ନୂଆପଡ଼ା

ନୂଆପଡ଼ା ଉପନିର୍ବାଚନ ପ୍ରକାଶ ପାଇଲା ବିଜ୍ଞପ୍ତି: ନଭେମ୍ବର ୧୧ରେ ଭୋଟ, ୧୪ରେ ଫଳାଫଳ

ଭୁବନେଶ୍ୱର,୧୩।୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଆଜିଠୁ ନାମାଙ୍କନ କରାଯାଉଛି। ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ରହିଛି। ୨୨ ତାରିଖ ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ହେବ। ୨୪ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର…

ଭଡ଼ା ଘରେ ବ୍ୟକ୍ତିଙ୍କ ମୃତଦେହ, ସନ୍ଦେହ କରି ଥାନାର ଦ୍ୱାରସ୍ଥ ହେଲେ ଭାଇ

ଖଡ଼ିଆଳ,୧୨।୧୦(ସୁଜିତ କୁମାର ପ୍ରଧାନ): ନୂଆପଡା ଜିଲା ଖଡ଼ିଆଳ ୱାର୍ଡ ନଂ ୨ ଭଡା ଘରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସିନାପାଲି ଗ୍ରାମର ଅରୁଣ ଅଗ୍ରୱାଲ (୪୦)। ତାଙ୍କ ଭାଇ ରାଜେଶ ଅଗ୍ରଓ୍ବାଲଙ୍କ ଅଭିଯୋଗ କ୍ରମେ ଖଡ଼ିଆଳ…

କୋର୍‌ କମିଟି ବୈଠକ ପରେ ଏକ କ’ଣ କହିଲେ ବସନ୍ତ? ତେବେ କ’ଣ ଖୁବ୍‌ଶୀଘ୍ର ଜୟଙ୍କୁ… 

ଭୁବନେଶ୍ୱର,୧୨।୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ଭାଜପା କୋର୍‌ କମିଟି ବୈଠକରେ ରଣନୀତି ପ୍ରସ୍ତୁତି  ହୋଇଛି। ଏହି ବୈଠକ ପରେ ବରିଷ୍ଠ ଭାଜପା ନେତା ବସନ୍ତ ପଣ୍ଡା ବଡ଼ ବୟାନ ଦେଇଛନ୍ତି। ଦଳ ଯାହାକୁ ବି ପ୍ରାର୍ଥୀ କରିବ ସେ କେମିତି ଜିତିବେ…

ରାତାରାତି ପଲଟିଗଲା ଗେମ୍‌: ବସନ୍ତ ପଣ୍ଡାଘରୁ ପ୍ରାର୍ଥୀ କରିବ ବିଜେଡ଼ି!

ନୂଆପଡା,୧୨।୧୦(ମକାରୁ ବେମାଲ): ନୂଆପଡା ଉପ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ସେତିକି ସରଗରମ ହେଉଛି। ଗୋଟେ ପଟେ କହିବାକୁ ଗଲେ ବିଜେଡି ପାଇଁ ଅଡୁଆ ବଢ଼ିଛି। ଆସନ୍ତା ନଭେମ୍ବର ୧୧ରେ ଉପ ନିର୍ବାଚନ ହେବାକୁ ଥିବାବେଳେ ଏଯାଏ ବିଜେଡିର ଅଙ୍କ…

ଏଥର ଉପ ନିର୍ବାଚନରେ ଜଣେ ପ୍ରାର୍ଥୀ ଖର୍ଚ୍ଚ କରିପାରିବେ ୪୦ ଲକ୍ଷ: କାହିଁକି ଖୋଲିବେ ନୂଆ ଆକାଉଣ୍ଟ

ନୂଆପଡ଼ା,୧୧ା୧୦ (ମକାରୁ ବେମାଲ) ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ସମଗ୍ର ଜିଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି l ଏହି ସମୟରେ ନିର୍ବାଚନ ଖର୍ଚ୍ଚ ତଦାରଖ ପାଇଁ ନିଯୁକ୍ତ ଅଧିକାରୀମାନଙ୍କୁ ନିଜ କର୍ତ୍ତବ୍ୟ ସମ୍ବନ୍ଧରେ ଅବଗତ କରିବା ପାଇଁ ଜିଲାପାଳ…

ରାଜୁ ଭାଇଙ୍କୁ ମନେ ପକାଇଲା ବିଜେଡି: କହିଲା ଜୟଙ୍କ ଦେହରେ ପ୍ରବାହିତ ହେଉନି ଢୋଲକିଆ ରକ୍ତ

ନୂଆପଡ଼ା,୧୧।୧୦: ଜୟ ଢୋଲକିଆ ଭାଜପାରେ ମିଶିବା ପରେ ବିଜେଡିର ପ୍ରତିକ୍ରିୟା। ପ୍ରେସମିଟ କରି ଜୟ ଢୋଲକିଆଙ୍କୁ ଟାର୍ଗେଟ କଲେ ପ୍ରତାପ ଜେନା। ସେ କହିଛନ୍ତି ଘୋଡ଼ା ବେପାରରେ ଜୟ ଢୋଲକିଆ ବିକ୍ରି ହୋଇଗଲେ। ରାଜୁ ଭାଇ ଯଦି ବଞ୍ଚିଥାନ୍ତେ ତାହେଲେ ଏକଥାକୁ…

ବିଜେଡିରେ ପଶିଲା ଛନକା: ଢୋଲକିଆ ପଦ୍ମ ଧରିବା ପରେ , ପ୍ରାର୍ଥୀ ଖୋଜିଖୋଜି…

ନୂଆପଡ଼ା,୧୧ା୧୦ (ମକାରୁ ବେମାଲ) : ନୂଆପଡ଼ା ବିଧାନସଭା ଉପନିର୍ବାଚନକୁ ନେଇ ଜିଲାରେ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ଏହି ଆସନ ଲାଗି କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଭାଜପା ଓ ବିଜେଡି ମଧ୍ୟରେ ଏକପ୍ରକାର ଛକାପଞ୍ଝା ଲାଗିରହିଛି। ପୂର୍ବତନ…

ଭାଜପାରେ ସାମିଲ ହେବା ପରେ ଜୟ ଢୋଲକିଆଙ୍କ ପ୍ରଥମ ପ୍ରତିକ୍ରିୟା: କହିଲେ…

ଭୁବନେଶ୍ୱର,୧୧।୧୦: ଭାଜପାରେ ସାମିଲ ହେବାପରେ ଜୟ ଢୋଲକିଆ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦଳ ଯାହା ଦାୟିତ୍ୱ ଦେବ ତାହାକୁ ପାଳନ କରିବି।ରାଜ୍ୟରେ ଚାଲିଥିବା ବିକାଶ ଧାରାରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି।ବାପାଙ୍କ ଅଧୂରା ସ୍ବପ୍ନ ପୂରଣ ଓ ସମାଜ…

ପୁଣି ସସ୍‌ପେନ୍ସ ବଢ଼ାଇଲା ଢୋଲକିଆଙ୍କ ସମର୍ଥକଙ୍କ ରାଲି: ଜୟ କାହାର…

ଭୁବନେଶ୍ୱର,୧୧।୧୦: ସସ୍‌ପେନ୍ସ ବଢ଼ାଉଛି ଜୟ ଢୋଲକିଆଙ୍କ ସମର୍ଥକଙ୍କ ରାଲି। ନୂଆପଡ଼ା ଖରିଆର ରୋଡରେ ଜୟ ଢୋଲକିଆ ସମର୍ଥକ ବଡ଼ ରାଲି କରିଛନ୍ତି। କୌଣସି ଦଳର ପତାକା ନ ନେଇ ବଡ଼ ରାଲି ସହ ସଭା ମଧ୍ୟ କରିଛନ୍ତି। ଆମେ ଢୋଲକିଆଙ୍କ ପରିବାର…

ପୁଣି ଭାଜପାର ଗୁରୁତ୍ୱପୂର୍ଣ୍ଣ ବୈଠକ: ବସନ୍ତ ପଣ୍ଡାଙ୍କୁ ନେଇ ଆସିଲା ବଡ଼ ଖବର

ଭୁବନେଶ୍ୱର,୧୧।୧୦: ରାଜ୍ୟ ଅତିଥି ଭବନରେ ଭାଜପାର ଗୁରୁତ୍ୱପୂର୍ଣ୍ଣ ବୈଠକ।ସଭାପତି ମନମୋହନ ସାମଲ, ମାନସ ମହାନ୍ତି, ବସନ୍ତ ପଣ୍ଡା ଉପସ୍ଥିତ ଥିବା ମଧ୍ୟ ଦେଖିବାକୁ ମିଳିଛି। ପୂର୍ବତନ ଏମ୍‌ପି ବସନ୍ତ ପଣ୍ଡାଙ୍କ ମାନଭଞ୍ଜନ ପାଇଁ ଉଦ୍ୟମ ଚର୍ଚ୍ଚା ହେଉଛି। ଜୟ ଢୋଲକିଆ ଭାଜପାରେ…

ଦେବୀ ଖୋଲିଦେଲେ ଢୋଲକିଆଙ୍କ ଗୁମର: ରାତିସାରା ଯୋଗାଯୋଗରେ ସକାଳକୁ….

ଭୁବନେଶ୍ୱର,୧୧।୧୦: ନୂଆପଡ଼ା ଉପ-ନିର୍ବାଚନକୁ ନେଇ ରାଜନୀତି ସରଗରମ। ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳିଛି ବଡ଼ ଟ୍ବିଷ୍ଟ। ସ୍ବର୍ଗତ ବିଜେଡି ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଭାଜପାରେ ଯୋଗ ଦେବାକୁ ଯାଉଛନ୍ତି। ଜୟଙ୍କୁ ସ୍ବାଗତ କରିବାକୁ ଭାଜପା କାର୍ଯ୍ୟାଳୟ ମଧ୍ୟ…

ନୂଆପଡ଼ା ଉପନିର୍ବାଚନକୁ ନବୀନଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ: ବିଜେଡି ସୁପ୍ରିମୋ ଛିଡ଼ା ହେଲେ ବି …

ଭୁବନେଶ୍ୱର,୧୧।୧୦ ନୂଆପଡ଼ା ଉପ-ନିର୍ବାଚନକୁ ନେଇ ରାଜନୀତି ସରଗରମ। ଜୟ ଢୋଲକିଆ ଭାଜପାରେ ମିଶିବା ଚର୍ଚ୍ଚାରେ ଭାଜପା ଏମ୍‌ପି ରବୀ ନାରାୟଣ ବେହେରା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଜୟଙ୍କୁ ଦଳ ଗ୍ରହଣ କରିବ । ନୂଆପଡ଼ା ଉପନିର୍ବାଚନ ପାଇଁ ଅନେକ ଆଶାୟୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri