କେନ୍ଦୁଝର

ଟ୍ରାନ୍ସଫର୍ମର ଅଚଳ: ୩ ମାସ ହେଲା ଅନ୍ଧାରରେ ଗ୍ରାମବାସୀ

କେନ୍ଦୁଝର,୭ା୯(ସ୍ବ.ପ୍ର.): ତେଲକୋଇ ବ୍ଲକ ଅନ୍ତର୍ଗତ ରାଇସୁଆଁ ପଞ୍ଚାୟତର ଦୁର୍ଗମ ମାର୍ଦ୍ଦା ଗ୍ରାମର ମଲାରବେଡ଼ା ସାହିରେ ୩ ମାସ ହେଲା ଲୋକେ ଅନ୍ଧାରରେ ରହୁଥିଲେ ହେଁ କାହାରି ନଜର…

4 years ago

ବିନା ସିଟିଓ ପ୍ରମାଣପତ୍ରରେ ଚାଲିଛି ହୋଟେଲ, ଲଜ୍‌

କେନ୍ଦୁଝର, ୭।୯ (ସ୍ବ.ପ୍ର): କେନ୍ଦୁଝର ଜିଲାରେ ଦିନକୁ ଦିନ ବୃଦ୍ଧିପାଉଛି ହୋଟେଲ, ଲଜ୍‌ ଶିଳ୍ପ। କେନ୍ଦୁଝର ସହର ସମେତ ଜିଲାର ବିଭିନ୍ନ ସହରରେ ବଡ଼ ବଡ଼ ହୋଟେଲ…

4 years ago

୧୧ ହଜାର ଜାଲ୍‌ ନୋଟ ଜବତ

ଆନନ୍ଦପୁର,୬।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବିରିଡିହା ବଦାରରୁ ମଙ୍ଗଳବାର ଜାଲ ନୋଟ ଜବତ ହୋଇଛି । ଜଣେ ବୃଦ୍ଧଙ୍କ ଠାରୁ ୨୦୦ ଓ ୧୦୦ ଟଙ୍କିଆର…

4 years ago

ଉଠା ଜଳସେଚନ ପ୍ରକଳ୍ପରେ ବିଦ୍ୟୁତ୍‌ କାଟ୍‌: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ

କେନ୍ଦୁଝର,୫ା୯(ସ୍ବ.ପ୍ର.): ସଦର ବ୍ଲକ ମଙ୍ଗଳାପଶି ଗ୍ରାମରେ ଥିବା ଦୁଇଟି ଉଠା ଜଳସେଚନ ପ୍ରକଳ୍ପ ଉପରେ ସ୍ଥାନୀୟ ଗରିବ ଆଦିବାସୀ ଓ ଅଣଆଦିବାସୀ ଚାଷୀମାନେ ନିର୍ଭର କରି ଚଳିଆସୁଛନ୍ତି।…

4 years ago

ମନ ମୋହିଲା ୨୨ ହାତୀଙ୍କ ଜଳକ୍ରୀଡ଼ା

ପାଟଣା, ୫।୯(ସ୍ବ. ପ୍ର.):କେନ୍ଦୁଝର ଜିଲା ପାଟଣା ରେଞ୍ଜ୍‌ରେ ୨୨ ଟିକିଆ ବଣୁଆ ହାତୀପଲ ଏକ ସପ୍ତାହ ଧରି ଉପଦ୍ରବ ଜାରି ରଖି ୬ରୁ ଉଦ୍ଧର୍‌ବଗରିବ ଲୋକଙ୍କ ଘର…

4 years ago

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଡ଼ବିଲ,୪।୯(ସ.ପ୍ର.):କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ବେଳକୁଣ୍ଡିସ୍ଥିତ ନନ୍ଦି ପେଟ୍ରୋଲ ପମ୍ପ ନିକଟରୁ ପୋଲିସ ରବିବାର ଅପରାହ୍ନରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ଉଦ୍ଧାର କରିଛି। ମୃତ…

4 years ago

ଜିଲାପରିଷଦ-ବିଧାୟକ ମୁହାଁମୁହିଁ ଘଟଣା: ମହିଳା କମିଶନ ଓ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ଜିଲାପରିଷଦ ସଭ୍ୟ

ଆନନ୍ଦପୁର,୩ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ପରିସରରେ ଗତ ଅଗଷ୍ଟ ୩୦ରେ ହୋଇଥିବା ଚତୁର୍ଥ ପଞ୍ଚାୟତ ସମିତି ବୈଠକରେ ୩ ନଂ ଜୋନ୍‌ ଜିଲାପରିଷଦ ସଭ୍ୟା ଅସୀମା…

4 years ago

ମେଡିକାଲ ଛାତରୁ ଖସିଲା ପ୍ଲାଷ୍ଟର, ଅଳ୍ପକେ ବର୍ତ୍ତିଗଲେ…

ଆନନ୍ଦପୁର,୩ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର ଶିଶୁ ଓ ମାତୃ ସ୍ବାସ୍ଥ୍ୟକେନ୍ଦ୍ରର ଶନିବାର ମଧ୍ୟାହ୍ନରେ ୩ ମହଲା ଛାତରୁ ପ୍ଲାଷ୍ଟର ଖସିିଛି। ଏହି ବିଲ୍ଡିଂର…

4 years ago

ମେସର୍ସ କେସିଏସ୍‌ କ୍ୟାମ୍ପ ଭାଙ୍ଗିଲେ, ମେଶିନ ପୋଡ଼ିଦେଲେ

କେନ୍ଦୁଝର, ୩ା୯ (ସ୍ବ.ପ୍ର.): କେନ୍ଦୁଝର ଜିଲା ନୟାକୋଟ ଥାନା ଅଧୀନ କାଦକଳା ଗ୍ରାମ ନିକଟ ଜମ୍ଭିରିପଶିଠାରେ ସ୍ଲରି ପାଇପ୍‌ ଲାଇନ ବିଛାଇବା କାମ କରୁଥିବା ମେସର୍ସ କେସିଏସ୍‌…

4 years ago

ଡଅଁର ପଞ୍ଚାୟତରେ ଲୋକାୟୁକ୍ତଙ୍କ ଟିମ୍‌ : ତଦନ୍ତ ଆରମ୍ଭ

ହାଟଡିହୀ,୨।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡଅଁର ପଞ୍ଚାୟତରେ ସରକାରୀ ଅନୁଦାନ ଆତ୍ମସାତ ହୋଇଥିବା ନେଇ ଓଡ଼ିଶା ଲୋକୟୁକ୍ତଙ୍କ ତଦନ୍ତକାରୀ ଦଳ ଶୁକ୍ରବାର ପଞ୍ଚାୟତରେ ପହଞ୍ଚି ତଦନ୍ତ…

4 years ago