କେନ୍ଦୁଝର

ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ଏମ୍‌ପି

କେନ୍ଦୁଝର,୫।୭(ନରେଶ ଚନ୍ଦ୍ର ପଟ୍ଟନାୟକ), ନିର୍ବାଚନରେ ବିଜୟ ପରେ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ ସାଂସଦୀୟ କ୍ଷେତ୍ରର ବିଭିନ୍ନ ପଞ୍ଚାୟତ ବୁଲି ଲୋକଙ୍କ ମୌଳିକ ସମସ୍ୟା ବୁଝୁଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ସଦର ବ୍ଲକ ଅଧୀନ କାଠବାରୀ ପଞ୍ଚାୟତର ବାରିଗାଁ, ଲକ୍ଷ୍ମୀ ପୋଷି,…

ସ୍ବାମୀଙ୍କ ତୀରମାଡ଼ରେ ସ୍ତ୍ରୀ ଗୁରୁତର

ପାଟଣା,୫ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ହରିଡ଼ାଗୋଠ ଗ୍ରାମରେ ଗୁରୁବାର ରାତିରେ ଜଣେ ମହିଳାଙ୍କ ତାଙ୍କ ସ୍ବାମୀ ତୀରମାଡ଼ କରିଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି। ଗୁରୁତର ମହିଳା ଜଣକ ହେଲେ ସଜନୀ ମୁଣ୍ଡା। ସୂଚନାନୁଯାୟୀ, ସଜନୀ ବାପଘରେ ରହୁଥିବା…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଟ୍ରେଲର ଚାଳକଙ୍କ ଜୀବନ ଗଲା

ପାଟଣା,୪ା୭(ବୀରକିଶୋର ଦାଶ): ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୁରୁବାର ଜଣେ ଟ୍ରେଲର ଚାଳକଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲା ପାଟଣା ବ୍ଲକ ୪୯ ନମ୍ବର ମୁମ୍ବାଇ କୋଲକାତା ଜାତୀୟ ରାଜପଥର ଚେମେଣାରେ ଥିବା ଏକ ବିହାରୀ ଢାବା ପାଣିଟାଙ୍କିରେ ମୁହଁ ଧୋଇ ହେଉଥିବା…

ବର୍ଷା ଦିନରେ ଚାଲିଛି ଡ୍ରେନ କାମ: ଟ୍ରାଫିକ ପୋଲିସ ନୟାନ୍ତ

କେନ୍ଦୁଝର,୩।୭:(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଡ୍ରେନେଜ ବ୍ୟବସ୍ଥା ଶୋଚନୀୟ ହୋଇପଡିଛି। ତ୍ରୁଟିପୂର୍ଣ୍ଣ ଡ୍ରେନ ପାଇଁ ସହରବାସୀ ହିନସ୍ତା ହୋଇ ଆସୁଛନ୍ତି। ଫଳରେ ବହୁ ଅର୍ଥ ବ୍ୟୟ ସତ୍ତ୍ୱେ ଡ୍ରେନେଜ ବ୍ୟବସ୍ଥାରେ ସୁଧାର ହୋଇ ପାରୁନାହିଁ। ତ୍ରୁଟିପୂଣ୍ଣ ଡ୍ରେନେଜ ନିର୍ମାଣ କାର୍ଯ୍ୟ…

ବାଲି ଚୋରାଚାଲାଣର ମାଧ୍ୟମ ଗ୍ରାମାଞ୍ଚଳ ରାସ୍ତା

ହାଟଡିହୀ,୩।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଉଛି। ଫଳରେ ବେଆଇନ ବାଲି ଚୋରାଚାଲାଣ କିଛି ମାତ୍ରାରେ ହ୍ରାସ ପାଇଥିଲେ ବି ବାଲି ମାଫିଆ ଗଳାବାଟରେ ଚୋରାଚାଲାଣ କରୁଛନ୍ତି। ପୋଲିସ ଭୟରେ ବାଲି ଗାଡି ରାସ୍ତା…

ଛାତ୍ରୀଛାତ୍ରଙ୍କୁ ଆଣୁଥିବା ବେଳେ ଟ୍ରକକୁ ପିଟିଲା ସ୍କୁଲ ବସ୍‌

ଘସିପୁରା,୭।୧(ନିରଞ୍ଜନ ସାହୁ): ଗାଡ଼ି ଚାଳକଙ୍କ ବେପରୁଆ ଯୋଗୁ ଏକ ଘରୋଇ ସ୍କୁଲ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଣାରେ ୨ଜଣ ଛାତ୍ର, ଜଣେ ଶିକ୍ଷୟିତ୍ରୀ ଏବଂ ଗାଡିର ହେଲ୍‌ପର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଘସିପୁରା ଥାନା ଗୋହିରାସ୍ଥିତ ଘରୋଇ…

ମୁଖ୍ୟମନ୍ତ୍ରୀଙ୍କ ଗାଁରେ ଭାଲୁ ଆତଙ୍କ: ଦୁଇ ଜଣଙ୍କୁ ଗୋଡାଇ କାମୁଡ଼ିଲା

କେନ୍ଦୁଝର,୧।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ କେନ୍ଦୁଝର ଜିଲା ସଦର ରେଞ୍ଜ ଅନ୍ତର୍ଗତ ରାଇକାଳା ଗାଁରେ ସୋମବାର ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ନିକଟରେ ହୁଡ଼ିକୁ ଯାଇଥିବା ଦୁଇ ବ୍ୟକ୍ତିଙ୍କୁ ଚାରି ଭାଲୁଛୁଆ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ…

ପାରିବାରିକ କଳହରୁ ଜୀବନ ହାରିଲେ ଯୁବକ

ପାଟଣା,୩୦।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ଗାଲଫୁଲା ଗ୍ରାମର ଜଣେ ୩୫ ବର୍ଷୀୟ ବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ ରବିବାର ପୋଲିସ ଉଦ୍ଧାର କରିଛି। ମୃତକ ଜଣକ ହେଉଛନ୍ତି ରାଧାକାନ୍ତ ନାଏକଙ୍କ ପୁଅ ସୁରେଶ। ମିଳିଥିବା…

ଧାନ ଖାଇଲେ, କାଦୁଅରେ ଗଡ଼ିଲେ

ପାଟଣା,୨୯ା୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନରେ ୨୭ ଟିକିଆ ଝାଡ଼ଖଣ୍ଡୀ ହାତୀପଲଙ୍କ ଉପଦ୍ରବ ଥମୁନି। ମାଳିରପଶି ବିଟ୍‌ ଏରେଣ୍ଡେଇ ଓ ବେଗୁନା ଖମଣ ଗାଁରେ ହାତୀପଲ ଖରାଟିଆ ପାଚିଲା ଧାନ ଖାଇବା ସହ ଦଳି ନଷ୍ଟ…

ଜନସେବା କେନ୍ଦ୍ରର ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ଦୁଇ ଜଣ ଗିରଫ

ହାଟଡିହୀ,୨୮୬(ଶୁଭକାନ୍ତ ନାୟକ): ପିଏଫ ଅନଲାଇନ ଆବେଦନକୁ କେନ୍ଦ୍ର କରି ଗୁରୁବାର ଅପରାହ୍ନରେ କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ନିକଟରେ ଥିବା ମରୈଗାଁ ବଜାରରେ ଜନସେବା କେନ୍ଦ୍ରର ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଗଣ୍ଡଗୋଳରେ ଦୋକାନ ଏବଂ ବାଇକ ପୋଡାଜଳା…

ଜିଲାପାଳ, ଏସପିଙ୍କୁ ଭେଟିଲେ ବିଧାୟକ

ହାଟଡିହୀ,୨୮।୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଗୁରୁବାର କେନ୍ଦୁଝର ଜିଲାପାଳ ଏବଂ ଏସପିଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ବିଧାୟକ ସେଠୀ ଜିଲାପାଳ ବିଶାଲ ସିଂଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।…

ଜନସେବା କେନ୍ଦ୍ର ମାଲିକଙ୍କୁ ମରଣାନ୍ତକ ଆକ୍ରମଣ: ଉତ୍ତ୍ୟକ୍ତ ହୋଇ ପୋଡ଼ି ଦେଲେ ଦୋକାନ, ବାଇକ୍‌

ହାଟଡିହୀ,୨୭l୬(ଶୁଭକାନ୍ତ ନାୟକ): ସାମାନ୍ୟ କଥାକୁ କେନ୍ଦ୍ର କରି ହାଟଡିହୀ ଥାନା ନିକଟରେ ଥିବା ଜନସେବା କେନ୍ଦ୍ରରେ କେତେକ ଲୋକ ପଶି ମାଲିକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି। ଫଳରେ ଜନସେବା କେନ୍ଦ୍ର ମାଲିକ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri