ଗୁରୁଦିବସରେ ଦିଲ୍ଲୀରେ ଓଡ଼ିଶାର ୨ ଶିକ୍ଷକଙ୍କୁ ମିଳିଲା ଜାତୀୟ ଶିକ୍ଷକ ସମ୍ମାନ
ନୂଆଦିଲ୍ଲୀ/ଭୁବନେଶ୍ୱର,୫ା୯: ଆଜି ପବିତ୍ର ଗୁରୁଦିବସ ଅବସରରେ ଦିଲ୍ଲୀ ବିଜ୍ଞାନ ଭବନରେ ଜାତୀୟ ଶିକ୍ଷକ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ୪୫ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିରେ ଓଡ଼ିଶାର ୨ ଜଣ ଶିକ୍ଷକଙ୍କୁ ମିଳିଛି…
ସୀମାନ୍ତରୁ ଗିରଫ ହେଲେ ୧୬ ମାଓବାଦୀ
ମାଲକାନଗିରି,୩ା୯(ଦୁର୍ଯ୍ୟୋଧନ): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାର ସିଆର୍ପିଏଫ୍, କୋବ୍ରା ବାହିନୀ ମିଳିତ ଭାବେ ମାଓବାଦୀ ଦମନ କାର୍ଯ୍ୟକ୍ରମରେ ସର୍ଚ୍ଚ ଅପରେଶନରେ ବାହାରିଥିବାବେଳେ ବାସାଗୁଡ଼ା ଥାନା ଅଞ୍ଚଳରୁ ଦୁଇଜଣ, ଗଙ୍ଗାଲୁର ଥାନା ଅଞ୍ଚଳରୁ ୬ ଜଣ, ଜଙ୍ଗଲା ଥାନା ଅଞ୍ଚଳରୁ…
ଲଘୁଚାପ ବର୍ଷାରେ ବେହାଲ କାଲିମେଳା ଅଞ୍ଚଳ: ଯୋଗାଯୋଗ ବିଚ୍ଛିନ୍ନ
କାଲିମେଳା, ୨/୯(ଜୀବନ କୃଷ୍ଣ ଦାସ): ମାଲାକାନଗିରି ଜିଲାରେ ଲଘୁଚାପ ବର୍ଷା ପାଇଁ ଅରେଞ୍ଜ ୱାର୍ନିିଂ ପାଣିପାଗ ବିଭାଗ ଘୋଷାଣା କରିଥିବା ବେଳେ ତେବେ ରାତି ତମାମ ଲଗାଣ ବର୍ଷା ଜାରି ରହିଛି। ଫଳରେ ୩୨୬ ଜାତୀୟ ରାଜପଥ ଉପରେ ଥିବା କାଙ୍ଗରକୋଣ୍ଡା…
୨ ଜଣ ଗ୍ରାମବାସୀଙ୍କୁ ଅତି ନିର୍ମମ ଭାବେ ହତ୍ୟା ମାଓବାଦୀ, ଲୋକେ ଆତଙ୍କିତ
ମାଲକାନଗିରି,୨।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲା ଅନ୍ତର୍ଗତ ସିରସେଟ୍ଟୀ ପଂଚାୟତର ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ମୃତକମାନେ ହେଲେ ପଦାମ ପୋଜ୍ଜା ଏବଂ ପଦାମ ଦେବେନ୍ଦ୍ର। ପୋଲିସ ସୂଚନଦାତା ଦର୍ଶାଇ ରହି ଦୁଇ ଜଣ…
୪ ହାର୍ଡକୋର୍ ମାଓବାଦୀଙ୍କ ଆତ୍ମସମର୍ପଣ: ଥିଲା ୨୨ ଲକ୍ଷର…
ମାଲକାନଗିରି,୨୦।୮(ଦୁର୍ଯ୍ୟୋଧନ ପାତ୍ର): ୪ ହାର୍ଡକୋର୍ ମାଓବାଦୀ ବୁଧବାର ଆତ୍ମସମର୍ପଣ କରିଛନ୍ତି। ସୀମାନ୍ତ ଛତିଶଗଡ଼ କୋଣ୍ଡାଗାଁ ଜିଲାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ସେମାନେ ଦୀର୍ଘଦିନ ଧରି ଓଡ଼ିଶାଛତିଶଗଡ଼ ସୀମାରେ ସକ୍ରିୟ ଥିଲେ। ସମସ୍ତ ମାଓବାଦୀଙ୍କ ନାଁରେ ୨୨ ଲକ୍ଷର ପୁରସ୍କାର ଥିଲା।
ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକକୁ ନା: ପରିବେଶ ଶିକ୍ଷା କେନ୍ଦ୍ର ପକ୍ଷରୁ ଅଭିନବ ପ୍ରୟାସ
କାଲିମେଳା, ୧୯।୮(ଜୀବନ କୃଷ୍ଣ ଦାସ):ମାଲକାନାଗିରି ଜିଲା କାଲିମେଳା ବ୍ଲକ ସଦର ବ୍ଲକ କଲୋନୀ ଉଚ୍ଚ ବିଦ୍ୟାଳୟରେ ଏକକ ବ୍ୟବହାର ପ୍ଲାଷ୍ଟିକ ଉପରେ ସଚେତନତା ସୃଷ୍ଟି ପାଇଁ ଏକ ରାଲି କରିବା ସହ ବିଭିନ୍ନ ନାରା ଦେଇଥିଲେ l ଆମର ପରିବେଶ ସୁରକ୍ଷା…
ଡାକ୍ତର ହେବେ ଆଦିବାସୀ ଯୁବତୀ: ଶୁଭେଚ୍ଛା ଜଣାଇଲେ ଜିଲାପାଳ
ମାଲକାନଗିରି,୧୮ା୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାର ଆଦିବାସୀ ଦିଦାୟୀ ଯୁବତୀ ଡାକ୍ତର ହେବେ। ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତରୀ ପଢିବା ଲାଗି ବିବେଚିତ ହୋଇଛନ୍ତି। ସେ ହେଲେ ଖଇରପୁଟ ବ୍ଲକ ନାକାମାମୁଡି ପଞ୍ଚାୟତ ଆମ୍ଲିବେଡା ଗ୍ରାମର ଚମ୍ପା ରାସପେଦା। ଏହା ଜଣାପଡିବା…
କାଲି ଏହି ଜିଲାର ସବୁ ସ୍କୁଲ-ଅଙ୍ଗନଓ୍ବାଡିକୁ ଛୁଟି ଘୋଷଣା, ଅତି ପ୍ରବଳ ବର୍ଷାକୁ ନେଇ…
ଭୁବନେଶ୍ୱର,୧୭।୮: ମାଲକାନଗିରି ଜିଲାରେ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲାପାଳ। ଏଥିସହ ଅଙ୍ଗନଓ୍ବାଡି ମଧ୍ୟ ବନ୍ଦ ରହିବ। ତେବେ ସୋମବାର ଅତିପ୍ରବଳ ବର୍ଷାର ସମ୍ଭାବନା ନେଇ ଜିଲାକୁ ଓ୍ବାର୍ନିଂ ଜାରି ରହିଥିବା ନେଇ ଏଭଳି ନିଷ୍ପତ୍ତି…
ଏନ୍କାଉଣ୍ଟରରେ ଟଳିଲେ ୪ ମାଓବାଦୀ, ଏବେ ବି ଜାରି ରହିଛି ଗୁଳିବର୍ଷଣ
ରାୟପୁର,୨୬ା୭: ଛତିଶଗଡ଼ର ବିଜାପୁର ଜିଲାରେ ଶନିବାର ସୁରକ୍ଷାବାହିନୀକୁ ଏକ ବଡ଼ ସଫଳତା ମିଳିଛି। ମାଓବାଦୀମାନଙ୍କ ସହିତ ଚାଲିଥିବା ଏନ୍କାଉଣ୍ଟରରେ ସୁରକ୍ଷାବାହିନୀ ଏପର୍ଯ୍ୟନ୍ତ ୪ ଜଣ ମାଓବାଦୀଙ୍କୁ ହତ୍ୟା କରିଛନ୍ତି। ଜଣେ ପୋଲିସ ଅଧିକାରୀ ପିଟିଆଇକୁ କହିଛନ୍ତି ଯେ, ସୁରକ୍ଷାବାହିନୀ ଏବଂ ମାଓବାଦୀଙ୍କ…
ସାଙ୍ଗର ଜନ୍ମଦିନ ପାର୍ଟିକୁ ଯାଇଥିଲେ ନାବାଳିକା, ଅଧରାତିରେ ବଳାତ୍କାର ପରେ ଘଟିଲା…
ମାଲକାନଗିରି, ୨୨।୭ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଜଣେ ନାବାଳିକା ସହ ବଳାତ୍କାର ଅଭିଯୋଗ ହୋଇଛି। ରାଜ୍ୟରେ ନାରୀ ସୁରକ୍ଷାକୁ ନେଇ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାବେଳେ ଏହାରି ମଧ୍ୟରେ ମାଲକାନଗିରି ଜିଲାରେ ଜଣେ ନାବାଳିକା ସହ ବଳାତ୍କାର ହୋଇଥିବା ନେଇ ଅଭିଯୋଗ…
ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ: ୨ ଜଣଙ୍କୁ ହତ୍ୟା କରି ଫିଙ୍ଗିଦେଲେ
ମାଲକାନଗିରି,୨୧ା୭(ଦୁର୍ଯ୍ୟୋଧନ ପାତ୍ର): କିଛି ଦିନର ନୀରବତା ପରେ ପୁଣି ମାଓବାଦୀମାନେ ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ବର୍ବରକାଣ୍ଡ ଭିଆଇଛନ୍ତି। ମାଓବାଦୀମାନେ ୨ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଫିଙ୍ଗ ଦେଇଥିବା ସୂଚନା ମିଳିଛି। ପୋଲିସ ଇନ୍ଫର୍ମର ସନ୍ଦେହରେ…
ଛତୁ ସଂଗ୍ରହ କରିବାକୁ ଯାଇଥିଲେ: ଘଟିଲା ଲ୍ୟାଣ୍ଡମାଇନ ବିସ୍ଫୋରଣ, ଆଉ ତା’ପରେ…
ମାଲକାନଗିରି,୧୪।୭: ଛତିଶଗଡ଼ ଉସୁର ଥାନା ଧନଗୋଲ ଗାଁ ନିକଟ ଜଙ୍ଗଲରେ ସୋମବାର ଏକ ବଡ଼ ଧରଣର ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୩ଜଣ ଗୁରୁତର ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ନାବାଳିକା ଥିବା ବେଳେ ସମସ୍ତେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା…
Archives


