କନ୍ଧମାଳ

ଦୁଇ ବହିଷ୍କୃତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନାମରେ ଏତଲା ଦେଲେ ବିଇଓ

ଫୁଲବାଣୀ ଅଫିସ,୩।୫: କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକରେ ଦୁଇ ଶିକ୍ଷକ ଶିକ୍ଷୟିତ୍ରୀ ନକଲି ବିଇଡି ପ୍ରମାଣପତ୍ର ଦାଖଲ କରି ଚାକିରି ହରାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଯାଞ୍ଚ ବେଳେ ବିଇଡି ନକଲି ପ୍ରମାଣପତ୍ର ଦେଇ କନିଷ୍ଠ ଶିକ୍ଷକ ଭାବେ କଟକ ଜିଲା…

ବର୍ଷାରେ ପୋଲ ଭୁଶୁଡ଼ିଲା, ଯାତାୟାତ ଠପ୍‌

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୩।୫:କନ୍ଧମାଳ ଜିଲାରେ ବର୍ଷା ପ୍ରଭାବରେ ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡି ପଞ୍ଚାୟତ କଡୁରାହାଠାରୁ ଜ୍ରାକିରାହାକୁ ସଂଯୋଗ କରୁଥିବା ରାସ୍ତାର ପୋଲ ଭୁଷୁଡି ପଡିଛି। ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁତ୍ଥିବା ଲୋକଙ୍କ ଯାତାୟତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ସୋମବାର…

ରାଷ୍ଟ୍ର ଗଠନରେ ଶ୍ରମିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଦାରିଙ୍ଗବାଡି,୧।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟରେ ସୋମବାର ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ରାଷ୍ଟ୍ର ଗଠନରେ ଶ୍ରମିକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶ୍ରମିକ ନ ଥିଲେ ସାରା ବିଶ୍ୱ ଆଜି ସମସ୍ୟାରେ ପଡିଥାନ୍ତା। ବିନା ଶ୍ରମିକରେ ଗାଁଠାରୁ ସହର…

ଗାଜଲବାଡି ଘାଟିରେ ଓଲଟିଲା ପିକ୍‌ଅପ୍‌

ଦାରିଙ୍ଗବାଡି,୩୦।୪(ଡି.ଏନ.ଏ): କନ୍ଧମାଳ ଜିଲାକୁ ସଂଯୋଗ କରୁଥୁବା ୫୯ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ରବିବାର ଏକ ଫୁଲକୋବି ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ଯୋଗୁ ରାଜପଥ ଅବରୋଧ ହୋଇ ରହିଥିଲା। ଖବର ପାଇ ପୋଲିସ ଏବଂ ଦାରିଙ୍ଗବାଡି ଅଗ୍ନିଶମ…

ଡମ୍ବାଦାଇ ଗାଁ ରାସ୍ତା ପାଲଟିଛି ମରଣଯନ୍ତା

ଫିରିଙ୍ଗିଆ,୨୯।୪: ସରକାର ଆଦିବାସୀ ବହୁଳ ଜିଲା ଗୁଡ଼ିକରେ ଗମନା ଗମନ କ୍ଷେତ୍ରରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଏହା ଖାଲି କାଗଜପତ୍ରରେ ସୀମୀତ ଭଳି ଅନେକ ସମୟରେ ନଜିର ରହିଛି। ଆଜି ଯାଏ କନ୍ଧମାଳ ଜିଲାର ସବୁଠୁ ବଡ ସମସ୍ୟା…

ଦୀର୍ଘ ଦିନ ହେଲା ଟୟ ଟ୍ରେନ ଅଚଳ, ଶିଶୁ ପର୍ଯ୍ୟଟକ ନିରାଶ

ଦାରିଙ୍ଗବାଡି,୨୮/୪(ଡି.ଏନ.ଏ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲାର ଦାରିଙ୍ଗବାଡି ଠାରେ ଥିବା ହିଲଭିୟୁ ପାର୍କର ବିକାଶରେ ବାଧା ସୃଷ୍ଟି ହୋଇଛି। ଏବେ ଗ୍ରୀଷ୍ମ ପ୍ରବାହ ରହିଥିଲେ ମଧ୍ୟ ମଝିରେ ମଝିରେ ବର୍ଷା ସହ କୋହଲା ପବନ ଯୋଗୁ ତାପମାତ୍ରା ସେତେଟା ବୃଦ୍ଧି…

ସେବାଶ୍ରମ ପାଚିକାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡ

ବାଲିଗୁଡ଼ା, ୨୭।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅଧୀନ କୋଟଗଡ଼ ବ୍ଲକର ରଢ଼ା ସେବାଶ୍ରମ କୋଭିଡ୍‌ ହଷ୍ଟେଲରେ ନିୟୋଜିତ ଜଣେ ପାଚିକାଙ୍କୁ ଅସଦାଚରଣ ମାମଲାର ରାୟ ପ୍ରକାଶ ପାଇଛି। କୋଟଗଡ଼ ଦେୱାନୀ ଓ ଫୌଜଦାରି ଅଦାଲତର ପ୍ରଥମ ବିଚାର ବିଭାଗୀୟ ବିଚାରପତି…

କିଓସ୍କ ବ୍ୟାଙ୍କ ଠକେଇ, ହାତବାନ୍ଧି ବସିଛି ପୋଲିସ

ଫୁଲବାଣୀ ଅଫିସ,୨୬।୪: କନ୍ଧମାଳ ଜିଲା ଫୁଲବାଣୀ ସହରରେ ଥିବା କିଓସ୍କ ବ୍ୟାଙ୍କି ସଂସ୍ଥା ହିତାଧିକାରୀଙ୍କ ଲକ୍ଷାଧିକ ଟଙ୍କା ଉଠାଇ ନେବା ଘଟଣାକୁ ଆଉ ଦୁଇ ଦିନ ପରେ ମାସେ ପୂରିବ। ହେଲେ ଆଜି ପର୍ଯ୍ୟନ୍ତ ପୋଲିସ ଠକେଇରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କୁ…

ଦାଗିରି ଗାଁ ନୂଆପଡ଼ାବାସୀଙ୍କୁ ବାଲିଚୁଆ ଭରସା

ତୁମୁଡିବନ୍ଧ,୨୫।୪: (ଡି.ଏନ.ଏ.) ଗ୍ରୀଷ୍ମପ୍ରବାହ ଜାରି ରହିଛି ନଦୀ ନାଳ ପୋଖରୀ ଗୁଡ଼ିକ ଶୁଖି ଯାଇଛି। ଭୂତଳ ଜଳସ୍ତର ହ୍ରାସ ପାଉଛି। ଫଳରେ ତୁମୁଡିବନ୍ଧ ଅଞ୍ଚଳରେ ପିଇବା ପାଣିର ସମସ୍ୟା ବଢ଼ିବାରେ ଲାଗିଛି। ଏହା ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ପଞ୍ଚାୟତର ଦାଗିରି ଗାଁ…

କଲରାପତରିଆ ବାଘ ଛାଲ ଜବତ: ବନ୍ଧାହେଲେ ୨ ଅଭିଯୁକ୍ତ

ଫୁଲବାଣୀ ଅଫିସ, ୨୪।୪: କନ୍ଧମାଳ ଜିଲା ଖଜୁରୀପଡ଼ା ଷ୍ଟେଟ ବ୍ୟାଙ୍କ ଛକରେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ କରି ଏକ କଲରାପତରିଆ ବାଘ ଛାଲ ଜବତ କରିଛି। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଖଜୁରୀପଡ଼ା ଥାନା ଆରାପାଜୁ ଅଞ୍ଚଳର…

ଡାୟାଲିସିସ ରୋଗୀଙ୍କୁ ଶୋଷଣ: ସେବା ନାଁରେ ବ୍ୟବସାୟ

ଫୁଲବାଣୀ ଅଫିସ,୨୪ା୪: କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାୟାଲିସିସ ରୋଗୀଙ୍କୁ ଶୋଷଣ ଘଟଣାରେ ମେଡିକାଲ ପ୍ରଶାସନର ତଦନ୍ତକୁ ନେଇ ପ୍ରଶ୍ନ ଉଠିଛି। ଡାୟାଲିସିସି ସେବା ଯୋଗାଉଥିବା ସଂସ୍ଥାର କର୍ମଚାରୀ ଖୁଲମଖୁଲା ରୋଗୀଙ୍କୁ ଶୋଷଣ କରୁଥିବା ବେଳେ ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନ…

ପରିବେଶର ସୁରକ୍ଷା ନେଇ ଶପଥ ନେଲେ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୨୨।୪(ଡି.ଏନ୍‌.ଏ.): ଆଜି ଧରିତ୍ରୀ ଦିବସ। ଏହି ଦିବସକୁ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ଏକାଠି ହୋଇ ନିଆରା ଢଙ୍ଗରେ ପାଳନ କରିଛନ୍ତି। ଓଡ଼ିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ପରିବେଶ ଅତ୍ୟନ୍ତ ସୁନ୍ଦର। ହେଲେ ପ୍ରାକୃତିକ ସମ୍ପଦରେ ଭରପୁର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri