କେନ୍ଦୁଝର

ଛୁଟିରେ ଚାଲିଛି ଡ୍ରେନ୍‌ ନିର୍ମାଣ

ଆନନ୍ଦପୁର, ୭।୧୦ (ସ୍ବ.ପ୍ର.)- ପାର୍ବଣ ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ଛୁଟିରେ ରହିଥିବା ବେଳେ ଏହି ସମୟରେ ଖପରାଖାଇ-ଘସିପୁରା ଭିଆଇପି ରୋଡ୍‌ର ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ଅବାଧରେ ଚାଲିଥିବା ଅଭିଯୋଗ ହେଉଛି। ଯନ୍ତ୍ରୀଙ୍କ ତଦାରଖ ବିନା ଚାଲିଥିବା ନିର୍ମାଣ କାର୍ଯ୍ୟର...

ବେଆଇନ ବାଲି ଚାଲାଣ: ୨ ଗାଡ଼ି ଜବତ

ଆନନ୍ଦପୁର, ୭।୧୦(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ତହସିଲ ଅଧୀନ ପଞ୍ଚୁପଲ୍ଲୀଠାରେ ବୈତରଣୀ ନଦୀରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ୨ଟି ଟ୍ରାକ୍ଟର ଜବତ କରାଯାଇଛି। ବାଲି ଚୋରା ଚାଲାଣ ସମ୍ପର୍କରେ ସୂଚନା ପାଇ ଆନନ୍ଦପୁର...

ଉପରସୁମଠ ଜଙ୍ଗଲରେ ଅସୁସ୍ଥ ମାଈହାତୀର ମୃତ୍ୟୁ

କେନ୍ଦୁଝର,୭।୧୦(ଡି.ଏନ୍‌.ଏ.): କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜ ଅଧୀନ ଉପରସୁମଠ ଜଙ୍ଗଲରେ ଅସୁସ୍ଥ ଥିବା ମାଈହାତୀର ସୋମବାର ମୃତ୍ୟୁ ଘଟିଛି। ପ୍ରକାଶ ଯେ, ୩୦ ବର୍ଷ ବୟସ୍କା ଉକ୍ତ ମାଈହାତୀ ୧୦ ଦିନ ହେବ ଅସୁସ୍ଥ ଥିଲା। ପ୍ରାଣୀ...

ସୁନାବେଶରେ ଦର୍ଶନ ଦେଲେ ମା’ ତାରିଣୀ

ଘଟଗାଁ, ୭।୧୦(ଡି.ଏନ.ଏ.)-କେନ୍ଦୁଝର ଜିଲାର ପ୍ରସିଦ୍ଧ ଘଟଗାଁ ପୀଠରେ ମା’ ତାରିଣୀଙ୍କ ଶାରଦୀୟ ପୂଜା ଉପଲକ୍ଷେ ରବିବାର ମହାଷ୍ଟମୀ ତିଥିରେ ସୁନାବେଶ ଅନୁଷ୍ଠିତ ହୋଇଥିଲା। ଶହ ଶହ ଭକ୍ତ ମା’ଙ୍କ ଅନିନ୍ଦ୍ୟ ସୁନାବେଶ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ସାରାଦିନ ମନ୍ଦିର...

ବଜ୍ରପାତରେ ୨ ମୃତ , ୨ ଗୁରୁତର

ଆନନ୍ଦପୁର, ୬। ୧୦(ସ୍ବ.ପ୍ର.)- ଆନନ୍ଦପୁର ପୌରପରିଷଦ ପଦ୍ମପୁର ଠାରେ ବଜ୍ରପାତରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଆନନ୍ଦପୁର ବ୍ଲକ ବାଉଁଶଗଡ ଗ୍ରାମର ଦୁଃଶାସନ ନାୟକ ଓ ଭାଗବତ...

ବେପରୁଆ ଗାଡ଼ି ଚଳାଇ ମାସକରେ ଗିରଫ ହେଲେଣି ୧୭

ଆନନ୍ଦପୁର,୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଧୀନ ୨୦ ନଂ. ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମାସକ ମଧ୍ୟରେ ୧୭ଜଣ ମଦୁଆ ଗାଡ଼ି ଚାଳକଙ୍କୁ ଗିରଫ କରିସାରିଲାଣି ପୋଲିସ। ନୂଆ ମୋଟର ଯାନ ଆଇନ ଲାଗୁ ପରେ...

ଆନନ୍ଦପୁର ସହର ଚଳଚଞ୍ଚଳ

ଆନନ୍ଦପୁର,୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାର ଆନନ୍ଦପୁର ସହର ସମେତ ଏହାର ଆଖପାଖ ଅଞ୍ଚଳ ମା’ ଦୁର୍ଗାଙ୍କ ପୂଜା ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଛି। ଆନନ୍ଦପୁର ବଡ଼ଦାଣ୍ଡ ଠାରେ ଦୁର୍ଗାପୂଜା ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ସେହିପରି ଆନନ୍ଦପୁର...

ଦୁଇ ମୋବାଇଲ୍‌ ଲୁଟେରା ଗିରଫ

ଆନନ୍ଦପୁର,୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଧୀନ ଜେନାପଦା ଅଞ୍ଚଳରୁ ପୋଲିସ ଦୁଇ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି। ଜଣେ କଲେଜ ଛାତ୍ରଙ୍କ ଅଭିଯୋଗକୁ ଆଧାର କରି ରବିବାର ପୋଲିସ ୧୪୯/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ...

ବଜ୍ରପାତରେ ଦୁଇ ମୃତ, ଦୁଇ ଗୁରୁତର

ଆନନ୍ଦପୁର,୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ପଦ୍ମପୁରରେ ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଗୁରୁତର ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆନନ୍ଦପୁର ବ୍ଲକ ବାଉଁଶଗଡ଼ ଗ୍ରାମର ଦୁଃଶାସନ ନାୟକ ଓ ଭାଗବତ ନାୟକ ପଦ୍ମପୁର...

କୃଷ୍ଣପୁର-କରମଙ୍ଗୀ ରାସ୍ତା ଶୋଚନୀୟ

ତେଲକୋଇ, ୬।୧୦(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ ପଡାଙ୍ଗ ପଞ୍ଚାୟତର କୃଷ୍ଣପୁର ଦେଇ କରମଙ୍ଗୀ ପଞ୍ଚାୟତ ମୁଖ୍ୟାଳୟର ରାସ୍ତା ଶୋଚନୀୟ ହୋଇପଡିଛି । କୃଷ୍ଣପୁର ଗ୍ରାମଠାରୁ କରମଙ୍ଗୀ ପର୍ଯ୍ୟନ୍ତ ରହିଛି ୩କି.ମି. ରାସ୍ତା। ଏହା ଗ୍ରାମ୍ୟ ଓ ଗୃହ ନିର୍ମାଣ ବିଭାଗ ଅଧୀନରେ...

ସୁରକ୍ଷାକର୍ମୀଙ୍କୁ ସଂଘବଦ୍ଧ ଆକ୍ରମଣ

ଯୋଡ଼ା,୫।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ଟାଟାଷ୍ଟିଲ ପୂର୍ବଯୋଡ଼ା ଲୌହଖଣିରେ କାର୍ଯ୍ୟରତ ଜଣେ ସୁରକ୍ଷାକର୍ମୀଙ୍କୁ ଦୁର୍ବୃତ୍ତମାନେ ସଂଘବଦ୍ଧ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା  ସୁଜିତ କୁମାର ପ୍ରଧାନ ଅଭିଯୋଗରେ କହିଛନ୍ତି ଯେ, ସେ ଉକ୍ତ...

କଳା ପଲ୍‌ସର ଆତଙ୍କ : ମହିଳାଙ୍କଠାରୁ ଝାମ୍ପିନେଲେ ୨ ଲକ୍ଷ

କେନ୍ଦୁଝର,୫।୧୦(ଡି.ଏନ୍‌.ଏ.) : କେନ୍ଦୁଝରରେ କଳା ପଲସର ଆତଙ୍କ ଦେଖାଦେଇଛି। ଟାଉନ ଥାନାଠାରୁ ମାତ୍ର ୫ଶହ ମିଟର ଦୂର ତଥା ସ୍ପଷ୍ଟ ଦିବାଲୋକରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଦୁଇଜଣ ଦୁର୍ବୃତ୍ତ ଏକ କଳା ପଲସରରେ ଆସି ଜଣେ ମହିଳାଙ୍କଠାରୁ ୨...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri