ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ
ଯୋଡ଼ା, ୨୯।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକରେ କାର୍ଯ୍ୟ କରୁଥିବା କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ବୁଧବାର କରୋନା ସହାୟତା ରାଶି ବାବଦକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୮୨୦୦ ଟଙ୍କା ପ୍ରଦାନ କରାଯାଇଛି। ବୁଧବାର ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ଆକାଉଣ୍ଟରେ ଜମା...
୩୦ ୟୁନିଟ୍ ରକ୍ତ ସଂଗୃହୀତ
କେନ୍ଦୁଝର, ୨୯।୪(ସ୍ବ.ପ୍ର.)-ଲକ୍ଡାଉନ୍ ଯୋଗୁ ରକ୍ତ ସମସ୍ୟା ଦେଖାଦେଉଥିବା ବେଳେ ସ୍ଥାନୀୟ କଲେଜ ରୋଡସ୍ଥିତ ମହାଲକ୍ଷ୍ମୀ କଲଚରାଲ କ୍ଳବ ପକ୍ଷରୁ ବୁଧବାର ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରି ସ୍ବେଚ୍ଛାକୃତ ରକ୍ତ ଦାନ କରିଥିବା ଜଣାପଡିଛି। ଡକ୍ଟର ଅନୁଜା ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ...
ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ୩୧ ୟୁନିଟ୍ ରକ୍ତ ସଂଗୃହୀତ
ପାଟଣା,୨୯।୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ମୁଖ୍ୟାଳୟ ସ୍ଥିତ ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ବୁଧବାର ସାହାରପଡା ବ୍ଲକ ବିଜେଡି ତରଫରୁ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କରୋନା ଭୂତାଣୁ ସଂକ୍ରମଣ ସକାଶେ...
ଡମ୍ପର ଧକ୍କାରେ ଜଣଙ୍କ ଜୀବନଗଲା
ବଡ଼ବିଲ, ୨୯।୪( ସ. ପ୍ର.)-କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ କଳିଙ୍ଗନଗର ଠାରେ ବ୍ରେକ ଡାଉନ ଡମ୍ପରକୁ ଏକ ଅଜଣା ଡ଼ମ୍ପର ଧକ୍କା ଦେଇଥିବା ବେଳେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବ୍ରେକ ଡାଉନ ଡମ୍ପରର ମାଲିକ...
କେନ୍ଦୁଝରରେ ପ୍ରଥମ କରୋନା ପଜିଟିଭ୍
କେନ୍ଦୁଝର, ୨୯।୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପଞ୍ଚୁପଲି ପଞ୍ଚାୟତର ନୂଆଗାଁରେ ଜଣେ ୬୦ ବର୍ଷ ବୟସ୍କ କରୋନା ପଜିଟିଭ ଚିହ୍ନଟ ହୋଇଛି। ସେ କଲିକତାରୁ ଫେରିଥିଲେ। ସେ କଲିକତାରୁ ଫେରି ୧୪ ଦିନ କ୍ୱାରାଣ୍ଟାଇନରେ ରହି ଘରକୁ ଫେରିଥିଲେ। ତାଙ୍କ...
CORONAVIRUS UPDATE: ୩ ନୂଆ ଜିଲାକୁ ଛୁଇଁଲା କରୋନା: କେନ୍ଦୁଝର, ଝାରସୁଗୁଡ଼ା, ଦେବଗଡ଼ରେ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୁଧବାର ଅପରାହ୍ନ ସୁଦ୍ଧା ୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଛି। ଅପରପକ୍ଷେ ୩ ନୂଆ ଜିଲାକୁ ଛୁଇଁଛି କରୋନା। କେନ୍ଦୁଝର,...
ସୋସୋ ଥାନା ଅଞ୍ଚଳରୁ ମଦ ଜବତ, ୩ ଗିରଫ
ହାଟଡ଼ିହୀ,୨୯।୪(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ସୋସୋ ଥାନା ଅଞ୍ଚଳରୁ ବୁଧବାର ପୋଲିସ ୨୮ଲିଟର ମହୁଲି ମଦ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ଏକ ବାଇକ ମଧ୍ୟ ଜବତ ହୋଇଛି। ପ୍ରକାଶ...
ଭାଲୁ ଆକ୍ରମଣରେ ୨ ଯୁବକ ଗୁରୁତର
କେନ୍ଦୁଝର/ସଜନାଗଡ଼,୨୯।୪(ଡି.ଏନ.ଏ.)-ବାଲେଶ୍ୱର ଓ କେନ୍ଦୁଝର ଜିଲାରେ ମଙ୍ଗଳବାର ୨ଜଣ ଯୁବକ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି। ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ଗୁହାଳିଆ ଗ୍ରାମର କରୁଣାକର ମହାନ୍ତି ଗାଈ ଚରାଇବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି। ସେ ଜୋରରେ...
କରୋନା ଯୋଦ୍ଧା ସମ୍ମାନିତ
ହାଟଡିହୀ, ୨୯ା୪(ଡ଼ି.ଏନ.ଏ.)-ବର୍ତ୍ତମାନ ପରିସ୍ଥିତିରେ ଦିନ ରାତି ଏକାଠି କରି କାମ କରୁଥିବା କରୋନା ଯୋଦ୍ଧାଙ୍କୁ କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ ସମ୍ମାନିତ କରିଛନ୍ତି। ସେ ହାଟଡିହୀ ଅଙ୍ଗନଓ୍ବାଡି କର୍ମୀ ଓ ଆଶାକର୍ମୀଙ୍କୁ ପ୍ରଶସ୍ତିପତ୍ର...
କାଳବୈଶାଖୀ କ୍ଷତିଗ୍ରସ୍ତଙ୍କୁ ମିଳୁନି ସହାୟତା: ଏକାଠି ହୋଇ ଅଭିଯୋଗ କଲେ
ଯୋଡ଼ା, ୨୮।୪(ଡି.ଏନ.ଏ.)-କାଳବୈଶାଖୀ ପ୍ରଭାବରେ କେନ୍ଦୁଝର ଜିଲା ଯୋଡା ବ୍ଲକ ଚମକପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କୌଣସି ସରକାରୀ ସହାୟତା ମିଳୁ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦ କରି କ୍ଷତିଗ୍ରସ୍ତ ହୋଇଥିବା ଲୋକେ...
ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦୁଇ ଛାତ୍ରୀଙ୍କ ସହାୟତା
ଆନନ୍ଦପୁର,୨୮। ୪(ସ୍ବ.ପ୍ର.)-କୋଭିଡ-୧୯ର ମୁକାବିଲା ପାଇଁ ମଙ୍ଗଳବାର ଘସିପୁରା ଠାରେ ଥିବା ବାଲ ଶିକ୍ଷା ସଂସ୍ଥାନର ୫ମ ଶ୍ରେଣୀ ଛାତ୍ରୀ ଇପ୍ସୀତା ବେହେରା ୭୨୦୦ ଟଙ୍କା ପ୍ରଧାନ ମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଦାନ କରିଛନ୍ତି। ତାଙ୍କ ବାପା ବିଶ୍ରବାନନ୍ଦ ବେହେରା ଏକ...
କୋର୍ଟ ପରିସରରେ ମଧୁବାବୁଙ୍କ ଜୟନ୍ତୀ ପାଳିତ
ଆନନ୍ଦପୁର,୨୮। ୪(ସ୍ବ.ପ୍ର.)-ଆନନ୍ଦପୁର ଓକିଲ ସଂଘ ପକ୍ଷରୁ କୋର୍ଟ ପରିସରରେ ମଙ୍ଗଳବାର ମଧୁବାବୁଙ୍କ ଜୟନ୍ତୀ ଏବଂ ଆଇନଜୀବୀଙ୍କ ଦିବସ ପାଳିତ ହୋଇଯାଇଛି। ଓକିଲ ସଂଘର ସଭାପତି ସଞ୍ଜୟ ମିଶ୍ରଙ୍କ ସଂଯୋଜନାରେ ଏହି ଦିବସ ପାଳିତ ହୋଇଛି। ଏହି ଅବସରରେ ଆଇନଜୀବୀମାନେ ମଧୁବାବୁଙ୍କ...
Archives


