ଚାହିଦା ଥାଇ ମିଳୁନି ପ୍ରୋତ୍ସାହନ
କେନ୍ଦୁଝର,୨ା୧(ସ୍ବ.ପ୍ର.)-କେନ୍ଦୁଝର ଜିଲାର ବଣପାହାଡରୁ ମିଳୁଥିବା ଖାଦ୍ୟଶସ୍ୟ ଫଳମୂଳ, ପନିପରିବା ଆଦିର ଚାହିଦା ସହରାଞ୍ଚଳରେ ଅଧିକ ରହିଛି । କିନ୍ତୁ ଉପଯୁକ୍ତ ସହାୟତା ଓ ବଜାରର ଅଭାବ ଯୋଗୁ ବନବାସୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ବିଶେଷ କରି ବେପାରୀମାନଙ୍କ ଦୌରାତ୍ମ୍ୟ ଯୋଗୁ ଅନେକ…
ଘଟଗାଁରେ ନବବର୍ଷ ଲାଗି ୨ ଲକ୍ଷ ଶ୍ରଦ୍ଧାଳୁ
ଘଟଗାଁ, ୧ା୧: ଇଂରାଜୀ ନବବର୍ଷ ଲାଗି ପ୍ର ବୁଧବାର ଦିନ ଘଟଗାଁ ମା’ ତାରିଣୀ ପୀଠରେ ଦର୍ଶନ ପାଇଁ ୨ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଜଣାଯାଇଛି। ଏଥିସହିତ ସେମାନେ ମା’ ତାରିଣୀଙ୍କ ସୁନାବେଶ ଦର୍ଶନ କରିଥିଲେ। ପ୍ରତ୍ୟୁଷରୁ ମା’ଙ୍କ ମାଜଣା,…
ଭଙ୍ଗା ପଲାରେ କଟୁଛି ଦିନ
ରାଇସୁଆଁ, ୧।୧(ଡି.ଏନ.ଏ.): ସରକାର ନିରାଶ୍ରୟଙ୍କ ଥଇଥାନ ପାଇଁ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଯୋଜନା ପରେ ଯୋଜନା କରିଚାଲିଛନ୍ତି। ମାତ୍ର ପ୍ରଶାସନିକ ସ୍ତରରେ ମାନସିକତାର ଅଭାବ ଏବଂ ପଞ୍ଚାୟତସ୍ତରୀୟ ନେତାଙ୍କ ଦୁର୍ନୀତିଖୋର ମନୋବୃତ୍ତି ପାଇଁ ବହୁ ଯୋଗ୍ୟ ହିତାଧିକାରୀ…
ଫାର୍ମାଶିଷ୍ଟଙ୍କ ଦ୍ୱାରା ଚାଲିଛି ଚିକିତ୍ସାଳୟ
ତେଲକୋଇ, ୧।୧(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ ସିରିଗିଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଚଳାବସ୍ଥା। ଜଣେ ଫାର୍ମାଶିଷ୍ଟଙ୍କ ଦ୍ୱାରା ଚାଲିଛି ସ୍ବାସ୍ଥ୍ୟ କେନ୍ଦ୍ର। ଦୀର୍ଘ ଦିନରୁ ଡାକ୍ତର ଅଭାବ ଯୋଗୁ ୫ଟି ପଞ୍ଚାୟତର ୪୮ଟି ଗ୍ରାମବାସୀ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହୋଇଛନ୍ତି। ବହୁ ଛାତ୍ରୀଛାତ୍ର ଏବଂ ର୍ଗା…
ଲକ୍ଷ୍ମୀଧରଙ୍କ ନିଷ୍ଠା ଆଣିଛି ସଫଳତା: ଶୋଷ ମେଣ୍ଟାଉଛି କାଠ ନଳକୂଅ ପାଣି
ରାଇସୁଆଁ, ୧।୧ (ଡି.ଏନ.ଏ.)-କଥାରେ ଅଛି ନିଷ୍ଠା ଏବଂ ଅକ୍ଳାନ୍ତ ପରିଶ୍ରମ ଆଗରେ ସବୁ ବାଧାବିଘ୍ନ ହାର ମାନିଥାଏ। ଏହି ଘଟଣାକୁ ସତ୍ୟରେ ପରିଣତ କରି ଦେଖାଇଛନ୍ତି କେନ୍ଦୁଝର ଜିଲା ସଦର ଅଞ୍ଚଳର କାଉଁରିକଳା ପଞ୍ଚାୟତର ବନେଇକଳା ଗ୍ରାମର ପ୍ରଧାନସାହିର ଲକ୍ଷ୍ମୀଧର ମୁଣ୍ଡା।…
ମା’ ତାରିଣୀଙ୍କ ଦର୍ଶନ କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ
ଘଟଗାଁ, ୩୧ା୧୨- ମା’ ତାରିଣୀଙ୍କୁ ୨୦୧୯ ବର୍ଷ ଶେଷଦିନରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଗଲା ଓ ତାଙ୍କ ପୁତ୍ର ଚୈତନ୍ୟ ବାଗ୍ଲା ମଙ୍ଗଳବାର ଆସି ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ବାଗଲା ଘଟଗାଁ ମିନି ଷ୍ଟାଡିୟମଠାରେ ଦିନ ୧୨ଟା ୪୦ରେ…
ଚୋରା ଲୁହା ସ୍କ୍ରାପ୍ ବୋଝେଇ ଗାଡ଼ି ଜବତ: ୨ କୋର୍ଟ ଚାଲାଣ
ଯୋଡ଼ା,୩୦।୧୨(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରର କମାରଯୋଡ଼ାଠାରେ ଥିବା ଏକ ଗାଡ଼ି ଶୋ’ରୁମ୍ ନିକଟରୁ ରବିବାର ସନ୍ଧ୍ୟାରେ ସ୍ଥାନୀୟ ପୋଲିସ ଚଢ଼ାଉ କରି ଏକ ଚୋରା ଲୁହା ସ୍କ୍ରାପ ବୋଝେଇ ଗାଡ଼ି ଜବତ କରିଥିଲା। ତେବେ ଏଥିରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ…
ବାଇକ୍କୁ ଧକ୍କା ଦେଲା ଅଜଣା ଗାଡ଼ି: ସ୍ତ୍ରୀ, ସ୍ବାମୀ ମୃତ, ବର୍ତ୍ତିଗଲେ ୪ ମାସର ଶିଶୁକନ୍ୟା
କେନ୍ଦୁଝର,୩୦।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଖଡ଼ିବାହାଳୀ ନିକଟସ୍ଥ ବାଘୁଆ ନାଳ ନିକଟରେ ସୋମବାର ଅପରାହ୍ନରେ ଏକ ଅଜଣା ଗାଡ଼ି ବାଇକ୍କୁ ଧକ୍କା ଦେବାରୁ ସ୍ତ୍ରୀ ଏବଂ ସ୍ବାମୀଙ୍କର ମୃତ୍ୟୁ ଘଟିଥିବାବେଳେ ୪ମାସର ଶିଶୁକନ୍ୟା ବର୍ତ୍ତି ଯାଇଛି। ସୂଚନାଯୋଗ୍ୟ, ଯାଜପୁର…
ରାସ୍ତାକଡରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସନ୍ଦେହ
ଆନନ୍ଦପୁର,୩୦।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ୫୩ ନଂ ରାଜ୍ୟ ରାଜପଥର କୋଡପଡା ଛକ ଠିକ୍ ପୂର୍ବରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଜଣଙ୍କ ହେଉଛନ୍ତି ନିକଟସ୍ଥ ଗୌଡଡିହା ଗ୍ରାମର ସନାତନ ପାତ୍ର(୫୮)। ମୃତକ ସନାତନଙ୍କ ପୁଅ ମାନସଙ୍କ…
ଅବହେଳିତ ସୋଲା ଚାଷୀ: ମିଳୁନି ପ୍ରୋତ୍ସାହନ, ଜଳସେଚନ ଓ ବଜାର ସମସ୍ୟା
କେନ୍ଦୁଝର, ୩୦।୧୨(ସ୍ବ.ପ୍ର.)- ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ହରିଚନ୍ଦନପୁର ବ୍ଲକର ବଡ଼କମଣ୍ଡରା ଓ ଆଖପାଖ ଅଞ୍ଚଳର ସୋଲା ଚାଷୀ ଉପକୃତ ହୋଇପାରୁନାହାନ୍ତି। ବିନା ଜଳସେଚନ ବ୍ୟବସ୍ଥା ଓ ପ୍ରୋତ୍ସାହନରେ ସୋଲା ଚାଷକରି ପରିବାର ଗୁଜୁରାଣ କରୁଛନ୍ତି ା ବଜାର ଅଭାବରୁ କେନ୍ଦୁଝର ସହରକୁ…
ଶୀତରେ ଥରୁଛି ବଡ଼ବିଲ: ତାପମାତ୍ରା ସର୍ବନିମ୍ନ ୪ ଡିଗ୍ରୀକୁ ଖସିଲା
ବଡ଼ବିଲ, ୩୦।୧୨(ସ୍ବ.ପ୍ର.)- କେନ୍ଦୁଝର ଜିଲା ବଡ଼ବିଲରେ ତାପମାତ୍ରା ହ୍ରାସ ପାଇ ପାରଦ ସର୍ବନିମ୍ନ ସ୍ତର ୪ ଡିଗ୍ରୀକୁ ଖସିଆସିଛି। ପୌରାଞ୍ଚଳ ଉପକଣ୍ଠ ତଥା ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ସ୍ଥାନ ଯଥା, ବେଲକୁଣ୍ଡି ରାସ୍ତା, ଡ୍ୟାମ୍ ରୋଡ୍, ଠାକୁରାଣୀ, ସୟାବାଲି, ହାୟାରବୁରୁ,…
ମହିଳାଙ୍କୁ ଡାହାଣୀ ଆରୋପ କରିବାରୁ ୨ଗିରଫ
ପାଟଣା,୩୦।୧୨(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ନୂଆପଡା ଗ୍ରାମର ଜଣେ ମହିଳାଙ୍କୁ ଡାହାଣୀ ଆରୋପ କରିବାରୁ ଉକ୍ତ ମହିଳା ଜଣଙ୍କ ଗତ ବୁଧବାର ପାଟଣା ଥାନାର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଭିତ୍ତି କରି ପାଟଣା ଥାନା ଅଧିକାରୀ ସନ୍ଧ୍ୟା ରାଣୀ ଜେନା ଏହି…
Archives


