ଚାଷରୁ ବିମୁଖ ହେଉଛନ୍ତି ଚାଷୀ : କୃଷି, ସମବାୟ ବିଭାଗ ଦାୟୀ ବୋଲି ଅଭିଯୋଗ ଆଣିଲେ ଚାଷୀ
ଧର୍ମଶାଳା,୨୪ା୬(ଡି.ଏନ୍.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଞ୍ଚଳର ବହୁ ଚାଷୀ ଏବେ ଚାଷ ପ୍ରତି ବିମୁଖ ହେଉଛନ୍ତି। ଏହି ଅଞ୍ଚଳରେ ୭୦ ପ୍ରତିଶତ ଲୋକେ ଚାଷ ଉପରେ ନିର୍ଭର କରିଥାନ୍ତି। ମାତ୍ର ଚାଷରୁ ପୂର୍ବଭଳି ଲାଭ ହେଉ ନ ଥିବାରୁ ଚାଷୀ…
ଯୁବତୀଙ୍କୁ ଅସଦାଚାରଣ ଅଭିଯୋଗ, ଅଭିଯୁକ୍ତ କୋର୍ଟ ଚାଲାଣ
ଧର୍ମଶାଳା,୨୧|୬(ଡି.ଏନ୍.ଏ.)- ଧର୍ମଶାଳା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଅସଦାଚାରଣ ଅଭିଯୋଗରେ ଗୁରୁବାର ପୋଲିସ ଜଣେ ଯୁବକଙ୍କୁ ଗିରଫକରି ଚଣ୍ଡିଖୋଲ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ଜାଲଶୁଖା ଗ୍ରାମର କାର୍ତ୍ତିକ ଦେହୁରୀ (୨୧)। ପ୍ରକାଶ ଯେ, ବୁଧବାର ରାତିରେ କାର୍ତ୍ତିକ ଉକ୍ତ…
ଅସୁସ୍ଥତା ଯୋଗୁ ସ୍ତ୍ରୀଙ୍କ ମୃତ୍ୟୁ ଘଟଣା: ୧୭ ଦିନ ପରେ ଆତ୍ମହତ୍ୟା କଲେ ସ୍ବାମୀ
ରତ୍ନଗିରି,୨୦ା୬(ଡି.ଏନ.ଏ.): ବରୀ ବ୍ଲକ ଅଧୀନ ଗୋଳକୁଣ୍ଡ ପଞ୍ଚାୟତ ମେଣ୍ଢ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର ରଞ୍ଜନ ଦଳେଇ (୨୩) ସ୍ତ୍ରୀଙ୍କ ମୃତ୍ୟୁର ୧୭ ଦିନ ପରେ ଗୁରୁବାର ସକାଳୁ ରଶି ଲଗାଇ ଆମତ୍ହତ୍ୟା କରିଛନ୍ତି। ସୂଚନାଯୋଗ୍ୟ,…
ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ
ଧର୍ମଶାଳା,୧୭ା୬(ଡି.ଏନ୍.ଏ.)- ଧର୍ମଶାଳା ବ୍ଲକ ଭାଲୁଖାଇସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଚଳଚଞ୍ଚଳ ହୋଇଛି। ଏହି ଅବସରରେ ପ୍ରଥମେ ସ୍ନାନବେଦୀରେ ମହାପ୍ରଭୁ ଜଗନ୍ନାଥ, ବଳଦେବ ଓ ମା’ ଶୁଭଦ୍ରାଙ୍କ ସୁଦର୍ଶନଙ୍କୁ ମନ୍ଦିରରୁ ସ୍ନାନବେଦୀ ପର୍ଯନ୍ତ ନିଆଯାଇଥିଲା। ସ୍ନାନବେଦୀରେ ଠାକୁରଙ୍କ ସ୍ନାନ…
ବଧୂ ହତ୍ୟା ଅଭିଯୋଗ : ସ୍ବାମୀ କୋର୍ଟଚାଲାଣ
ଯାଜପୁର ଟାଉନ,୧୭ା୬(ଡି.ଏନ୍.ଏ.): ଯାଜପୁର ସଦର ଥାନା ଅନ୍ତର୍ଗତ ମାଳଆନନ୍ଦପୁର ଗ୍ରାମର ରଶ୍ମିତା ଦଳାଇଙ୍କ ଶୁକ୍ରବାର ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଶନିବାର ରଶ୍ମିତାଙ୍କ ବାପା ଯୌତୁକ ଦାବିରେ ଝିଅଙ୍କୁ ଶାଶୁଘର ଲୋକେ ପିଟିମାରିଦେଇଥିବା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ…
କମେଣ୍ଟମରାକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ୨ ଗିରଫ
ଯାଜପୁରଟାଉନ, ୧୭ା୬(ଡି.ଏନ୍.ଏ.): ଯାଜପୁରସହର ନିକଟସ୍ଥ ଚିତାଳୋ ଛକରେ କମେଣ୍ଟ ମରା ଘଟଣାକୁ କେନ୍ଦ୍ରକରି ଶନିବାର ରାତିରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏ ନେଇ ରବିବାର ଉକ୍ତ ଯୁବକଙ୍କ ସାଙ୍ଗଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନଂ୧୬୧/୧୯) ରୁଜୁକରିଥିଲା।…
ରଜ ମହୋତ୍ସବ ଉଦ୍ଯାପିତ
ବରୀ/ରତ୍ନଗିରି,୧୬।୬(ସ୍ବ.ପ୍ର./ଡି.ଏନ୍.ଏ.)- ଆଧୁନିକ ଚାକଚକ୍ୟରେ ଐତିହ୍ୟ, ସଂସ୍କୃତି, ପରମ୍ପରା, ସାହିତ୍ୟକଳା, ଲୋକଗୀତ ଓ ଭାଇଚାରା ହଜିଯାଉଛି। ଏସବୁ ଫେରିଲେ ବରୀ ହସିବା ସହ ରାଜ୍ୟ ହସିଉଠିବ ବୋଲି ଗଣପର୍ବ ରଜର ଶେଷ ଦିନରେ ବରୀ ବିଧାୟିକା ସୁନନ୍ଦା ଦାସ ସ୍ବାଇଁଖଣ୍ଡ ପଞ୍ଚାୟତ ଖରି…
ପିଏମ୍ଇଜିପି ଅଗ୍ରଗତି ନୈରାଶ୍ୟଜନକ: ଜିଲାସ୍ତରୀୟ କମିଟିର ନିଷ୍ପତ୍ତି ମାନୁନାହାନ୍ତି ବ୍ୟାଙ୍କ, ନିଯୁକ୍ତି ସୁଯୋଗ ସୃଷ୍ଟି ସଙ୍କୁଚିତ
ଯାଜପୁର ଅଫିସ,୧୬ା୬- ପ୍ରଧାନମନ୍ତ୍ରୀ କର୍ମନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ(ପିଏମ୍ଇଜିପି) ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ଯୋଜନା। ସ୍ଥାନୀୟ ସମ୍ବଳକୁ ବ୍ୟବହାର କରି ଆମତ୍ନିଯୁକ୍ତି ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ବ୍ୟାଙ୍କଗୁଡ଼ିକ ପିଏମ୍ଇଜିପି ହିତାଧିକାରୀଙ୍କୁ ଅର୍ଥ ଯୋଗାଣରେ ସହାୟତା…
ସରପଞ୍ଚଙ୍କ ବଦାନ୍ୟତାସୁନା, ଟଙ୍କା ଥିବା ବ୍ୟାଗ୍ ପାଇ ଫେରାଇଲେ
ଧର୍ମଶାଳା,୧୨ା୬(ଡି.ଏନ୍.ଏ.)- ରାସ୍ତାରେ ପଡିଯାଇଥିବା ସୁନା ଓ ଟଙ୍କା ଥିବା ବ୍ୟାଗ୍ ପାଇ ମଙ୍ଗଳବାର ଧର୍ମଶାଳା ବ୍ଲ୍ଳକ ପାଟପୁର ପଞ୍ଚାୟତ ସରପଞ୍ଚ ଫେରାଇ ନିଜର ବୈଦାନ୍ୟତା ଦେଖାଇଛନ୍ତି। ତାଙ୍କର ଏହି ବୈଦାନ୍ୟତା ଧର୍ମଶାଳା ଅଞ୍ଚଳରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ପ୍ରକାଶ…
ନଦୀରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା
ଚଣ୍ଡିଖୋଲ,୧୦ା୬(ଡି.ଏନ୍.ଏ.) : ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଇଶମୌଜା ସେତୁ ନିକଟରେ ବଡ଼ଗେଙ୍ଗୁଟି ନଦୀରେ ଗାଧୋଇବାବେଳେ ବୁଡ଼ିଯାଇ ଜଣେ ଛାତ୍ରଙ୍କ ଜୀବନ ଯାଇଛି। ମୃତ ଛାତ୍ର ଜଣକ ହେଲେ ବଡ଼ଚଣା ଥାନା ଅନ୍ତର୍ଗତ ଅରଖପୁର ପଞ୍ଚାୟତ ବାରବାଟୀ ଗ୍ରାମର ଯତୀନ୍ଦ୍ର…
ଖାଇବାକୁ ମାଗିବାରୁ ଗରମ ପେଯ ଫୋପାଡ଼ିଲେ ସ୍ତ୍ରୀ
ଯାଜପୁର ଟାଉନ,୧୦ା୬ (ଡିଏନଏ): ସ୍ବାମୀଙ୍କ ଉପରକୁ ସ୍ତ୍ରୀ ଗରମ ପେଯ ଫୋପାଡ଼ିବାରୁ ସ୍ବାମୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ଯାଜପୁର ଥାନା ଖଣ୍ଡରା ପଞ୍ଚାୟତ ଇନ୍ଦାସ ଗ୍ରାମରେ। ଖାଇବାକୁ ମାଗିବା ନେଇ…
ଅଗ୍ନିକାଣ୍ଡରେ ୭ ବଖରା ଭସ୍ମୀଭୂତ:୬ ଗୋରୁ ଆହତ
ବରୀ/ରତ୍ନଗିରି,୯ା୬(ସ୍ବ.ପ୍ର./ଡି.ଏନ.ଏ.): ବରୀ ବ୍ଲକ ଅଧୀନ ମନ୍ଦାରୀ ପଞ୍ଚାୟତର ମେଦୁଆକୁଳ ରାଜସ୍ବ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ୩ ପରିବାରର ୭ ବଖରା ସମ୍ପୂର୍ଣ୍ଣ ଜଳିଯିବା ସହ ୬ ଗୋରୁ ଆହତ ହୋଇଛନ୍ତି। ଉଦ୍ଦବ ଚରଣ ବେହେରା,…
Archives


