ମୟୂରଭଞ୍ଜ

ବାପା ମାଡ଼ରେ ୮ ବର୍ଷର ଝିଅ ଗୁରୁତର

ଉଦଳା ,୩୧ା୧(ଡ଼ି.ଏନ୍‌.ଏ.)- ନିଶା ଯେ ମଣିଷକୁ କେଉଁ ସ୍ତରକୁ ନେଇଯାଇପାରେ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ପାଟଶାଣୀପୁର ପଞ୍ଚାୟତର ଖଲାଡି ଗ୍ରାମରେ। ଏହି ଗ୍ରାମର ଜଣେ ନିଶାସକ୍ତ ବ୍ୟକ୍ତି ତାଙ୍କ ୮ ବର୍ଷର…

ବହୁଜନ କ୍ରାନ୍ତି ମୋର୍ଚ୍ଚା ରାଷ୍ଟ୍ରୀୟ ସଂଯୋଜକଙ୍କ ନାଁରେ ଏତଲା

ବାରିପଦା ଅଫିସ,୩୦ା୧- ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ବୁଧବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରଚାରପତ୍ର ବଣ୍ଟା ଯାଇଥିଲା। ତେବେ ଏହି ପ୍ରଚାରପତ୍ରରେ ବ୍ରାହ୍ମଣମାନଙ୍କୁ ଅପମାନିତ କରାଯାଇଥିବା ବାରିପଦା ବ୍ରାହ୍ମଣ ସମାଜ ଅଭିଯୋଗ…

ଭାଜପାର ସଭାସ୍ଥଳ ସଫେଇ କଲେ ବିଜେଡି ନେତା

ବାରିପଦା ଅଫିସ,୩୦ା୧- ମୟୂରଭଞ୍ଜ ଜିଲା ବାରିପଦା ସହରର ଐତିହାସିକ ଛଉ ପଡ଼ିଆରେ ମଙ୍ଗଳବାର ଜିଲା ଭାଜପା ପକ୍ଷରୁ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା। ଏଥିରେ ରାଜ୍ୟ ଭାଜପା ସଭାପତି ସମୀର ମହାନ୍ତି ଯୋଗ ଦେଇଥିଲେ। ରାଜ୍ୟ ତଥା ଜିଲାର ଆଗଧାଡିର…

ବିଶୋଇରେ ଭାରତବନ୍ଦ ବେଳେ ବହୁଜନ କ୍ରାନ୍ତି ମୋର୍ଚ୍ଚା କର୍ମୀ ଗିରଫ

ବିଶୋଇ,୨୯।୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଅନ୍ତର୍ଗତ ବିଶୋଇ ବ୍ଲକରେ  ବୁଧବାର ସକାଳ ୬ଟାରୁ ବ୍ଲକସ୍ତରୀୟ ବହୁଜନ କ୍ରାନ୍ତି ମୋର୍ଚ୍ଚାର ବହୁସଂଖ୍ୟକ କର୍ମୀ ୪୯ ନଂ. ଜାତୀୟ ରାଜପଥ ବ୍ଲକ ଛକଠାରେ ଅବରୋଧ କରିଥିଲେ। ଏ ନେଇ ଶତାଧିକ ଟ୍ରକ୍‌, ଯାତ୍ରୀବାହୀ ବସ୍‌ ଚଳାଚଳ…

୫ରୁ ସରସ୍ବତୀ ମେଳା

ଉଦଳା,୨୯ା୧(ଡ଼ି.ଏନ୍‌.ଏ.)- ଆସନ୍ତା ଫେବୃୟାରୀ ୫ ତାରିଖରୁ ଉଦଳାଠାରେ ଐତିହାସିକ ସରସ୍ବତୀ ମେଳା ଆରମ୍ଭ ହେବ। ଏହା ୧୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ମଙ୍ଗଳବାର ଆୟୋଜିତ ଏହି ଖବରଦାତା ସମ୍ମିଳନୀରେ ମନ୍ଦିର ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ବେହେରା, ଉପସଭାପତି…

ସରିଲା ସୀମାନ୍ତ ଯୁବ ମହୋତ୍ସବ

ଝାରପୋଖରିଆ,୨୯ା୧(ଡି.ଏନ୍‌.ଏ.)- ସାରସକଣା ବ୍ଲକ୍‌ ଅନ୍ତର୍ଗତ ଝାରପୋଖରିଆଠାରେ ସୀମାନ୍ତ ଯୁବ ସମିତି ଓ ଜାତୀୟ ଯୁବ ପ୍ରକଳ୍ପ ଦ୍ୱାରା ଆୟୋଜିତ ୫ମ ବାର୍ଷିକ ସୀମାନ୍ତ ଯୁବ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି। ୫୬ନଂ. ଜୋନ୍‌ ଜିଲା ପରିଷଦ ସଦସ୍ୟ ଭୁବନେଶ୍ୱର ମହାନ୍ତ ମହୋତ୍ସବକୁ ଉଦ୍‌ଘାଟନ…

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାରିପଦା ଅଫିସ,୨୮ା୧- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ବେହେରାଙ୍କ ମୟୂରଭଞ୍ଜ ଜିଲା ବାରିପଦାର ସୁନଗଡିଆସ୍ଥିତ ବାସଭବନରେ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ବାଲେଶ୍ୱର ଜିଲା…

ବାହାଘର ଭୋଜି ଖାଇ ୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ

ବାରିପଦା ଅଫିସ,୨୮ା୧- ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଧୀନ ଷ୍ଟେଶନ ବଜାର ଅଞ୍ଚଳରେ ସୋମବାର ରାତିରେ ବାହାଘର ଭୋଜି ଖାଇ ୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ ହୋଇ ପଡ଼ିଛନ୍ତି। ଭୋଜି ଖାଇବା ପରେ ବାନ୍ତି ହେବାରୁ ବିଳମ୍ବିତ ରାତିରେ ସେମାନଙ୍କୁ ବାରିପଦା…

କୁଳିଅଣା ବ୍ଲକ ଆଗରେ ଧାରଣା

କୁଳିଅଣା,୨୮ା୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ମୁଖ୍ୟ ଦପ୍ତର ଚାନ୍ଦୁଆ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ୧୭ଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନେ ସହକାରୀ ଯନ୍ତ୍ରୀଙ୍କ ବଦଳି ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ଲକ ଘେରାଉ କରି ଧାରଣାରେ ବସିଥିଲେ। ଗତ ୨ମାସ ଆଗରୁ…

ଓଲଟିଲା ବସ୍‌, ୪୦ ଯାତ୍ରୀ ଆହତ

ବଡ଼ସାହି,୨୭।୧(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ମାଣତ୍ରୀରୁ ବାରିପଦା ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଆରପଟ୍ଟା ନିକଟରେ ସୋମବାର ଅପରାହ୍ନରେ ଭାରସାମ୍ୟ ହରାଇ ରାସ୍ତାପାର୍ଶକୁ ଓଲଟି ପଡ଼ିଛି । ଫଳରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବାରିପଦା…

ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତ ଲୁଟିନେଲେ ୬ ଲକ୍ଷ

ରାଇରଙ୍ଗପୁର,୨୭।୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ବଜାରରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ତାଙ୍କଠାରୁ ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ସୂଚନାଯୋଗ୍ୟ, ରାଇରଙ୍ଗପୁର ଟାଉନ୍‌ ଥାନା ମୁଖ୍ୟ ବଜାରରେ ମହାନ୍ତି ପାନମସଲା ଦୋକାନୀ…

ମୟୂରଭଞ୍ଜ ଜିଲା ଚିଠି: ପର୍ଯ୍ୟଟନ ଶିଳ୍ପ

ମୟୂରଭଞ୍ଜ ଜିଲାରେ ରହିଛି ବହୁ ପର୍ଯ୍ୟଟନ ସ୍ଥଳ। ପ୍ରସ୍ତାବିତ ଜାତୀୟ ଉଦ୍ୟାନ ଶିମିଳିପାଳ ସହିତ ବହୁ ଜଳପ୍ରପାତ, ମନ୍ଦିର, ଐତିହାସିକ ସ୍ଥାନ ରହିଛି। ହେଲେ ଏହି ସବୁର ରକ୍ଷଣାବେକ୍ଷଣ ତଥା ପ୍ରଚାରପ୍ରସାର ଦିଗରେ ରାଜ୍ୟ ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ନେଉ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri