କଳାହାଣ୍ଡି

୬ବର୍ଷ ହେଲା ପାଇପ ଜଳଯୋଗାଣ ବନ୍ଦ

ଜୁନାଗଡ,୧୭।୬(ଡି.ଏନ୍‌.ଏ) - କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଦାସିଗଁ।ରେ ଗତ ୬ବର୍ଷ ହେଲା ଜଳ ଯୋଗାଣ ବନ୍ଦ ରହିଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।…

5 years ago

ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଧାନ ଉଠିଲା

ଜୁନାଗଡ,୧୬।୬(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବାଲିଛଡା ମଣ୍ଡିରେ ଗତ ୨ଦିନ ହେଲା ମିଲର୍ସଙ୍କ ଅବହେଳା ଯୋଗୁ ଟ୍ରକ ଆସୁ ନ ଥିବାରୁ ମଣ୍ଡିରୁ ଧାନ ଉଠୁ ନ…

5 years ago

ନକଟିଗୁଡାରେ ବିପିଏଲ ଲାଇଟର ଶୁଭାରମ୍ଭ: ଉପକୃତ ହେବେ ୧୧୬ ପରିବାର

ଜୁନାଗଡ,୧୫।୬(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ନକଟିଗୁଡା ପଞ୍ଚାୟତରେ ସୋମବାର ବିପିଏଲ ଲାଇଟର ଶୁଭାରମ୍ଭ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଜୁନାଗଡ ବିଧାୟକ ତଥା ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର…

5 years ago

ସଙ୍ଗରୋଧ କେନ୍ଦ୍ର ଛାଡିବାକୁ ଅନିଚ୍ଛୁକ ପ୍ରବାସୀ: ଘରକୁ ଗଲାବେଳେ କାନ୍ଦୁଛନ୍ତି

ଜୁନାଗଡ଼,୧୪।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମହିଚଳା ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀମାନେ ଯିବାକୁ ଅନିଚ୍ଛୁକ ହେଉଛନ୍ତି। ମହିଚଳା ସରପଞ୍ଚ ଅଜୟ ବେହେରାଙ୍କ ଭଲପାଇବା ଏଭଳି…

5 years ago

ଅସହାୟ ଡମ୍ବରୁଙ୍କୁ ମିଳିଲା ଭତ୍ତା

କୋକସରା, ୧୩।୬ (ଡି.ଏନ.ଏ)-କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତର ଭିର୍କାପଡାରେ ରହୁଥିବା ବୃଦ୍ଧ ଡମ୍ବରୁଧର ସେଠୀ ଦମ୍ପତି ଅତି ଅସହାୟ ସ୍ଥିତିରେ ଭଙ୍ଗା ଦଦରା କୁଡ଼ିଆରେ…

5 years ago

୨ ମହିଳା ଡାକ୍ତର କରୋନା ପଜିଟିଭ: ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଶଟ୍‌ଡାଉନ ଘୋଷଣା

ଭବାନୀପାଟଣା/କେସିଙ୍ଗା, ୧୩।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ଶନିବାର ଆଉ ୩ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୨ଜଣ ମହିଳା ଡାକ୍ତର ରହିଛନ୍ତି।…

5 years ago

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର: ଛତିଶଗଡ଼ରୁ ଧରାପଡିଲେ, ଜେଲ ଗଲେ ପ୍ରେମିକ

କୋକସରା,୧୨।୬ (ଡି.ଏନ.ଏ.)- କଳାହାଣ୍ଡି ଜିଲା କୋକସରା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ କୋକସରା ପୋଲିସ ବେହେରା ପଞ୍ଚାୟତ ନୁନପାଣି ଗାଁର ମନୋଜ…

5 years ago

ବିନା ସ୍ବାବ୍‌ ପରୀକ୍ଷାରେ ସଙ୍ଗରୋଧରୁ ଘରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ

କୋକସରା, ୧୧।୬ (ଡି.ଏନ.ଏ)-ଲକ୍‌ ଡାଉନ ଯୋଗୁ ଦେଶାନ୍ତର ଶ୍ରମିକମାନେ ଅନେକ ଯାତନା ସହି କୌଣସି ପ୍ରକାରେ ନିଜ ଭିଟାମାଟିକୁ ଫେରିଥିବା ବେଳେ ସେମାନଙ୍କୁ ଜିଲାର ବିଭିନ୍ନ ସଙ୍ଗରୋଧ…

5 years ago

ଦିଲ୍ଲୀ ଫେରନ୍ତା ପୁଅକୁ ସରପଞ୍ଚ ମା’ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖିବା ଘଟଣା: ‘ଧରିତ୍ରୀ’ରେ ପ୍ରକାଶିତ ଖବରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍‌

ଭବାନୀପାଟଣା,୧୧ା୬(ସ୍ବ.ପ୍ର.) : କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତ ସରପଞ୍ଚ ନନ୍ଦିତା ସାହୁ ଦିଲ୍ଲୀ ଫେରନ୍ତା ପୁଅକୁ ଘରକୁ ନ ନେଇ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖିବା ଘଟଣାରେ…

5 years ago

ଲକ୍‌ଡାଉନ୍‌ ସମୟରେ ରୋଜଗାର ମାନ୍ଦା: ଋଣଛାଡ଼ ପାଇଁ ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ଦାବିପତ୍ର

କେସିଙ୍ଗା,୧୦।୬: କଳାହାଣ୍ଡି ଜିଲା କେସିଙ୍ଗା ଅନ୍ତର୍ଗତ ପରଲସିଙ୍ଗା ଗ୍ରାମ ପଞ୍ଚାୟତ ସ୍ଥିତ ଭମରମାଲ ଗ୍ରାମର ସ୍ବୟଂ ସହାୟିକା ଗୋଷ୍ଠୀର ପ୍ରାୟ ୫୦ଜଣ ମହିଳା ବନ୍ଦନା, ମହାଶକ୍ତି, ସୂର୍ଯ୍ୟୋଦୟ,…

5 years ago