ଯାଜପୁର

ତ୍ରୁଟିପୂର୍ଣ୍ଣ ନିର୍ମାଣ ସାଜିଛି ଦୁର୍ଘଟଣା କାରଣ

ରସୁଲପୁର,୧୧।୮(ଡି.ଏନ୍‌.ଏ.)- ରସୁଲପୁର ବ୍ଲକ ଦେଇ ଅତିକ୍ରମ କରିଥିବା ୧୬ ନଂ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଚାଲିଛି। ତେବେ ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁ ଦିନକୁ ଦିନ ଦୁର୍ଘଟଣା ବଢୁଛି । ଏଦିଗରେ ଉଭୟ ନିର୍ମାଣ ଦାୟିତ୍ୱରେ ଥିବା ଠିକା ସଂସ୍ଥା...

ଜଙ୍ଗଲ ଜମିରେ ବେଆଇନ ପଥର ଖାଦାନ: ଚଢ଼ାଉବେଳେ ଅଧିକାରୀଙ୍କୁ ଆକ୍ରମଣ, ଜାଣିଶୁଣି ମାମଲା ଦାୟର କଲେନି ଅଧିକାରୀ

ଯାଜପୁର ଅଫିସ/ଜେନାପୁର(ଡି.ଏନ୍‌.ଏ.),୧୧।୮- ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧିନସ୍ଥ ବିଛାଖଣ୍ଡି ଜଙ୍ଗଲ ଜମିରେ ଥିବା ବେଆଇନ ପଥର ଖାଦାନ ଉପରେ ଚଢ଼ାଉ ସମୟରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି ା ଧର୍ମଶାଳା ଅତିରିକ୍ତ ତହସିଲଦାର ଦେବୀପ୍ରସନ୍ନ ମହାନ୍ତି ଶନିବାର...

ନାଲିଫିତା ତଳେ ବିରଜାକ୍ଷେତ୍ରକୁ ରେଳ ପ୍ରକଳ୍ପ: ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଭେଟିଲା ବିରଜା କ୍ଷେତ୍ର ବିକାଶ ପରିଷଦ

ଯାଜପୁର ଅଫିସ,୧୧।୮- ଯାଜପୁର କେନ୍ଦୁଝରରୋଡ଼- ଧାମରା ରେଳ ପ୍ରକଳ୍ପ ସର୍ଭେ ରିପୋର୍ଟ ଦୁଇବର୍ଷ ହେବ କେନ୍ଦ୍ର ସରକାରଙ୍କ ନାଲି ଫିତାତଳେ ଚପି ରହିଛି। ଏନେଇ ଜନସାଧାରଣଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି। ଏସଂକ୍ରାନ୍ତରେ ବିରଜା କ୍ଷେତ୍ର ବିକାଶ ପରିଷଦ ପକ୍ଷରୁ...

ତେଣ୍ଟା ନାଳରେ ମାଛମରାକୁ ନେଇ ତେଜୁଛି ବିବାଦ: ବେଆଇନ ଆଡ଼ିବନ୍ଧ ଯୋଗୁ ଚାଷଜମିକୁ ଯାଇପାରୁନି ପାଣି, ବଢ଼ୁଛି ଚାଷୀ ଅସନ୍ତୋଷ

ବିିଞ୍ଝାରପୁର,୧୧।୮(ଡି.ଏନ୍‌.ଏ.)- ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବରପଦା ତେଣ୍ଟା ନାଳରେ ମାଛ ଧରିବାକୁ ସ୍ଲୁଇସ୍‌ ଗେଟ୍‌ ବନ୍ଦ କରିବା ସହିତ ଆଡିବନ୍ଧ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳର ଚାଷୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଚଳିତ ବର୍ଷ ବର୍ଷା ଅଭାବରୁ ବିଞ୍ଝାରପୁର...

ବରୀ ବ୍ଲକର: ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ

ବରୀ,୧୦।୮(ସ୍ବ.ପ୍ର.): ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଯାଜପୁର ଜିଲା ବରୀ ବ୍ଲକରେ ୨୧୮ ବିଦ୍ୟାଳୟରେ ୧ା୧ା୨୦୧୧ରୁ ରେଗୁଲାର ହୋଇଥିବା ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କର ସାର୍ଟିଫିକେଟ ଯାଞ୍ଚପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଯାଞ୍ଚ ପ୍ରକ୍ରିୟା ଗତ ୫ ତାରିଖରୁ ଆରମ୍ଭ ହୋଇଥିବାବେଳେ...

‘ଖୁସି’ ସଚେତନତା କାର୍ଯ୍ୟକ୍ରମ

ଧର୍ମଶାଳା,୧୦।୮(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ କିଶୋରୀ ସ୍ବଚ୍ଛତା କାର୍ଯ୍ୟକ୍ରମ ‘ଖୁସି’ ଶୁକ୍ରବାର ଧର୍ମଶାଳା ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ା ଅଧ୍ୟାପିକା ସୁନୀତା ମହାନ୍ତି ଅଧ୍ୟକ୍ଷତା ଆୟୋଜିତ ଉତ୍ସବରେ ଅତିଥିଭାବେ ଜୁନିୟର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ନମିତା ପରିଡ଼ା ଯୋଗଦେଇଥିଲେ।...

ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ, ଜଣେ ଅଟକ

ଚଣ୍ଡିଖୋଲ, ୧୦।୮(ଡି.ଏନ୍‌.ଏ.): ବଡ଼ଚଣା ଥାନା ଅଧୀନସ୍ଥ ବନ୍ଦାଳ ପଞ୍ଚାୟତର ଡିହକରନ୍ଦା ଗ୍ରାମରେ ଶୁକ୍ରବାର ଗୋଟିଏ ପରିବାର ତିନି ଜଣଙ୍କୁ ସେହିଗ୍ରାମର ଜଣେ ଯୁବକ ମରାଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (୧୭୮/୧୯)ରୁଜୁକରି ଉକ୍ତ...

ଫନିପାଲ ବିଦ୍ୟାଳୟର ନାମ ପରିବର୍ତ୍ତନକୁ ବିରୋଧ

ଯାଜପୁର ରୋଡ,୧୦।୮(ନି.ପ୍ର.): କ୍ରାନ୍ତି ଦିବସ ଅବସରରେ ଶୁକ୍ରବାର ସ୍ମୃତି ସଂସଦ କମିଟିର ଆବାହକ ମଦନ ମୋହନ ଜେନାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଡ. ଫନିପାଲ ବିଦ୍ୟାଳୟ ପରିସରରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡ଼. ଫନିପାଲ ଜଣେ ସ୍ବାଧିନତା...

ଡେଙ୍ଗୁ ସଚେତନତା ଅଭିଯାନ ଶୁଭାରମ୍ଭ

କଳିଙ୍ଗନଗର,୧୦।୮(ଡି.ଏନ୍‌.ଏ.): କଳୀଙ୍ଗନଗର ସ୍ଥିତ ଟାଟା ଷ୍ଟିଲ କାରଖାନା ପକ୍ଷରୁ ଶୁକବ୍ରାର ସ୍ଥାନୀୟ ଲୋକମାନଙ୍କୁ ଡେଙ୍ଗୁ ରୋଗ ନିବାରଣ ପାଇଁ ପ୍ରତିକାରାତ୍ମକ ଓ ଆରୋଗ୍ୟକର ପଦକ୍ଷେପ ବିଷୟରେ ସଚେତନ କରାଇବା ଲକ୍ଷ୍ୟରେ ଏକ ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ...

ଛତିଆ ଅଞ୍ଚଳରେ ପୁଣି ଲୁଟେରା ସକ୍ରିୟ : ବନ୍ଧୁକ ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କଠାରୁ ଲୁଟ୍‌

ଛତିଆ,୯।୮(ଡିଏନ୍‌ଏ)- ଦୀର୍ଘଦିନର ନୀରବତା ପରେ ଛତିଆ ଅଞ୍ଚଳରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ଲୁଟେରା। ଗୁରୁବାର ଅପରାହ୍ନରେ ଲୁଟେରାମାନେ ବନ୍ଧୁକ ଦେଖାଇ ୩ଜଣ ବ୍ୟାଙ୍କ କର୍ମଚାରୀଙ୍କଠାରୁ ୮୧ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ବୈରୀସ୍ଥିତ...

ବିନା ଛାତ୍ରୀଛାତ୍ରରେ ଚାଲିଛି ବିଦ୍ୟାଳୟ : ରାମକୃଷ୍ଣ ସଂସ୍କୃତ ଟୋଲ

ଯାଜପୁରଟାଉନ,୯।୮(ଡିଏନଏ): ଯାଜପୁର ସଦର ମହକୁମାଠାରୁ ମାତ୍ର ୫କି.ମି. ଦୂରତାରେ ଏଭଳି ଏକ ବିଦ୍ୟାଳୟ ଅଛି ଯେଉଁଠି ଶ୍ରେଣୀଗୃହ ଅଛି, ଶିକ୍ଷକ ଅଛନ୍ତି, ମାତ୍ର ଛାତ୍ରୀଛାତ୍ର ନାହାନ୍ତି। ଉକ୍ତ ବିଦ୍ୟାଳୟଟି ହେଉଛି ଯାଜପୁର ସହର ମନ୍ଦାରଖଣ୍ଡ ଗ୍ରାମରେ ୧୯୩୧ ମସିହାରେ ସ୍ଥାପିତ...

ପାର୍କିଂ ଫି’ ଦେବେ କମ୍ପାନୀ କର୍ତ୍ତୃପକ୍ଷ

ଯାଜପୁର ରୋଡ,୯।୮(ନି.ପ୍ର): କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଦ୍ୱାର ଯାଜପୁର ରୋଡ ବା ବ୍ୟାସନଗର। ଶିଳ୍ପାଞ୍ଚଳର ୫୬ଟି ବସ୍‌ ଯାଜପୁର ରୋଡ ସହରରୁ ଦୈନିକ ଶିଳ୍ପାଞ୍ଚଳକୁ ଯାଉଛି। ସେମାନେ ପାର୍କିଂ ଫି’ ଦେଉ ନ ଥିଲେ। ଜିନ୍ଦଲ ଷ୍ଟିଲ, ରୋହିତ ଫେରୋଟେକ୍‌, ଟାଟା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri