆ ରହିଛନ୍ତି। ପ୍ରଥମ ରାଉଣ୍ଡ୍ ସୁଦ୍ଧା ଭାଜପା ପ୍ରାର୍ଥୀ ଜୟ ଢ଼ୋଲକିଆ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ୩୫୪୭ ଭୋଟ୍ରେ ଆଗୁଆ...
Archives


