କରୋନା ମୁକାବିଲା: ଡେରାବିଶ ବ୍ଲକ ପ୍ରଶାସନର ତତ୍ପରତା
ଡେରାବିଶ, ୧୧।୪ (ସ୍ବ.ପ୍ର.)-ମହାମାରୀ କରୋନା ପାଇଁ ଡେରାବିଶ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସରକାରଙ୍କ ନିର୍ଦ୍ଦେଶାନୁସାରେ ବ୍ଲକ ଅଧୀନ ୩୧,୬୭୦ ହିତାଧିକାରୀଙ୍କୁ ରାଶନ ସାମଗ୍ରୀ (୧୫, ୦୯୪ କୁଇଣ୍ଟାଲ ଚାଉଳ) ଓ ସମସ୍ତ ହିତାଧିକାରୀଙ୍କୁ ୧୦୦୦…
ପ୍ରତି ଘରକୁ ଯାଇ ସ୍କ୍ରିନିଂ କରୁଛନ୍ତି ସ୍ବାସ୍ଥ୍ୟକର୍ମୀ
ରାଜନଗର, ୧୧।୪ (ଡି.ଏନ୍.ଏ.)-କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅଞ୍ଚଳରେ ଜଣେ କରେନା ସଂକ୍ରମିତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନର ଚିନ୍ତା ବଢ଼ିଯାଇଥିବା ବେଳେ ଲୋକମାନେ ଆତଙ୍କିତ ହୋଇରହିଛନ୍ତି। ଏଭଳିସ୍ଥିତିରେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ରାଜନଗର ବ୍ଲକ ଅଧୀନ ୨୯…
ସୁବିଧା ଦେଇଛି ଲକ୍ଡାଉନ୍:ଭିତରକନିକାରେ ବଢୁଛି ବେଆଇନ କାର୍ଯ୍ୟ
କେନ୍ଦ୍ରାପଡ଼ା ଅଫିସ, ୧୦।୪-କରୋନା ଭୂତାଣୁ ସଂକ୍ରମଣ ପାଇଁ ସାରାଦେଶରେ ତାଲା ବନ୍ଦ ହୋଇଛି। ଯାତାୟାତ ଠପ ହୋଇଥିବାରୁ ଜାତୀୟ ଉଦ୍ୟାନ ଭିତରକନିକାକୁ ପର୍ଯ୍ୟଟକ ଆସୁନାହାନ୍ତି। ସେହିପରି ତାଲାବନ୍ଦ ଯୋଗୁ ଆଖପାଖ ଅଞ୍ଚଳବାସୀ ଘରେ ଆବଦ୍ଧ ଅଛନ୍ତି। ଏହାର ସୁବିଧା ଏବେ କେତେକ…
ଆଳିରୁ ଉଠିଲା ଶଟ୍ଡାଉନ୍
ଆଳି,୧୦ା୪(ଡି.ଏନ.ଏ.)କେନ୍ଦ୍ରାପଡ଼ା ଜିଲାର ଆଳି ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲା ପ୍ରଶାସନ ପକ୍ଷରୁ ଆକ୍ରାନ୍ତଙ୍କ ଗ୍ରାମର ୩ କିମି ପରିଧି ମଧ୍ୟରେ ଥିବା ୧୨ ଗାଁ ଓ ବଜାରକୁ ମଙ୍ଗଳବାର ସକାଳ ୮ଟାଠାରୁ ୪୮ଘଣ୍ଟା ପାଇଁ ଶଟଡାଉନ ଘୋଷଣା…
୩୦୦ ଲିଟର ପୋଚ ଜବତ
ମହାକାଳପଡ଼ା, ୮।୪ (ଡି.ଏନ୍.ଏ.)- ମହାକାଳପଡ଼ା ବ୍ଲକ ଅଧୀନ ବଉଳକଣି ପଞ୍ଚାୟତର ଆଦିବାସୀପଡ଼ା ଅଞ୍ଚଳରୁ ୩୦୦ ଲିଟର ରନ୍ଧା ମଦ ପୋଚ ଜବତ ହୋଇଛି। ଜମ୍ବୁ ସାମୁଦ୍ରିକ ଥାନା ପୋଲିସର ଏକ ଟିମ୍ ଉକ୍ତ ଆଦିବାସୀ ପଡ଼ାରେ ଚଢାଉ କରି ପୋଚ ଜବତ…
ନେଚରସ୍ କ୍ଲବ, ସେଭ୍ ଦ ଚିଲଡ୍ରେନ୍ ପକ୍ଷରୁ କରୋନା ସଚେତନତା: ଅନ୍ତେବାସୀଙ୍କୁ ସାବୁନ୍, ମାସ୍କ ପ୍ରଦାନ
କେନ୍ଦ୍ରାପଡ଼ା ଅଫିସ,୯ା୪: କେନ୍ଦ୍ରାପଡ଼ା ଜିଲା ଶିଶୁଯତ୍ନ ଗୃହ, ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରଗୁଡ଼ିକରେ ନେଚରସ୍ କ୍ଲବ ଏବଂ ସେଭ୍ ଦ ଚିଲ୍ଡ୍ରେନ୍ ପକ୍ଷରୁ ମହାମାରୀ କରୋନା ପରିସ୍ଥିତିରେ ପରିଷ୍କାର ପରିଚ୍ଛନ୍ନତା ନେଇ ସଚେତନତା ସୃଷ୍ଟି କରାଯାଇଛି। ଅନ୍ତେବାସୀମାନଙ୍କୁ କରୋନାରୁ ରକ୍ଷା ପାଇବା…
ଲକ୍ଡାଉନ୍ ନିୟମ ଉଲ୍ଲଂଘନ: ସିଲ୍ ହେଲା ମଦ ଦୋକାନ
ଡେରାବିଶ, ୯।୪ (ସ୍ବ.ପ୍ର.)-ମହାମାରୀ କରୋନାକୁ ସାରାଦେଶରେ ଲକ୍ଡାଉନ୍ କରାଯାଇଥିବା ବେଳେ ରାଜ୍ୟରେ ଏହାକୁ କଡ଼ାକଡ଼ି କରାଯାଇଛି। ଲକ୍ଡାଉନ୍ ସମୟରେ ସମସ୍ତ ମଦ ଦୋକନ ବନ୍ଦ ରହିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ହେଲେ କେନ୍ଦ୍ରାପଡ଼ା ବ୍ଲକ ଅଧୀନ ବାଲିଆ ବଜାରରେ ଥିବା…
ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ: ଆଳିର ୧୧ଗାଁ ସିଲ୍
କେନ୍ଦ୍ରାପଡା ଅଫିସ/ଆଳି (ଡି.ଏନ୍.ଏ.), ୭।୪- କେନ୍ଦ୍ରାପଡ଼ା ଜିଲାର ପ୍ରଥମ କରୋନା ସଂକ୍ରମିତଙ୍କୁ ସୋମବାର ଚିହ୍ନଟ କରାଯାଇଛି। ଆଳି ଅଞ୍ଚଳରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଜିଲା ପ୍ରଶାସନ ସହାୟତାରେ ତାଙ୍କୁ କଟକ କୋଭିଡ୍ ହସ୍ପିଟାଲ୍କୁ ପଠାଯାଇଛି। ସୋମବାର ରାତିରେ ଆଳିର…
ସାନିଟାଇଜ୍ ହେଲା ଆଳି ଥାନା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର
ଆଳି, ୫।୪ (ଡି.ଏନ୍.ଏ): କୋଭିଡ୍-୧୯ ଭୂତାଣୁ ସଂକ୍ରମଣ ରୋକିବାକୁ ସାରା ଦେଶରେ ଲକ୍ ଡାଉନ୍ କରାଯାଇଥିବା ବେଳେ ବିଭିନ୍ନ ଜନଗହଳି ସ୍ଥାନ, ମେଡିକାଲ ଆଦିକୁ ବିଶୋଧିତ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଳି ଦମକଳ ବାହିନୀ ପକ୍ଷରୁ ରବିବାର ଆଳି ଥାନା ସମେତ…
ପୋଲିସ ମହାନିର୍ଦ୍ଦେଶକଙ୍କ କେନ୍ଦ୍ରାପଡ଼ା ଗସ୍ତ
କେନ୍ଦ୍ରାପଡା ଅଫିସ୍, ୫ା୪- ପୋଲିସ ମହାନିର୍ଦ୍ଦେଶକ ଅଭୟ ରବିବାର ମଧ୍ୟାହ୍ନରେ କେନ୍ଦ୍ରାପଡା ଜିଲା ଗସ୍ତ କରିଛନ୍ତି । ଏହି ଅବସରରେ ସେ ଜିଲାର ଆଇନ ଶୃଙ୍ଖଳା ସମ୍ପର୍କରେ ସମୀକ୍ଷା ସହ ପୋଲିସ ବାରାକ ଓ ସହରର ମଧ୍ୟରେ ପୋଲିସ ବ୍ୟବସ୍ଥାକୁ ଅନୁଧ୍ୟାନ…
ଲୁଣା ନଦୀରୁ ମୃତ ଥଣ୍ଟିଆ କୁମ୍ଭୀର ଉଦ୍ଧାର
ମହାକାଳପଡ଼ା,୫|୪(ଡି.ଏନ୍.ଏ.)- କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜୟଚନ୍ଦ୍ରପୁର ଗ୍ରାମ ନିକଟ ଲୁଣା ନଦୀ ଗାଧୁଆ ତୁଠରୁ ଚାରି ଫୁଟ ଲମ୍ବର ମୃତ ଥଣ୍ଟିଆ କୁମ୍ଭୀରକୁ ଲୋକେ ଉଦ୍ଧାର କରିଛନ୍ତି। ଖବର ପାଇ କେନ୍ଦ୍ରାପଡ଼ା ବନ ବିଭାଗ କର୍ମଚାରୀ ଓ ମାର୍ଶାଘାଇ ପୋଲିସ…
ଯନ୍ତ୍ରଣା ସହି ନ ପାରି ଜୀବନ ହାରିଲେ ବୃଦ୍ଧା
ମାର୍ଶାଘାଇ, ୩।୪ (ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଡ଼କୁଳ ଗ୍ରାମର ଜନୈକା ବୃଦ୍ଧା ଯନ୍ତ୍ରଣା ସହି ନ ପାରି ଶୁକ୍ରବାର ଜୀବନ ହାରିଛନ୍ତି। ସେ ହେଲେ କୂଳମଣି ଲେଙ୍କାଙ୍କ ସ୍ତ୍ରୀ ପ୍ରେମଲତା ଲେଙ୍କା। ଶୁକ୍ରବାର ତାଙ୍କ ମୃତ ଶରୀର ନିକଟସ୍ଥ…
Archives


