କେନ୍ଦୁଝର

ଆରମ୍ଭ ହେଲା ‘ସ୍ବଚ୍ଛ ସବାରୀ’

କେନ୍ଦୁଝର, ୨୫ା୫(ଡି.ଏନ୍‌.ଏ.)-କେନ୍ଦୁଝରଗଡ ପୌରପାଳିକାରେ ସଫେଇ କାର୍ଯ୍ୟକୁ ଅଧିକ ତ୍ୱରାନ୍ବିତ କରିବା ପାଇଁ ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଦିଆଯାଇଥିବା ୧୪ଟି ସ୍ବଚ୍ଛ ସବାରୀ ସୋମବାର ଲୋକାର୍ପିତ ହୋଇଛି। ଜିଲାପାଳ ଆଶିଷ ଠାକରେ ସବୁଜ ପତାକା ଦେଖାଇ ଏହି ସ୍ବଚ୍ଛ ସବାରୀ ଗୁଡିକର…

ଲକଡାଉନ୍‌ ନିୟମ ମାନି ଯୋଡ଼ାରେ ପାଳନ ହେଲା ଇଦ୍‌

ଯୋଡା, ୨୫।୫ (ଡି.ଏନ.ଏ.)-ରମଜାନର ୩୦ ଦିନ ଉପବାସ ପରେ ରବିବାର ରାତିରେ ଚାନ୍ଦ ଦେଖାଯିବାରୁ ସୋମବାର ଇଦ୍‌ ପର୍ବ ପାଳନ କରାଯିବା ନେଇ ଘୋଷଣା କରାଯାଇଥିଲା। ମାତ୍ର କରୋନା ମହାମାରୀ କାରଣରୁ କେନ୍ଦୁଝର ଜିଲା ଯୋଡା ସହରରେ ଇଦ୍‌ ପର୍ବ ପାଳନ…

ଷ୍ଟକ୍‌ ଯାଞ୍ଚ ପରେ ଅନ୍‌ଲାଇନରେ ହେବ ମଦ ବୁକିଂ: ଗସ୍ତ ବାବଦ ୧୦୦ ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିବ ପ୍ରାପ୍ୟ

କେନ୍ଦୁଝର, ୨୫।୫(ସ୍ବ.ପ୍ର.): ସରକାର ମଦ ବିକ୍ରି ଉପରେ ଥିବା କରୋନା କଟକଣାକୁ କୋହଳ କରିଛନ୍ତି। କେବଳ ଅନ୍‌ଲାଇନରେ ମଦ ବିକ୍ରି ହେବ ବୋଲି ଘୋଷଣା ହୋଇଛି। ଫଳରେ ସୋମବାର ଅବକାରୀ ବିଭାଗ ପକ୍ଷରୁ କେନ୍ଦୁଝର ଜିଲା ମଦ ଦୋକାନ ଗୁଡ଼ିକରେ ଷ୍ଟକ…

ବଳଦାରେ ହାତୀପଲ ଉପଦ୍ରବ: ଘର ଭାଙ୍ଗିଲେ, ଚାଉଳ ଖାଇଲେ

ଯୋଡା,୨୪ା୫,(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବଳଦା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ହାତୀପଲ ଉପଦ୍ରବ କରିଛନ୍ତି। ବିଳମ୍ବିତ ରାତିରେ ହାତୀପଲ ଗୋବର୍ଦ୍ଧନ ଦେହୁରିଙ୍କ ଘର ଭାଙ୍ଗି ଦେବା ସହ ସେ ଘରେ ରଖିଥିବା ପ୍ରାୟ ୨ କୁଇଣ୍ଟାଲରୁ…

ଲକଡାଉନ୍‌ ନିୟମକୁ ଅବମାନନା: ୧୦ ଦୋକାନ ସିଲ୍‌ କଲା ପ୍ରଶାସନ

ଯୋଡା,୨୪ା୫,(ଡି.ଏନ.ଏ.)-ଲକଡାଉନ୍‌ ୪.୦ ନିୟମକୁ ଅବମାନନା କରିବା ଅଭିଯୋଗରେ ଶନିବାର ସାରେ କେନ୍ଦୁଝର ଜିଲା ଯୋଡା ପୌରପାଳିକାରେ ଥିବା ୧୦ ଦୋକାନକୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି। ଏଥିସହ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କଠାରୁ ୫ଶହ ଟଙ୍କା ଜରିମାନା…

ପାଟଣା ଥାନାରେ ଯୋଗଦେଲେ ନୂତନ ଥାନାଧିକାରୀ

ପାଟଣା,୨୪ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନାରେ ରବିବାର ନୂତନ ଥାନାଧିକାରୀ ଭାବେ ସୋମନାଥ ଜେନା ଯୋଗ ଦେଇଛନ୍ତି। ଏହାପୂର୍ବରୁ ସେ କେନ୍ଦୁଝର ଟାଉନ ଥାନାରେ ଥାନାଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ନବନିଯୁକ୍ତ ଥାନାଧିକାରୀ ଆଇନ ଶୃଙ୍ଖଳା ରକ୍ଷା ସହ ଲୋକଙ୍କ ସହ…

ଟ୍ରେନ ଚାଲିଲେ ବଢିବ ସଂକ୍ରମଣ: ଆତଙ୍କିତ ଅଞ୍ଚଳବାସୀ

ଯୋଡା,୨୪ା୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ହେଉଛି ଏକ ଶ୍ରମିକ ବହୁଳ ବସ୍ତି ଓ ହଟିଂ ଉପତ୍ୟକା। ଏଠାକୁ ବିଭିନ୍ନ ରାଜ୍ୟ ତଥା ଅଞ୍ଚଳର ଶ୍ରମିକ ମାନେ ଆସି କାର୍ଯ୍ୟ କରିଥାନ୍ତି। ବିଭିନ୍ନ କାରଣରୁ ଖଣିଖାଦାନ୍‌ ବନ୍ଦ ହେବା ପରେ ଏ ଅଞ୍ଚଳରୁ…

ତେଜିଲା ଟ୍ରକ ସଂଘ ବିବାଦ, ଅଟକିଲା ଶହେରୁ ଅଧିକ ଟ୍ରକ

କେନ୍ଦୁଝର, ୨୩ା୫ (ସ୍ବ.ପ୍ର.)-କେନ୍ଦୁଝର ଜିଲାରୁ ପାରଦୀପକୁ ଲୁହାପଥର ପରିବହନକୁ ନେଇ କେନ୍ଦୁଝର ଓ ପାରାଦୀପ ଟ୍ରକ ମାଲିକ ସଂଘ ମଧ୍ୟରେ ବିବାଦ ଗୁରୁତର ରୂପ ଧାରଣ କରିଛି। କେନ୍ଦୁଝର ଜିଲାରୁ ଲୁହାପଥର ନେଇ ଯାଉଥିବା ଟ୍ରକ ଗୁଡିକୁ ପାରାଦୀପ, ଜଗତସିଂହପୁର, କେନ୍ଦ୍ରାପଡା…

କଚ୍ଚା ଘର ଭୁଶୁଡ଼ି ବୃଦ୍ଧ ଗୁରୁତର

କେନ୍ଦୁଝର, ୨୩ା୫(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝରଗଡ ପୌରପାଳିକା ୧୫ନମ୍ବର ୱାର୍ଡ ଅନ୍ତର୍ଗତ ମାଧପୁର କୃଷି ବିଭାଗ ଫାର୍ମ ପୋଖରୀ ନିକଟରେ ଥିବା ଏକ କଚ୍ଚା ଘର ଭୁଶୁଡି ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ବାତ୍ୟା ଅମ୍ଫନ୍‌ ପ୍ରଭାବରେ ୨ଦିନ ତଳେ କେନ୍ଦୁଝରରେ ଅବିଶ୍ରାନ୍ତ ବର୍ଷା…

କୋଭିଡ୍‌-୧୯ କାର୍ଯ୍ୟରେ ନିୟୋଜିତ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଜୀବନଗଲା 

ଆନନ୍ଦପୁର,୨୩ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଗଁପୁର ପଞ୍ଚାୟତ ବରାଙ୍ଗ ଅଙ୍ଗନଓ୍ବାଡ଼ି କେନ୍ଦ୍ର-୧ର କାର୍ଯ୍ୟରତ କର୍ମୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଶନିବାର ସକାଳେ ଅଙ୍ଗନଓ୍ବାଡି କର୍ମୀ ପୁଷ୍ପଲତା ଜେନା ତାଙ୍କ ପୁଅଙ୍କ ସହିତ ବାଇକ୍‌ ଯୋଗେ ନୂଆମାଳିଆ କ୍ୱାରାଣ୍ଟାଇନ୍‌ କେନ୍ଦ୍ରକୁ ଯାଉଥିବା…

ଥାନା ଭିତରେ ଥାର୍ଡ ଡିଗ୍ରୀ ପଡ଼ିଲା ମହଙ୍ଗା: ପାଟଣା ଥାନା ଆଇଆଇସିଙ୍କୁ ନିଲମ୍ବନ କଲେ ଡିଜି

ଭୁବନେଶ୍ୱର(ବ୍ୟୁରୋ)/ ପାଟଣା(ସ୍ବ.ପ୍ର.),୨୩।୫: କେନ୍ଦୁଝର ଜିଲା ପାଟଣା ଥାନା ଆଇଆଇସି ନିଲମ୍ବିତ ହୋଇଛନ୍ତି। ଥାନା ଭିତରେ ଜଣେ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ କରୁଥିବାର ଭିଡିଓ ଭାଇରାଲ ହେବା ପରେ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ନିଲମ୍ବନ କରାଯାଇଛି। ଏ ନେଇ ଜିଡିପି କାର୍ଯ୍ୟାଳୟ ପକ୍ଷରୁ…

ସଂଜୀବ ନାୟକ ହେଲେ ଭାଜପା ମିଡିଆ ସେଲର ଜିଲା ସଂଯୋଜକ

କେନ୍ଦୁଝର,୨୩।୫(ସ୍ବ.ପ୍ର.): ଭାଜପା ପକ୍ଷରୁ ଜିଲା ମିଡିଆ ସେଲର କର୍ମକର୍ତ୍ତା ଘୋଷଣା କରାଯାଇଛି। ସଂଜୀବ ନାୟକଙ୍କୁ ଜିଲା ସଂଯୋଜକ ଭାବେ ଚୟନ କରାଯାଇଛି। ସେହିପରି ବିଶ୍ୱଜିତ ତ୍ରିପାଠୀ ସଦର ନିର୍ବାଚନ ମଣ୍ଡଳୀର ସଂଯୋଜକ ହୋଇଥିବା ବେଳେ ପାଟଣା ନିର୍ବାଚନ ମଣ୍ଡଳୀର ସଂଯୋଜକ ଭାବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri