ବିଡ଼ିଓଙ୍କୁ ସରପଞ୍ଚ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧନା
ଚନ୍ଦାହାଣ୍ଡି (ଦିଲୀପ ଦାସ )୧୫।୩: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ନୂତନ ବିଡ଼ିଓ ଭାବେ ସୁକାନ୍ତ କୁମାର ପଟନାୟକ ଦାୟିତ୍ୱ ଗ୍ରହଣ କରି କାର୍ଯ୍ୟରେ ଯୋଗ ଦେଲାପରେ ସମସ୍ତ କର୍ମଚାରୀଙ୍କ ସହଯୋଗ କାମନା କରିଛନ୍ତି। ଏବଂ କାର୍ଯ୍ୟର ପ୍ରଥମ ଦିନରେ ହିଁ…
କାଜୁବଗିଚାରୁ ମିଳିଲା ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ
ଝରିଗାଁ,୧୩ା୩(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚିତାବେଡ଼ା ପଞ୍ଚାୟତର ସିଉନାଗୁଡ଼ା ଗ୍ରାମରେ ବେକରେ ଓଢ଼ଣୀ ଲଗାଇ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୂଚନାନୁସାରେ ସିଉନାଗୁଡ଼ା ଗ୍ରାମର ଲକ୍ଷି ଗୌଡଙ୍କ ପୁଅ ଭଗବାନ ଗୌଡ଼(୧୯) ଗତ ବୁଧବାର ରାତିରେ ବାପାଙ୍କ…
ଆଜି ହାତକୁ ଦି’ ହାତ ହେବେ ପ୍ରଦୀପ ମାଝୀ: ବାନ୍ଧବୀଙ୍କୁ କରିବେ ଜୀବନସାଥୀ
ନବରଙ୍ଗପୁର,୧୨।୩(ସଦାଶିବ ପ୍ରହରାଜ):ନବରଙ୍ଗପୁର ପୂର୍ବତନ ଏମ୍ପି ତଥା ବିଜେଡି ବରିଷ୍ଠ ନେତା ପ୍ରଦୀପ ମାଝୀ ୧୨ ତାରିଖ ବୁଧବାର ବିବାହ କରିବେ। ସେ ନିଜ ବାନ୍ଧବୀ ସଙ୍ଗୀତା ସାହୁଙ୍କୁ ବିବାହ କରିବାକୁ ଯାଉଛନ୍ତି। ସଙ୍ଗୀତାଙ୍କ ଘର କେନ୍ଦ୍ରାପଡ଼ା ଜିଲାରେ। ସେ ଭୁବନେଶ୍ୱରରେ ନିଜସ୍ବ…
ବିବାହ ବନ୍ଧନରେ ଆବଦ୍ଧ ହେବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ
ଭୁବନେଶ୍ୱର,୧୧।୩: ବିଜେଡି ନେତା ଏବଂ ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ କୁମାର ମାଝୀ ମାର୍ଚ୍ଚ ୧୨ରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସୂତ୍ର ଅନୁସାରେ ମାଝି (୪୮) ମାର୍ଚ୍ଚ ୧୨ରେ ଗୋଆରେ ପରିବାର ଓ ନିକଟତର ସଦସ୍ୟଙ୍କ ଉପସ୍ଥିତିରେ ବିବାହ…
ରାମକୃଷ୍ଣଙ୍କୁ ମିଳିଲା ବଡ଼ ଦାୟିତ୍ୱ
ଉମରକୋଟ,୧୦।୩(ସନ୍ତୋଷ ଶତପଥୀ): ବରିଷ୍ଠ ଆଇନଜୀବୀ ତଥା ଭାଜପା ବରିଷ୍ଠ ନେତା ରାମକୃଷ୍ଣ ନାୟକଙ୍କୁ ନବରଙ୍ଗପୁର ଏମ୍ପି ବଳଭଦ୍ର ମାଝିଙ୍କ ଉମରକୋଟ ପୌର ପରିଷଦ ପ୍ରତିନିଧିଭାବେ ମନୋନୀତ କରାଯାଇଛି। ଏମ୍ପି ବଳଭଦ୍ର ମାଝି ଉମରକୋଟ ପୌର ନିର୍ବାହୀ ଅଧିକାରୀଙ୍କୁ ଏ ନେଇ ଚିଠି…
ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ବିଜେଡିର ପ୍ରତିବାଦ ସଭା
ଚନ୍ଦାହାଣ୍ଡି୬।୩(ଦିଲୀପ କୁମାର ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ମୁଖ୍ୟାଳୟରେ ଆଜି ବ୍ଲକ ବିଜେଡି ପକ୍ଷରୁ ବିକ୍ଷୋଭ ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଗୌରହରି ନାୟକଙ୍କ ସଭାପତିତ୍ୱରେ ଯାଦବମାଝୀ ବସ ଷ୍ଟାଣ୍ଡଠାରେ ବହୁ ସଂଖ୍ୟାରେ ବିଜେଡି କର୍ମୀ ଏକତ୍ରିତ ହୋଇ…
ନୂଆ ଆପରାଧିକ ଆଇନ: ଅଧିକାରକୁ ସୁରକ୍ଷା ରଖିବା ସହ ଆଇନ ବ୍ୟବସ୍ଥା ବଜାୟ ରଖେ
ଝରିଗାଁ,୫ା୩(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ଥାନା ପରିସରଠାରେ ଥାନା ଅଧିକାରୀ ପ୍ରଦୀପ କୁମାର ଶବରଙ୍କ ସଭାପତିତ୍ୱରେ ନୂତନ ଆପରାଧିକ ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଆଇନଜୀବୀ ସୁବାସ ପଟ୍ଟନାୟକ, ସଞ୍ଜୟ କୁମାର ନାୟକ,ବରିଷ୍ଠ…
ଘର ଭିତରୁ ସ୍ୱାମୀ, ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
ନବରଙ୍ଗପୁର,୪।୩: ନବରଙ୍ଗପୁର ଜିଲାରେ ଏକ ବନ୍ଦ ଘର ଭିତରେ ଦମ୍ପତିଙ୍କ ମୃତଦେହ ମିଳିଛି। ପାରିପାର୍ଶ୍ବିକ ସ୍ଥିତିରୁ ଦମ୍ପତି ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ଜିଲାର କୁଣ୍ଡେଇ ପୋଲିସ ସୀମା ଅନ୍ତର୍ଗତ ଆମପାରା ଗାଁରେ ଦୁର୍ଜନ ଗଣ୍ଡ (୪୦) ଏବଂ ତାଙ୍କ…
ମାସକର ଶିଶୁକୁ ନିଆଁ ଚେଙ୍କ
ଉମରକୋଟ,୨।୩ (ସନ୍ତୋଷ ଶତପଥୀ) ଆଜିର ଆଧୁନିକ ଯୁଗରେ ଏବେ ବି ଅନେକ କୁପ୍ରଥା ଏବଂ ଅନ୍ଧବିଶ୍ୱାସ ରହିଛି। ପିଲାଟି କାନ୍ଦୁଥିବା ଏବଂ ମୋଡିମାଡି ହେଉଥିବାରୁ ପରିବାର ଲୋକେ ମାତ୍ର ୧ ମାସର ଶିଶୁ ଦେହରେ ୪୦ରୁ ଊର୍ଦ୍ଧ୍ୱ ନିଆଁ ଚେଙ୍କ ଦେଇଛନ୍ତି।…
ଭାଜପା ଏମ୍ପି ପ୍ରତିନିଧି-ବିଧାୟକ ପ୍ରତିନିଧି ହାତାହାତି: ଠିକା କାମକୁ ନେଇ ତିକ୍ତତା
ଝରିଗାଁ,୨୭।୨(କିଶୋର ଚନ୍ଦ୍ର ମଣ୍ଡଳ): ରାଜ୍ୟରେ ବିଜେଡି ସରକାରକୁ ଟକ୍କର ଦେଇ ଭାଜପା ସରକାର ଗଠନ କରିଥିବାର କେଇଟା ମାସ ଯାଇଥିବାବେଳେ ଗ୍ରାମାଞ୍ଚଳରେ ଭାଜପା କର୍ମୀମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ମାରପିଟ ହୋଇଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ନବରଙ୍ଗପୁର…
ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଏମ୍ପି: ଏମ୍ଜିଏନ୍ଆରଇଜିଏସ୍ରେ ଅଧିକ ଲୋକଙ୍କୁ କାମ ଯୋଗାଇକୁ ନିର୍ଦ୍ଦେଶ
ଡାବୁଗାଁ, ୨୭।୨ (ପ୍ରଜ୍ଞାରଞ୍ଜନ ପରିଡା)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ୍ର ଅଞ୍ଚଳା ଅଞ୍ଚଳା ଗ୍ରାମରେ ଗୁରୁବାର ନବରଙ୍ଗପୁର ଏମ୍ପି ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକରେ ଚାଲୁଥିବା ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ମତ୍ସ୍ୟ, ଉଦ୍ୟାନ,…
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚନ୍ଦନଧାରା ଶୈବପୀଠ, ଆହୁରି ରହିଛି ବିକାଶର ଆବଶ୍ୟକତା
ଝରିଗାଁ,୨୭ା୨(କିଶୋର ଚନ୍ଦ୍ର ମଣ୍ଡଳ): ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ସୁଯୋଗ ଓ ସମ୍ଭାବନାର ଅଭାବ ନାହିଁ। ଅଧିକରୁ ଅଧିକ ପର୍ଯ୍ୟଟକ କିପରି ଆସିବେ ସେଥିପାଇଁ ସ୍ଥାନୀୟ ତଥା ଜିଲା ପ୍ରଶାସନ ଗୁରୁତ୍ୱ ଦେବା ଦରକାର। ଖାସକରି ଅଧିକ ପର୍ଯ୍ୟଟକ ଆସିଲେ ହିଁ ପର୍ଯ୍ୟଟନ…
Archives


