ନବରଙ୍ଗପୁର

ନଭେମ୍ବର ୬ରେ ବିଜେଡିରେ ଯୋଗଦେବେ ପ୍ରଦୀପ ମାଝି

ଭୁବନେଶ୍ୱର (ବ୍ୟୁରୋ)/ ନବରଙ୍ଗପୁର(ବି.ପ୍ର.),୨୯।୧୦: ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଆସନ୍ତା ନଭେମ୍ବର ୬ ତାରିଖରେ ବିଜେଡିରେ ଆନୁଷ୍ଠାନିକଭାବେ ଯୋଗଦେବେ। ଏହି ମିଶ୍ରଣ…

5 years ago

ଝୁଲନ୍ତା ମୃତ ଦେହ ଉଦ୍ଧାର

ଝରିଗାଁ, ୨୬।୧୦(ସ୍ବ.ପ୍ର.):ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଞ୍ଚଳରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ମିଳିଛି। ମୃତକ ହେଲେ ଝରିଗାଁ ବ୍ଲକ କାନାକୋଟ ପଞ୍ଚାୟତ ନିରୋଣ୍ଡି ଗ୍ରାମର ନକୁଳ ଭତ୍ରା(୨୨)…

5 years ago

ଯନ୍ତାରେ ପଡ଼ିଲା ମଣିଷ ଖିଆ ବାଘ

ଉମରକୋଟ/ରାଇଘର, ୨୨।୧୦(ସ୍ବ.ପ୍ର./ଡି.ଏନ୍‌.ଏ): ଛତିଶଗଡ଼ ସିହାଓ୍ବା ଜଙ୍ଗଲରେ ରହି ଲୋକଙ୍କୁ ମାରୁଥିବା କଲରାପତରିଆ ବାଘକୁ ସେଠାକାର ବନବିଭାଗ କାବୁ କରିଛି। ବାଘଟିକୁ ବର୍ତ୍ତମାନ ବନ ବିଭାଗ କାର୍ଯ୍ୟାଳୟରେ ରଖାଯାଇଛି।…

5 years ago

ଭୋଟ ବର୍ଜନ କରିବେ ନଦୀ କୂଳିଆ ଗ୍ରାମବାସୀ

ପାପଡ଼ାହାଣ୍ଡି,୨୦ା୧୦(ଡି.ଏନ୍‌.ଏ.): ପ୍ରତ୍ୟେକ ବର୍ଷ ନିର୍ବାଚନ ଆସିଲେ ନଦୀରେ ପୋଲଟିଏ ହେବା ଲାଗି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ମିଳେ। ନିର୍ବାଚନ ସରିଗଲେ ଗାଁରେ ଆଉ କାହାର ପାଦ ପଡ଼େନାହିଁ। ନଦୀରେ…

5 years ago

୬ ବର୍ଷର ଶିଶୁକୁ ଝାମ୍ପି ନେଲା ବାଘ

ରାଇଘର/ଉମରକୋଟ, ୧୨।୧୦(ଡି.ଏନ୍‌.ଏ./ସ୍ବ.ପ୍ର.): ନବରାତ୍ରି ସମୟରେ ପରିବାର ସହ ଛତିଶଗଡ଼ ସିହାଓ୍ବାସ୍ଥିତ ଶୀତଳା ମନ୍ଦିରକୁ ସପରିବାର ଦର୍ଶନ ପାଇଁ ଯାଉଥିଲେ। ବାଟରେ ୬ବର୍ଷୀୟ ଅବିନାଶଙ୍କୁ ପରିବାର ଲୋକଙ୍କ ଆଖି…

5 years ago

ନିଜେ ଟଙ୍କା ଲୁଚାଇ ଥାନାରେ କରିଥିଲେ ଅଭିଯୋଗ

ଝରିଗାଁ,୯ା୧୦(ସ୍ବ.ପ୍ର.): ଘରୋଇ ଫାଇନାନ୍ସ କମ୍ପାନୀ ‘ସ୍ପନ୍ଦନା’ର ଉମରକୋଟ ଶାଖାର ଜଣେ କର୍ମଚାରୀ ଋଣ କିସ୍ତି ଟଙ୍କା ସଂଗ୍ରହ କରି ଫେରୁଥିବାବେଳେ ଦୁର୍ବୃତ୍ତମାନେ ମାଡ଼ ମାରି ୧ ଲକ୍ଷ…

5 years ago

ପ୍ଲାଷ୍ଟିକ ପାଣି ଟବ୍‌ରେ ପଡ଼ିଗଲେ ୯ ମାସର ଶିଶୁ

ନବରଙ୍ଗପୁର,୪।୧୦: ଖେଳୁଥିଲେ ଭାଇ ଭଉଣୀ। କିନ୍ତୁ ଛପି ବସିଥିଲା ମୃତ୍ୟୁ। ଖେଳିବାବେଳେ ଏକ ପ୍ଲାଷ୍ଟିକ ପାଣି କୁଣ୍ଡରେ ପଡ଼ିଯିବାରୁ ଜଣେ ୯ମାସର ଶିଶୁପୁତ୍ରର ମୃତ୍ୟୁ ହୋଇଛି। ମୃତକ…

5 years ago

ସର୍ଭିସ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା

ରାଇଘର, ୨।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଫୁଟାନଡ଼ା ସିଆର୍‌ପିଏଫ୍‌ କ୍ୟାମ୍ପର ଜଣେ ଯବାନ ଶନିବାର ରାତିରେ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ସେ…

5 years ago

ବିବାହିତ ସତ୍ତ୍ୱେ ପ୍ରେମିକଙ୍କ ସହ ହୋଇଯାଇଥିଲେ ଫେରାର; ବବୁଲ ଗଛରେ ଝୁଲୁଛି ମୃତଦେହ

ଚନ୍ଦାହାଣ୍ଡି,୨୫।୯(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଧୀନସ୍ଥ ଶରଧାପୁର ଗ୍ରାମର ଅଳ୍ପ ଦୂରରେ ଥିବା ଏକ ବବୁଲ ଗଛରେ ସେହି ଗ୍ରାମର ପ୍ରେମୀଯୁଗଳ ବେକରେ ରଶି ଲଗାଇ…

5 years ago

ଟିକା ନେବାର ୩ ଘଣ୍ଟା ପରେ ମହିଳାଙ୍କ ମୃତ୍ୟୁ

ଉମରକୋଟ,୨୨।୯(ସ୍ବ.ପ୍ର.): କରୋନା ଟିକା ନେବାର ୩ ଘଣ୍ଟା ପରେ ଜଣେ ଆଦିବାସୀ ମହିଳାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତକ ହେଲେ ନବରଙ୍ଗପୁର…

5 years ago