ପ୍ରଦୂଷଣକୁ ନେଇ ତାତିଲେ ଗ୍ରାମବାସୀ
କେନ୍ଦୁଝର,୧୩ା୫(ସ୍ବ.ପ୍ର.)-ବାଂଶପାଳ ବ୍ଲକ ଫୁଲଝର ଗ୍ରାମରେ ଥିବା ଏକ ପିଲେଟ କାରଖାନା ବିରୋଧରେ ଅସନ୍ତୋଷ ତେଜିଛି। ବୁଧବାର ମଲଦା ପଞ୍ଚାୟତର ଗ୍ରାମବାସୀ ପ୍ରଦୂଷଣ ରୋକିବା ସହ କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ଦାବିରେ ସାମାଜିକ ଦୂରତ୍ୱ ରକ୍ଷା କରି ଓ ମାସ୍କ…
କରୋନା ଆକ୍ରାନ୍ତ ଚିହ୍ନଟ ପରେ ରାସ୍ତା ସିଲ୍
ହାଟଡିହୀ,୧୩ା୫(ଡି.ଏନ୍.ଏ.) : କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ବୁଧବାର ପୁଣି ଦୁଇ କରୋନା ଆକ୍ରାନ୍ତ ଚି଼ହ୍ନଟ ପରେ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ଆକ୍ରାନ୍ତ ଦୁଇ ଜଣ ସୁରଟରୁ ଫେରି ପଞ୍ଚାୟତ କାରାଣ୍ଟାଇନ୍ ସେଣ୍ଟରରେ ଥିଲେ। ଏହା ପରେ ଜିଲାପାଳ ଆଶିଷ ଠାକ୍ରେଙ୍କ…
ଜଙ୍ଗଲରୁ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣା: ସମ୍ପର୍କୀୟ ବୋହୂ କୋର୍ଟଚାଲାଣ; କଟୁରି, ଲୁଗା ଜବତ
ବଡ଼ବିଲ,୧୩ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ବଳିତା ଗାଁ ନିକଟ ଜଙ୍ଗଲରୁ ରବିବାର ପୂର୍ବାହ୍ନରେ ଯୋଡ଼ା ଥାନା ଲହଣ୍ଡା ମୁଣ୍ଡା ସାହିର ୭୦ ବର୍ଷୀୟା ବୁଦୁନି ମୁଣ୍ଡାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ବଡ଼ବିଲ ପୋଲିସ। ଡାହାଣୀ…
ଘର ଭାଙ୍ଗି ଧାନ ଚାଉଳ ଖାଇଲେ ହାତୀପଲ
ଯୋଡା,୧୩ା୫(ଡି.ଏନ୍.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ବାଲିବନ୍ଧ ଫରେଷ୍ଟ ଜୋନ ଅନ୍ତର୍ଗତ ବାସୁଦେବପୁର ଗ୍ରାମର ସୁନାଖଣି ସାହିରେ ସୋମବାର ବିଳମ୍ବିତ ରାତିରେ ହାତୀପଲ ପଶି ବ୍ୟାପକ କ୍ଷତି କରିଛନ୍ତି। ହାତୀପଲ ଉକ୍ତ ଗ୍ରାମର ଜର୍ମାନ ମୁଣ୍ଡାଙ୍କ ଘର କାନ୍ଥ ଭାଙ୍ଗିବା ସହିତ…
କରୋନା ଯୋଦ୍ଧା ସମ୍ମାନିତ
ଯୋଡା,୧୩ା୫(ଡି.ଏନ୍.ଏ.)- କେନ୍ଦୁଝର ଜିଲା ଯୋଡାଠାରେ କରୋନା ମହାମାରୀ ସମୟରେ ଯୋଦ୍ଧା ରୂପେ ଜନସାଧାରଣଙ୍କୁ ସେବା ଯୋଗାଉଥିବା ଡାକ୍ତର, ସ୍ବାସ୍ଥ୍ୟ କର୍ମଚାରୀ, ପୋଲିସ ଓ ସଫେଇ କର୍ମଚାରୀଙ୍କୁ ମଙ୍ଗଳବାର ସେନଟ ଜୋହନ ଆମ୍ବୁଲାନ୍ସ ଓ ଟାଟାଷ୍ଟିଲ ଯୋଡା ବ୍ରିଗେଡ୍ ପକ୍ଷରୁ ସମ୍ମାନିତ କରାଯାଇଛି।…
CORONAVIRUS UPDATE : କେନ୍ଦୁଝରରେ ଆଉ ୨ କରୋନା ପଜିଟିଭ, ଉଭୟ ସୁରଟ ଫେରନ୍ତା
ଭୁବନେଶ୍ୱର,୧୨।୫(ବ୍ୟୁରୋ)-ରାଜ୍ୟରେ ଆଉ ୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୯କୁ ବୃଦ୍ଧି ପାଇଛି। ଚିହ୍ନଟ ଆକ୍ରାନ୍ତ ଦ୍ୱୟ କେନ୍ଦୁଝର ଜିଲା ହାଟଡିହି ବ୍ଲକର। ଉଭୟେ ସୁରଟ ଫେରନ୍ତା ବୋଲି କେନ୍ଦୁଝର ଜିଲାପାଳ ଆଶିଷ…
କେନ୍ଦୁଝରରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ
କେନ୍ଦୁଝର, ୧୨ା୫(ଡି.ଏନ୍.ଏ.)-କେନ୍ଦୁଝର ସଦର ବ୍ଲକର ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ସାଙ୍ଗକୁ କୁଆପଥର ମାଡ ହୋଇଥିବା ଖବର ମିଳିଛି। ବଜ୍ରପାତ ଫଳରେ ରାଇସୁଆଁଠାରେ ଏକ ବିରାଟ ତେନ୍ତୁଳି ଗଛରେ ଫାଟ ସୃଷ୍ଟି ହୋଇଥିବା ଜଣାପଡିଥିବାବେଳେ ଗଛ…
ଖରା ଦିନେ କୁହୁଡି
କେନ୍ଦୁଝର, ୧୨।୫(ସ୍ବ.ପ୍ର.): ପ୍ରବଳ ଖରା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଉଥିବା ବେଳେ ଅନେକ ସମୟରେ ଅପରାହ୍ନ ଓ ରାତିରେ କାଳ ବୈଶାଖୀ ଯୋଗୁ ବ୍ୟାପକ ଧନଜୀବନ କ୍ଷତିଗ୍ରସ୍ତ ହେଉଛି। ଏପରି ଜଳବାୟୁରେ ପରିବର୍ତ୍ତନକୁ ନେଇ ପରିବେଶବିତ୍ ମାନେ ଚିନ୍ତା ପ୍ରକଟ କରୁଛନ୍ତି।…
ଆର୍ଏସ୍ଏସ୍ ପକ୍ଷରୁ ରକ୍ତଦାନ ଶିବିର
କେନ୍ଦୁଝର, ୧୧ା୫(ଡି.ଏନ୍.ଏ.)-ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ କେନ୍ଦୁଝର ନଗର ଶାଖା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ନଗର ସଂଘ ଚାଳକ ନୀଳମଣି ସାହୁ ଉଦ୍ଘାଟନ କରିଥିଲେ। ଏହି…
ଗନ୍ଧମାର୍ଦ୍ଦନ ଲୌହଖଣିରେ ସାନିଟାଇଜ୍ ଟନେଲ ବ୍ୟବସ୍ଥା
କେନ୍ଦୁଝର, ୧୧ା୫(ସ୍ବ.ପ୍ର.)-କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଓଡିଶା ଖଣି ନିଗମର ଶୁଆକାଟୀ ଗନ୍ଧମାର୍ଦ୍ଦନ ଲୌହଖଣିରେ ସ୍ବୀକୃତିପ୍ରାପ୍ତ ରେଜିଙ୍ଗ ଏଜେନ୍ସି କଳିଙ୍ଗ କମର୍ସିଆଲ କର୍ପୋରେଶନ ଲିଃ ପକ୍ଷରୁ କୋଭିଡ-୧୯ ପ୍ରତିକାର ପାଇଁ ୨ଟି ସ୍ବତନ୍ତ୍ର ସାନିଟାଇଜ୍ ଟନେଲ ସ୍ଥାପନ କରାଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ…
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା
କେନ୍ଦୁଝର, ୧୧ା୫(ଡି.ଏନ୍.ଏ.)-କରୋନା ମୁକାବିଲା ପାଇଁ କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ପକ୍ଷରୁ ୧୦ଲକ୍ଷ ୧ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ସୋମବାର ଜିଲା ଟ୍ରକ ମାଲିକ ସଂଘର ବରିଷ୍ଠ ଉପଦେଷ୍ଟା କୈଳାସ ଚନ୍ଦ୍ର ପଣ୍ଡା, ସଭାପତି ରମାକାନ୍ତ ନାୟକ, ସାଧାରଣ…
ସରକାରଙ୍କ ୧୨ଘଣ୍ଟିଆ କାର୍ଯ୍ୟଦିବସ ବୃଦ୍ଧି ନେଇ ଏଆଇଟିୟୁସି ମୌନ ପ୍ରତିବାଦ
ବଡ଼ବିଲ,୧୧।୫(ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ପକ୍ଷରୁ ଦୈନିକ ଶ୍ରମ ସମୟ ୮ଘଣ୍ଟାରୁ ୧୨ଘଣ୍ଟାକୁ ବୃଦ୍ଧି କରାଯାଇଛି। ଏହାକୁ କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ଏଆଇଟିୟୁସି କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ ସଙ୍ଗଠନ ପକ୍ଷରୁ ସୋମବାର ମୌନ ପ୍ରତିବାଦ କରାଯାଇଛି। ଶ୍ରମିକ ନେତା କପିଳ ମହାନ୍ତିଙ୍କ ନେତୃତ୍ୱରେ…
Archives


