ମାଲକାନଗିରି

କୋମ୍ବିଂ ଅପରେଶନ ବେଳେ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ

ମାଲକାନଗିରି,୨୧।୧୦(ଡି.ଏନ.ଏ.): ମାଲକାନଗିରି ଜିଲା ପୋଲିସକୁ ପୁଣି ଏକ ବଡ ସଫଳତା ମିଳିଛି। ଚଳିତ ମାସ ୧୯ତାରିଖରେ ମାଲକାନଗିରି ଏସଓଜି ଯବାନମାନେ ମାଓବାଦୀ ବିରୋଧୀ ଅଭିଯାନ ନିମନ୍ତେ ତୁଳସୀ…

3 years ago

ଜଗନ୍ନାଥଙ୍କୁ ଚପଲ ପିନ୍ଧି ପୂଜାକଲେ ମାଲକାନଗିରି ଜିଲା ପରିଷଦ ଅଧ୍ୟକ୍ଷା

ମାଲକାନଗିରି,୨୦ା୧୦(ଡି.ଏନ.ଏ.): ଓଡ଼ିଆଙ୍କ ଆରାଧ୍ୟ ଦେବତା ସ୍ବୟଂ ଜଗନ୍ନାଥ ମହାପ୍ରଭୁଙ୍କୁ ମାଲକାନଗିରି ଜିଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ ଅବମାନନା କରିଛନ୍ତି। ଏକ କାର୍ଯ୍ୟକ୍ରମରେ ସେ ଚପଲ ପିନ୍ଧି…

3 years ago

ଗଛ ତଳେ ଚାଲିଛି ଅଙ୍ଗନଓ୍ବାଡି କେନ୍ଦ୍ର

ମାଲକାନଗିରି,୧୯।୧୦(ଡି.ଏନ.ଏ.): ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା କିପରି ଗ୍ରାମରେ ପହହଞ୍ଚତ୍ବ ଏବଂ ଲୋକେ ଉପକଅତ ହେବେ ସେଥିପାଇଁ ସରକାର ବହୁ ଅର୍ଥ ଖର୍ଚ୍ଚ କରିଥାନ୍ତି। ମାତ୍ର ସ୍ଥାନୀୟ…

3 years ago

ସ୍ବାଭିମାନ ଅଞ୍ଚଳ ଜୁମଡ଼ାଙ୍ଗରେ ପହଞ୍ଚିଲା ଚିତ୍ରକୋଣ୍ଡା ବ୍ଲକ ପ୍ରଶାସନ

ଚିତ୍ରକୋଣ୍ଡା,୧୮।୧୦(ଡି.ଏନ୍‌.ଏ.): ଆନ୍ଧ୍ର ଓଡିଶା ସୀମାନ୍ତ ବର୍ତ୍ତୀ ଆଦିବାସୀ ବହୁଳ ଗାଁ ତଥା ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତର ଦୁର୍ଗମ ପାହାଡି ଜୁମଡାଙ୍ଗ…

3 years ago

ଫାଇନାନ୍ସରେ ସ୍ବାମୀ ଫୋନ୍‌ କିଣି ଦେଇଥିବା ଜାଣି ବିଷ ପିଇଲେ ସ୍ତ୍ରୀ; ଚାଲିଗଲା ଜୀବନ

ମାଲକାନଗିରି,୧୮।୧୦(ଡି.ଏନ୍‌.ଏ.): ମୋବାଇଲ ପାଇଁ ଚାଲି ଗଲା ଜୀବନ। ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲାରେ । ଜିଲା ଅନ୍ତର୍ଗତ ଏମ୍‌ପିଭି ୧୪ ଗ୍ରାମର ଜଣେ…

3 years ago

ପୋଲିସ-ନକ୍ସଲ ଗୁଳିବିନିମୟ, ଏଏସ୍‌ଆଇ ଆହତ

ମାଲକାନଗିରି,୧୭ା୧୦(ଡି.ଏନ୍‌.ଏ.): ପୋଲିସ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ଏଏସ୍‌ଆଇ ଆହତ ହୋଇଛନ୍ତି। ସୂଚନାନୁଯାୟୀ, ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାର ତେରମ ଥାନା…

3 years ago

ବିଶ୍ୱ ମହିଳା ଫୁଟ୍‌ବଲ ଟୁର୍ନାମେଣ୍ଟ: ମ୍ୟାଚ୍‌ ଦେଖିବେ ସ୍ବାଭିମାନ ଅଞ୍ଚଳର ୫୦ ଛାତ୍ରୀଛାତ୍ର

ଚିତ୍ରକୋଣ୍ଡା,୧୬।୧୦(ଡି.ଏନ୍‌.ଏ): ମାଲକାନଗିରି ଜିଲା ଆଇଟିଡିଏ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ୩ଟି ବିଦ୍ୟାଳୟରୁ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେଉଥିବା ବିଶ୍ୱ ମହିଳା ଫୁଟ୍‌ବଲ…

3 years ago

ଘରବାଡ଼ି ପଟ୍ଟା ପାଇଁ ୬ ମାସ ଧରି ଧାରଣାରେ ବସିଛନ୍ତି ୭୦ରୁ ଊର୍ଦ୍ଧ୍ୱ ପରିବାର

ମାଲକାନଗିରି,୧୫ା୧୦(ଡି.ଏନ୍‌.ଏ.): ମାଲକାନଗିରି ପୌର ପରିଷଦ ଓ୍ବାର୍ଡ ନଂ. ୩ର ୭୦ରୁ ଊର୍ଦ୍ଧ୍ୱ ପରିବାର ଗତ ୬ ମାସ ଧରି ଘରବାଡ଼ି ପଟ୍ଟା ପାଇଁ ଧାରଣାରେ ବସିଛନ୍ତି। କିନ୍ତୁ…

3 years ago

ହୋଟେଲ ରୁମ୍‌ରୁ ଗଞ୍ଜେଇ ଜବତ, ଜଣେ ଗିରଫ

ମାଲକାନଗିରି,୧୫ା୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମା ଆଦର୍ଶ ଥାନା ପୋଲିସ ଏକ ହୋଟେଲରୁ ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛନ୍ତି। ସୂଚନାନୁଯାୟୀ,…

3 years ago

୧୭ କିମି ଚାଲି ଦୁର୍ଗମ ଅଞ୍ଚଳରେ ପହଞ୍ଚିଲେ ବିଡିଓ

ଚିତ୍ରକୋଣ୍ଡା,୧୫।୧୦: ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅଧୀନ ୧୮ ପଞ୍ଚାୟତ ମଧ୍ୟରୁ ହାତଗଣତି ଦୁଇ ତିନୋଟି ପଞ୍ଚାୟତକୁ ଛାଡିଦେଲେ ଅନ୍ୟ ସମସ୍ତ ପଞ୍ଚାୟତ ସମେତ…

3 years ago