କୋରାପୁଟ

ବିଧାୟକଙ୍କ ଫେସବୁକ୍‌ ଆକାଉଣ୍ଟ ହ୍ୟାକ୍‌

ଜୟପୁର, ୧୮ା୧୨ (ପବନ ପାଣିଗ୍ରାହୀ): ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଫେସ୍‌ ବୁକ୍‌ ଆକାଉଣ୍ଟ ହ୍ୟାକ୍‌ ହୋଇଛି। ଏନେଇ ସେ ନିଜେ ଫେସ୍‌ ବୁକର ଅନ୍ୟ ଏକ ପ୍ରୋଫାଇଲ ପେଜ୍‌ରୁ ସୂଚନା ଦେଇଛନ୍ତି। କେହି ଜଣେ ଦୁର୍ବୃତ୍ତ ଏପରି କରିଥିବା…

ଦେହରେ ସେଲୋ ଟେପ୍‌ ଗୁଡ଼ାଇ ଗଞ୍ଜେଇ ଚାଲାଣ

ନନ୍ଦପୁର/କୋରାପୁଟ, ୧୮ା୧୨ (ଶଙ୍କର ପୂଜାରୀ/ଅମିତାଭ ବେହେରା): ଗଞ୍ଜେଇ ଚାଲାଣକାରୀ ନିିଜ ଦେହରେ ସେଲୋଟେପ୍‌ ଗୁଡାଇ ଗଞ୍ଜେଇ ଚାଲାଣ କରିବାର ନୂଆ ଉପାୟ ସାମ୍ନାକୁ ଆସିଛି। ଚାଲାଣକାରୀଙ୍କ ଏହି କୌଶଳକୁ ଧରିବାରେ ପୋଲିସ ସକ୍ଷମ ହୋଇଛି। ଏଥିରେ ସମ୍ପୃକ୍ତ ଜଣଙ୍କୁ ପୋଲିସ ଗିରଫ…

ଜାଡ଼ରେ ଥରୁଛି କୋରାପୁଟ: ଦିନରେ ୧୦ ରାତିରେ ୫ ଡିଗ୍ରୀ ତଳେ ରହୁଛି ତାପମାତ୍ରା

କୋରାପୁଟ,୧୮।୧୨(ଅମିତାଭ ବେହେରା): କୋରାପୁଟରେ ଗତ କିଛି ଦିନ ହେବ ଅସହ୍ୟ ଶୀତ ଲହରି ଜାରି ରହିଛି। ଜିଲାରେ ପାରଦ ୯.୫ରୁ ୧୦ ଡିଗ୍ରୀ ମଧ୍ୟରେ ରହୁଛି। ଜିଲାର କେତେକ ସ୍ଥାନରେ ମଧ୍ୟ ରାତ୍ରରେ ୪ରୁ ୫ ଡିଗ୍ରୀ ତାପମାତ୍ରା ରହୁଛି। ଗତ…

ନନ୍ଦପୁର ବଜାରରେ ନକଲି ୫୦୦ ଟଙ୍କିଆ

ନନ୍ଦପୁର,୧୮।୧୨(ଶଙ୍କର ପୂଜାରୀ): ନନ୍ଦପୁର ବଜାରରେ ଗତ କିଛିଦିନ ହେଲା ନକଲି ୫୦୦ ଟଙ୍କିଆ ନୋଟ୍‌ କାରବାର ଚାଲିଛି। କିଛି ଗ୍ରାହକ ନକଲି ନୋଟ୍‌ ଆଣି ଆସୁଥିବା ଦୋକାନୀମାନେ ଅଭିଯୋଗ କରିଛନ୍ତି। ବିଶେଷକରି ଭିଡ଼ ଥିବା ପେଟ୍ରୋଲ ଟାଙ୍କି, କିରାଣି ଦୋକାନ, ଜଳଖିଆ…

ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ପରେ ୩୦୦ ମିଟର ଘୋଷାଡ଼ିଲେ

ଦଶମନ୍ତପୁର, ୧୭।୧୨( ଅରବିନ୍ଦ ନାୟକ ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡ଼ା ପଞ୍ଚାୟତ ପଦାବାଗ୍ରୀ ଗ୍ରାମରେ ଜଣେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ମୃତକ ହେଲେ ଜୟ ଜାନୀ(୬୦)। ମୃତକଙ୍କୁ ଟାଙ୍ଗିଆରେ ହାଣିବା ପରେ ତାଙ୍କୁ ପ୍ରାୟ ୩ଶହ…

ପୋଲିସ ବେଶରେ ଚାନ୍ଦା ଆଦାୟ କରିବା ପଡ଼ିଲା ମହଙ୍ଗା

ଜୟପୁର,୧୫ା୧୨(ପବନ ପାଣିଗ୍ରାହୀ): ଜୟପୁରରେ ପୋଲିସ ବେଶରେ ଚାନ୍ଦା ଆଦାୟ କରିବା ଜଣେ ବ୍ୟକ୍ତିଙ୍କ ପାଇଁ ମହଙ୍ଗା ପଡିଛି। ତାଙ୍କୁ ଗିରଫ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ସହରର ନୂଆସାହି, ମହାନ୍ତିସାହି, ତେଲିସାହି ଅଞ୍ଚଳରେ ଘରକୁ ଘର ବୁଲି ଲୋକଙ୍କ ଘର କବାଟ…

ମୋ ସହିତ ଲାଗନି ସବୁ ଭଣ୍ଡୁର କରିଦେବି: ତାରାପ୍ରସାଦ ବାହିନୀପତି

କୋରାପୁଟ,୧୪ା୧୨(ଅମିତାଭ ବେହେରା): କୋରାପୁଟରେ ଲକ୍ଷ୍ମୀ ବସ୍‌ ସେବା ଉଦ୍‌ଘାଟନ ଅବସରରେ କେତେକ କାରଣ ଯୋଗୁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଅସନ୍ତୋଷ ପ୍ରକାଶ କରିଛନ୍ତି। ମଞ୍ଚରେ ସମସ୍ତଙ୍କ ସମ୍ମୁଖରେ ସେ ମୋ ସହିତ ଲାଗନି ସବୁ ଭଣ୍ଡୁର କରିଦେବି ବୋଲି ଚେତାବନୀ…

କୋରାପୁଟରେ ଗଡ଼ିଲା ଲକ୍ଷ୍ମୀ ବସ୍‌, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/କୋରାପୁଟ,୧୪ା୧୨(ଅସମାପିକା ସାହୁ/ଅମିତାଭ ବେହେରା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କୋରାପୁଟ ଜିଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍‌ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ…

ଆସନ୍ତାକାଲି କୋରାପୁଟରେ ଗଡ଼ିବ ୪୮ ଲକ୍ଷ୍ମୀ ବସ୍‌, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

କୋରାପୁଟ,୧୩ା୧୨(ଅମିତାଭ ବେହେରା): କୋରାପୁଟ ଜିଲାରେ ଗୁରୁବାରଠାରୁ ଆରମ୍ଭ ହେବ ଲକ୍ଷ୍ମୀ ବସ୍‌ ଯୋଜନା। କୋରାପୁଟସ୍ଥିତ ଲାଣ୍ଡିଗୁଡ଼ା ସରକାରୀ ମହାବିଦ୍ୟାଳୟଠାରେ ଆୟୋଜିତ ଏହି ବସ୍‌ ଶୁଭାରମ୍ଭ ଉତ୍ସବରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ରାଜ୍ୟ ବିଭାଗୀୟ ପ୍ରମୁଖ ସଚିବ ଉଷା ପାଢ଼ୀ,…

ହାଇଓ୍ବା-କାର୍‌ ମୁହାଁମୁହିଁ: ଜଣଙ୍କ ଜୀବନ ଗଲା, ୩ ଗୁରୁତର

କୋରାପୁଟ,୧୩ା୧୨(ଅମିତାଭ ବେହେରା): କୋଡିଙ୍ଗା ମାଳି ବକ୍ସସାଇଡ୍‌ ପରିବହନ ହାଇଓ୍ବା ଓ କାର୍‌ ମୁହାମୁହିଁ ଧକ୍କା ହେବାରୁ ବୁଧବାର ଜଣଙ୍କର ଜୀବନ ଯାଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳ ଗୁମାର ଲୋକେ ଭୁବନେଶ୍ୱର ଯାଇ…

ବାତ୍ୟା ମିଗ୍‌ଜୋମ୍‌ ପ୍ରଭାବ: ପାହାଡ଼ରୁ ଧସିଲା ମାଟି ଅତଡ଼ା

କୋରାପୁଟ/ନାରାୟଣପାଟଣା,୭।୧୨(ଅମିତାଭ ବେହେରା/ରାଜକିଶୋର ଜେନା): ବାତ୍ୟା ମିଗ୍‌ଜୋମ୍‌ର ଭୟ ଟଳି ଯାଇଥିବା ବେଳେ ଦେଇଯାଇଛି ଦୁଃଖ l ଏହାର ପ୍ରଭାବରେ କୋରାପୁଟ ଜିଲାରେ ୨ ଦିନ ହେଲା ବର୍ଷା ଲାଗି ରହିଥିଲା। ବର୍ଷା ଯୋଗୁ କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ତଳ ଗୁମାଣ୍ଡି…

ବାତ୍ୟା ମିଗଜୋମ: ପ୍ରବଳ ବର୍ଷାରୁ ଶିବାଲିଙ୍ଗାପୁର ଷ୍ଟେସନ ନିକଟରେ ପାହାଡ଼ରୁ ପଥର ଖସି ଟ୍ରେନ ଚଳାଚଳ ବ୍ୟାହତ, ବାତିଲ ହେଲା ୪ଟ୍ରେନ

କୋରାପୁଟ,୫।୧୨(ଅମିତାଭ ବେହେରା): ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଛତିଶଗଡ଼ ରାଜ୍ୟର କିରାଣ୍ଡୁଲ ପର୍ଯ୍ୟନ୍ତ ଲମ୍ବିଥିବା କେକେ ରେଳପଥ ଆନ୍ଧ୍ରର ଆରକୁ ଅଞ୍ଚଳର ତ୍ୟାଡା ଓ ଶିବଲିଙ୍ଗପୁରମ ରେଳଷ୍ଟେଶନ ମଧ୍ୟରେ ପ୍ରବଳ ବର୍ଷା ଯୋଗୁ ମଙ୍ଗଳବାର ସଂଧ୍ୟାରେ ରେଳ ଧାରଣା ଉପରକୁ ପାହାଡ଼ରୁ ପଥର ଖସି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri