କୋରାପୁଟ

ପାହାଡ଼ରୁ ଧସିଲା ମାଟି ଅତଡ଼ା, ରାସ୍ତା ଜାମ, ବଜ୍ରପାତରେ ୨୦ ଛେଳି ମୃତ

କୋରାପୁଟ/ନାରାୟଣପାଟଣା,୧୮ା୫(ଅମିତାଭ ବେହେରା/ରାଜକିଶୋର ଜେନା)-କୋରାପୁଟ ଜିଲା ନାରାୟଣପାଟଣାରେ କାଳବୈଶାଖୀ ଯୋଗୁ ରବିବାର ବର୍ଷା ପବନ ହୋଇଛି। ନାରାୟଣପାଟଣା ବ୍ଲକ୍‌ ଉପରଗୁମାଣ୍ଡି ଗାଁରେ ବଜ୍ରପାତ ଘଟି ୨୦ଟି ଛେଳି ମରିପଡିଥିବା ଜଣାପଡିଛି। ତଳଗୁମାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଭିତରପଡ଼ା ପାହାଡ଼ରୁ ମାଟି ଅତଡ଼ା ଧସେଇ ହୋଇ…

କୋରାପୁଟ ମେଡିକାଲରେ ଖୋଲିଲା ସୁପର ସ୍ପେସିଆଲିଷ୍ଟ କ୍ଲିନିକ

କୋରାପୁଟ,୧୭।୫(ଅମିତାଭ ବେହେରା): କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ସୁପର ସ୍ପେସିଆଲିଷ୍ଟ କ୍ଲିନିକ ଶନିବାର ଉଦ୍‌ଘାଟିତ ହୋଇଯାଇଛି। କୋରାପୁଟ ଜିଲାପାଳ ଭି କୀର୍ତ୍ତି ୱାସନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। କଲେଜ ଡିନ…

ବିଲରେ କାମ କରୁଥିବା ବେଳେ ବଜ୍ରପାତ: ଜେଜେମା, ନାତୁଣୀଙ୍କ ସହ ୩ ମୃତ

ଲକ୍ଷ୍ମୀପୁର,୧୬।୫(ଅନନ୍ତ ନାୟକ): କୋରାପୁଟ ଜିଲା ଓଡ଼ିଆପେଣ୍ଠ ପଞ୍ଚାୟତ ପର୍ଡିଗୁଡ଼ା ଗାଁରେ ଶୁକ୍ରବାର ଅପରାହ୍ନରେ ଏକ ଦୁଖଃଦ ଘଟଣା ଘଟିଛି। ବିଲରେ କାମ କରୁଥିବା ବେଳେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ଘଟି ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଥିବା…

ଓଡ଼ିଶାରେ ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା: ଚାଲିଗଲା ଗୋଟିଏ ପରିବାରର ୩ ଜୀବନ

ବୈପାରୀଗୁଡ଼ା,୧୬।୫(କଳ୍ପତରୁ ମହାନ୍ତି): ଶୁକ୍ରବାର ସକାଳୁ ସକାଳୁ ଓଡ଼ିଶାରେ ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ପ୍ରଥମ ଘଟଣାଟି କୋରାପୁଟ ଜିଲା ବୈପାରୀଗୁଡ଼ା ଥାନା ଅଧୀନରେ 326 ଜାତୀୟ ରାଜଥର ଗୌଡଗୁଦ ଛକ ନିକଟରେ ଘଟିଥିଲା, ଯେଉଁଥିରେ ତିନି…

ଚାଷଜମିରେ କାମ କରୁଥିବା ବେଳେ ହେଲା ବଜ୍ରପାତ, ବାପ-ଝିଅଙ୍କ ସହ ଚାଲିଗଲା ମାଉସୀଙ୍କ ଜୀବନ

ପଟାଙ୍ଗି,୧୪ା୫(ଶରତ କୁମାର ଧଳ): ଦଇବ ଦାଉ ସାଧିଲା। ଚାଷଜମିରେ କାମ କରୁଥିବା ସମୟରେ ହଠାତ୍‌ ବିଜୁଳି ମାରିବାରୁ ଗୋଟିଏ ଗ୍ରାମର ତିନି ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏହିପରି ଦୁଃଖଦ ଘଟଣାରେ ଗ୍ରାମରେ ଶୋକାକୁଳ ପରିବେଶ…

CBSE Result: ଦଶମରେ କୋରାପୁଟ ଜିଲା ଟପ୍ପର ହେଲେ ପ୍ରତୀକ ସାହୁ

କୋରାପୁଟ,୧୩।୫(ଅମିତାଭ ବେହେରା): ମଙ୍ଗଳବାର ଘୋଷିତ ସିବିଏସ୍‌ଇ ୧୦ମ ପରୀକ୍ଷାରେ କୋରାପୁଟ ଜିଲା ଟପ୍ପର ହୋଇଛନ୍ତି ପ୍ରତୀକ ସାହୁ। ସେ ହେଲେ ପିତା ହେଉଛନ୍ତି ସଚ୍ଚିଦାନନ୍ଦ ସାହୁ ଓ ମାତା -ରଞ୍ଜିତା ସାହୁ ଜେଜେବାପା -ବାବାଜୀଚରଣ ସାହୁ (ପୂର୍ବତନ କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ)ଙ୍କ…

CBSE ପରୀକ୍ଷାରେ ରାମକୃଷ୍ଣ ବିଦ୍ୟାମନ୍ଦିରର ପାଇଁ ସଫଳତା: ବିଶାଳଲକ୍ଷ୍ମୀ ଟପ୍ପର

କୋରାପୁଟ,୧୩।୫(ଅମିତାଭ ବେହେରା): ସିବିଏସ୍‌ଇ ଦଶମ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। କୋରାପୁଟସ୍ଥିତ ରାମକୃଷ୍ଣ ବିଦ୍ୟାମନ୍ଦିରର ଶତ ପ୍ରତିଶତ ଛାତ୍ରୀଛାତ୍ର ସଫଳତା ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛନ୍ତି। ଉକ୍ତି ବିଦ୍ୟାଳୟର ଛାତ୍ରୀ ବିଶାଳଲକ୍ଷ୍ମୀ ଜେଠୀ ୯୫ ପ୍ରତିଶତ ମାର୍କ ରଖି…

 ଦୋକାନୀଙ୍କୁ ହଟାଇଲା ପ୍ରଶାସନ

ସେମିଳିଗୁଡା/ସୁନାବେଡା,୧୨ା୫(ବାସୁଦେବ ବରାଡ଼/କୃତ୍ତିବାସ ପ୍ରଧାନ)-ସୁନାବେଡା ପୌର ପ୍ରଶାସନ ପକ୍ଷରୁ ପୌରାଞ୍ଚଳ ଅଧୀନ ସେମିଳିଗୁଡା ସହର ଦେଇ ଯାଇଥିବା ରାଜ ରାସ୍ତା ଓ ନନ୍ଦପୁର ରାସ୍ତା କଡ଼ର ସମସ୍ତ ବ୍ୟବସାୟୀଙ୍କୁ ହଟାଯାଇଛି। ଉଭୟ ରାସ୍ତା କଡ଼ରେ ଉଠା ଦୋକାନୀମାନେ ବ୍ୟବସାୟ କରିବା ଦ୍ୱାରା ରାସ୍ତା…

ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ଯୁବକଙ୍କ ଜୀବନ

କୋରାପୁଟ/ନାରାୟଣପାଟଣା,୪ା୫(ଅମିତାଭ ବେହେରା/ରାଜକିଶୋର ଜେନା)- କୋରାପୁଟ ଜିଲା ବନ୍ଧୁଗଁା ବ୍ଲକ୍‌ର ସରପାଲ୍ଲୀ ନୀଳାବାଡି ରାସ୍ତାରେ ରବିବାର ବସ ସହ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବନ୍ଧୁଗଁା ଥାନା ଅନ୍ତର୍ଗତ କାଡ୍ରାଗୁଡ଼ା ଗ୍ରାମର ଗୁରୁଆ ମାଣ୍ଡିଙ୍ଗା।…

ହଷ୍ଟେଲରେ ଛାତ୍ରୀଙ୍କୁ ବଳାତ୍କାର: ଅନ୍ତେବାସୀ, ଅଭିଭାବକଙ୍କୁ ଜେରା କଲା ପୋଲିସ

ନନ୍ଦପୁର/ଲମତାପୁଟ,୪ା୫(ତୁଷାର କାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ)- ନନ୍ଦପୁର ପୋଲିସ ଉପଖଣ୍ଡ ଅଧୀନ ଲମତାପୁଟ ବ୍ଲକରେ ହଷ୍ଟେଲରେ ଛାତ୍ରୀଙ୍କୁ ବଳାତ୍କାର ଘଟଣାରେ ରବିବାର ମାଛକୁଣ୍ଡ ପୋଲିସ ଅନ୍ତେବାସୀ ଓ ତାଙ୍କ ଅଭିଭାବକଙ୍କୁ ଜେରା କରିଛି। ଘଟଣାକୁ ନେଇ ବ୍ଲକ୍‌ରେ ରାଜନୀତି ସରଗରମ ଥିବା ବେଳେ…

ପଟ୍ଟାଙ୍ଗିରେ ଚନ୍ଦନ, କୁନ୍ଦୁରାରେ ସ୍ନେହାସ୍ମିତା ଟପ୍ପର୍‌

ପଟ୍ଟାଙ୍ଗି/କୁନ୍ଦୁରା,୨ା୫(ଶରତ କୁମାର ଧଳ/ସନ୍ତୋଷ ପ୍ରହରାଜ): ରାଜ୍ୟରେ ମାଟ୍ରିକ୍‌ ପରୀକ୍ଷା ରେଜଲ୍ଟ ଶୁକ୍ରବାର ସନ୍ଧ୍ୟାରେ ପ୍ରକାଶ ପାଇଥିବା ବେଳେ ପଟ୍ଟାଙ୍ଗି ବ୍ଲକ୍‌ରେ ପୁକାଲି ନୋଡାଲ୍‌ ହାଇସ୍କୁଲର ଛାତ୍ର ଚନ୍ଦନ ବୁରୁଡି ଟପ୍ପର ହୋଇଛନ୍ତି। ଚନ୍ଦନ ୪୪୨ ମାର୍କ ରଖି ବ୍ଲକ୍‌ ପାଇଁ ଗୌରବ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ଏନ୍‌. ସି. ପଣ୍ଡା

କୋରାପୁଟ,୨।୫(ଅମିତାଭ ବେହେରା ): ବିଶିଷ୍ଟ ସଂସ୍କୃତ ପଣ୍ଡିତ ତଥା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଶିକ୍ଷାବିତ ପ୍ରଫେସର ନରସିଂହ ଚରଣ ପଣ୍ଡା ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ)ର ଭାରପ୍ରାପ୍ତ କୁଳପତି ଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏନେଇ ଗତ ଏପ୍ରିଲ ୩୦ ତାରିଖରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri