ଫାଇଲ ତଳେ ଚାପି ହୋଇଛି ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ପାଣି ମୁନ୍ଦେ ପାଇଁ…
ମହାକାଳପଡ଼ା,୨୫ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବରକନ୍ଧା ପଞ୍ଚାୟତ ସ୍ଥାନୀୟ ତେନ୍ତୁଲି କନ୍ଧା ଗାଁରେ ପାଣି ମୁନ୍ଦେ ପାଇଁ ଠାକୁରାଣୀଙ୍କ ଚନ୍ଦନ ପୋଖରୀ ଉପରେ ନିର୍ଭରକରନ୍ତି। ଗାଁରେ ଦୁଇଟି ୱାର୍ଡ଼ର ୧ ହଜାରରୁ ଅଧିକ ଜନସଂଖ୍ୟା…
ମହାନଦୀ ଗର୍ଭରେ ଲୀନ ହେଉଛି ବାହାକୁଦ କାଜୁ ଜଙ୍ଗଲ
ମହାକାଳପଡ଼ା,୨୪ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ସାମୁଦ୍ରିକ ଢେଉ ଯୋଗୁ କାଜୁ ଜଙ୍ଗଲରୁ ୫ ଶହ ଗଛ ମହାନଦୀ ଗର୍ଭରେ ଲୀନ ହୋଇଗଲାଣି। ବ୍ଲକ୍ର ରାମନଗର ୩୫୪ ଏକରରେ ୧୦ ହଜାର ଗଛ, ପିତାପାଟ ୧୮୨ ଏକରରେ…
ଛାତ୍ରୀ ଗଣବଳାତ୍କାର ମାମଲାର ନୂଆ ମୋଡ଼: ସ୍କୁଲରେ ଯାଞ୍ଚ କଲେ ୩ ଜଣିଆ ଟିମ୍
ରାଜକନିକା,୨୩ା୨(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳର ଏକ ସ୍କୁଲର ଜଣେ ୧୩ ବର୍ଷିଆ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣା ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। ସୋମବାର ଜିଲା ଉପଶିକ୍ଷା ଅଧିକାରୀ ଶୁଭସ୍ମିତା ତ୍ରିପାଠୀ, ଦିପ୍ତୀ ନାୟକ…
ଆସୁଛି ଲଘୁଚାପ: ଖୋଲା ଆକାଶ ତଳେ ମଣ୍ଡିରେ ଗଦା ହୋଇଛି ଚାଷୀଙ୍କ ଧାନ
ମହାକାଳପଡ଼ା,୨୩ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ମଣ୍ଡିରେ ଧାନ ପକାଇ ଚାଷୀମାନେ ଲୁହ ଗଡାଉଛନ୍ତି। ବଙ୍ଗୋପସାଗର ଉତ୍ତର ପୂର୍ବରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଦିନେ ଦୁଇଦିନ ମଧ୍ୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଘନ କୁହୁଡି ହେବା…
ପାଣି ମୁନ୍ଦେ ପାଇଁ ଆଉଟୁପାଉଟୁ ଦେଶୀ, ବିଦେଶୀ ପକ୍ଷୀ
ମହାକାଳପଡ଼ା, ୨୩ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଉପକୂଳ ମହାନଦୀ ତ୍ରିକୋଣ ଭୂମି ଅବବାହିକା ଅଞ୍ଚଳରେ ଗାଡିଆପୋଖରୀ ଖାଲ ପାଟ ଶୁଖିଗଲାଣି । ପାଣି ଅଭାବ ଯୋଗୁ ଦେଶୀ ବିଦେଶୀ ପକ୍ଷୀଙ୍କ ଖାଦ୍ୟାଭାବ ଦେଖିବାକୁ ମିଳୁଛି। ବିଶେଷକରି ବତୀଘର, ନିପାଣିଆ,…
ଛାତ୍ରୀଙ୍କୁ ଗଣ ବଳାତ୍କାର ମାମଲା, ୫ କୋର୍ଟ ଚାଲାଣ
କେନ୍ଦ୍ରାପଡା/ରାଜକନିକା, ୨୧ା୨(ଜଗନ୍ନାଥ ଧଳ/ ସଞ୍ଜୟ କୁମାର ଦାଶ/ ରବୀନ୍ଦ୍ର କୁମାର ଦାଶ):କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ଓଳାଭର ଅଞ୍ଚଳର ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ଜଣେ ଛାତ୍ରୀଙ୍କୁ ଜାନୁଆରୀ ୧୪ ତାରିଖରେ ଗଣବଳାତ୍କାର କରାଯାଇଥିବା ନେଇ ଛାତ୍ରୀଜଣକ ତାଙ୍କ ମା’ଙ୍କୁ…
ଜମ୍ବୁ-ମାର୍ଶାଘାଇ ରାସ୍ତା ହେବ ଦୋହରୀକରଣ, ନିର୍ମାଣ ହେବ ନୂଆ ଏୟାର ଷ୍ଟ୍ରିପ୍
ମହାକାଳପଡ଼ା, ୧୯ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ-ଜମ୍ବୁ ରାସ୍ତାର ଉନ୍ନତି ଓ ପ୍ରଶସ୍ତୀକରଣ ପ୍ରକଳ୍ପ ନିମନ୍ତେ ମହାକାଳପଡ଼ା ତହସିଲ ଅନ୍ତର୍ଗତ ଦୁଇଟି ଗ୍ରାମ ତଥା ଚଡେଇଗୁଅଁା ଓ ମହାକାଳପଡା ରାଜସ୍ବ ଗ୍ରାମର ପ୍ରସ୍ତାବିତ ୦. ୯୮୯୦ ଏକର ଘରୋଇ ଜମି…
ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି
ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ ସେଠାରେ ଫସିଥିବା ଅଭିଯୋଗ ହୋଇଛି। ଏକ ପ୍ଲାଏଉଡ୍ କାରଖାନାରେ କାମ କରୁଥିବା ଏହି…
ଫେବୃଆରୀ ୧୦ରେ ଘରକୁ ଆସିବାକୁ କାଟିଥିଲେ ଟିକେଟ: ଗାଁରେ ମୃତଦେହ
ଆଳି,୧୩ା୨(ବନମାଳୀ ସେନାପତି ): କେନ୍ଦ୍ରାପଡ଼ା ଜିଲା ଆଳି ଥାନା କଣ୍ଟିପୁର ଗ୍ରାମର ମାନସ ସାହୁଙ୍କ ପୁଅ ଅନନ୍ତ(୩୭)ଦୁବାଇରେ ପାଣି ପାଇପ ମିସ୍ତ୍ରି କାମ କରୁଥିବା ବେଳେ ଫେବୃଆରୀ ୧୦ରେ ଘରକୁ ଫେରିବା ନିମନ୍ତେ ଟିକେଟ କାଟିଥିଲେ। କିନ୍ତୁ ଫେବୃଆରୀ ୧୦ ତାରିଖ…
କଣ୍ଟେନରରେ ରାଜ୍ୟ ବାହାରକୁ ଧାନ ଚାଲାଣ
ମହାକାଳପଡ଼ା,୧୩ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରୁ କୋଲକାତା, ଆନ୍ଧ୍ରପ୍ରଦେଶ, ରାୟପୁର, ଛତିଶଗଡ, ମଧ୍ୟପ୍ରଦେଶ, ବିହାର, ସିକିମ ଓ ନାଗାଲାଣ୍ଡ ଆଦି ରାଜ୍ୟକୁ ମୋଟା ଓ ବାସ୍ମତି ଧାନ ବଡ଼ ବଡ଼ ଟ୍ରକ୍ ଓ କଣ୍ଟେନରରେ ଚାଲାଣ କରାଯାଉଛି।…
ଧାନକିଣାରେ ଅଚଳାବସ୍ଥା: ମଣ୍ଡିରେ ପଡ଼ିଛି ଶହଶହ ଧାନବସ୍ତା, ଚିନ୍ତାରେ ଚାଷୀ
ପଟ୍ଟାମୁଣ୍ଡାଇ,୯ା୨(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାରେ ଜାନୁଆରୀରୁ ଧାନମଣ୍ଡି ଆରମ୍ଭ ହୋଇଛି। ହେଲେ ବର୍ତ୍ତମାନ ସୁଦ୍ଧା ଧାନକିଣା ସ୍ବାଭାବିକ ହେବା ନାଁ ଧରୁନି। କେତେକ ସମବାୟ ସମିତି ସମ୍ପାଦକ ମଣ୍ଡି ନ ଖୋଲି ମିଲରଙ୍କୁ ସିଧାସଳଖ ଧାନ ମପେଇବାକୁ ଚାଷୀଙ୍କୁ କହୁଛନ୍ତି। ଫଳରେ…
ଠିକାଦାରଙ୍କ ମନମାନି: ଜଙ୍ଗଲ କାଟି ରାସ୍ତା ତିଆରି, ସ୍ଥାୟିତ୍ୱ ନେଇ ପ୍ରଶ୍ନ
ମହାକାଳପଡ଼ା,୯ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ସୁରକ୍ଷା ପାଇଁ ତଟ ବନ୍ଧ ବିଭାଗ ପକ୍ଷରୁ ଖରିନାସୀ- ବାରନମ୍ବର ଘେରିବନ୍ଧ ପ୍ରଶସ୍ତୀକରଣରେ ଉଚ୍ଚ, ଓସାରିଆ ଓ ପାର୍ଶ୍ୱରେ ପଥର ବିଛାଇବା ପାଇଁ ବହୁ କୋଟି ଟଙ୍କା ବ୍ୟୟରେ…
Archives


