ନୂଆପଡ଼ା

ନୂଆପଡ଼ା ଉପନିର୍ବାଚନ ପ୍ରସ୍ତୁତି ଆରମ୍ଭ: ବୈଠକ ଡାକିଲେ CEO

ନୂଆପଡ଼ା,୧୫।୯(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ଉପନିର୍ବାଚନ ପାଇଁ CEO ବୈଠକ ଡାକିଛନ୍ତି। ସବୁ ରାଜନୈତିକ ଦଳର ସଭାପତି ଓ ସମ୍ପାଦକଙ୍କୁ ନେଇ ଏହି ବୈଠକ ଡକାଯାଇଛି। ନିର୍ବାଚନ ସମ୍ପର୍କିତ ବିଧି ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହେବ।…

ଘାସିରାମଙ୍କୁ ପ୍ରାର୍ଥୀ କରିବାକୁ ପିସିସିର ଇସାରା, ଭକ୍ତ କହିଲେ ଦଳର ହାଇକମାଣ୍ଡ…

ନୂଆପଡ଼ା,୧୫ା୯(ମକାରୁ ବେମାଲ): ନୂଆପଡ଼ା ପାଇଁ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିବାକୁ ପ୍ରଦେଶ କଂଗ୍ରେସ କମିଟି ଏକପ୍ରକାର ଇସାରା ଦେଇଛି। ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ଯେଉଁମାନେ ଭୟଭୀତ ସେମାନେ ଏବେଠୁ ମାର୍କେଟିଂ ଆରମ୍ଭ କରିଦେଲେଣି। ଗତ ନିର୍ବାଚନରେ ସ୍ବାଧୀନ ଭାବେ…

ନୂଆପଡ଼ା ଉପନିର୍ବାଚନ: ଆଜି ପ୍ରକାଶ ପାଇବ ଭୋଟର ତାଲିକା

ନୂଆପଡ଼ା,୧୫ା୯(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ଅର୍ଥାତ୍‌ ସୋମବାରଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ସମୟସୀମା ରହିଛି। ଅକ୍ଟୋବର ୭ ତାରିଖରେ ଦାବି ଓ ଆପତ୍ତି ନିଷ୍ପତ୍ତି ସରିବ। ଅକ୍ଟୋବର ୯ରେ ନୂଆ…

ନୂଆପଡ଼ା ଉପନିର୍ବାଚନ: ଜାଣନ୍ତୁ ଏସ୍‌ଆଇଆର୍‌, ଏସ୍‌ଏସ୍‌ଆର୍‌ ମଧ୍ୟରେ ପାର୍ଥକ୍ୟ କ’ଣ?

ଭୁବନେଶ୍ୱର, ୧୪।୯(ସୁନିତ୍‌ ମିଶ୍ର): ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ହେଉଛି ଘରକୁ ଘର ଯାଇ ଭୋଟରମାନଙ୍କ ଗଣନା କରି ନୂଆ ଭୋଟର ତାଲିକା ପ୍ରସ୍ତୁତ କରିବା। ପ୍ରଚଳିତ ତାଲିକାକୁ ବିଚାରକୁ ନ ନେଇ ଗଣନାକାରୀମାନେ ପ୍ରତି ଘରକୁ ଯାଇ ଧାର୍ଯ୍ୟ ତାରିଖ…

ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଏସ୍‌ଏସ୍‌ଆର୍‌

ଭୁବନେଶ୍ୱର, ୧୪।୯(ସୁନିତ୍‌ ମିଶ୍ର): ନୂଆପଡା ବିଧାନସଭା ଆସନରେ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ(ଏସ୍‌ଏସ୍‌ଆର୍‌) କରାଯିବ। ଆଗକୁ ଏହି ବିଧାନସଭା ଆସନ ଲାଗି ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ ହିଁ ଏସ୍‌ଏସ୍‌ଆର୍‌ କରାଯିବ। ନୂଆପଡ଼ା ଆସନରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନ ପାଇଁ ଜନପ୍ରତିନିଧିତ୍ୱ…

 ଉପନିର୍ବାଚନକୁ ନେଇ ଆସିଲା ବଡ଼ ଖବର:  ମୁହାଁମୁହିଁ ହେବେ…

ନୂଆପଡ଼ା,୧୩।୯(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନକୁ ନେଇ ଆସିଲା ବଡ଼ ଖବର। ଉପନିର୍ବାଚନ ପୂର୍ବରୁ ନିର୍ବାଚନମଣ୍ଡଳୀରେ ହେବ ସୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR)। ଏ ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ରବିବାର ସୁଦ୍ଧା ମତଦାନ କେନ୍ଦ୍ରର ପୁନଃବ୍ୟବସ୍ଥାପନ/ପରିବର୍ତ୍ତନ…

ନିର୍ଯାତନା ନେଇ ଥାନାର ଦ୍ୱାରସ୍ଥ ହେଲେ ଆଦିବାସୀ

ନୂଆପଡ଼ା,୧୩ା୯ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ କେନ୍ଦୁବାହାରା ପଞ୍ଚାୟତ ଭଇଁଷାଦରା ଗାଁରେ ଆଦିବାସୀଙ୍କୁ ଉପରେ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଗ୍ରାମବାସୀ ଧରମବନ୍ଧା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ଅନୁଯାୟୀ, ଭଇଁଷାଦରା ଗାଁରେ ମିର୍ଦ୍ଧା, ଗଣ୍ଡ, ଗଉଡ, ହରିଜନ, ସାହୁ, ରଣା,…

ନୂଆପଡ଼ାରୁ ମଧ୍ୟପ୍ରଦେଶର ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୧୩ ଅଭିଯୁକ୍ତ

ନୂଆପଡ଼ା,୧୧ା୯ (ମକାରୁ ବେମାଲ): ନୂଆପଡ଼ା ସଦର ଥାନା ପୋଲିସ ପୃଥକ୍‌ ସ୍ଥାନରେ ଚଢାଉ କରି ୬୨ କିଗ୍ରା ଗଞ୍ଜେଇ ଜବତ କରି ୧୩ ଜଣଙ୍କୁ ଗିରଫ କରି କରିଛି। ଶୁକ୍ରବାର ପୋଲିସ ମୁଖ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ…

ବିଲରେ କାମ କରି ସାଙ୍ଗହୋଇ ଫେରୁଥିଲେ: ଘଟିଲା ବଜ୍ରପାତ, ଆଉ ତା’ପରେ…

ବୋଡ଼େନ,୧୧ା୯(ଟିକେଶ୍ୱର ନାଗ): ନୂଆପଡ଼ା ଜିଲା ବୋଡ଼େନ ବ୍ଲକ ଡୁଡୁକାମୁଣ୍ଡା ଗ୍ରାମରେ ଗୁରୁବାର ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଡୁଡୁକାମୁଣ୍ଡା ଗ୍ରାମର ପରଶୁ ସତ୍‌ନାମୀ (୪୨)। ସୂଚନା ଅନୁଯାୟୀ ପରଶୁଙ୍କ ସହ ଅନନ୍ତ…

ଚାଷ ଜମିକୁ ଯାଉଥିଲେ, ହଠାତ୍‌ ମାରିଲା ଘଡ଼ଘଡ଼ି: ଆଉ ତା’ପରେ…

ନୂଆପଡ଼ା,୧୧।୯(ମକାରୁ ବେମାଲ/ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଗୁରୁବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ସକାଳୁ ସକାଳୁ ବଜ୍ରାଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଜଣ ଆହତ ହୋଇଛନ୍ତି। ବୋଡେନ ଥାନା ଡୁର୍କାମୁଣ୍ଡା ଗାଁରେ ଏହି ଘଟଣା…

ଆରପାରିରେ ବିଧାୟକ ରାଜେନ୍ଦ୍ର ଢୋଲକିଆ: ଚାରିଆଡ଼େ ଶୋକର ଛାୟା

ନୂଆପଡ଼ା,୮।୯(ମକାରୁ ବେମାଲ): ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିବା ଜଣପଡ଼ିଛି। ହାର୍ଟ ଏବଂ କିଡନୀ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ଥିଲେ। ଡୋଲକିଆ ୪…

ପ୍ରବାସୀ ଶ୍ରମିକଙ୍କ ସନ୍ତାନଙ୍କୁ କର୍ମ ନିଯୁକ୍ତିର ସୁଯୋଗ ଦେଉଛି ଉତ୍କଳ ବାଳାଶ୍ରମ ଖଡିଆଳ

ଖଡ଼ିଆଳ,୬।୯(ସୁଜିତ କୁମାର ପ୍ରଧାନ ): ନୂଆପଡ଼ା ଜିଲା ଖଡିଆଳ ସ୍ଥିତ ଉତ୍କଳ ବାଳାଶ୍ରମ ଏକ ଅନୁଷ୍ଠାନ, ବାପା ମା ନ ଥିବା ସନ୍ତାନ ସହ ପ୍ରବାସୀ ଶ୍ରମିକଙ୍କ ସନ୍ତାନଙ୍କୁ ନେଇ ଶିକ୍ଷା ପ୍ରଦାନ କରିବାରେ ଏକ ମହତ୍‌ କାର୍ଯ୍ୟ ସମ୍ପାଦନ କରୁଅଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri