କେନ୍ଦ୍ରାପଡ଼ା

ପୋଲିସ ମହାନିର୍ଦ୍ଦେଶକଙ୍କ କେନ୍ଦ୍ରାପଡ଼ା ଗସ୍ତ

କେନ୍ଦ୍ରାପଡା ଅଫିସ୍‌, ୫ା୪- ପୋଲିସ ମହାନିର୍ଦ୍ଦେଶକ ଅଭୟ ରବିବାର ମଧ୍ୟାହ୍ନରେ କେନ୍ଦ୍ରାପଡା ଜିଲା ଗସ୍ତ କରିଛନ୍ତି । ଏହି ଅବସରରେ ସେ ଜିଲାର ଆଇନ ଶୃଙ୍ଖଳା ସମ୍ପର୍କରେ ସମୀକ୍ଷା ସହ ପୋଲିସ ବାରାକ ଓ ସହରର ମଧ୍ୟରେ ପୋଲିସ ବ୍ୟବସ୍ଥାକୁ ଅନୁଧ୍ୟାନ…

ଲୁଣା ନଦୀରୁ ମୃତ ଥଣ୍ଟିଆ କୁମ୍ଭୀର ଉଦ୍ଧାର

ମହାକାଳପଡ଼ା,୫|୪(ଡି.ଏନ୍.ଏ.)- କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜୟଚନ୍ଦ୍ରପୁର ଗ୍ରାମ ନିକଟ ଲୁଣା ନଦୀ ଗାଧୁଆ ତୁଠରୁ ଚାରି ଫୁଟ ଲମ୍ବର ମୃତ ଥଣ୍ଟିଆ କୁମ୍ଭୀରକୁ ଲୋକେ ଉଦ୍ଧାର କରିଛନ୍ତି। ଖବର ପାଇ କେନ୍ଦ୍ରାପଡ଼ା ବନ ବିଭାଗ କର୍ମଚାରୀ ଓ ମାର୍ଶାଘାଇ ପୋଲିସ…

ଯନ୍ତ୍ରଣା ସହି ନ ପାରି ଜୀବନ ହାରିଲେ ବୃଦ୍ଧା

ମାର୍ଶାଘାଇ, ୩।୪ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଡ଼କୁଳ ଗ୍ରାମର ଜନୈକା ବୃଦ୍ଧା ଯନ୍ତ୍ରଣା ସହି ନ ପାରି ଶୁକ୍ରବାର ଜୀବନ ହାରିଛନ୍ତି। ସେ ହେଲେ କୂଳମଣି ଲେଙ୍କାଙ୍କ ସ୍ତ୍ରୀ ପ୍ରେମଲତା ଲେଙ୍କା। ଶୁକ୍ରବାର ତାଙ୍କ ମୃତ ଶରୀର ନିକଟସ୍ଥ…

ଜେଲରେ ଭିଡ଼

କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କୋର୍ଟ କାର୍ଯ୍ୟ ସୀମିତ। ଫଳରେ କେନ୍ଦ୍ରାପଡ଼ା ସବ୍‌ଜେଲରେ ବିଚାରାଧୀନ କଏଦୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଠାରେ ମୋଟ ୧୯୦ ଜଣ କଏଦୀଙ୍କ ରହିବା ବ୍ୟବସ୍ଥା ଥିବାବେଳେ ଇତିମଧ୍ୟରେ ଏହି ସଂଖ୍ୟା ୨୨୦ରୁ ଊର୍ଦ୍ଧ୍ୱ ହୋଇଛି।…

ଲକ୍‌ଡାଉନ୍‌: ସମୁଦ୍ରକୁ ଯାଉନାହାନ୍ତି ମତ୍ସ୍ୟଜୀବୀ, ସାମୁଦ୍ରିକ ମାଛ ଦର ଆକାଶଛୁଆଁ

କେନ୍ଦ୍ରାପଡ଼ା ଅଫିସ, ୧।୪: କେନ୍ଦ୍ରାପଡ଼ା ଜିଲାରେ ତାଲା ବନ୍ଦର ପ୍ରଭାବ ସାମୁଦ୍ରିକ ଖାଦ୍ୟ ଉପରେ ପଡିଛି। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ମହାକାଳପଡ଼ା, ରାଜନଗର ବ୍ଲକଠାରୁ ଆରମ୍ଭ କରି ଜିଲାର ସମସ୍ତ ମାଛ ବ୍ୟବସାୟୀ ଏହି ସମୟରେ ଦର ବଢ଼ାଇ ଚାଲିଛନ୍ତି। ସମୁଦ୍ରରୁ…

ଆଳିରେ ନିଜାମୁଦ୍ଦିନ ଫେରନ୍ତା ଚିହ୍ନଟ: ଆଇସୋଲେଶନରେ ରଖିଲା ପୋଲିସ

ଆଳି,୧।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ନେଇ ଚର୍ଚ୍ଚାରେ ରହିଆସୁଥିବା ନିଜାମୁଦ୍ଦିନ ଧର୍ମସଭାରେ ଓଡ଼ିଶାରୁ କେତେଜଣ ମୌଲାନା ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଆଳି ଅଞ୍ଚଳର ଜନୈକ ମୌଲାନାଙ୍କୁ ଚିହ୍ନଟ କରାଯାଇଛି। ତାଙ୍କୁ କେନ୍ଦ୍ରାପଡ଼ା ଜିଲା ପୋଲିସ ହସ୍ପିଟାଲ ଆଇସୋଲେଶନରେ ରଖିଥିବା ଜଣାପଡିଛି ।…

ଲକ୍‌ଡାଉନ୍‌: କେନ୍ଦ୍ରାପଡାରେ ପ୍ରସ୍ତୁତ ହେଉଛି ୬ ହଜାର ଶଯ୍ୟା

କେନ୍ଦ୍ରାପଡା ଅଫିସ, ୨୮।୩- କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ସକାଶେ ଲକ୍‌ଡାଉନ୍‌ କରାଯାଇଥିବା ବେଳେ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏ ଦିଗରେ ବିଶେଷ ଗୁରୁତ୍ୱ ଦିଆଯାଉଥିବା ଦେଖାଯାଇଛି। ତାଲାବନ୍ଦ ସମୟରେ କୌଣସି ଲୋକ ଘରୁ ନ ବାହାରିବା ପାଇଁ…

ଠେଙ୍ଗା ଧରି ଗାଁ ମୁଣ୍ଡରେ ପହରା

କେନ୍ଦ୍ରାପଡା ଅଫିସ, ୨୮ା୩: କେନ୍ଦ୍ରାପଡା ଜିଲାର ବହୁ ପାଣି ପାଇପ୍‌ ମିସ୍ତ୍ରି ଦେଶବିଦେଶରେ ଅଛନ୍ତି। ଏମାନଙ୍କ ମଧ୍ୟରୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ବିଦେଶରୁ ୫୦୮ ଓ ରାଜ୍ୟ ବାହାରୁ ୫୭୪୯ ଜଣ ଘରକୁ ଫେରିଛନ୍ତି। ବିଦେଶାଗତ ଏହି ଲୋକମାନେ ଗ୍ରାମରେ ବୁଲାବୁଲି…

ଲକ୍‌ଡାଉନ୍‌ ବେଳେ ୮୦ ଛାତ୍ରୀଛାତ୍ରଙ୍କୁ ଏକତ୍ରିତ କରି ଟ୍ୟୁଶନ କରୁଥିଲେ ଶିକ୍ଷକ: ବାନ୍ଧିନେଲା ପୋଲିସ

ରାଜନଗର,୨୬।୩: କରୋନା ମୁକାବିଲା ଲାଗି ରାଜ୍ୟ ଓ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏହା ସହ ସ୍କୁଲ କଲେଜ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଥିଲା। କେହି ଏକତ୍ରିତ ନ ରହି ଦୂରତା ରକ୍ଷା ଲାଗି ଘୋଷଣା କରିଥିଲେ ମଧ୍ୟ ରାଜନଗର…

ଜନତା କର୍ଫ୍ୟୁ ଆହ୍ବାନ: ଚାରିଆଡ଼େ ଖାଁ ଖାଁ

ରାଜନଗର,୨୨।୩(ଡି.ଏନ୍‌.ଏ.): ମହାମାରୀ ରୂପ ଧାରଣ କରିଥିବା କରୋନା ଭୂତାଣୁଠାରୁ ଦୂରରେ ରହିବା ପାଇଁ ପ୍ରଧାନମନ୍ତ୍ରୀ ଜନତା କର୍ଫ୍ୟୁ ଆହ୍ବାନ ଦେଇଛନ୍ତି। ଏହି ଆହ୍ବାନକୁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅଞ୍ଚଳରେ ସମ୍ପୂର୍ଣ୍ଣ ପାଳନ କରାଯାଇଛି। ସବୁବେଳେ ଜନଗହଳି ଲାଗି ରହୁଥିବା ରାଜନଗର,…

ରାଜନଗରର ୩୭ ପ୍ରବାସୀ ଆଇସୋଲେଶନରେ

ରାଜନଗର,୨୧।୩(ଡି.ଏନ୍‌.ଏ.): କରୋନା ଭୟରେ ଆତଙ୍କିତ ସାରା ପୃଥିବୀ। ଏ ନେଇ ରାଜ୍ୟ ସରକାର ଅନେକ ପ୍ରତିକାରାତ୍ମକ ପଦକ୍ଷେପମାନ ନେବାରେ ଲାଗିଛନ୍ତି। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲା ରାଜନଗର  ବ୍ଲକର ୩୭ ପ୍ରବାସୀ ଏବେ ଆଇସୋଲେଶନରେ ଅଛନ୍ତି। ୧୪ ଜଣ ନାଗରିକ ଗତ…

ବିଦେଶରୁ ଫେରିଲେ ୧୩୦, ବଢ଼ୁଛି କରୋନା ଭୟ

କେନ୍ଦ୍ରାପଡା ଅଫିସ, ୨୧ା୩: ଗତ ୪ ତାରିଖରୁ ଗୁରୁବାର ସୁଦ୍ଧା ମୋଟ ୧୦୦ ଜଣ ବ୍ୟକ୍ତି ବିଦେଶରୁ ଜିଲାକୁ ଫେରିଥିବା ବେଳେ ଶୁକ୍ରବାର ୩୦ ଜଣ କେନ୍ଦ୍ରାପଡା ଆସିଛନ୍ତି। ଏହି ୩୦ ଜଣ ଜିଲା ମୁଖ୍ୟ ଚିକିତ୍ସାଳୟରେ ନିଜର ନାମ ପଞ୍ଜୀକରଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri