ଝାରସୁଗୁଡ଼ା

୪ରୁ ଝାରସୁଗୁଡ଼ା ଦେଇ ଏଲାୟନ୍ସ ଏୟାର ବିମାନର ପରୀକ୍ଷାମୂଳକ ଉଡ଼ାନ

ଝାରସୁଗୁଡ଼ା ଅଫିସ,୩ା୧୧- ଝାରସୁଗୁଡ଼ା ଭିଏସ୍‌ଏସ୍‌ (ବୀର ସୁରେନ୍ଦ୍ର ସାଏ)ବିମାନ ବନ୍ଦର ଦେଇ ଚଳାଚଳ କରୁଥିବା ଏକମାତ୍ର ସ୍ପାଇସଜେଟ ବିମାନ ଯାତ୍ରୀଙ୍କ ଚାହିଦା ମେଣ୍ଟାଇ ପାରୁ ନ ଥିବାବେଳେ…

2 years ago

ଟ୍ରେନ୍‌ରେ ପ୍ରସବ ଘଟଣା: ସମ୍ବର୍ଦ୍ଧିତ ହେଲେ ଆର୍‌ପିଏଫ୍‌ କର୍ମଚାରୀ

ଝାରସୁଗୁଡ଼ା ଅଫିସ,୨୯ା୧୦: ଗତ ବୁଧବାର ବେଙ୍ଗାଲୁରୁ-ହଟିଆ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଜଣେ ମହିଳା ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଝାରସୁଗୁଡ଼ା ଜଙ୍କ୍‌ଶନ୍‌ରେ ଉକ୍ତ ଟ୍ରେନ୍‌ ରହଣି ପରେ…

2 years ago

ବିଭିନ୍ନ ସ୍ଥାନରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ

ଝାରସୁଗୁଡ଼ା ଅଫିସ,୨୨।୧୦: କିର୍ମିରା ବ୍ଲକ୍‌ ଭାଲୁପତ୍ରା ଆଶ୍ରମ ସ୍କୁଲ୍‌ରେ ବନ୍ଧପାଲି କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ୍‌ ଉପଶିକ୍ଷାଧିକାରୀ ଘନଶ୍ୟାମ ଚାନ୍ଦ, ଭାଲୁପତ୍ରା…

2 years ago

ଫେରିବାଲା ହତ୍ୟା ମାମଲାର ପର୍ଦ୍ଦାଫାଶ: ପାଟିତୁଣ୍ଡରୁ ପଥରରେ ଛେଚି କରିଥିଲେ ହତ୍ୟା

ଝାରସୁଗୁଡ଼ା ଅଫିସ,୨୨ା୧୦: ପଶ୍ଚିମବଙ୍ଗର ନିଖୋଜ ଫେରିବାଲା ମହମ୍ମଦ ଆସରଫ୍‌ ଖାନ(୨୬)ଙ୍କ ହତ୍ୟା ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ପୋଲିସ ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରି…

2 years ago

ନଦୀ ପ୍ରଦୂଷଣ ମାନବକୃତ: ପ୍ରଫୁଲ୍ଲ ସାମନ୍ତରା

ଝାରସୁଗୁଡ଼ା ଅଫିସ,୨୨।୧୦: ସେପ୍ଟେମ୍ବର ୨୩ରୁ ଲୋକଶକ୍ତି ଓ ଜନ ଆନ୍ଦୋଳନଙ୍କ ରାଷ୍ଟ୍ରୀୟ ସମନ୍ବୟ (ଏନ୍‌ଏପିଏମ୍‌) ଓଡିଶା ତରଫରୁ ନଦୀ ଓ ଜଳ ଉତ୍ସ ସୁରକ୍ଷା ଅଭିଯାନ ଯାତ୍ରା…

2 years ago

ଝାରସୁଗୁଡ଼ା ଜେଲରେ ଜୀବନ ହାରିଲେ ବିଚାରାଧୀନ କଏଦୀ

ଝାରସୁଗୁଡ଼ା ଅଫିସ,୨୦ା୧୦: ଝାରସୁଗୁଡ଼ା ଉପକାରାଗାରରେ ଗୁରୁବାର ଜଣେ ବିଚାରାଧୀନ କଏଦୀ ବେକରେ ଗାମୁଛା ବାନ୍ଧି ଏକ ଗଛରେ ଝୁଲି ଆମତ୍ହତ୍ୟା କରିଛନ୍ତି। ସେ ହେଲେ ବଡ଼ମାଲ ଥାନା…

2 years ago

ବାଇକ୍‌ରେ ଝିଅ ଘରକୁ ଯାଉଥିବା ବେଳେ ଧକ୍କା ଦେଲା ଟ୍ୟାଙ୍କର: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଝାରସୁଗୁଡ଼ା ଅଫିସ,୧୮ା୧୦- ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥ ଗାନ୍ଧୀଛକ ନିକଟରେ ମଙ୍ଗଳବାର ଏକ ତେଲଟ୍ୟାଙ୍କର ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ବାଇକ୍‌ରେ…

2 years ago

ଗୁନ୍ଦିଆ-ଝାରସୁଗୁଡ଼ା ପାସେଞ୍ଜର ଟ୍ରେନ୍‌ ଇଞ୍ଜିନ୍‌ରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ

ଝାରସୁଗୁଡ଼ା ଅଫିସ,୧୮।୧୦:ଗୁନ୍ଦିଆରୁ ଝାରସୁଗୁଡ଼ା ଆସୁଥିବା ଜେଡି ନାମକ ୦୮୮୬୧ନଂ ପାସେଞ୍ଜର ଟ୍ରେନ୍‌ ମଙ୍ଗଳବାର ରାତି ସାଢେ ୮ଟାରେ ବ୍ରଜରାଜନଗର ରେଳଷ୍ଟେଶନର ୩ନଂ ପ୍ଲାଟଫର୍ମରେ ପହଞ୍ଚତ୍ବା ପରେ ହଠାତ୍‌…

2 years ago

ସତ୍ୟସାଇ ଟ୍ରଷ୍ଟର କ୍ଷେତ୍ର ପରିଦର୍ଶନ

ଝାରସୁଗୁଡ଼ା ଅଫିସ,୧୮ା୧୦: ରାଜ୍ୟ ସରକାରଙ୍କ ତରଫରୁ ଝାରସୁଗୁଡ଼ାରେ ଏକ ହାର୍ଟ ହସ୍ପିଟାଲ୍‌ ବହୁଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏହାକୁ ପିପିପି ମୋଡ୍‌ରେ ପରିଚାଳନା କରିବା ପାଇଁ ରାଜ୍ୟ…

2 years ago

ବାଘଛାଲ ଜବତ, ୩ ଗିରଫ

ଝାରସୁଗୁଡ଼ା ଅଫିସ,୧୬ା୧୦: ଝାରସୁଗୁଡ଼ା ଏବଂ ସମ୍ବଲପୁର ପୋଲିସ ସହାୟତାରେ ଏସ୍‌ଟିଏଫ୍‌ ଟିମ୍‌ ମିଳିତ ଭାବେ ଚଢ଼ାଉ କରି ଝାରସୁଗୁଡ଼ା ଜିଲାର ମାଳିଡିହି ଛକରୁ ୩ଟି ବାଘଛାଲ ଜବତ…

2 years ago