ବୈପାରିଗୁଡ଼ାରେ ପ୍ରବଳ ବର୍ଷା: ଶାଳଗଛ ଉପୁଡ଼ି ରାମଗିରି-ଗୁପ୍ତେଶ୍ୱର ରାସ୍ତାରେ ଯାତାୟତ ଠପ୍, ଫସିଲେ ବୋଲବମ୍ ଭକ୍ତ
କୋରାପୁଟ, ୨୯।୭(ସ୍ବ.ପ୍ର.)କୋରାପୁଟ ଜିଲାରେ ଏବେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ଜିଲାର ବିଭିନ୍ନ ଅଞ୍ଚଳ ଜଳାବର୍ଣ୍ଣ ହୋଇଛି। ସୋମବାର ବୈପାରିଗୁଡା ବ୍ଳକ ଅଞ୍ଚଳରେ ୧୭୫ ମିଲିମିଟର ବର୍ଷା ହୋଇଛି। ଫଳରେ ରାମଗିରି ବନ ରେଞ୍ଜ ଅଞ୍ଚଳରେ ୧୦ରୁ ଉର୍ଦ୍ଧ୍ୱ ଶାଳ ଗଛ…
ପ୍ରବଳ ବର୍ଷା ଯୋଗୁ ଭାସିଗଲା ପିକ୍ଅପ୍ ଭ୍ୟାନ୍
ଜୟପୁର,୨୯।୭(ଡି.ଏନ୍.ଏ.): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ମାଳଦା ପଞ୍ଚାୟତ କେଲାରୀ ରୋଡ୍ରେ ପ୍ରବଳ ବର୍ଷା ଯୋଗୁ ସୋମବାର ସକାଳେ ଏକ ପିକ୍ଅପ୍ ଭ୍ୟାନ୍ ଭାସିଯାଇଛି। ଗ୍ରାମବାସୀଙ୍କ ସହଯୋଗରେ ଉଦ୍ଧାରକାର୍ଯ୍ୟ ଜାରି ରହିଥିବାବେଳେ ଏଥିରେ କିଛି କ୍ଷୟକ୍ଷତି ହୋଇ ନ ଥିବା…
ମାଓବାଦୀଙ୍କ ଶହୀଦ ସପ୍ତାହ : ସେମିଳିଗୁଡ଼ା ବ୍ଲକର ୩ ପଞ୍ଚାୟତରେ ମାଓପୋଷ୍ଟର
ସେମିଳିଗୁଡ଼ା,୨୮।୭(ଡି.ଏନ୍.ଏ.): ମାଓବାଦୀମାନେ ଜୁଲାଇ ୨୮ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ଶହୀଦ ସପ୍ତାହ ପାଳନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲା ସେମିଳିଗୁଡା ବ୍ଲକରେ କାଣ୍ଟି, ଦୁଧାର ଓ ପାଖଜଲ ପଞ୍ଚାୟତରେ ମାଓପୋଷ୍ଟର ଲଗାଯାଇ ଥିବା ଦେଖିବାକୁ ମିଳିଛି। ଏଥିରେ ଶହୀଦ ସପ୍ତାହ…
କୋରାପୁଟ ଜିଲାରେ ୩୦୪.୯ ମିଲିମିଟର ବର୍ଷା ରେକର୍ଡ
କୋରାପୁଟ,୨୮।୭(ସ୍ବ.ପ୍ର.) : କୋରାପୁଟ ଜିଲାରେ ରବିବାର ୩୦୪.୯ ମିଲିମିଟର ବର୍ଷା ହୋଇଥିବାବେଳେ କେବଳ ବୈପାରୀଗୁଡା ବ୍ଲକରେ ସର୍ବାଧିକ ୫୮ମିମି ବର୍ଷା ହୋଇଥିବା ଜିଲା ଜରୁରୀ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ସେହିପରି ଜିଲାର କୋଟପାଡ଼ ବ୍ଲକରେ ୧୬ ମିଲିମିଟର ବର୍ଷା ହୋଇଥିବାବେଳେ କୁନ୍ଦ୍ରାରେ…
ମାଓବାଦୀଙ୍କ ଶହୀଦ ସପ୍ତାହ : କୋରାପୁଟ ଜିଲାରେ ହାଇଆର୍ଲଟ, ଗାଡ଼ି ଚଳାଚଳ ବନ୍ଦ
କୋରାପୁଟ,୨୮।୭(ସ୍ବ.ପ୍ର.): ଅବିଭକ୍ତ କୋରାପୁଟ ଜିଲାରେ ମାଓବାଦୀଙ୍କ ପକ୍ଷରୁ ଶହୀଦ ସପ୍ତାହ ଆରମ୍ଭ ହୋଇଥିବାବେଳେ କୋରାପୁଟରେ ଆଂଶିକ ପ୍ରଭାବ ଦେଖାଯାଇଛି। ବିଶେଷକରି ଜିଲାର ପଟ୍ଟାଙ୍ଗି ବ୍ଲକର ଆବଲି, ଏ.ଗୋଲୁର, ତଳ ଗୋଲୁର, ନନ୍ଦପୁର ବ୍ଲକର ପାଡ୍ରୁଆ, ଅତଣ୍ଡା ଅଞ୍ଚଳ, ଲମତାପୁଟ ବ୍ଲକର ଅନକାଡେଲି,…
Archives


