କଳାହାଣ୍ଡି

ବସ୍‌ ଭିତରେ ଯୁବତୀଙ୍କ ମଥାରେ ଜୋରଜବରଦସ୍ତ ସିନ୍ଦୂର ବୋଳିଲେ ପ୍ରେମିକ

ଭବାନୀପାଟଣା,୨୭।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାରେ ଫିଲ୍ମ ଷ୍ଟାଇଲରେ ପ୍ରେମ ନିବେଦନ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ବସ ଭିତରେ ଜଣେ ଯୁବତୀଙ୍କ ମଥାକୁ…

2 months ago

ବସନ୍ତ ପଣ୍ଡାଙ୍କୁ ଦାଦା ସାହେବ ଫାଲକେ ଆଇକନ ଆୱାର୍ଡ

ଭବାନୀପାଟଣା/ନୂଆପଡ଼ା,୨୫।୧(ଉତ୍ତମ କୁମାର ଦାଶ/ ମକାରୁ ବେମାଲ) କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡାଙ୍କୁ ଓଡ଼ିଶାର ବେଷ୍ଟ ଆଇକନ ଏମ୍‌ପି ଭାବେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀ ମ୍ୟୁନିସିପାଲ କାଉନସିଲ ପାଳିକା…

2 months ago

କଂଗ୍ରେସରେ ମିଶିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝି

ଭବାନୀପାଟଣା,୨୪ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ପୂର୍ବତନ ମନ୍ତ୍ରୀ ତଥା ଲାଞ୍ଜିଗଡ଼ ବିଧାୟକ ବଳଭଦ୍ର ମାଝି ବୁଧବାର ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। ଭବାନୀପାଟଣା ମା’…

2 months ago

ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ୱାର୍ଡରେ ଲାଗିଲା ନିଆଁ

ଭବାନୀପାଟଣା,୨୩।୨୪ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ମହିଳା ଓ ଶିଶୁ ୱାର୍ଡରେ ସୋମବାର ବିଳମ୍ବିତ ରାତିରେ ନିଆଁ…

2 months ago

୧୨ ଦିନ ପରେ ବି ଗାଁକୁ ଆସିପାରୁନି ମୃତଦେହ

ଭବାନୀପାଟଣା,୨୧।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଦିନକୁ ଦିନ ଦାଦନ ସମସ୍ୟା ଉଗ୍ରରୂପ ନେଉଛି। କାମଧନ୍ଦା ନ ପାଇ ପେଟପାଟଣା ଆଶାରେ ଗରିବ ଲୋକେ ଦାଦନ ଖଟିବାକୁ…

2 months ago

ଚାଉଳ ମୂଲ୍ୟଠାରୁ ଯାତାୟାତ ଖର୍ଚ୍ଚ ଅଧିକ

ଭବାନୀପାଟଣା,୨୧।୧(ଉତ୍ତମ କୁମାର ଦାଶ)ସରକାର ଗରିବ ଲୋକଙ୍କ ପାଇଁ ସାଧାରଣବଣ୍ଟନ ବ୍ୟବସ୍ଥା (ପିଡ଼ିଏସ୍‌)ରେ ଚାଉଳ ଦେଉଛନ୍ତି। ହେଲେ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ଚାଉଳର ମୂଲ୍ୟଠାରୁ ଯାତାୟତ ଖର୍ଚ୍ଚ…

2 months ago

୫ ଲକ୍ଷ କ୍ଷତିପୂରଣ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ନୋଟିସ

ଭବାନୀପାଟଣା,୧୯।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧାମୁଣ୍ଡା ଗ୍ରାମରେ ୨୦୨୨ ଅକ୍ଟୋବର ୧୫ରେ ବ୍ୟାୟାମ ସାରି ଫେରୁଥିବା ଗ୍ରାମର ଲକ୍ଷ୍ମଣ ଗୌଡ(୨୨) ନାମକ ଜଣେ…

2 months ago

ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ କସନା ପାହାଡ଼

ଭବାନୀପାଟଣା,୧୮।୧(ଉତ୍ତମ କୁମାର ଦାଶ): କିମ୍ବଦନ୍ତୀ ଓ ରହସ୍ୟ ଭରା ପାହାଡ କସନା ଡଙ୍ଗର। କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ମହକୁମାଠାରୁ ପ୍ରାୟ ୨୬ କି.ମି. ଦୂରରେ ଥିବା…

2 months ago

୮ ତାରିଖରୁ ନିଖୋଜ ଥିଲେ, ଆଜି ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ

କୋକସରା,୧୭ା୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବେହେରା ପଞ୍ଚାୟତ ବାଙ୍କୀମୁଣ୍ଡା ଗ୍ରାମର ଯୁବକ ଗୋରାଙ୍ଗ ପୂଜାରୀ(୫୦)ଙ୍କ ଝୁଲନ୍ତା ମୃତଦେହ ଶାହାଜଖୋଲ ଜଙ୍ଗଲ ମଧ୍ୟରୁ…

2 months ago

ମଣ୍ଡିରେ ପଡି ରହିଛି ଶହ ଶହ କୁଇଣ୍ଟାଲ ଧାନ

ଜୁନାଗଡ଼,୧୫।୧(ଅଂଶୁମାନ ଯୋଶୀ) କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ ଚାଷ ଠିକ ସମୟରେ ଅମଳ ହୋଇଥିଲେ ମଧ୍ୟ ମଣ୍ଡି ଖୋଲିବାରେ ବିଳମ୍ବ ହୋଇଥିଲା। ଫଳରେ ବର୍ତ୍ତମାନ ସୁଦ୍ଧା…

2 months ago