ମହଙ୍ଗା ପଡ଼ିଲା ରଜ ଭୋଜି: କେନ୍ଦୁଝର ଜିଲାପରିଷଦ ଉପାଧ୍ୟକ୍ଷ ଗିରଫ
ଆନନ୍ଦପୁର,୧୪। ୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ନିକଟସ୍ଥ ପଡିଆରେ ସଙ୍ଗବଦ୍ଧ ଭାବେ ରଜ ଉପଲକ୍ଷେ ଭୋଜିର ଆସର ଚାଲିଥିବାବେଳେ ପୋଲିସ ଚଢାଉ କରି କେନ୍ଦୁଝର ଜିଲାପରିଷଦ ଉପାଧ୍ୟକ୍ଷଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଏ ନେଇ କେସ୍ ନଂ. ୭୯/୨୦ରେ…
କ୍ୱାରାଣ୍ଟାଇନ୍ ସେଣ୍ଟରରେ ଅନ୍ତେବାସୀଙ୍କ ସହ ରଜ ପାଳିଲେ ସରପଞ୍ଚ
ହାଟଡିହୀ,୧୪ା୬(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ସରପଞ୍ଚ ଅନସୂୟା ସେଠୀ ପଞ୍ଚାୟତ କ୍ୱାରାଣ୍ଟାଇନ୍ ସେଣ୍ଟରରେ ରହୁଥିବା ୨୫ ଅନ୍ତେବାସୀଙ୍କ ସହ ସାମାଜିକ ଦୂରତା ରକ୍ଷା କରି ରଜ ପାଳନ କରିଛନ୍ତି। ଅନ୍ତେବାସୀଙ୍କୁ ସରପଞ୍ଚ ମିଠା, ପିଠା ଓ ରଜପାନ ଦେଇ ଆପ୍ୟାୟିତ କରିଥିଲେ।…
କେନ୍ଦୁଝର ଜିଲାରେ ଆଉ ୧୧ କରୋନା ପଜିଟିଭ୍ ଚିହ୍ନଟ
କେନ୍ଦୁଝର,୧୪।୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ରବିବାର ଆଉ ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦ରେ ପହଁଚିଛି। ଚିହ୍ନଟ ୧୧ ଆକ୍ରାନ୍ତ ସଙ୍ଗରୋଧ ଗୃହରେ ଥିଲେ। ସେଥିମଧ୍ୟରୁ ହରିଚନ୍ଦନପୁର ବ୍ଲକ ଅଞ୍ଚଳରୁ ୬…
କେନ୍ଦୁଝରର ଗଣପର୍ବ ରଜ: ରଜବତୀଙ୍କ ପୂଜା ମୁଖ୍ୟ ଆକର୍ଷଣ
କେନ୍ଦୁଝର: ‘ବନସ୍ତେ ଡାକିଲା ଗଜ। ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ।’ ହଁ ଆଜି ପହିଲି ରଜ। କୃଷିଭିତ୍ତିକ ଏହି ପର୍ବକୁ ଗାଁଠୁ ସହର ପ୍ରତିଟି ଓଡ଼ିଆ ପରିବାର ପାଳିଥାନ୍ତି। ବିଶେଷ କରି କେନ୍ଦୁଝର…
ଧୂଳିଧୂଆଁରେ ଅତିଷ୍ଠ ଜୁରୁଡି ଅଞ୍ଚଳବାସୀ
ଯୋଡ଼ା, ୧୪। ୬ (ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ଏକାଧିକ ଖଣି ଥିବା ଜୁରୁଡି ଅଞ୍ଚଳବାସୀ ଧୂଳିଧୂଆଁରେ ଅତିଷ୍ଠ ହୋଇପଡିଥିବା ବେଳେ ଖାଦ୍ୟପଦାର୍ଥରେ ଧୂଳି ଜମି ଯାଉଥିବା ଅଭିଯୋଗ ହୋଇଛି। ବିଭିନ୍ନ ଖଣି କମ୍ପାନୀ ଖଣିଜ ଉତ୍ତୋଳନ ଓ…
ଧୂଳିଧୂଆଁରେ ଅତିଷ୍ଠ ଅଞ୍ଚଳବାସୀ
ଯୋଡ଼ା, ୧୩।୬ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ଏକାଧିକ ଖଣି ଥିବା ଜୁରୁଡି ଅଞ୍ଚଳବାସୀ ଧୂଳିଧୂଆଁରେ ଅତିଷ୍ଠ ହୋଇପଡିଥିବା ବେଳେ ଖାଦ୍ୟପଦାର୍ଥରେ ଧୂଳି ଜମି ଯାଉଥିବା ଅଭିଯୋଗ ହୋଇଛି। ଏଠାରେ ବିଭିନ୍ନ ଖଣି କମ୍ପାନୀ ଖଣିଜ ଉତ୍ତୋଳନ ଓ ପରିବହନ…
କାଳିଆବେଡ଼ା ଗ୍ରାମକୁ ପଶିଆସିଲେ ହାତୀପଲ: ଉଜାଡ଼ିଲେ ଫସଲ, ଗ୍ରାମବାସୀ ଭୟଭୀତ
କେନ୍ଦୁଝର,୧୩ା୬(ସ୍ବ.ପ୍ର.) : ସଦର ରେଞ୍ଜର କାଳିଆବେଡ଼ା ଗାଁକୁ ଶନିବାର ସକାଳେ ବଣୁଆ ହାତୀପଲ ପଶି ଆସିବା ଫଳରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ତେବେ ଆଜି ସକାଳୁ ଘଟଗାଁ ଦେଓବନ୍ଧ ଅଞ୍ଚଳରୁ ଏକ ଆଠ ଟିକିଆ ହାତୀପଲ ସଦର ରେଞ୍ଜକୁ ପଶି ଆସିଥିଲେ।…
ବନବିଭାଗର ଚଢ଼ାଉ: ପିଆଶାଳ କାଠ ବୋଝେଇ ପିକ୍ଅପ ଜବତ, ଚାଳକ ଗିରଫ
ବଡ଼ବିଲ,୧୩।୬(ସ୍ବ.ପ୍ର.)- କେନ୍ଦୁଝର ଜିଲା ବଡବିଲ ବନବିଭାଗ ଗୁଆଲି ନିକଟରେ ଶୁକ୍ରବାର ରାତିରେ ଚଢାଉ କରି ଏକ କାଠ ବୋଝେଇ ପିକଅପ ଗାଡିକୁ ଜବତ କରିଛି। ଏଥିସହ ଚାଳକ ଚମ୍ପୁଆ ଅଞ୍ଚଳର ଏମ.ଡି ଇଶାକଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ବନବିଭାଗ…
ଘାଟିରୁ ୧୦୦ ଫୁଟ୍ ତଳକୁ ଖସିଲା ହିଟାଚି ବୋଝେଇ ଟ୍ରଲର: ଚାଳକ, ମେଶିନ ଅପରେଟର ଗୁରୁତର
କେନ୍ଦୁଝର,୧୩।୬(ସ୍ବ.ପ୍ର.)-ନରଣପୁରରୁ ହରିଚନ୍ଦନପୁର ଦେଇ ଡୁବୁରୀ ଯାଇଥିବା ରାସ୍ତାର କୁଆଝରଣ ଘାଟିରେ ଶନିବାର ଭାରସାମ୍ୟ ହରାଇ ଏକ ଟ୍ରଲର ତଳକୁ ଖସିପଡ଼ିଛି। ଫଳରେ ଚାଳକଙ୍କ ସହ ଜଣେ ମେଶିନ ଅପରେଟର ଗୁରୁତର ହୋଇଛନ୍ତି। ଖବରପାଇ ଅଗ୍ନିଶମ କର୍ମଚାରୀମାନେ ଉଭୟଙ୍କୁ ଉଦ୍ଧାର କରି ହରିଚନ୍ଦନପୁର…
କୋଭିଡ-୧୯ ସମୟରେ ଆନନ୍ଦପୁର ଅଞ୍ଚଳରେ ବଢ଼ୁଛି ଚୋରି ଘଟଣା
ଆନନ୍ଦପୁର,୧୩। ୬(ସ୍ବ.ପ୍ର.): କୋଭିଡ-୧୯ ସମୟରେ କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଞ୍ଚଳରେ ଚୋରି ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। ତିନି ମାସ ତଳେ ଫକୀରପୁର ଅଞ୍ଚଳରେ ଥିବା ଦୁଇଟି ଦୋକାନରୁ ଚୋରି ହୋଇଥିବା ବେଳେ ଶୁକ୍ରବାର ରାତିରେ ଆନନ୍ଦପୁର ବ୍ରିଜଛକଠାରେ ଏକ ପାନ…
ସାମାଜିକ ଦୂରତ୍ୱ ନିୟମ ନ ମାନିବାରୁ ୪ ଦୋକାନ ସିଲ୍
କେନ୍ଦୁଝର, ୧୩ା୬ (ସ୍ବ.ପ୍ର.)-ରଜ ପୂର୍ବରୁ ସାମାଜିକ ଦୂରତ଼ା ଆଇନ ନ ମାନିବାରୁ ଶୁକ୍ରବାର କେନ୍ଦୁଝର ସହରର ୪ ଦୋକାନକୁ ପ୍ରଶାସନ ସିଲ୍ କରିଛି। ୧୪ତାରିଖଠାରୁ ରଜପର୍ବ ହେବାକୁ ଥିବା ବେଳେ କେନ୍ଦୁଝର ସହରରେ ଶୁକ୍ରବାର ଅପରାହ୍ନରେ ସାମାଜିକ ଦୂରତ୍ୱକୁ ଉଲ୍ଲଙ୍ଘନ କରିଥିବାରୁ…
ଠିକ୍ ସମୟରେ ହୋଇପାରିଲାନି ଚିକିତ୍ସା: ସାପ କାମୁଡ଼ାରେ ମହିଳାଙ୍କ ଜୀବନ ଗଲା
କେନ୍ଦୁଝର,୧୩ା୬(ସ୍ବ.ପ୍ର.): ୧୦୮ ଆମ୍ବୁଲାନ୍ସ ନ ଆସିବା ଓ ଡାକ୍ତରଖାନାରେ ଇଞ୍ଜେକ୍ସନ ଅଭାବରୁ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକ ହେଲେ ହରିଚ଼ନ୍ଦନପୁର ବ୍ଲକ ରାଇଡ଼ିଆ ଗ୍ରାମର ଜିତ଼େନ୍ଦ୍ର ନାଏକଙ୍କ ସ୍ତ୍ରୀ ଦମୟନ୍ତୀ(୪୦)।…
Archives


