ନୂଆପଡ଼ା

ଶଂଖ ଛାଡି ପଦ୍ମ ଧରିଲେ ସରପଞ୍ଚଙ୍କ ସହ ୧୧ ୱାର୍ଡ ସଭ୍ୟ

ନୂଆପଡ଼ା,୧ା୧୦(ମକାରୁ ବେମାଲ): ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ବଞ୍ଜରୀ ମଣ୍ଡଳ ଅନ୍ତର୍ଗତ କାଣ୍ଡେତରା ପଞ୍ଚାୟତରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଓ ବିଧାୟକ ବାବୁ ସିଂ ନିର୍ବାଚନୀ ପ୍ରଚାରରେ ଯାଇଥିବା ବେଳେ ସ୍ଥାନୀୟ ସରପଞ୍ଚ କଲ୍ୟାଣୀ ଦାସଙ୍କ ସହ ୧୧ ୱାର୍ଡସଭ୍ୟ...

ବିଜେଡିର ବଢ଼ିଲା ଅଡ଼ୁଆ: ସରପଞ୍ଚଙ୍କ ସହ ୧୧ ୱାର୍ଡ ସଭ୍ୟ ମିଶିଲେ ଭାଜପାରେ

ନୂଆପଡ଼ା,୧ା୧୦ (ମକାରୁ ବେମାଲ): ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ବଞ୍ଜରୀ ମଣ୍ଡଳ ଅନ୍ତର୍ଗତ କାଣ୍ଡେତରା ପଞ୍ଚାୟତରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଓ ବିଧାୟକ ବାବୁ ସିଂ ନିର୍ବାଚନୀ ପ୍ରଚାରରେ ଯାଇଥିବା ବେଳେ ସ୍ଥାନୀୟ ସରପଞ୍ଚ କଲ୍ୟାଣୀ ଦାସଙ୍କ ସହ ୧୧...

ଭାଜପା ନାଁରେ ସାଙ୍ଘତିକ ଅଭିଯୋଗ: ଏସ୍‌ପି ଦେଉଛନ୍ତି ଜେଲ୍‌ରେ ପୁରାଇବା ଧମକ

ନୂଆପଡ଼ା,୧ା୧୧ (ମକାରୁ ବେମାଲ): ବାଡ଼ ଯଦି ଫସଲ ଖାଇବ ଦୋଷ ଦେବା କାହାକୁ। ନୂଆପଡ଼ା ଉପନିର୍ବାଚନରେ ଏହା ଜଳ ଜଳ ଦେଖାଯାଉଛି। ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ସୁନିଶ୍ଚିତ କରିବା ପାଇଁ ସମ୍ବିଧାନ ଜିଲାପାଳ ଓ ଏସ୍‌ପିଙ୍କୁ ଦାୟିତ୍ୱ...

ଜୟଙ୍କ ପାଇଁ ମଇଦାନରେ କୃଷ୍ଣ ମହାପାତ୍ର:ଢ଼ୋଲକିଆଙ୍କୁ ଜିତାଇବାକୁ…

ନୂଆପଡ଼ା,୧ା୧୧(ମକାରୁ ବେମାଲ): ଖରିଆର ରୋଡ୍‌ ଏନ୍‌ଏସିର ୧୬ ଓ ୧୭ ନମ୍ବର ୱାର୍ଡରେ ପଦଯାତ୍ରା କରି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଜିତେଇବା ପାଇଁ ଭୋଟରଙ୍କୁ ନିବେଦନ କରିଛନ୍ତି। ଏହି ଏନ୍‌ଏସିକୁ ଏକ...

ବବିଙ୍କ ନାଁରେ ରୁଜୁ ହେଲା ମାମଲା: ଏଭଳି କରିଥିବା ସାଂଘାତିକ ଅଭିଯୋଗ ପରେ…

ନୂଆପଡ଼ା,୧।୧୧: ବିଜେଡି ନେତା ବବି ଦାସଙ୍କ ନାଁରେ ମାମଲା ରୁଜୁ ହୋଇଛି। କୋମନା ଥାନାରେ ଯୁବକଙ୍କ ଲିଖିତ ଅଭିଯୋଗ ଅଧାରରେ ମାମଲା ରୁଜୁ କରାଯାଇଛି। BNS ୧୨୬ (୨), ୨୯୬, ୧୧୫ (୨), ୩୫୧ (୨) ଓ ୩ (୫)...

ନୂଆପଡ଼ାରେ ସାଇକେଲରେ ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ନୂଆପଡ଼ା,୧ା୧୧ (ମକାରୁ ବେମାଲ):ନୂଆପଡ଼ା ଉପନିର୍ବାଚନରେ ସମାଜବାଦୀ ପାର୍ଟିରୁ ପ୍ରାର୍ଥୀ ହୋଇଥିବା ରମାକାନ୍ତ ହାତୀ ନିଆରା ଢଙ୍ଗରେ ପ୍ରଚାରକରି ଭୋଟ ଭିକ୍ଷା କରୁଛନ୍ତି ା ସେ ଏକ ପୁରୁଣା ସାଇକେଲରେ ଗାଁ ଗାଁ ବୁଲି ଲୋକଙ୍କ ଆଗରେ ବିଭିନ୍ନ ପ୍ରସଙ୍ଗ ରଖୁଛନ୍ତି।...

ନୂଆପଡ଼ା: ଏବେ ବି ନାହିଁ ନେଟ୍‌ୱର୍କ

ନୂଆପଡ଼ା,୧ା୧୧(ମକାରୁ ବେମାଲ):ଦେଶ ଏବେ ବିକାଶ ପଥରେ ଅଗ୍ରସର ହେଉଛି। ଭାରତ ଆତ୍ମନିର୍ଭର ହେବା ନେଇ କେନ୍ଦ୍ର ସରକାର କହୁଛନ୍ତି। ହେଲେ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ଏକାଧିକ ଗାଁରେ ମୋବାଇଲ ଫୋନ୍‌ ନେଟ୍‌ୱର୍କ ମୂଳରୁ ନାହିଁ। ଯଦି ନେଟୱର୍କ ନ ଥିବ...

ନୂଆପଡ଼ା ଉପନିର୍ବାଚନ:ଅଙ୍କ ବିଗାଡ଼ିପାରନ୍ତି କୋମନା ମତଦାତା

ନୂଆପଡ଼ା,୧ା୧୧(ପୀତାମ୍ବର ସାହୁ):ନୂଆପଡ଼ା ନିର୍ବାଚନମଣ୍ଡଳୀର କୋମନା ବ୍ଲକ ଏକ ପ୍ରମୁଖ ଅଂଶ। ପୂର୍ବରୁ ହୋଇଥିବା ଅଧିକାଂଶ ନିର୍ବାଚନରେ ଏଠାରୁ ବିଜେଡି ଅଧିକ ଭୋଟ ପାଇ ବିଜୟୀ ହୋଇଥିବା ଦେଖାଯାଇଛି। ବିଗତ ନିର୍ବାଚନଗୁଡିକରେ ବିଜେଡିର ରାଜେନ୍ଦ୍ର ଢୋଲକିଆ କ୍ରମାଗତ ଭାବେ ଏଠାରୁ ବିଜୟୀ...

ନିଆରା ଢଙ୍ଗରେ ପ୍ରାର୍ଥୀଙ୍କ ଭୋଟ ପ୍ରଚାର: କିଏ ଧାନ ଅମଳ ତ, ଆଉ କିଏ ବଜାଉଛନ୍ତି ବଂଶୀ

ନୂଆପଡ଼ା,୧ା୧୧ (ମକାରୁ ବେମାଲ):ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକୁ ପ୍ରମୁଖ ଦଳ ଜୋର୍‌ଦାର କରିଛନ୍ତି। ଭାଜପା, ବିଜେଡି ଓ କଂଗ୍ରେସର ହେଭିୱେଟ୍‌ ନେତା ଓ ଷ୍ଟାର ପ୍ରଚାରକ ଗାଁ ଗାଁ ବୁଲି ସଭା ସମିତି କରି ଭୋଟ ଭିକ୍ଷା କରୁଛନ୍ତି।...

ଭାଜପା ନେତାଙ୍କ ବଡ଼ ବୟାନ, ନୂଆପଡାରେ ନବୀନ ମଇଦାନକୁ ଓହ୍ଲାଇଲେ…

ନୂଆପଡା,୩୧।୧୦:ରାଜ୍ୟ ଭାଜପା ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ବଡ଼ ବୟାନ । କହିଲେ, ନବୀନ ମୈଦାନକୁ ଓହ୍ଲାଇଲେ କିଛି ବି ଫରକ ପଡ଼ିବ ନାହିଁ । ଭାଜପାର ନୂଆପଡ଼ା ବିଜୟ ସୁନିଶ୍ଚିତ । ଏପଟେ ଅରୁଣ ସାହୁଙ୍କ କାଉଣ୍ଟର...

ନୂଆପଡ଼ାରୁ ଆସିଲା ବଡ଼ ଖବର: ବବିଙ୍କ ନାଁରେ ସାଂଘାତିକ …

ନୂଆପଡ଼ା,୩୧।୧୦(ମକାରୁ ବେମାଲ): ବିଜେଡି ନେତା ବବି ଦାସଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଛି। ଜନୈକ ଯୁବକ କୋମନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବବି ଦାସ ଓ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଛି। ବିଜେଡି ନେତା...

ବିଜେଡି ନେତାଙ୍କ ଭଡ଼ା ଘରେ ପଶିଲେ ନିର୍ବାଚନ ଅଧିକାରୀ: ଆଉ ତା’ପରେ…

ନୂଆପଡା,୩୧।୧୦(ବୀରେନ୍ଦ୍ର କୁମାର ଝାଙ୍କର): ନୂଆପଡ଼ା ଉପନିର୍ବାଚନ ଚାଲିଥିବା ବେଳେ ଖରିଆର ରୋଡଠାରେ ଏକ ଭଡ଼ାଘର ନେଇ ରହୁଥିବା ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କ ଭଡ଼ା ଘରେ ଶୁକ୍ରବାର ମଧ୍ୟାହ୍ନରେ ଜଣେ ନିର୍ବାଚନ ଅଧିକାରୀ ପହଞ୍ଚି ଯାଞ୍ଚ କରିଥିଲେ। ଏହାକୁ ବିଜେଡି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri