ରାଜନୀତିରେ ନୂଆମୋଡ଼: ଯେଉଁ ବସନ୍ତଙ୍କୁ ପ୍ରତିଦ୍ୱନ୍ଦୀ ଭାବୁଥିଲେ ତାଙ୍କ ପାଦଛୁଇଁଲେ ଜୟ
ନୂଆପଡ଼ା,୧୫।୧୦(ମକାରୁବେମାଲ): ନୂଆପଡା ଉପ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ସେତିକି ସରଗରମ ହେଉଛି। ଗୋଟେ ପଟେ କହିବାକୁ ଗଲେ ବିଜେଡି ପାଇଁ ଅଡୁଆ ବଢ଼ିଛି। ନୂଆପଡ଼ା ଉପ ନିର୍ବାଚନ ପୂର୍ବରୁ ବସନ୍ତ ପଣ୍ଡାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ...
ବିଜେଡି ନିଜ ପ୍ରାର୍ଥୀଙ୍କୁ ବିକ୍ରୟକରି ଅକର୍ମଣ୍ୟ ହୋଇଯାଇଛି, କାହିଁକି ଏମିତି କହିଲେ…
ନୂଆପଡ଼ା,୧୫।୧୦ (ମକାରୁ ବେମାଲ): ବିଜେଡି ନିଜ ପ୍ରାର୍ଥୀଙ୍କୁ ବିକ୍ରୟ କରି ଅକର୍ମଣ୍ୟ ହୋଇଯାଇଛି। ମଙ୍ଗଳବାର କୋମନା ବ୍ଲକ ଲଖନା ଖେଳ ପଡିଆଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେବିଜେଡି ନିଜ ପ୍ରାର୍ଥୀଙ୍କୁ ବିକ୍ରୟକରି ଅକର୍ମଣ୍ୟ ହୋଇଯାଇଛି, କାହିଁକି ଏମିତି କହିଲେ…...
ମଦ ବିରୋଧରେ ଏସ୍ପି ଅଫିସ ଘେରାଉ: ୭ଦିନ ଭିତରେ ଦାବି ପୂରଣ ନ ହେଲେ ଭୋଟ ବର୍ଜନ
ନୂଆପଡ଼ା,୧୪ା୧୦ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଆମାନାରା ପଞ୍ଚାୟତ ପାୱାରତୋଳା ଗାଁରେ ବେଆଇନ ଦେଶୀ ଓ ବିଦେଶୀ ମଦ ବିକ୍ରିକୁ ବିରୋଧ କରି ମଙ୍ଗଳବାର ଗ୍ରାମବାସୀ ଏସ୍ପିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ୭ଦିନ ଭିତରେ ଦାବି ପୂରଣ ନ...
ବଡ଼ ଗେମ୍ ଖେଳିଦେଲା ବିଜେଡି, ଏହି ହେବେ ନୂଆପଡାରୁ ପ୍ରାର୍ଥୀ, ହୋଇଗଲା ନିଷ୍ପତ୍ତି!
ନୂଆପଡା,୧୪।୧୦(ମକାରୁ ବେମାଳ): ନୂଆପଡା ଉପନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ସେତିକି ସରଗରମ ହେଉଛି। ଗୋଟେ ପଟେ କହିବାକୁ ଗଲେ ବିଜେଡି ପାଇଁ ଅଡୁଆ ବଢ଼ିଛି। ଆସନ୍ତା ନଭେମ୍ବର ୧୧ରେ ଉପନିର୍ବାଚନ ହେବାକୁ ଥିବାବେଳେ ଏଯାଏ ବିଜେଡିର ଅଙ୍କ ଛିଣ୍ଡୁନି।...
ନୂଆପଡ଼ା ବିଧାନସଭା ଉପନର୍ବାଚନ: ସୀମାବର୍ତ୍ତୀ ଜିଲା ପ୍ରଶାସନର ସହାୟତା ଲୋଡ଼ିଲା ନୂଆପଡ଼ା ପ୍ରଶାସନ
ନୂଆପଡ଼ା,୧୩ା୧୦ (ମକାରୁ ବେମାଲ): ନୂଆପଡ଼ା ବିଧାନସଭା ଉପନର୍ବାଚନକୁ ଅବାଧ ନିରପେକ୍ଷ ଓ ତ୍ରୁଟିଶୂନ୍ୟ କରିବା ପାଇଁ ସୀମାନ୍ତ ଛତିଶଗଡ଼ ରାଜ୍ୟର ମହାସମୁନ୍ଦ ଓ ଗରିଆବନ୍ଧ ଜିଲା ପ୍ରଶାସନର ସହାୟତା ଲୋଡିଛି ନୂଆପଡା ଜିଲା ପ୍ରଶାସନ। ଏହି ଅବସରରେ ନୂଆପଡା ଓସ୍ବାନ...
ନୂଆପଡ଼ା ଉପନିର୍ବାଚନ ତ୍ରିମୁଖୀ ନୁହେଁ ଭାଜପା, କଂଗ୍ରେସ ମଧ୍ୟରେ ଲଢ଼େଇ: ଭକ୍ତ
ନୂଆପଡ଼ା,୧୩ା୧୦ (ମକାରୁ ବେମାଲ)ନୂଆପଡ଼ା ଉପନିର୍ବାଚନରେ ତ୍ରିମୁଖୀ ନୁହେଁ, ଭାଜପା ଓ କଂଗ୍ରେସ ମଧ୍ୟରେ ଲଢେଇ ହେବ ଏବଂ କଂଗ୍ରେସ ବହୁମତରେ ବିଜୟୀ ହେବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ସୋମବାର ସ୍ଥାନୀୟ ଏବିଟି ସମ୍ମିଳନୀ କକ୍ଷରେ...
କଂଗ୍ରେସରେ ମିଶିଲେ ଶତାଧିକ ଯୁବକ
ନୂଆପଡା,୧୩।୧୦,(ମକାରୁ ବେମାଲ): ନୂଆପଡା ଏବିଟି ସମ୍ମିଳନୀ କକ୍ଷରେ ସୋମବାର ଜିଲା କଂଗ୍ରେସ କମିଟିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି। ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ନୂଆପଡା ସହରର ଶତାଧିକ ଯୁବକ କଂଗ୍ରେସରେ ଯୋଗଦେଇଛନ୍ତି। ଏହି...
ଭାଜପା-ବିଜେଡିର ଖେଳ ବିଗାଡ଼ିବ ଡିଫାଇନ କଳାହାଣ୍ଡି, ଉପ ନିର୍ବାଚନରେ ନିଶ୍ଚିତ ଦେବ ପ୍ରାର୍ଥୀ!
ନୂଆପଡ଼ା,୧୩।୧୦, (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ପରିବେଶ ସେତିକି ଉଷ୍ଣ ହେବାରେ ଲାଗିଛି। ନୂଆପଡା ଦିବଙ୍ଗତ ବିଧାୟକଙ୍କ ପୁଅ ଜୟ ଢୋଲକିଆ ଭାଜପାରେ ଯୋଗ ଦେଇଛନ୍ତି। ତେଣୁ ଉପ ନିର୍ବାଚନ ଅଙ୍କ ପୂରା ବଦଳି...
ନୂଆପଡ଼ା ଉପନିର୍ବାଚନ ପ୍ରକାଶ ପାଇଲା ବିଜ୍ଞପ୍ତି: ନଭେମ୍ବର ୧୧ରେ ଭୋଟ, ୧୪ରେ ଫଳାଫଳ
ଭୁବନେଶ୍ୱର,୧୩।୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଆଜିଠୁ ନାମାଙ୍କନ କରାଯାଉଛି। ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ରହିଛି। ୨୨ ତାରିଖ ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ହେବ। ୨୪ ତାରିଖ ପ୍ରାର୍ଥୀପତ୍ର...
ଭଡ଼ା ଘରେ ବ୍ୟକ୍ତିଙ୍କ ମୃତଦେହ, ସନ୍ଦେହ କରି ଥାନାର ଦ୍ୱାରସ୍ଥ ହେଲେ ଭାଇ
ଖଡ଼ିଆଳ,୧୨।୧୦(ସୁଜିତ କୁମାର ପ୍ରଧାନ): ନୂଆପଡା ଜିଲା ଖଡ଼ିଆଳ ୱାର୍ଡ ନଂ ୨ ଭଡା ଘରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସିନାପାଲି ଗ୍ରାମର ଅରୁଣ ଅଗ୍ରୱାଲ (୪୦)। ତାଙ୍କ ଭାଇ ରାଜେଶ ଅଗ୍ରଓ୍ବାଲଙ୍କ ଅଭିଯୋଗ କ୍ରମେ...
କୋର୍ କମିଟି ବୈଠକ ପରେ ଏକ କ’ଣ କହିଲେ ବସନ୍ତ? ତେବେ କ’ଣ ଖୁବ୍ଶୀଘ୍ର ଜୟଙ୍କୁ…
ଭୁବନେଶ୍ୱର,୧୨।୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ଭାଜପା କୋର୍ କମିଟି ବୈଠକରେ ରଣନୀତି ପ୍ରସ୍ତୁତି ହୋଇଛି। ଏହି ବୈଠକ ପରେ ବରିଷ୍ଠ ଭାଜପା ନେତା ବସନ୍ତ ପଣ୍ଡା ବଡ଼ ବୟାନ ଦେଇଛନ୍ତି। ଦଳ ଯାହାକୁ ବି ପ୍ରାର୍ଥୀ କରିବ ସେ କେମିତି...
ରାତାରାତି ପଲଟିଗଲା ଗେମ୍: ବସନ୍ତ ପଣ୍ଡାଘରୁ ପ୍ରାର୍ଥୀ କରିବ ବିଜେଡ଼ି!
ନୂଆପଡା,୧୨।୧୦(ମକାରୁ ବେମାଲ): ନୂଆପଡା ଉପ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ସେତିକି ସରଗରମ ହେଉଛି। ଗୋଟେ ପଟେ କହିବାକୁ ଗଲେ ବିଜେଡି ପାଇଁ ଅଡୁଆ ବଢ଼ିଛି। ଆସନ୍ତା ନଭେମ୍ବର ୧୧ରେ ଉପ ନିର୍ବାଚନ ହେବାକୁ ଥିବାବେଳେ ଏଯାଏ ବିଜେଡିର...
Archives


