କେନ୍ଦୁଝର

ଫସଲ ନଷ୍ଟ କଲେ ହାତୀପଲ

ଯୋଡ଼ା,୧୫ା୫ (ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଗତ ୨ଦିନ ହେବ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି ା ବନ ବିଭାଗର ହାତୀ ସ୍କ୍ବାଡ ରାତି ସମୟରେ ସେମାନଙ୍କ ଗତିବିଧି ଉପରେ ସଠିକ ଭାବେ ନଜର…

୫ ଦଫାରେ ଦାବିପତ୍ର ଦେଲେ ଆଶାକର୍ମୀ

କେନ୍ଦୁଝର, ୧୫ା୫(ଡି.ଏନ୍‌.ଏ.)-ଓଡିଶା ଆଶାକର୍ମୀ ଆସୋସିଏସନ୍‌ (ସିଟୁ) ତରଫରୁ ଗୁରୁବାର କେନ୍ଦୁଝରଠାରେ ୫ଦଫା ଦାବି ସମ୍ବଳିତ ଏକ ଦାବିପତ୍ରକୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ମାଧ୍ୟମରେ ମିଶନଶକ୍ତି ନିର୍ଦ୍ଦେଶିକାଙ୍କୁ ପ୍ରଦାନ କରାଯାଇଛି। ଦାବିଗୁଡିକ ମଧ୍ୟରେ କାର୍ଯ୍ୟରତ ଆଶାକର୍ମୀମାନଙ୍କୁ କୋଭିଡ୍‌-୧୯ରେ ସ୍ବତନ୍ତ୍ର ଦୈନିକ ୬ଶହ…

କେନ୍ଦୁଝରରେ ଜଣେ ସୁସ୍ଥ ହୋଇ ଫେରିଲେ

କେନ୍ଦୁଝର,୧୪।୫(ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରଥମ ପଜିଟିଭ ଚିହ୍ନଟ ରୋଗୀ ସୁସ୍ଥ ହୋଇ ଗୁରୁବାର ଘରକୁ ଫେରିଛନ୍ତି। ଫଳରେ ଜିଲାରେ ଦେଖାଦେଇଥିବା କରୋନା ସ୍ଥିତିକୁ ନେଇ ଜିଲାବାସୀ ଆଶ୍ୱସ୍ତ ହୋଇଛନ୍ତି। ଜିଲାର ଆନନ୍ଦପୁର ବ୍ଲକରେ ଜଣେ ଓ…

ଆଧାର ସଂଯୋଗ ନାହିଁ, ରାଶନ ସାମଗ୍ରୀ ପାଇବାରୁ ବଞ୍ଚିତ ଦିବ୍ୟାଙ୍ଗ ଯୁବତୀ

ରାଇସୁଆଁ,୧୪ା୫(ଡି.ଏନ୍‌.ଏନ୍‌.): ଆଧାର ସଂଯୋଗ ନାହିଁ ବୋଲି ଜଣେ ଦିବ୍ୟାଙ୍ଗ ଯୁବତୀ ରାଶନ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଛନ୍ତି। ସରକାର ଦିବ୍ୟାଙ୍ଗ ଅସହାୟମାନଙ୍କ ପାଇଁ ବିଭିନ୍ନ ସରକାରୀ ସହାୟତା ଯୋଗାଇ ଦେଉଛନ୍ତି। ମାତ୍ର କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କେନ୍ଦୁପୋଶି…

ସାପକାମୁଡ଼ାରେ ନାବାଳକଙ୍କ ଜୀବନ ଗଲା

କେନ୍ଦୁଝର,୧୩ା୫ (ସ୍ବ.ପ୍ର.)-ସାପ କାମୁଡ଼ାରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କାଞ୍ଜିପାଣି ଥାନା କୁଅଁର ଗ୍ରାମର ମହାଜନ ସ୍ୱାଇଁଙ୍କ ପୁଅ ଜିତେନ୍ଦ୍ର (୮)। ବୁଧବାର ଘରେ ଶୋଇଥିବାବେଳେ ତାଙ୍କୁ ଏକ ସାପ କାମୁଡ଼ିଥିଲା। ପରିବାରଲୋକେ ଗୁରୁତର ଜିତେନ୍ଦ୍ରଙ୍କୁ ବାଂଶପାଳ ଡାକ୍ତରଖାନାରେ…

ମହିଳା ଆଇନଜୀବୀଙ୍କଠାରୁ ସୁନା ଚେନ୍‌ ଲୁଟ୍‌

କେନ୍ଦୁଝର,୧୩ା୫(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ସହରରେ ବୁଧବାର ଜଣେ ମହିଳା ଆଇନଜୀବୀଙ୍କ ଠାରୁ ସୁନା ଚେନ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ, ଅପରାହ୍ନରେ ସମ୍ପୃକ୍ତ ମହିଳା ଜଣଙ୍କ କୋର୍ଟରୁ ନିଜ ଘରକୁ ସ୍କୁଟିରେ ଫେରୁଥିଲେ। ଜେଲ ରୋଡ ରାସ୍ତାରେ ଏକ ପଲସର…

ପ୍ରଦୂଷଣକୁ ନେଇ ତାତିଲେ ଗ୍ରାମବାସୀ

କେନ୍ଦୁଝର,୧୩ା୫(ସ୍ବ.ପ୍ର.)-ବାଂଶପାଳ ବ୍ଲକ ଫୁଲଝର ଗ୍ରାମରେ ଥିବା ଏକ ପିଲେଟ କାରଖାନା ବିରୋଧରେ ଅସନ୍ତୋଷ ତେଜିଛି। ବୁଧବାର ମଲଦା ପଞ୍ଚାୟତର ଗ୍ରାମବାସୀ ପ୍ରଦୂଷଣ ରୋକିବା ସହ କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ଦାବିରେ ସାମାଜିକ ଦୂରତ୍ୱ ରକ୍ଷା କରି ଓ ମାସ୍କ…

କରୋନା ଆକ୍ରାନ୍ତ ଚିହ୍ନଟ ପରେ ରାସ୍ତା ସିଲ୍‌

ହାଟଡିହୀ,୧୩ା୫(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ବୁଧବାର ପୁଣି ଦୁଇ କରୋନା ଆକ୍ରାନ୍ତ ଚି଼ହ୍ନଟ ପରେ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ଆକ୍ରାନ୍ତ ଦୁଇ ଜଣ ସୁରଟରୁ ଫେରି ପଞ୍ଚାୟତ କାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ। ଏହା ପରେ ଜିଲାପାଳ ଆଶିଷ ଠାକ୍‌ରେଙ୍କ…

ଜଙ୍ଗଲରୁ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣା: ସମ୍ପର୍କୀୟ ବୋହୂ କୋର୍ଟଚାଲାଣ; କଟୁରି, ଲୁଗା ଜବତ

ବଡ଼ବିଲ,୧୩ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ବଳିତା ଗାଁ ନିକଟ ଜଙ୍ଗଲରୁ ରବିବାର ପୂର୍ବାହ୍ନରେ ଯୋଡ଼ା ଥାନା ଲହଣ୍ଡା ମୁଣ୍ଡା ସାହିର ୭୦ ବର୍ଷୀୟା ବୁଦୁନି ମୁଣ୍ଡାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ବଡ଼ବିଲ ପୋଲିସ। ଡାହାଣୀ…

ଘର ଭାଙ୍ଗି ଧାନ ଚାଉଳ ଖାଇଲେ ହାତୀପଲ

ଯୋଡା,୧୩ା୫(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ବାଲିବନ୍ଧ ଫରେଷ୍ଟ ଜୋନ ଅନ୍ତର୍ଗତ ବାସୁଦେବପୁର ଗ୍ରାମର ସୁନାଖଣି ସାହିରେ ସୋମବାର ବିଳମ୍ବିତ ରାତିରେ ହାତୀପଲ ପଶି ବ୍ୟାପକ କ୍ଷତି କରିଛନ୍ତି। ହାତୀପଲ ଉକ୍ତ ଗ୍ରାମର ଜର୍ମାନ ମୁଣ୍ଡାଙ୍କ ଘର କାନ୍ଥ ଭାଙ୍ଗିବା ସହିତ…

କରୋନା ଯୋଦ୍ଧା ସମ୍ମାନିତ

ଯୋଡା,୧୩ା୫(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଯୋଡାଠାରେ କରୋନା ମହାମାରୀ ସମୟରେ ଯୋଦ୍ଧା ରୂପେ ଜନସାଧାରଣଙ୍କୁ ସେବା ଯୋଗାଉଥିବା ଡାକ୍ତର, ସ୍ବାସ୍ଥ୍ୟ କର୍ମଚାରୀ, ପୋଲିସ ଓ ସଫେଇ କର୍ମଚାରୀଙ୍କୁ ମଙ୍ଗଳବାର ସେନଟ ଜୋହନ ଆମ୍ବୁଲାନ୍ସ ଓ ଟାଟାଷ୍ଟିଲ ଯୋଡା ବ୍ରିଗେଡ୍‌ ପକ୍ଷରୁ ସମ୍ମାନିତ କରାଯାଇଛି।…

CORONAVIRUS UPDATE : କେନ୍ଦୁଝରରେ ଆଉ ୨ କରୋନା ପଜିଟିଭ, ଉଭୟ ସୁରଟ ଫେରନ୍ତା

ଭୁବନେଶ୍ୱର,୧୨।୫(ବ୍ୟୁରୋ)-ରାଜ୍ୟରେ ଆଉ ୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୯କୁ ବୃଦ୍ଧି ପାଇଛି। ଚିହ୍ନଟ ଆକ୍ରାନ୍ତ ଦ୍ୱୟ କେନ୍ଦୁଝର ଜିଲା ହାଟଡିହି ବ୍ଲକର। ଉଭୟେ ସୁରଟ ଫେରନ୍ତା ବୋଲି କେନ୍ଦୁଝର ଜିଲାପାଳ ଆଶିଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri