ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ସ୍ଥାନାନ୍ତର ହେଲେ ଡାଲମେ
ଦଶମନ୍ତପୁର,୩୧ା୧୨ (ଅରବିନ୍ଦ ନାୟକ)ଦୀର୍ଘ ୧୭ ବର୍ଷ କାଳ ଜୀବନ ଅତିବାହିତ କରୁଥିବା ଜଣେ ମସ୍ତିଷ୍କ ବିକୃତ ମହିଳା ଶନିବାର ଉଚ୍ଚତ୍ତର ଚିକିତ୍ସା ପାଇଁ କୋରାପୁଟକୁ ସ୍ଥାନାନ୍ତରିତହୋଇଛନ୍ତି। କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତର ଚାଉଳକନ୍ତି ଗ୍ରାମର ଏହି ମହିଳା...
୧୨ ଗ୍ରାମ ବିକାଶରେ ରେଳଧାରଣା ବାଧକ
ନନ୍ଦପୁର, ୩୧ା୧୨(ଶଙ୍କର ପୂଜାରୀ)କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ପାଡୁଆ ପଞ୍ଚାୟତର ୧୨ଟି ଗ୍ରାମ ବିକାଶରେ ରେଳଧାରଣା ବାଧକ ସାଜିଛି। ଏହି ଗ୍ରାମଗୁଡିକ ବିଶାଖାପାଟଣା-କିରାଣ୍ଡୁଲ ରେଳ ଧାରଣା ଆରପଟେ ରହିଛି। ରେଳ ଧାରଣା ଆରପଟକୁ ଭାରିଯାନ ଯାତାୟାତ ନିଷେଧ ଥିବାରୁ...
କୋରାପୁଟ ଡଙ୍ଗାବୁଡି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା
ଭୁବନେଶ୍ବର,୨୯ା୧୨: ଗତକାଲି କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ପାତାଳୀ ନଦୀରେ ଏକ ନୌକା ଦୁର୍ଘଟଣାରେ ୫ଜଣ ବ୍ୟକ୍ତିଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ଚାରି ଲକ୍ଷ...
ଡଙ୍ଗା ବୁଡ଼ି ନିଖୋଜ ଥିଲେ: ମିଳିଲା ୪ଜଣଙ୍କ ମୃତଦେହ
କୋରାପୁଟ,୨୯।୧୨(ଅମିତାଭ ବେହେରା): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅଧୀନ କୁଲାରସିଂ ପଞ୍ଚାୟତ ତାନସିଂ ନିକଟସ୍ଥ ପାତାଳୀ ନଦୀରେ ଡଙ୍ଗା ବୁଡି ନିଖୋଜ ଥିବା ୪ଜଣଙ୍କ ମୃତଦେହ ଶୁକ୍ରବାର ଉଦ୍ଧାର ହୋଇଛି। ଗୁରୁବାର ତାନ୍ସିଂ ଗ୍ରାମର ଲାଲମଣି ଶିସାଙ୍କ...
କାରାଗାର ୪ ମହଲା କୋଠାରୁ ଖସି ପଡ଼ିଲେ ଶ୍ରମିକ
କୋରାପୁଟ,୨୮।୧୨(ଅମିତାଭ ବେହେରା ): କୋରାପୁଟ ମଣ୍ଡଳ କାରାଗାର ନିର୍ମାଣଧୀନ ଏକ ୪ ମହଲା କୋଠାରୁ ଖସି ପଡି ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ତାଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି। ଶ୍ରମିକ ଜଣକ ହେଲେ ଆର୍ ପ୍ରଧାନ। ମିଳିଥିବା ସୂଚନା...
ପାତାଳି ନଦୀରେ ଡଙ୍ଗା ବୁଡ଼ି ୨ ନାବାଳିକାଙ୍କ ସମେତ ୫ ନିଖୋଜ
କୋରାପୁଟ,୨୮।୧୨(ଅମିତାଭ ବେହେରା): କୋରାପୁଟ ଜିଲା ପାତାଳି ନଦୀରେ ଗୁରୁବାର ଅଘଟଣ ଘଟିଛି। ଏକ ଡଙ୍ଗା ବୁଡ଼ି ୫ଜଣ ନିଖୋଜ ହୋଇଯାଇଛନ୍ତି। ସେମାନେ ହେଲେ ନନ୍ଦପୁର ବ୍ଲକ କୁଲାରସିଂ ପଞ୍ଚାୟତ ତାନ୍ସିଂ ଗ୍ରାମର ୩ ମହିଳା ଏବଂ ଦୁଇ ନାବାଳିକା ବୋଲି...
ଜଙ୍ଗଲରୁ ମିଳିଲା ବିପୁଳ ବିସ୍ଫୋରକ ସାମଗ୍ରୀ: ଲୁଚାଇ ରଖିଥିଲେ ମାଓବାଦୀ
କୋରାପୁଟ,୨୮।୧୨(ଅମିତାଭ ବେହେରା): କୋରାପୁଟ ଜିଲା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ମାଛକୁଣ୍ଡ ଥାନା ଅଧୀନ ଗୁମୁଡାପୁଟ ଜଙ୍ଗଳରେ କୋମ୍ବିଂ ଅପରେଶନ ବେଳେ ମାଓବାଦୀଙ୍କ ଦ୍ୱାରା ଲୁଚାଇ ରଖାଯାଇଥିବା ବିସ୍ଫୋରକ ସାମାଗ୍ରୀ ଜବତ କରାଯାଇଛି। ଜବତ ସାମାଗ୍ରୀ ମଧ୍ୟରେ ୧୫...
ପୋଲିସକୁ ଦୁର୍ବ୍ୟବହାର କରି ୨ ଗିରଫ
କୋରାପୁଟ,୨୮ା୧୨(ଅମିତାଭ ବେହେରା): ପୋଲିସକୁ ଦୁର୍ବ୍ୟବହାର ସହ କାମରେ ବାଧା ଦେବା ଅଭିଯୋଗରେ ଦୁଇଜଣଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି କୋରାପୁଟ ଜିଲାର ଲକ୍ଷ୍ମୀପୁର ପୋଲିସ। ଏପରି ଘଟଣା ସ୍ଥାନୀୟ ବ୍ଲକ ଚମ୍ପି ଗ୍ରାମଠାରେ ଦେଖିବାକୁ ମିଳିଛି। ସେମାନେ ହେଲେ ବନମାଳୀ...
ପର୍ଯ୍ୟଟନ ମାନଚିତ୍ରକୁ ବିଗାଡୁଛି ସେମିଳିଗୁଡାର ଟ୍ରାଫିକ ସମସ୍ୟା, ନିଦାବିଷ୍ଣୁ ସାଜିଛି ପ୍ରଶାସନ
ସୁନାବେଡା/ସେମିଳିଗୁଡା, ୨୮ା୧୨ (କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ): ସେମିଳିଗୁଡାରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବିଗିଡିବାରେ ଲାଗିଛି । ଏଥିପ୍ରତି ଜିଲା ପ୍ରଶାସନ କିମ୍ବା ପୌର ପ୍ରଶାସନ ଦୃଷ୍ଟି ଦେଉନି। ଯାହାକୁ ନେଇ ହନ୍ତସନ୍ତ ହେଉଛନ୍ତି ସ୍ଥାନୀୟ ବାସିନ୍ଦା। ଦୂର ଦୂରାନ୍ତରୁ...
୭ ବର୍ଷ ପରେ ଆମେରିକା ଦମ୍ପତିଙ୍କ ସହ ଆସିଲା କାବ୍ୟା
ଦଶମନ୍ତପୁର, ୨୮ା୧୨( ଅରବିନ୍ଦ ନାୟକ): ଜଣେ ପରତ୍ୟକ୍ତା ଝିଅ ଦୁନିଆକୁ ଦେଖିବା ପୂର୍ବରୁ ଜନ୍ମ ଦେଇଥିବା ଅବିବାହିତ ମା ଲୋକ ଲଜ୍ୟା ନିମନ୍ତେ ତାଙ୍କୁ ପରିତ୍ୟାଗ କରିବ ଓ ସେ ଭାଗ୍ୟ ବଳରେ ଆମେରିକାର “ଚି଼କାଗୋ” ସହରରେ ଯାଇ ରହିବା...
ରାଜ୍ୟର ସବୁଠୁ ଥଣ୍ଡା ସହର କୋରାପୁଟ
କୋରାପୁଟ,୨୭ା୧୨(ଅମିତାଭ ବେହେରା): ଓଡ଼ିଶାରେ ବର୍ତ୍ତମାନ ତାପମାତ୍ରା ଦିନକୁ ଦିନ ବଢୁଥିବା ବେଳେ ଶୀତର ପ୍ରକୋପ ହ୍ରାସ ପାଇଛି। ବୁଧବାର କୋରାପୁଟ ସହରର ସର୍ବନିମ୍ନ ତାପମାତ୍ରା ୭.୪ ଡିଗ୍ରୀ ରହିଥିବାରୁ ରାଜ୍ୟର ସବୁଠୁ ଥଣ୍ଡା ସହର ହୋଇଥିବା ଜଣାଯାଇଛି। ବୁଧବାର ରାଜ୍ୟର...
ଗାଁରେ ପଡୁନି ପ୍ରଶାସନିକ ଅଧିକାରୀଙ୍କ ପାଦ
ଦଶମନ୍ତପୁର,୨୬ା୧୨ (ଅରବିନ୍ଦ ନାୟକ): ସ୍ବାଧୀନତାର ଦୀର୍ଘବବର୍ଷ ପରେ ମଧ୍ୟ କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ ପ୍ରଶାସନିକ ଅଧିକାରୀମାନଙ୍କ ପାଦ ପଡୁନି। ଫଳରେ ବ୍ଲକର ବିଭିନ୍ନ ଗ୍ରାମରେ ବହୁ ସମସ୍ୟା ଥିଲେ ମଧ୍ୟ ତାହା ସମାଧାନେ ହୋଇପାରୁନି। ସରକାରଙ୍କ ପକ୍କାଘର, ଆବାସ...
Archives


