କେନ୍ଦୁଝର

ପୁଣି ଏକ ହାତୀର ଗଳିତ ମୃତଦେହ ମିଳିଲା

କେନ୍ଦୁଝର,୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଲିବନ୍ଧ ବିଟର ଗମୁରା ସେକସନ ଚମକପୂର ଜଙ୍ଗଲରୁ ବନ ବିଭାଗ ଏକ ବୟସ୍କ ହାତୀର ଗଳିତ ମୃତଦେହ ଜବତ କରିଛି। ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ହାତୀଟି ମରିଥିବା ଅନୁମାନ କରାଯାଉଛି। ଏହା…

ସ୍କୁଟି ଆରୋହୀଙ୍କ ମୁଣ୍ଡରେ ଚଢ଼ିଗଲା ଟ୍ରକ୍‌, ଚାଲିଗଲା ଜୀବନ

କେନ୍ଦୁଝର,୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥର ସିଲିସୁଆଁ ହାଇଓ୍ବେ ରେଷ୍ଟୁରାଣ୍ଟ ସମ୍ମୁଖ ବୁଲାଣି ନିକଟରେ ଶୁକ୍ରବାର ଏକ(ଓଡିଜିର-୫ପି-୪୫୮୫)ବିଶିଷ୍ଟ ୧୪ଚକିଆ ଟ୍ରକ୍‌ ଧକ୍କାରେ(ଓଡି-ଜିରୋ-୯ଏମ-୪୭୮୯)ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ପଳାଶପଙ୍ଗା ବିଟ୍‌ ଅନ୍ତର୍ଗତ…

ବିଜେଡିରେ ମିଶିବା ଚର୍ଚ୍ଚା: ଗୁଜବ କହିଲେ ମନୋଜ

ହାଟଡ଼ିହୀ,୫l୪(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ଜୟଦେବ ଯେନାଙ୍କ ପୁଅ ଇଂ. ମନୋଜ କୁମାର ଯେନା ବିଜେଡିରେ ମିଶିବେ ବୋଲି କିଛି ଦିନ ହେବ ଚର୍ଚ୍ଚା ଚାଲିଛି। ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର…

୫ ବର୍ଷର ନାବାଳିକାଙ୍କୁ ବଳାତ୍କାର କରି ୨୦ ବର୍ଷ ଜେଲ୍‌ ଗଲେ ୫୩ ବର୍ଷୀୟ ବ୍ୟକ୍ତି

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍‌ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଗୁରୁବାର ୫ ବର୍ଷ ବୟସ୍କା ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଜଣେ ୫୩ ବର୍ଷ ବ୍ୟକ୍ତିଙ୍କୁ ୨୦ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ କରିବା…

ଦୁର୍ଘଟଣା ପରେ ପୋଡ଼ାଜଳା: ପୋଲିସ-ଜନତା ମୁହାଁମୁହିଁ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ ଅଁରା-ଫୁଲଝର ରାସ୍ତା ନିକଟରେ ପ୍ଲାଣ୍ଟ ରାସ୍ତାରେ ବୁଧବାର ରାତିରେ ଏକ ହାଇଓ୍ବା (ଓଡି ୦୯ଜେଡ୍‌/ ୧୯୦୮)ଧକ୍କାରେ ସ୍ଥାନୀୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ସନ୍ତୋଷ ଦେହୁରୀ ଓ ଘର ବିନିନ୍ଦା…

ନାଳପାଣି ଭରସାରେ ୪୦ ପରିବାର

ଆନନ୍ଦପୁର,୪ା୪(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ କଣ୍ଟିପାଳ ପଞ୍ଚାୟତ ଝାଲିସାହିରେ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଖରାର ପ୍ରକୋପ ବଢ଼ିଥିବାରୁ ଗ୍ରାମବାସୀ ପାଣି ପାଇଁ ଡ଼ହଳବିକଳ ହେଉଛନ୍ତି। ଗ୍ରାମରେ ଥିବା ନଳକୂପ ଖରାପ ହୋଇଯାଇଥିବାରୁ ପାହାଡ଼ି ନାଳରୁ…

ବିଜେଡିମୁହାଁ ଜୟଦେବଙ୍କ ପୁଅ

ସୋସୋ,୪ା୪(ସତ୍ୟବ୍ରତ ଜେନା)ନିର୍ବାଚନ ଯେତିକି ପାଖଉଛି କେନ୍ଦୁଝର ଜିଲାରେ ରାଜନୀତି ପାଣିପାଗ ସେତିକି ସରଗରମ ହେଉଛି। ରାଜ୍ୟର ପ୍ରମୁଖ ନେତା ଓ ତାଙ୍କ ପୁଅ ଦଳ ବଦଳରେ ଲାଗି ରହିଥିବା ବେଳେ ଜିଲାରେ ମଧ୍ୟ ତାହାର ପ୍ରଭାବ ପଡ଼ିବ ବୋଲି ଆଲୋଚନା ହେଉଛି।…

ଅନୁମୋଦନ ନା ଅନୁକମ୍ପା

ଯୋଡ଼ା,୪ା୪(ମାନସ ମହାନ୍ତି)କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ତଥା ଚମ୍ପୁଆ ରେଞ୍ଜ ଅଧୀନରେ ଥିବା ଇଙ୍ଗାଣିଝରଣ ଖଣିରେ ବନାଞ୍ଚଳ ରାସ୍ତାରେ ଖଣିଜ ପରିବହନ ହେଉଛି। ଏ ନେଇ ଅଭିଯୋଗ ପରେ ବନ ବିଭାଗ ଉକ୍ତ ରାସ୍ତାକୁ ଖୋଳି ଦେଇଥିଲା। ମାତ୍ର କିଛି…

ପ୍ରେମିକାଙ୍କୁ ଖୁସି କରିବାକୁ ଚୋରି

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ସହରର ବିଭିନ୍ନ ସ୍ଥାନରୁ ବାଇକ୍‌ ଚୋରି ଘଟଣାରେ ଟାଉନ ଥାନା ପୋଲିସ ଏକ ର଼୍ୟାକେଟକୁ ଠାବ କରିଛି। ମଙ୍ଗଳବାର ୩ ଇଞ୍ଜନିୟରିଂ ଛାତ୍ରଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟେ ବାଇକ୍‌ ଓ ମୋବାଇଲ ଜବତ କରିଥିବା ଜଣାପଡ଼ିଛି।…

କଟିଲା ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁଙ୍କ ଟିକେଟ୍‌, ଏଥର ଧନୁର୍ଜୟ ସିଦ୍ଧୁ କେନ୍ଦୁଝର ବିଜେଡି ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୩ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଳମ୍ବରେ ହେଉ ପଛେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର କେନ୍ଦୁଝର ଲୋକ ସଭା ପାଇଁ ପୂର୍ବତନ ବିଧାୟକ ଧନୁର୍ଜୟ ସିଦ୍ଧୁଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଘୋଷଣା ପରେ ଦୀର୍ଘଦିନ ଧରି ଅପେକ୍ଷା କରିଥିବା ତାଙ୍କ ସମର୍ଥକମାନଙ୍କ…

ହୋଟେଲରୁ ମିଳିଲା ଝୁଲନ୍ତା ମୃତଦେହ: ହତ୍ୟା ଅଭିଯୋଗ

ବଡ଼ବିଲ,୩।୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ହୋଟେଲ ଲକି ଇଣ୍ଡିଆର ଷ୍ଟାଫ କ୍ୱାର୍ଟରରୁ ବୁଧବାର ଜଣେ ଆସିଷ୍ଟାଣ୍ଟ ସେଫ(ସହକାରୀ ରୋଷେୟା)ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ଯାଜପୁର ଜିଲା ବରିସ୍ଥିତ ଅରଙ୍ଗାବାଦ ଅଞ୍ଚଳର ୨୪ ବର୍ଷୀୟ ପବିତ୍ର…

ପଦ୍ମଶ୍ରୀ ମାଗୁଣି କୁଅଁର ଅସୁସ୍ଥ, ଡାକ୍ତରଖାନାରେ ହେଲେ ଭର୍ତ୍ତି

କେନ୍ଦୁଝର,୨।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରର ବିଶିଷ୍ଟ କଣ୍ଢେଇ ନୃତ୍ୟ ଶିଳ୍ପୀ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଆଜି ହଠାତ ଅସୁସ୍ଥ ହୋଇ ପଡିଛନ୍ତି। ତାଙ୍କୁ ତୁରନ୍ତ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅଧିକ ଚିକିତ୍ସା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri