ନୂଆପଡ଼ା ଉପନିର୍ବାଚନ ରାଜନୈତିକ ବିଜୟ ନୁହେଁ ବିଶ୍ବାସ,ସେବାର
ନୂଆପଡ଼ା,୧୭।୧୧: ନୂଆପଡ଼ାରେ ବିପୁଳ ଭୋଟରେ ଭାଜପାର ବିଜୟ ପରେ ବେଶ୍ ଖୁସି ଅଛନ୍ତି ଭାଜପା କର୍ମୀ ନେତୃବୃନ୍ଦ। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜୟ ଶ୍ରେୟ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଦେଇଛନ୍ତି। ଦଳୀୟ କାର୍ଯ୍ୟକର୍ତ୍ତା ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରିବାରୁ ସଫଳତା…
ନୂଆପଡ଼ା ଫଳାଫଳରେ କାରସାଦି ଅଭିଯୋଗ: ନିର୍ବାଚନ କମିଶନଙ୍କୁ ନିନ୍ଦା କଲେ ସ୍ନେହାଙ୍ଗିନୀ ଛୁରିଆ
ନୂଆପଡ଼ା,୧୬ା୧୧: ନୂଆପଡ଼ା ଉପନିର୍ବାଚନ ଫଳାଫଳକୁ ନେଇ ବିଜେଡି ସଙ୍ଗୀନ ଅଭିଯୋଗ ଆଣିଛି। ବିଜେଡି ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କାରସାଦି ହୋଇଥିବା ଅଭିଯୋଗ କରି ଫଳାଫଳକୁ ଖଣ୍ଡନ କରିବା ସହ ନିର୍ବାଚନ କମିଶନଙ୍କୁ କଡ଼ା ନିନ୍ଦା କରିଛନ୍ତି। ଛୁରିଆ…
ଜୟଙ୍କ କୁନି ଝିଅ ବାପାଙ୍କ ବିଜୟ ନେଇ କ’ଣ କହିଲେ ଜାଣନ୍ତୁ
ନୂଆପଡ଼ା,୧୫।୧୧(ମକାରୁ ବେମାଲ):ନୂଆପଡ଼ାରେ ଜୟ ଢୋଲକିଆଙ୍କ ବିଜୟ ପରେ ବେଶ୍ ଖୁସି ଅଛନ୍ତି ତାଙ୍କ ପୁରା ପରିବାର ସ୍ତ୍ରୀ ସୁମାନଙ୍କ ସହ ବିଜୟ ଉତ୍ସବରେ ଯୋଗ ଦେଇଛନ୍ତି ୨ ଝିଅ। ତାଙ୍କ ଝିଅ କହିଛନ୍ତି ବାପା ଜିତିଛନ୍ତି ସେଥିପାଇଁ ଆସିଛୁ। ଅନ୍ୟପକ୍ଷେ ସ୍ତ୍ରୀ…
ବିଜୟ ପରେ ଜୟଙ୍କ ସ୍ତ୍ରୀ କହିଦେଲେ ଏମିତି, ଭାଜପାରେ…
ନୂଆପଡ଼ା,୧୫।୧୧(ମକାରୁ ବେମାଲ):ନୂଆପଡ଼ାରେ ଜୟଙ୍କ ଢୋଲକିଆଙ୍କ ବିଜୟ ପରେ ବେଶ୍ ଖୁସି ଅଛନ୍ତି ତାଙ୍କ ସ୍ତ୍ରୀ ସୁମାନ। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ବିଜୟର ସବୁ ଶ୍ରେୟ ଭାଜପାର ପ୍ରତ୍ୟେକ ସଦସ୍ୟଙ୍କୁ ଦେବାକୁ ଚାହିଁବ। ଭୋଟର ମାନେ ସପୋର୍ଟ କଲେ ଓ ଆମକୁ…
ଭାଜପାର ବଡ଼ ବିଜୟ ପରେ ଆସିଲା ଜୟ ଢୋଲକିଆଙ୍କ ବୟାନ, ବିରୋଧୀଙ୍କୁ କହିଲେ ଏମିତି…
ଭୁବନେଶ୍ୱର,୧୫।୧୧: ନୂଆପଡାରେ ଭାଜପାର ବିପୁଳ ବିଜୟ ହୋଇଛି । ନୂଆପଡାର ଏହି ଐତିହାସିକ ବିଜୟରେ ଜୟ ଢୋଲକିଆ ବଡ଼ ମାର୍ଜିନରେ ବିଜୟ ହାସଲ କରିଛନ୍ତି। ତେବେ ଏହିକ୍ରମରେ କଂଗ୍ରେସ ଦ୍ୱିତୀୟ ଓ ବିଜେଡି ତୃତୀୟ ସ୍ଥାନରେ ରହିଛି। ବିଜୟକୁ ନେଇ ଜୟ…
ବିଜେଡି ହାରିବା ପରେ ନବୀନଙ୍କ ବଡ଼ ବୟାନ, ଜୟଙ୍କୁ…
ଭୁବନେଶ୍ୱର,୧୪।୧୧: ନୂଆପଡାରେ ଭାଜପାର ବିପୁଳ ବିଜୟ ହୋଇଛି । ନୂଆପଡାର ଏହି ଐତିହାସିକ ବିଜୟରେ ଜୟ ଢୋଲକିଆ ବଡ଼ ମାର୍ଜିନରେ ବିଜୟ ହାସଲ କରିଛନ୍ତି। ତେବେ ଏହିକ୍ରମରେ କଂଗ୍ରେସ ଦ୍ୱିତୀୟ ଓ ବିଜେଡି ତୃତୀୟ ସ୍ଥାନରେ ରହିଛି। ତେବେ ରେଜଲ୍ଟ ପରେ…
୨୦ ରାଉଣ୍ଡ ଗଣତି ଶେଷ: ବହୁ ଆଗରେ ଭାଜପା, ଦ୍ୱିତୀୟ ସ୍ଥାନ ପାଇଁ କଂଗ୍ରେସ-ବିଜେଡି ଛକ୍କାପଞ୍ଝା
ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୨୦ ରାଉଣ୍ଡ ଗଣତି ସୁଦ୍ଧା ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ୯୭୭୮୯ ଭୋଟ ପାଇଛନ୍ତି। ହେଲେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଘାସିରାମ ମାଝୀଙ୍କୁ ୩୨ହଜାର ୧୯୧ଖଣ୍ଡ ଭୋଟ…
ବିଜୟ ଆଡ଼କୁ ମାଡ଼ି ଚାଲିଛନ୍ତି ଜୟ ଢୋଲକିଆ, ପରିବାରରେ ଖୁସି ମନାଇବା ସହ କହିଲେ ଏମିତି…
ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଏନେଇ ପ୍ରାର୍ଥୀଙ୍କଠାରୁ କର୍ମକର୍ତ୍ତା ଏବଂ ପରିବାର ସଦସ୍ୟ ପୂରା ଖୁସିରେ ବିମୋହିତ ହୋଇପଡ଼ିଛନ୍ତି। ଜୟ ତାଙ୍କ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବହୁ ଭୋଟ୍ ବ୍ୟବଧାନରେ…
ଫିକା ପଡିଲା ନବୀନଙ୍କ ଚମକ: ନୂଆପଡ଼ାରେ ଦ୍ୱିତୀୟ ସ୍ଥାନ ପାଇଁ ସଂଘର୍ଷ କରୁଛି ବିଜେଡି
ନୂଆପଡ଼ା,୧୪ା୧୧: ଓଡ଼ିଶାରେ ବିଧାନସଭା ନିର୍ବାଚନ ପରାଜୟ ପରେ ପ୍ରଥମ ଉପନିର୍ବାଚନରେ ବିଜେଡି ହାରିବା ଅଭିମୁଖେ ଗତି କରୁଛି। ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ଜୟ ଢୋଲକିଆ ଏକ ବୃହତ୍ ବିଜୟ ଆଡ଼କୁ ଅଗ୍ରସର ହେଉଛନ୍ତି, ଯାହା ପରେ…
୧୫ ରାଉଣ୍ଡ ଗଣତି ଶେଷ: ଆସିଲା ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ପ୍ରତିକ୍ରିୟା, କହିଲେ ନୂଆପଡ଼ାବାସୀ…
ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି ସକାଳ ୮ଟାରୁ ଜାରି ରହିଛି। ୧୫ ରାଉଣ୍ଡ ଗଣତି ସୁଦ୍ଧା ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ବଡ଼ ବିଜୟ ପଥେ ଆଗେଇ ଚାଲିଛନ୍ତି। ୧୫ ରାଉଣ୍ଡ ସୁଦ୍ଧା ଜୟ ୭୩୭୪୫ ଭୋଟ ପାଇଛନ୍ତି।…
ନୂଆପଡ଼ାରେ ବାପାଙ୍କୁ ଟପିଗଲେ ପୁଅ ଜୟ
ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ୨୦୨୪ ନିର୍ବାଚନରେ ବର୍ତ୍ତମାନର ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ବାପା ରାଜେନ୍ଦ୍ର ଢୋଲକିଆ ସେତେବେଳେ ବିଜେଡିରୁ ଲଢ଼ି ୬୧୮୨୨ ଖଣ୍ଡ ଭୋଟ୍ ପାଇଥିଲେ। ତେବେ ତାଙ୍କର ଦେହାନ୍ତ ପରେ ପୁଅ ଜୟ ଭାଜପାରେ ସାମିଲ ହୋଇ ଭାଜପାରୁ ପ୍ରାର୍ଥୀ…
ନୂଆପଡ଼ା ଉପନିର୍ବାଚନ: ୧୨ ରାଉଣ୍ଡ ଗଣତି ଶେଷ, ଜାଣନ୍ତୁ କିଏ ଆଗରେ…
ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି ସକାଳ ୮ଟାରୁ ଜାରି ରହିଛି। ୧୨ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ୪୦୩୧୩ ଭୋଟରେ ଆଗୁଆ ରହିଛନ୍ତି। ୧୦ମ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୫୯୩୬୬ଖଣ୍ଡ ଭୋଟ ମିଳିଥିବା ବେଳେ ଦ୍ୱିତୀୟ…
Archives


