ଝାରସୁଗୁଡ଼ା

ଜାତୀୟ ପତାକାକୁ ଅସମ୍ମାନ ଘଟଣା: ଶାନ୍ତି ଫେରାଇ ଆଣିବା ପାଇଁ ପ୍ରଶାସନର ପ୍ରୟାସ

ଝାରସୁଗୁଡ଼ା ଅଫିସ,୨୬ା୮: ଝାରସୁଗୁଡ଼ା ଜିଲା ବନ୍ଧବାହାଲ ଶିଳ୍ପାଞ୍ଚଳରେ ଗୁରୁବାର ଏକ ମାଂସ ଦୋକାନୀ କଟାଛେଳିମୁଣ୍ଡକୁ ଜାତୀୟ ପତାକାରେ ଢାଙ୍କି ରଖି ଅସମ୍ମାନ କରିଥିଲେ। ଏହାକୁ ନେଇ ବନ୍ଧବାହାଲ…

2 years ago

ଜାତୀୟ ପତାକାରେ ମାଂସ ଗୁଡ଼ାଇ ରଖିଲେ ଦୋକାନୀ: ବନ୍ଧବାହାଲରେ ଉତ୍ତେଜନା

ଝାରସୁଗୁଡ଼ା ଅଫିସ,୨୫ା୮: ଜଣେ ମାଂସ ଦୋକାନୀ ଜାତୀୟ ପତାକାକୁ ଅସମ୍ମାନ କରିବା ନେଇ ଝାରସୁଗୁଡ଼ା ଜିଲା ବନ୍ଧବାହାଲ ଶିଳ୍ପାଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ଏନେଇ ସ୍ଥାନୀୟ ଲୋକେ ଗୁରୁବାର…

2 years ago

ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷଙ୍କ ସମେତ ୫ ଗିରଫ

ଝାରସୁଗୁଡ଼ା ଅଫିସ/ବ୍ରଜରାଜନଗର (ଡି.ଏନ.ଏ.),୨୪।୮: ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷ ଜେଲ୍‌ରୁ ମୁକୁଳିବା ପରେ ସହଯୋଗୀଙ୍କ ସହିତ ମିଶି ସୋମବାର ସନ୍ଧ୍ୟାରେ ଡକାୟତି ଯୋଜନା…

2 years ago

ରାତିରେ ବୁଲୁଥିଲେ ବନ୍ଧୁକ ଧରି, ବାନ୍ଧି ନେଲା ପୋଲିସ

ଝାରସୁଗୁଡ଼ା ଅଫିସ,୧୯।୮ ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଇପିଟି ଅଞ୍ଚଳରେ ଗତ ଗୁରୁବାର ରାତିରେ ଜଣେ ଯୁବକ ଏକ ବନ୍ଧୁକ ଧରି ଅବାଧରେ ସ୍କୁଟିରେ ବୁଲୁଥିବା ବେଳେ…

2 years ago

ଏନ୍‌ଏଲ୍‌ସି ତାପଜ ବିଦ୍ୟୁତ୍‌ କେନ୍ଦ୍ରର ଆର୍‌ପିଡିଏସି ବୈଠକ: ହିତାଧିକାରୀଙ୍କ ମୌଳିକ ସୁବିଧା ନେଇ ଗୁରୁତ୍ୱାରୋପ

ଝାରସୁଗୁଡ଼ା ଅଫିସ,୧୯।୮: ଝାରସୁଗୁଡ଼ା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଶୁକ୍ରବାର ଉତ୍ତରାଞ୍ଚଳ ରାଜସ୍ବ କମିଶନର(ଆରଡିସି) ଡ. ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ତଲାବିରାସ୍ଥିତ ଏନ୍‌ଏଲସି ତାପଜ ବିଦ୍ୟୁତ୍‌…

2 years ago

‘ରାଜ୍ୟର ବିକାଶରେ ଶିଳ୍ପର ବିକାଶ ଆବଶ୍ୟକ’

ଝାରସୁଗୁଡ଼ା ଅଫିସ,୧୮।୮: ରାଜ୍ୟରେ ଶିଳ୍ପର ବିକାଶ ପାଇଁ ପ୍ରଚୁର ସମ୍ଭାବନା ରହିଛି। ରାଜ୍ୟର ଅର୍ଥନୀତିକୁ ଆଗେଇ ନେବାକୁ ହେଲେ ଶିଳ୍ପାୟନ ଉପରେ ଗୁରୁତ୍ୱ ଦେବାକୁ ପଡିବ। ଏନେଇ…

2 years ago

ଲଖନପୁର ବ୍ଲକ ୧୯ଖଣ୍ଡ ମୌଜାରେ ପଶିଲା ବନ୍ୟା ଜଳ, ଲୋକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

ଝାରସୁଗଡ଼ା ଅଫିସ,୧୬।୮: ମହାନଦୀ ଉପରମୁଣ୍ଡ ଛତିଶଗଡ଼ରେ ଲଗାଣ ବର୍ଷା ଫଳରେ ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ୧୯ ଖଣ୍ଡ ମୌଜାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ନଦୀପାର୍ଶ ଗ୍ରାମସବୁ…

2 years ago

ଜୁଏଲାରୀ ମାଲିକଙ୍କ ମାଡ଼ରେ ମ୍ୟାନେଜରଙ୍କ ମୃତ୍ୟୁ, ୩ ଗିରଫ

ଝାରସୁଗୁଡା ଅଫିସ,୧୫।୮: ଝାରସୁଗୁଡ଼ା ସହରରେ ଥିବା ଏକ ଜୁଏଲାରୀ ମାଲିକଙ୍କ ମାଡ଼ରେ ମ୍ୟାନେଜର ଗୁରୁତର ହୋଇ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଥିଲେ। ରବିବାର ତାଙ୍କର ମୃତ୍ୟୁ ଘଟିଛି।…

2 years ago

ମହିମା ଆଶ୍ରମରେ ସାଧୁସନ୍ଥଙ୍କ ନବାନ୍ନ ଭକ୍ଷଣ

ଝାରସୁଗୁଡ଼ା ଅଫିସ,୧୩ା୮: ଲଖନପୁର ବ୍ଲକ୍‌ ପଞ୍ଚଗାଁ ପଞ୍ଚାୟତ ମହିମାପରୁରମ୍‌ ବିଜାପାଲି ମହିମା ଆଶ୍ରମରେ ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଶ୍ରମର ଚିତ୍ରସେନ ଦାସ, ନିରଞ୍ଜନ…

2 years ago

କେନ୍ଦ୍ରର ଆନ୍ତରିକତା ନାହିଁ, ନ୍ୟାୟାଳୟର ଦାରସ୍ଥ ହେବ ଆଦିବାସୀ ସମାଜ

ଝାରସୁଗୁଡ଼ା ଅଫିସ,୧୨।୮: ଝାରସୁଗୁଡ଼ା ଜିଲାର ଲଇକେରା, କିର୍ମିରା ଓ ସମ୍ବଲପୁର ଜିଲାର ଯୁଯୁମୁରା ବ୍ଲକକୁ ଆଇଟିଡିଏ ମାନ୍ୟତା ପାଇଁ ସମସ୍ତ ସାମ୍ବିଧାନିକ ବ୍ୟବସ୍ଥା ୨୦୧୧ରୁ ଶେଷ ହୋଇଛି…

2 years ago