କେନ୍ଦୁଝର

ସୁଆମ ଶାସନରେ ରାହାସ ପୂଜା ପାଇଁ ଉତ୍ସବ ମୁଖର

ପାଟଣା,୩।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସୁଆମ ଶାସନରେ କାର୍ତ୍ତିକ ମାସ ଏକାଦଶୀ ଠାରୁ ରାଧା କୃଷ୍ଣଙ୍କ ଯୁଗଳ ମୂର୍ତ୍ତୀ ପୂଜା ଅନୁଷ୍ଠିତ ହୋଇଛି। କର୍ତ୍ତାଭାବେ ଦୁର୍ଗାମାଧବ ପତି ଶସ୍ତ୍ରିକ ପୂଜା ଅର୍ଚ୍ଚନା କରିଥିବା…

ଗାଁରେ ମହାବଳ ବାଘର ପଦଚିହ୍ନ ଠାବ: ଖଞ୍ଜା ଗଲା ୩୫ ଟ୍ରାପ କ୍ୟାମେରା

ପାଟଣା,୩/୧୧(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାର ପଡ଼ା ସେକ୍ସନ ମାଛଗଡ ବିଟଗୋପୀନାଥ ପୁର ଗାଁରୁ ୨ଦିନ ତଳେ ଏକ ମହାବଳ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଥିବା କେନ୍ଦୁଝର ଡିଏଫଓ ଏଚଡି ଧନରାଜ ସୋମବାର ସୂଚନା ଦେଇଛନ୍ତି। ଗାଁଟି…

ପରୀକ୍ଷା ଚିନ୍ତାରେ ଆଦିବାସୀ ଛାତ୍ରୀ

କେନ୍ଦୁଝର,୨ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ ଅଧୀନ ଗୋନାସିକାସ୍ଥିତ ଏସ୍‌ଟି, ଏସ୍‌ସି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଥିବା ଅଭିଯୋଗ ହୋଇଛି। ଏ ନେଇ ଛାତ୍ରୀମାନେ ବିଭାଗୀୟ…

ଜାତୀୟ ଏକତା ଦିବସ ଅବସରରେ ପ୍ରକମ୍ପିତ ହେଲା ରାଜରାସ୍ତା, ପଦଯାତ୍ରାରେ ସାମିଲ ହେଲେ ଏମାନେ…

ପାଟଣା ,୩୧।୧୦(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ପକ୍ଷରୁ ଶୁକ୍ରବାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଓ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ପଦଯାତ୍ରା ଅନୁଷ୍ଠିତ ହୋଇଛି। ପଦଯାତ୍ରା ପାଟଣା ଥାନାରୁ ବାହାରି ବଜାର,…

ଟ୍ରକ ଧକ୍କାରେ ବାପା ମୃତ, ଦାଦା-ଝିଅ ଗୁରୁତର

କେନ୍ଦୁଝର,୩୧।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଦ୍ମପୁର କଲେଜ ଛକ ବୁଲାଣି ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ୧୪ ଚକିଆ ଟ୍ରକ ବାଇକ୍‌କୁ ଧକ୍କା ଦେବାରୁ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ପଛରେ ବସିଥିବା…

କୁକୁର କାମୁଡାରେ ୨ ଦିନରେ ୧୦ ଆହତ: ଉତ୍ତ୍ୟକ୍ତ ହୋଇ କୁକୁରକୁ ପିଟିପିଟି ମାରିଦେଲେ ଲୋକେ

ପାଟଣା,୩୧।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ବଜାର ପାଟଣା-କେନ୍ଦେଇପଶି ରାସ୍ତା ରାଣା ଟ୍ରେଡର୍ସ ନିକଟରେ ବୁଧବାର ପୂର୍ବାହ୍ନରେ ଏକ ବୁଲା କୁକୁର କାବୁଲି ବେହେରାଙ୍କ ପୁଅ ପ୍ରୀତି ରାଜ ବେହେରା(୯) ଡିମିରି ଡିହାର ପଙ୍କଜ ବେହେରାଙ୍କୁ ଗୋଡାଇ ଗୋଡେଇ…

ଘର ବାରଣ୍ଡାରେ ଖେଳୁଥିବା ବେଳେ ଶିଶୁପୁତ୍ରର ଗୁପ୍ତାଙ୍ଗ କାଟିଦେଲେ ବଡ଼ ମା’, ୩ ବର୍ଷ ପରେ ସାମ୍ନାକୁ ଆସିଲା ସତ

ପାଟଣା,୩୦।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଚେମେଣା ପଞ୍ଚାୟତ ଭୃଙ୍ଗରାଜପଶି ଗ୍ରାମର ଦେବଶର୍ମା ମୁଣ୍ଡାଙ୍କ ୨ବର୍ଷର ଶିଶୁପୁତ୍ରଙ୍କ ଗୁପ୍ତାଙ୍ଗ କାଟିଦେବା ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିଲା। ମିଳିଥିବା ସୂଚନାନୁସାରେ, ଶିଶୁପୁତ୍ର ରଞ୍ଜନ ମୁଣ୍ଡା ଗତ ୨୦୨୩ ଜାନୁଆରୀ…

ଗାଡି ପଛରେ ସରକାରୀ ଅଫିସର ଲେଖି କରୁଥିଲେ ଗଞ୍ଜେଇ ଚାଲାଣ, ଅବକାରୀ ବିଭାଗ ହାବୁଡରେ ପଡିଗଲେ, ତା’ ପରେ…

ପାଟଣା ,୩୦।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ସାହାରପଡା ଦେଓ ନଦୀ ପୋଲ ଉପରୁ ଏକ ଗଞ୍ଜେଇ ଭର୍ତ୍ତି କାର୍‌ ଜବତ ହୋଇଛି। ଭୁବନେଶ୍ୱର ନାର୍କୋଟିକ କରଞ୍ଜିଆ ଅବକାରୀ ବିଭାଗ…

ବେଆଇନ ଉତ୍ତୋଳନ ବିରୋଧରେ ବାଲି ସତ୍ୟାଗ୍ରହ

ଆନନ୍ଦପୁର,୩୦ା୧୦(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ବୈତରଣୀ ନଦୀରେ କରଗୋଳା ଗ୍ରାମବାସୀଙ୍କ ଦ୍ୱାରା ଚାଲିଥିବା ବାଲି ସତ୍ୟାଗ୍ରହ ଷଷ୍ଠ ଦିନରେ ପହଞ୍ଚିଛି। ପ୍ରବଳ ବର୍ଷା, ପବନ ସତ୍ତ୍ୱେ ଶତାଧିକ ସତ୍ୟାଗ୍ରହୀ ଛତା ଧରି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଦୁର୍ନୀତି ବିରୋଧୀ…

କାରଖାନାର ମନମୁଖୀ କାର୍ଯ୍ୟ: ବର୍ଷାକୁ ଖାତିର ନ କରି ଜାରି ରହିଛି ଆନ୍ଦୋଳନ

କେନ୍ଦୁଝର,୨୯ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ହଳଦିଆଗୁଣା ସ୍ଥିତଏମ୍‌ଏସ୍‌ପି କାରଖାନାରେ ବାହାର ଅଣ ଓଡ଼ିଆ ନିଯୁକ୍ତିକୁ ନେଇ ଗତ ୨୭ ତାରିଖରୁ ଚାଲିଥିବା କାରଖାନା ସମ୍ମୁଖରେ ସ୍ଥାନୀୟ ଲୋକେ ଆନ୍ଦୋଳନ ଜାରି ରଖିଛନ୍ତି। ଏଣେ ଆନ୍ଦୋଳନ ଚାଲିଥିବା ବେଳେ…

ଦୋକାନରୁ ଖାତା କିଣି ଘରକୁ ଫେରୁଥିବାବେଳେ ପାଗଳା କୁକୁର ହାବୁଡରେ ପଡିଗଲେ ନାବାଳକ, ଆଉ ତା’ପରେ…

ପାଟଣା,୨୯।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ବଜାର ପାଟଣା-କେନ୍ଦେଇପଶି ରାସ୍ତା ରାଣା ଟ୍ରେଡର୍ସ ନିକଟରେ ଏକ ବୁଲା କୁକୁର କାମୁଡ଼ାରେ ୯ ବର୍ଷର ନାବାଳକ ଗୁରୁତର ହୋଇଛନ୍ତି। ଗୁରୁତର ନାବାଳକ ଜଣକ ହେଉଛନ୍ତି କାବୁଲି ବେହେରାଙ୍କ ପୁଅ ପଥ୍ବୀରାଜ…

ଶୁଦ୍ଧିକ୍ରିୟାରେ ଯୋଗଦେଇ ଘରକୁ ଫେରୁଥିଲେ ସ୍ବାମୀ-ସ୍ତ୍ରୀ, ରାସ୍ତା ପାର୍‌ ହେଉଥିବାବେଳେ…

ପାଟଣା,୨୯।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ୪୯ ନମ୍ବର ଜାତୀୟ ରାଜପଥ ବାଉଁଶୁଳି ଛକ ନିକଟରେ ବୁଧବାର ପୂର୍ବାହ୍ନରେ ସ୍ବାମୀ ସ୍ତ୍ରୀ ରାସ୍ତା ପାର୍‌ ହେଉଥିବାବେଳେ ସ୍ତ୍ରୀଙ୍କ ଉପରେ ଟ୍ରକ୍‌ ଚଢିଯାଇଛି। ଫଳରେ ଘଟଣାସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri