କେନ୍ଦୁଝର

ନାଳ ନିକଟରେ ପଡ଼ିଥିଲା ନବଜାତକ, କାନ୍ଦ ଶବ୍ଦ ଶୁଣି ଉଦ୍ଧାର କଲେ ଗ୍ରାମବାସୀ

କେନ୍ଦୁଝର,୧୬ା୧୦(ସ୍ବ.ପ୍ର.): ପଣ୍ଡାପଡ଼ା ଥାନା ଅନ୍ତର୍ଗତ ତେନ୍ତଳାପଶି ପଞ୍ଚାୟତ ଗୋପୀନାଥପୁର ଗାଁ ନିକଟ ଅଶୋକଝରଣ ନାଳରୁ ଅସହାୟ ଅବସ୍ଥାରେ ପଡ଼ିଥିବା ଏକ ନବଜାତ ଶିଶୁପୁତ୍ରକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ସୂଚନାନୁଯାୟୀ ଗୋପୀନାଥପୁର ଗ୍ରାମର କିଛି ଲୋକ ଧାନ ଜଗି ପାହାନ୍ତିଆରେ ଘରକୁ ଫେରୁଥିବା…

ନବୀନଙ୍କ ଜନ୍ମଦିନରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ

ପାଟଣା,୧୬ା୧୦(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମଦିନ ଅବସରରେ ଓଡ଼ିଶା ମୋ’ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ ରବିବାର କେନ୍ଦୁଝର ଜିଲା ସାହାରାପଡ଼ା ବ୍ଲକ ଉଦୟପୁର କଲେଜ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି।…

ପଦାରେ ପଡ଼ିଲା ଭାଜପାର ଗୋଷ୍ଠୀ କନ୍ଦଳ

କେନ୍ଦୁଝର,୧୬ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଭାଜପାରେ ଚାଲିଥିବା ଗୋଷ୍ଠୀ କନ୍ଦଳ ଏବେ ପଦାରେ ପଡ଼ିଛି। ଶୁକ୍ରବାର କେନ୍ଦୁଝର ଲୋକ ସଭା ମଣ୍ଡଳୀର ସମୀକ୍ଷା ବୈଠକରେ ବର୍ତ୍ତମାନର ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ପୂର୍ବତନ ଜିଲା ସଭାପତି ରାଧାକାନ୍ତ ମହାନ୍ତଙ୍କୁ ଆକ୍ରମଣ…

କେନ୍ଦୁଝର ଆସିବେ ରାଜ୍ୟପାଳ

କେନ୍ଦୁଝର,୧୫ା୧୦(ସ୍ବ.ପ୍ର.): ଆସନ୍ତା ୧୭ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କେନ୍ଦୁଝର ଗସ୍ତରେ ଆସିବେ। ସେ ପୂର୍ବାହ୍ନ ୧୧.୫୦ରେ ପହଞ୍ଚି ଦିମ୍ବୋ ଗ୍ରାମରେ ଥିବା ଜନମଙ୍ଗଳ ସରକାରୀ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେବେ। କାର୍ଯ୍ୟକ୍ରମ ପରେ ସର୍କିଟ ହାଉସରେ ରହି…

ତିନି ହାଇସ୍କୁଲରେ ଖୋଲିଲା ଯୁକ୍ତ ଦୁଇ ପାଠ୍ୟକ୍ରମ

କେନ୍ଦୁଝର,୧୫ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାର ତିନୋଟି ହାଇସ୍କୁଲକୁ ଅପଗ୍ରେଡ କରାଯାଇ ଯୁକ୍ତଦୁଇ କଳା ପାଠ୍ୟକ୍ରମ ଆରମ୍ଭ ହେବ। ସେଗୁଡ଼ିକ ହେଲା ଯୋଡ଼ା ବ୍ଲକ ଜୁରୁଡିସ୍ଥିତ ଶ୍ରୀ ଜଗନ୍ନାଥ ସରକାରୀ ହାଇସ୍କୁଲ, ସଦର ବ୍ଲକ ମଇଦାନକେଲର ପ୍ରଗତି ସରକାରୀ ହାଇସ୍କୁଲ, ବାଂଶପାଳ ବ୍ଲକର ତରମାକାନ୍ତସ୍ଥିତ…

କାରଖାନା ଆରମ୍ଭ ନ ହେଉଣୁ ବିରୋଧ

କେନ୍ଦୁଝର,୧୫ା୧୦(ସ୍ବ.ପ୍ର.): ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ସଦର ବ୍ଲକ ପଳାଶପଙ୍ଗାସ୍ଥିତ ଓଡ଼ିଶା ସ୍ପଞ୍ଜ ଲୁହା କାରଖାନା ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ତେବେ ଆରମ୍ଭ ନ ହେଉଣୁ ନିଯୁକ୍ତି ଓ ବିଭିନ୍ନ ଦାବିରେ ଆନ୍ଦୋଳନ ମୁଣ୍ଡ ଟେକୁଥିବାରୁ କାରଖାନାର…

ଏସ୍‌ପିଙ୍କୁ ଭେଟିଲା ଭାଜପା ଟିମ୍‌

କେନ୍ଦୁଝର,୧୫ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ବ୍ଲକ୍‌ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବାକୁ କହି ପଞ୍ଚାୟତ କାର୍ଯ୍ୟାଳୟରେ ଅସଦାଚରଣ ଅଭିଯୋଗ ହୋଇଥିଲା। ଘଟଣାକୁ ନେଇ ଭାଜପା ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ)ପକ୍ଷରୁ ରାଜ୍ୟ…

ଲକ୍ଷ୍ମୀଙ୍କ ଭସାଣିରେ ମହିଳାଙ୍କ ନାଗିନ୍‌ ଡ୍ୟାନ୍ସ

ପାଟଣା,୧୫ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୂଷାଖରୀ ପଞ୍ଚାୟତ ଭାଲୁ ଘର ଗ୍ରାମର ଜୁଡ଼ାଟାଙ୍ଗର ସାହିର ଲକ୍ଷ୍ମୀମେଢ଼ ଭାସାଣି ବେଳେ ମହିଳାମାନଙ୍କ ମସ୍ତିଭରା ନୃତ୍ୟ ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ମହିଳାମାନେ ଓଡ଼ିଆ ବୀରହ ଗୀତ ମୋନାଲିସା କାହିଁ ଛାଡ଼ି ଚାଲିଗଲୁ…

ସରକାରୀ ନିୟମ ନ ମାନିବାକୁ ଚେତାବନୀ

ଯୋଡ଼ା,୧୫ା୧୦(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ଖଣି କ୍ଷେତ୍ରରେ ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି। ପୋଷ୍ଟର ମାଧ୍ୟମରେ ସରକାରଙ୍କ ନିୟମକାନୁନ ନ ମାନିବା ପାଇଁ ଖୋଲାଖୋଲି ଆହ୍ବାନ ଦିଆଯାଇଛି। ଏହି ପୋଷ୍ଟର ମିଳିବା ପରେ ଅଞ୍ଚଳରେ ମାଓବାଦୀ ପୁଣି ସେମାନଙ୍କର ଉପସ୍ଥିତି ଜାହିର…

ବିଜେଡି ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବା ମୂଳଲକ୍ଷ୍ୟ

ପାଟଣା,୧୪ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଚେମେଣା ପଞ୍ଚାୟତ ଚିଲିଦା ଶିବ ମନ୍ଦିରରୁ ଶୁକ୍ରବାର ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକଙ୍କ ନେତୃତ୍ୱରେ ପଦଯାତ୍ରା ଯମୁନା ପଶି,…

କେନ୍ଦ୍ର ମନ୍ତ୍ରୀଙ୍କ ଗ୍ରସ୍ତକୁ ନେଇ ଭାଜପାର ପ୍ରସ୍ତୁତି ବୈଠକ

କେନ୍ଦୁଝର,୧୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଭାଜପା କାର୍ଯ୍ୟାଳୟଠାରେ ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ସଭାପତିତ୍ୱରେ ଶୁକ୍ରବାର ଆଗାମୀ ତିନିମାସ ପାଇଁ ଏକ ଖସଡ଼ା ପ୍ରସ୍ତୁତ କରାଯାଇଛି। ସଂସଦୀୟ କ୍ଷେତ୍ର ପ୍ରଭାରୀ ସଞ୍ଜୀବ ମହାନ୍ତି, ସଂଯୋଜକ ଶୁକଦେବ ମହାନ୍ତିଙ୍କ ସଂଯୋଜନାରେ ସମସ୍ତ…

ଜାତୀୟ ରାଜପଥରେ ମେଡିଆନ୍‌ ଗଛ ଶୂନ

କେନ୍ଦୁଝର,୧୩ା୧୦(ସ୍ବ.ପ୍ର.): କେନ୍ଦୁଝର ସହର ଦେଇ ଯାଇଥିବା ଜାତୀୟ ରାଜପଥ ୪୯ର ଅନେକ ସ୍ଥାନରେ ରାସ୍ତା ମଝିରେ ହୋଇଥିବା ବୃକ୍ଷରୋପଣ (ମେଡିଆନରେ ଗଛ) ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ମରି ଯାଇଛି। ତେବେ ବର୍ଷେ ନ ପୂରୁଣୁ ଏଭଳି ଗଛ ଶୂନ ହୋଇଯିବା ସମସ୍ତଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri