ଡିଜି କଲେଜ ହେଲା ବିଶ୍ୱବିଦ୍ୟାଳୟ
କେନ୍ଦୁଝର,୧୨ା୨(ସ୍ବ.ପ୍ର.): କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟି ଦେଇଛନ୍ତି। ଜିଲାର ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ୧୯୫୭ରେ ଏହି ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଏହା ଜିଲାର ଏକ ମାତ୍ର ସରକାରୀ ମହାବିଦ୍ୟାଳୟ। ଯେଉଁଠି ଉଭୟ ଛାତ୍ରୀଛାତ୍ର ପାଠ…
୮୦ ଷ୍ଟଲରେ ହେଉଛି କିଣାବିକା
କେନ୍ଦୁଝର,୧୨।୨(ସ୍ବ.ପ୍ର.): କେନ୍ଦୁଝର ଜିଲା କାଳୀପଡ଼ିଆରେ ଦ୍ୱିତୀୟ ଓଡ଼ିଶା ଗ୍ରାମ୍ୟ ମେଳା ଉଦ୍ଘାଟିତ ହୋଇଯାଇଛି। ମେଳାର ଆବାହକ ସଞ୍ଜୟ ସାହୁଙ୍କ ସଭାପତିତ୍ୱରେ କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥିଭାବେ ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ସୁଧା ଦାସ ଅତିଥିଭାବେ…
ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ
ବାଲିକୁଦା,୧୧।୨(ସ୍ବ.ପ୍ର.): ବନ୍ଦର ସାମୁଦ୍ରିକ ଥାନା ଅଧୀନ ଫୁଲୁପାଟଣା ଗ୍ରାମର ସୁଜିତ ବେହେରାଙ୍କ ସ୍ତ୍ରୀ ଟୁକୁନିଙ୍କ ମୃତଦେହ ତାଙ୍କ ଶୋଇବା ଘରୁ ଶନିବାର ରାତିରେ ଜବତ ହୋଇଛି। ଅପରପକ୍ଷେ ଝିଅକୁ ଯୌତୁକ ପାଇଁ ଶାଶୁ ଘର ଲୋକେ ହତ୍ୟା କରିଛନ୍ତି ବୋଲି ବାପଘର…
ଜଙ୍ଗଲ ନିଆଁ ରୋକିବାକୁ ପ୍ରୟାସ
ପାଟଣା,୧୨।୨(ସ୍ବ.ପ୍ର.): ଖରାଦିନ ଆରମ୍ଭ ନ ହେଉଣୁ ବିଭିନ୍ନ ଜଙ୍ଗଲରେ ନିଅଁା ଲାଗୁଥିବା ଦେଖିବାକୁ ମିଳୁଛି। କେନ୍ଦୁଝର ଜିଲା ପାଟଣା ରେଞ୍ଜର ଅଧିକାଂଶ ଜଙ୍ଗଲରେ ଏବେ ନିଅଁା ଲାଗି ଅନେକ ଗଛ ଜଳିପୋଡ଼ି ନଷ୍ଟ ହୋଇଯିବା ସହ ବନ୍ୟପ୍ରାଣୀଙ୍କ ଜୀବନ ମଧ୍ୟ ବିପଦରେ…
ବିନା ପାର୍କିଂରେ ମାର୍କେଟ କମ୍ପ୍ଲେକ୍ସ
କେନ୍ଦୁଝର,୧୧ା୨(ସ୍ବ.ପ୍ର.): କେନ୍ଦୁଝର ସହରରେ ବିନା ପାର୍କିଂ ବ୍ୟବସ୍ଥାରେ ବ୍ୟବସାୟିକ କେନ୍ଦ୍ର ଗଢ଼ି ଉଠିଥିବାରୁ ଟ୍ରାଫିକ ସମସ୍ୟା ଗୁରୁତର ହୋଇପଡ଼ିଛି। ତେବେ ଏ ନେଇ ପୌର ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଉ ନ ଥିବାରୁ ଏଭଳି ଅସନ୍ତୋଷ ବଢୁଛି। ସ୍ଥାନୀୟ ରାମରାମ ଗଳିରେ…
ହାତୀ ଦାନ୍ତ ଜବତ, ଜଣେ ଗିରଫ
କେନ୍ଦୁଝର,୧୧ା୨(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ଘଟଗାଁ ଥାନା ମେଲାଣ ଗ୍ରାମ ନିକଟ ଏନ୍ଏଚ୍ ୨୦ ନିକଟରୁ ବନ ବିଭାଗ ଜଣେ ହାତୀ ଦାନ୍ତ ଚୋରଙ୍କୁ ଗିରଫ କରିଛି। ତାଙ୍କ ଠାରୁ ୧୦.୧୬୦ କିଲୋର ଆଠ ଖଣ୍ଡ ଦାନ୍ତ ଜବତ କରିଥିବା ବେଳେ ସେଥିରୁ…
ବେଙ୍ଗ ତରକାରି ଖାଇ ଜଣେ ମୃତ, ଜଣେ ଗୁରୁତର
କେନ୍ଦୁଝର,୧୧ା୨(ସ୍ବ.ପ୍ର.): ବାମେବାରୀ ଥାନା ଅନ୍ତର୍ଗତ ଗୁରୁଡ଼ା ଗ୍ରାମରେ ବେଙ୍ଗ ତରକାରି ଖାଇ ଜଣେ ବାଳିକାର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ଥିବା ଜଣାପଡ଼ିଛି। ମୃତକଙ୍କ ନାମ ସୁମିତ୍ରା ମୁଣ୍ଡା (୬) ବୋଲି…
ବାଇକ୍କୁ ଧକ୍କା ଦେଲା କାର୍, ଜଣେ ମୃତ
ଆନନ୍ଦପୁର,୧୧ା୨(ସ୍ବ.ପ୍ର.): ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥର ନୂଆଗାଁ ଛକ ନିକଟରେ କେନ୍ଦୁଝର ପାର୍ଶ୍ୱରୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ଜଣେ ବାଇକ୍ ଆରୋହୀଙ୍କୁ ପଛରୁ ଧକ୍କା ଦେଇ ରାସ୍ତା ତଳକୁ ଓଲଟିପଡ଼ିଥିଲା। ସ୍ଥାନୀୟ…
କେନ୍ଦୁଝର ଦେଇ ଚଳାଚଳ କଲା ରାଞ୍ଚି-ଭେଲୁପୁରମ ଏକ୍ସପ୍ରେସ୍
କେନ୍ଦୁଝର,୧୧ା୨(ସ୍ବ.ପ୍ର.): ଭାରତୀୟ ରେଳବାଇ ପକ୍ଷରୁ ରାଞ୍ଚିଠାରୁ ଭେଲୁପୁରମ ଭାୟା କେନ୍ଦୁଝର ଦେଇ ଏକ ସାପ୍ତାହିକ ସ୍ପେଶାଲ ଏକ୍ସପ୍ରେସ୍ ଟ୍ରେନ୍ ସାମୟିକ ଭାବେ ଚଳାଚଳ କରିଛି। ଦକ୍ଷିଣ-ପୂର୍ବ ରେଳବାଇର ସହକାରୀ ଟ୍ରାନ୍ସପୋର୍ଟ ମ୍ୟାନେଜର କୌଶିକ ମୁଖାର୍ଜୀଙ୍କ ଦସ୍ତଖତରେ ପ୍ରକାଶିତ ବିଜ୍ଞପ୍ତିରେ, ଏହି ସ୍ବତନ୍ତ୍ର…
ଟ୍ରକ୍ ଚାଳକଙ୍କୁ ଆକ୍ରମଣ କରି ଲୁଟ୍: ୨ ଭାଇ ଗିରଫ
ବଡ଼ବିଲ,୧୧ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ନାଲଦାଠାରେ ଦୁଇଜଣ ଟ୍ରକ ଚାଳକଙ୍କୁ ଆକ୍ରମଣ କରି ଟଙ୍କା ଲୁଟିବା ଅଭିଯୋଗରେ ପୋଲିସ ଦୁଇ ଅଭିଯୁକ୍ତ ଭାଇଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଦିରଫ ଦୁଇ ଅଭିଯୁକ୍ତ ଭାଇ ହେଲେ…
ଟ୍ରକ୍ ଧକ୍କାରେ ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ
ପାଟଣା,୧୧।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା କେନ୍ଦେଇପଶି ରାସ୍ତା ମାଧପୁର ଛକ ନିକଟରେ ଶନିବାର ପୂର୍ବାହ୍ନରେ ଏକ ୧୨ ଚକିଆ ଟ୍ରକ ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ କେନ୍ଦେଇପଶି ପଞ୍ଚାୟତ ଖୁଣ୍ଟାପଡା ଗ୍ରାମର…
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରଶାସନ ତତ୍ପର
କେନ୍ଦୁଝର,୧୧।୨(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୩ ତାରିଖରେ କେନ୍ଦୁଝର ଜିଲା ଗସ୍ତରେ ଆସୁଥିବା ନେଇ ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିଲେ ହେଁ ଅଧିକାରୀସ୍ତରରେ କାର୍ଯ୍ୟକ୍ରମ ନେଇ କୌଣସି ସୂଚନା ଦିଆଯାଇନାହିଁ। ଗ୍ରସ୍ତ…
Archives


