କନ୍ଧମାଳ

ଅବହେଳିତ ପର୍ଯ୍ୟଟନସ୍ଥଳୀ ସିଦିଙ୍ଗି ଘାଇ

ଖଜୁରିପଡ଼ା/ବଳସକୁମ୍ପା, ୨।୧(ଡି.ଏନ.ଏ.): ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଶୀତଦିନର ମଜା ନେବାକୁ ପର୍ଯ୍ୟଟକଙ୍କ ଭିଡ ଜମିଥାଏ। ମାତ୍ର କନ୍ଧମାଳର ଶୀତ ନିଆରା। ଜିଲାର ବିଭିନ୍ନ ସ୍ଥାନରେ ଶୀତଦିନେ ତୁଷାରପାତ…

5 years ago

ସୁଧୁରୁନି ସମସ୍ୟା, ଅଣନିଃଶ୍ୱାସୀ ଲୋକେ

ଫୁଲବାଣୀ ଅଫିସ, ୩୧।୧୨: କନ୍ଧମାଳ ଜିଲା ଚକାପାଦ ବ୍ଲକରେ ଏବେ ବି ଅନେକ ଗ୍ରାମ ରହିଛି ଯେଉଁଠି ବିକାଶ ପହଞ୍ଚି ପାରିନାହିଁ। ଲୋକେ ବିଭିନ୍ନ ସମସ୍ୟା ମଧ୍ୟରେ ରହିଛନ୍ତି।…

5 years ago

ଥରୁଛି କନ୍ଧମାଳ: ଫୁଲବାଣୀରେ ୪, ଦାରିଙ୍ଗିବାଡିରେ ୫ ଡିଗ୍ରୀ ତଳକୁ ଖସିଲା ପାରଦ

ଫୁଲବାଣୀ ଅଫିସ, ୨୩ା୧୨: କନ୍ଧମାଳ ଜିଲାରେ ଶୀତର ପ୍ରକୋପ ହଠାତ୍‌ ବଢ଼ିଯାଇଛି । ବିଗତ ତିନି ଦିନ ହେବ ଜିଲାରେ ତାପମାତ୍ରା କମିବାରେ ଲାଗିଛି । ଫୁଲବାଣୀରେ…

5 years ago

ପେନାଲା ଗ୍ରାମକୁ ରାସ୍ତା ନାହିଁ: କାଠଗଣ୍ଡିରେ ଯାତାୟାତ କରୁଛନ୍ତି ଆଦିବାସୀ

ବାଲିଗୁଡ଼ା,୨୧।୧୨(ଡି.ଏନ୍‌.ଏ.): କନ୍ଧମାଳର ବିକାଶ ପାଇଁ ସରକାରୀସ୍ତରରେ ସ୍ବତନ୍ତ୍ର ଯୋଜନା ରହିଛି। ହେଲେ ଏବେ ମଧ୍ୟ ଅନେକ ଅଞ୍ଚଳରେ ବିକାଶ ଅପହଞ୍ଚ ହୋଇଛି। ଫଳରେ ବର୍ଷବର୍ଷ ଧରି ଲୋକେ କାଠଗଣ୍ଡିରେ…

5 years ago

ଥରୁଛି କନ୍ଧମାଳ: ଦାରିଙ୍ଗିବାଡ଼ିରେ ୬ ଡିଗ୍ରୀ ତଳକୁ ଖସିଲା ପାରଦ

ଦାରିଙ୍ଗବାଡ଼ି,୨୧ା୧୨(ଡି.ଏନ୍‌.ଏ): ସମଗ୍ର କନ୍ଧମାଳ ଜିଲା ଏବେ ଶୀତରେ ଥରୁଛି। ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପାରଦ ଦିନକୁ ଦିନ ଖସିବାରେ ଲାଗିଛି। ସୋମବାର ସକାଳ ୮ଟା ସୁଦ୍ଧା…

5 years ago

ଯବାନ-ମାଓବାଦୀ ଗୁଳି ବିନିମୟ

ଫୁଲବାଣୀ ଅଫିସ, ୨୦ା୧୨-କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ଅଧୀନ ବିରେନି ଗ୍ରାମ ନିକଟ ଜଙ୍ଗଲରେ ଗତ ୧୭ ତାରିଖରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ…

5 years ago

ଘାଟିରେ ଓଲଟିଲା ବସ୍‌, ୨୫ ଯାତ୍ରୀ ଆହତ

ଫୁଲବାଣୀ ଅଫିସ,୧୮ା୧୨: ଗୁରୁବାର ବିଳମ୍ବିତ ରାତିରେ ଖଜୁରିପଡ଼ା ଥାନା ଅନ୍ତର୍ଗତ ସ୍କୁଲ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ ୨୫ ଜଣ…

5 years ago

ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ୍‌ର ଶୁଭାରମ୍ଭ

ଦାରିଙ୍ଗବାଡ଼ି,୯ା୧୨(ଡି.ଏନ.ଏ.)- ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଇକୋ ରିଟ୍ରିଟ୍‌ ବୁଧବାର ଦାରିଙ୍ଗବାଡିରେ ଉଦ୍‌ଘାଟିତ ହୋଇଯାଇଛି। ପୂର୍ବାହ୍ନ ୧୧ଟା ୩୦ରେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସଂ ମାଧ୍ୟମରେ…

5 years ago

ଭାରତ ବନ୍ଦ ଡାକରାରେ ଦାରିଙ୍ଗବାଡ଼ି ପ୍ରଭାବିତ

ଦାରିଙ୍ଗବାଡ଼ି,୮।୧୨(ଡି.ଏନ୍‌.ଏ): କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଦାବିରେ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦେଖିବାକୁ…

5 years ago

ବ୍ରିଜ୍‌ରେ ପିଟି ହୋଇ ତଳକୁ ଖସିଲା ବାଇକ୍‌, ଯୁବକଙ୍କ ଜୀବନ ଗଲା

ବାଲିଗୁଡ଼ା,୨ା୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନା ଗୁଟିଙ୍ଗିଆ ନିକଟରେ ଭାରସାମ୍ୟ ହରାଇ ବ୍ରିଜ୍‌ ବାଡ଼ରେ ପିଟିହୋଇ ଜଣେ ମୋଟରସାଇକେଲ ଚାଳକଙ୍କ…

5 years ago