କେନ୍ଦୁଝର

ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ: ୯ ଗୋରୁ ଉଦ୍ଧାର

ପାଟଣା ,୧୬।୧୧(ବୀର କିଶୋର ଦାଶ)କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା ମୁମ୍ବାଇ କଲିକତା ୪୯ ନମ୍ବର ଜାତୀୟ ରାଜପଥ ବାଉଁଶୁଳି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ତୁରୁମୁଙ୍ଗା ପୋଲିସ ଜବତ କରିଛି ।…

ଡେଲି ମାର୍କେଟ୍‌ ରାସ୍ତା ବିପଦପୂର୍ଣ୍ଣ

ଯୋଡ଼ା,୧୬ା୧୧(ମାନସ ମହାନ୍ତି)କେନ୍ଦୁଝର ଜିଲା ଯୋଡ଼ା ସହରର ମୁଖ୍ୟ ପରିବା ବଜାରକୁ ରାସ୍ତା ନାହିଁ। ନିମ୍ନମାନର ନିର୍ମାଣ ଯୋଗୁ ରାସ୍ତା ଅବସ୍ଥା ଏପରି ହୋଇଛି ଯେ, ପ୍ରତିଦିନ ପରିବା ବ୍ୟବସାୟୀ, ଗ୍ରାହକମାନେ ଖସି ପଡ଼ି ଆହତ ହେଉଛନ୍ତି। ବିପଦପୂର୍ଣ୍ଣ ରାସ୍ତାକୁ ନେଇ ବ୍ୟବସାୟୀ…

ହଷ୍ଟେଲରେ ୩ୟ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ

କେନ୍ଦୁଝର, ୧୪ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ ଗୋନାସିକା ପଞ୍ଚାୟତ ଯନ୍ତାରୀ ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ରୋଷେୟା ଅସଦାଚରଣ କରିଛନ୍ତି। ଛାତ୍ରୀ ବିରୋଧ କରିବାରୁ ରୋଷେୟା ମାଡ଼ ମାରିଥିବା ଜଣାପଡ଼ିଛି। ଘଟଣା ପରେ…

ନିଆରା ବାନ୍ଦନା ପର୍ବ: ଉତ୍ସବ ମୁଖର କେନ୍ଦୁଝର

ପାଟଣା,୧୨।୧୧(ବୀର କିଶୋର ଦାଶ): କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲାରେ କାଳୀ ପୂଜା ଏବଂ ଆଲୋକର ପର୍ବ ଦୀପାବଳିକୁ ୩ ଦିନ ଧରି ଧୂମ୍‌ଧାମରେ ହର୍ଷ ଉଲ୍ଲାସ ମଧ୍ୟରେ ମଧ୍ୟରେ ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ କୁଡୁମୀ ସମ୍ପ୍ରଦାୟର ଲୋକେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସରେ…

କେନ୍ଦୁଝର ବଜାରରେ ପଶ୍ଚିମବଙ୍ଗ ଫୁଲର ଚାହିଦା

କେନ୍ଦୁଝର,୧୨।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଚଳିତ ବର୍ଷ କେନ୍ଦୁଝର ବଜାର ରାସ୍ତା କଡରେ ବିଭିନ୍ନ ରଙ୍ଗର ଗେଣ୍ଡୁ ଫୁଲ ଓ ମାଳ ଦେଖିବାକୁ ମିଳିଛି।  ଏହି ମାଳ ୧୦ରୁ ୨୦ ଟଙ୍କା ହିସାବରେ ବେପାରୀମାନେ ରାସ୍ତା କଡ଼ରେ ଛିଡ଼ା ହୋଇ ବିକ୍ରି କରୁଛନ୍ତି।…

ଲକ୍ଷାଧିକ ଟଙ୍କାର ବିଦ୍ୟୁତତାର ଚୋରି ଘଟଣାର ପର୍ଦ୍ଦାଫାଶ: ୫ କୁଖ୍ୟାତ ଚୋର ଗିରଫ

ପାଟଣା,୧୧ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଡିଆନାଳି ବିଦ୍ୟୁତ୍‌ ସବ୍‌ଷ୍ଟେଶନରୁ ଗତ ଅକ୍ଟୋବର ୨୪ ବିଳମ୍ବିତ ରାତିରେ ସଶସ୍ତ୍ର ଆକ୍ରମଣ ଓ ଭୟଭୀତ କରାଇ ଲକ୍ଷାଧିକ ଟଙ୍କାର ଆଲୁମିନିୟମ ବିଦ୍ୟୁତତାର ଚୋରି ଘାଟଣାର ପାଟଣା ପୋଲିସ ଶନିବାର ପର୍ଦ୍ଦାଫାଶ କରିଛି।…

ଖଣିରେ ଅତଡ଼ା ଖସି ମହିଳାଙ୍କ ଜୀବନ ଗଲା

କଣ୍ଟିପାଳ,୧୧ା୧୧(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ସୋସୋ ଥାନା ଅଧୀନ ଅସିଆ ଗ୍ରାମର ରମେଶ ମୁଣ୍ଡାଙ୍କ ସ୍ତ୍ରୀ ରୀନା କାଠ ଗୋଟାଇବା ପାଇଁ ନିକଟସ୍ଥ ଏକ ଚୋରା ମୋରମ ଖଣି…

ହାତୀ ମୃତ୍ୟୁ ଘଟଣାରେ ୫ ଜଣଙ୍କୁ ବାନ୍ଧିଲା ପୋଲିସ

କେନ୍ଦୁଝର,୧୧ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ରେଞ୍ଜ ଅନ୍ତର୍ଗତ ସଲେଇକେନା ପଞ୍ଚାୟତ ଅନ୍ତର୍ଗତ ଗାଡିମରା ଜୁଆଙ୍ଗ ସାହି ନିକଟରେ ବିଦ୍ୟୁତ ଆଘାତରେ ଦନ୍ତାହାତୀର ମୃତ୍ୟୁ ଘଟଣାରେ ବନ ବିଭାଗ ୫ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଜନସନପୁର ଗ୍ରାମର ଚିତ୍ରସେନ ମୁଣ୍ଡା(୩୩), ଜିତୁ…

କେନ୍ଦୁଝରରୁ ଚୋରି ବୋଲେରୋ କୋଲକାତାରୁ ଜବତ, ଜଣେ ଗିରଫ

କେନ୍ଦୁଝର,୧୧ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜଗନ୍ନାଥପୁରରୁ ବୋଲେରୋ ଚୋରି ଘଟଣାରେ ଟାଉନ ଥାନା ପୋଲିସ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ତାଙ୍କଠାରୁ ଚୋରି ବୋଲେରୋ ଜବତ ହୋଇଥିବା ଶନିବାର ଏକ ପ୍ରେସ୍‌ମିଟ୍‌ରେ ପୋଲିସ କହିଛି। ଗିରଫ ଅଭିଯୁକ୍ତଙ୍କ ନାମ…

ଆଖି ବୁଜିଲା ଆଉ ଏକ ହାତୀ

କେନ୍ଦୁଝର,୧୦ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଡିଭିଜନ ତେଲକୋଇ ରେଞ୍ଜ ଅନ୍ତର୍ଗତ ସଲେଇକେନା ଗ୍ରାମ ନିକଟ ଜଙ୍ଗଲରେ ଏକ ପ୍ରାୟ ୨୦ ବର୍ଷର ଦନ୍ତା ହାତୀର ମୃତ୍ୟୁ ହୋଇଛି। ଦଳରେ ଥିବା ଦୁଇ ଦନ୍ତାହାତୀଙ୍କ ମଧ୍ୟରେ ଲଢ଼େଇ ଯୋଗୁ ଗୋଟିଏର ମୃତ୍ୟୁ ହୋଇଥିବା…

କନକ ଜୁଏଲେରିରେ ଧନ୍‌ତେରାସ୍‌ ଅଫର

କେନ୍ଦୁଝର,୧୦ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲାର ଭରସାଯୋଗ୍ୟ ବିଏସ୍‌ ମଲରେ ଥିବା କନକ ଜୁଏଲେରି ପକ୍ଷରୁ ଧନତେରାସ ଓ ଦୀପାବଳୀ ପାଇଁ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି। ବିଏସ ମଲର ପରିଚାଳକ ବିଶ୍ବନାଥ ରାଉଳଙ୍କ କହିବା ଅନୁଯାୟୀ କନକ ଜୁଏଲାରୀରୁ ୫୦ ଲକ୍ଷ…

ପ୍ରୀତମ ଜୁଏଲେରି ଉଦ୍‌ଘାଟିତ

କେନ୍ଦୁଝର,୧୦ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସହର ଲାବଣ୍ୟଛକ ନିକଟରେ ଅତ୍ୟାଧୁନିକ ସୁନା ଗହଣା ଦୋକାନ ‘ପ୍ରୀତମ ଜୁଏଲେରୀ’ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ବଲିଉଡ଼ ଅଭିନେତ୍ରୀ ଫାତିମା ସାନା ସେଖ୍‌ ଫିତାକାଟି ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଫାତିମା ସୁନା ଗହଣା ଦୋକାନକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri