କାଏମା ପଞ୍ଚାୟତର ବମ୍ଫୁ ଗ୍ରାମ ରାସ୍ତା: ଅସରାଏ ବର୍ଷାରେ ଜମୁଛି ପାଣି
ଧର୍ମଶାଳା,୨୭।୮(ଡି.ଏନ୍.ଏ.)- ଧର୍ମଶାଳା ବ୍ଲକ ଅନ୍ତର୍ଗତ କାଏମା ପଞ୍ଚାୟତର ବମ୍ଫୁ ଗ୍ରାମର ମୁଖ୍ୟ ରାସ୍ତାରେ ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ଦୀର୍ଘଦିନ ଧରି ବର୍ଷା ପାଣି ଜମିରହୁଛି। ଫଳରେ ଗ୍ରାମବାସୀ ଯାତାୟାତରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ସ୍ଥାନୀୟ…
ଖଣିରେ ଫାଷ୍ଟ କମ୍ ଫାଷ୍ଟ ଲୋଡିଂ ବିବାଦ: କ୍ରୋମ ଭ୍ୟାଲିରେ ଅଚଳାବସ୍ଥା ଦୂର ଦିଗରେ ପଦକ୍ଷେପ ଦାବି
ଡୁବୁରୀ,୨୭।୮(ଡି.ଏନ୍.ଏ.)- ସୁକିନ୍ଦା କ୍ରୋମ ଭ୍ୟାଲିରୁ ଖଣିଜ ଦ୍ରବ୍ୟ ବୋଝେଇ କ୍ଷେତ୍ରରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଯାଜପୁର ଜିଲାପାଳଙ୍କ ପଦକ୍ଷେପ ଉପରେ ସୁକିନ୍ଦା ମିନେରାଲ ଟ୍ରକ ମାଲିକ ସଂଘ ଆପତ୍ତି ଉଠାଇଛି। ସୋମବାର ସନ୍ଧ୍ୟାରେ ସଂଘ ମୁଖ୍ୟ କାର୍ଯ୍ୟାଳୟ ଡୁବୁରୀଠାରେ…
ରତ୍ନଭଣ୍ଡାର ଖୋଲିବା ଦାବିରେ ଗଣଧାରଣା
ଛତିଆ,୨୬ା୮(ଡି.ଏନ୍.ଏ.): ରତ୍ନଭଣ୍ଡାର ସୁରକ୍ଷା ସମିତି ତରଫରୁ ରବିବାର ସକାଳେ ଛତିଆ ପାନ୍ଥଶାଳା ସମ୍ମୁଖରେ ରତ୍ନଭଣ୍ଡାରର ସୁରକ୍ଷା ଓ ତାଲା ଭାଙ୍ଗିବା ଦାବିରେ ଏକ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯାଇଥିଲା। ଏଥିରେ ଶତାଧିକ ଜଗନ୍ନାଥପ୍ରେମୀ ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ପୁରୀ ବଡଦେଉଳର…
ଦୁର୍ଦ୍ଦିନରେ କଳିଙ୍ଗନଗର ନୀଳାଚନ ଇସ୍ପାତ କାରଖାନା : କଳିଙ୍ଗନଗର ମଜଦୁର ୟୁନିୟନର ପୁନରୁଉଦ୍ଧାର ଦାବି
କଳିଙ୍ଗନଗର,୨୬ା୮(ଡି.ଏନ୍.ଏ.): ଯାଜପୁର ଜିଲା କଳିଙ୍ଗନଗରରେ ଥିବା ନୀଳାଚନ ଇସ୍ପାତ ନିଗମ ଲିମିଟେଡ୍ର (ଏନ୍ଆଇଏନ୍ଏଲ୍) ପୁନରୁଦ୍ଧାର ପାଇଁ କଳିଙ୍ଗନଗର ମଜଦୁର ୟୁନିୟନ ଦାବି କରିଛି। ରାଷ୍ଟ୍ରୀୟ ଇସ୍ପାତ୍ତ ନିଗମ ଲିମିଟେଡ୍(ଆର୍ଆଇଏନ୍ଏଲ୍) ଏବଂ ଷ୍ଟିଲ ଅଥୋରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେଲ୍) ଓ ଓମ୍ସି…
ମାର୍ଚ୍ଚରେ ସରିବ ୩ ଖଣି ଲିଜ ଅବଧି : ପୁନଃ ଲିଜ୍ ଦୌଡ଼ରେ ଟାଟା ଷ୍ଟିଲ, ବିସି ମହାନ୍ତି, ମିଶ୍ରିଲାଲ
ଯାଜପୁର ଅଫିସ/କାଳିଆପାଣି(ଡି.ଏନ.ଏ.),୨୬ା୮: ଆଉ ମାତ୍ର ୭ମାସ ପରେ ଯାଜପୁର ଜିଲା ରନତ୍ଗର୍ଭା ସୁକିନ୍ଦା ଅଞ୍ଚଳ ଟାଟା ଷ୍ଟିଲର ସୁକିନ୍ଦା କ୍ରୋମାଇଟ ଖଣି, ବିସି ମହାନ୍ତି କମର୍ଦ୍ଦା ଖଣି ଓ ମିଶ୍ରିଲାଲର ସାରୁଆବିଲ କ୍ରୋମ ଖଣି ଅବଧି ଶେଷ ହେବାକୁ ବସିଛି। ନିକଟରେ…
ଧର୍ମଶାଳା ପଞ୍ଚାୟତ ସମିତି : ଏମଏଲଏ ଲାଡ ପାଣ୍ଠିର ଦୁରୂପଯୋଗ, ଲାଭଦାୟକ କଂକ୍ରିଟକରଣ କାର୍ଯ୍ୟକୁ ଅଧିକ ଗୁରୁତ୍ୱ
ଯାଜପୁର ଅଫିସ,୨୬ା୮: ବିଧାନସଭା ସଦସ୍ୟ ଆଞ୍ଚଳିକ ଉନ୍ନୟନ ପାଣ୍ଠି (ଏମଏଲଏଲାଡ୍ସ) ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ଆଶାନୁରୂପକ ଏବଂ ଗାଇଡଲାଇନ ଅନୁସାରେ ଉପଯୁକ୍ତ ଖର୍ଚ୍ଚ ହୋଇ ନ ପାରି ବରବାଦ ହୋଇଛି। ୨୦୧୭-୧୮ ଆର୍ଥିକ ବର୍ଷର ଆୟବ୍ୟୟ ଉପରେ ହୋଇଥିବା ଅଡିଟ…
ଶ୍ୱଶୁର ଘରେ ଜ୍ୱାଇଁଙ୍କ ଆତ୍ମହତ୍ୟା
ଚଢ଼େଇଧରା,୨୪ା୮(ଡି.ଏନ୍.ଏ)- ଯାଜପୁର ଜିଲା ଜେନାପୁର ଥାନା ପୁରୁଣା ବଉଳମାଳ ପଞ୍ଚାୟତ କୃଷ୍ଣପଶି ଗ୍ରାମସ୍ଥିତ ଶ୍ୱଶୁର ଘରେ ଶୁକ୍ରବାର ଜ୍ୱାଇଁ ଫ୍ୟାନ୍ରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ଧର୍ମଶାଳା ଥାନା ଗୋପାଳପୁର ଗ୍ରାମର ଅନନ୍ତ ଦାସ (୩୫)।…
ଦ୍ୱାଦଶ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା
ଯାଜପୁର ରୋଡ,୨୪।୮(ନି.ପ୍ର.)- ମୁଣ୍ଡମାଳସ୍ଥିତ ସରସ୍ବତି ଶିଶୁ ବିଦ୍ୟାମନ୍ଦିରରେ ଗୁରୁବାର ଦ୍ୱାଦଶ ବିଂଶ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହାକୁ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରଧ୍ୟାପକ ସନ୍ତୋଷ କୁମାର ରଥ ଉଦ୍ଘାଟନ କରିଥିଲେ। ଶିଶୁ ମନ୍ଦିରର ସଭାପତି ଦିଗନ୍ତ କୁମାର ରାଉତ କାର୍ଯ୍ୟକ୍ରମର…
ନୀଳାଚଳ ଇସ୍ପାତ କାରଖାନା ଘରୋଇକରଣକୁ ବିରୋଧ: ମୁଖ୍ୟ ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା
ଡୁବୁରୀ,୨୪।୮(ଡି.ଏନ୍.ଏ.)- କଳିଙ୍ଗନଗରସ୍ଥିତ ଏକ ମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ କାରଖାନାକୁ ଘରୋଇକରଣ ଉଦ୍ୟମକୁ ନୀଳାଚଳ ବଞ୍ଚାଓ ସମିତି ବିରୋଧ କରିଛି। ଏହାର ପ୍ରତିବାଦରେ ଶୁକ୍ରବାର କାରଖାନାର କର୍ମଚାରୀ ଓ ଠିକା ଶ୍ରମିକମାନେ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା…
ଭିସା କାରଖାନାରେ ଶ୍ରମିକ ଛଟେଇ ନୋଟିସ୍
କଳିଙ୍ଗନଗର,୨୪।୮(ଡି.ଏନ.ଏ)- କଳିଙ୍ଗନଗରସ୍ଥିତ ଭିସା କାରଖାରେ ଠିକା ଶ୍ରମିକଙ୍କୁ ଛଟେଇ ପାଇଁ ଶୁକ୍ରବାର କାରଖାନା କର୍ତ୍ତୃପକ୍ଷ କାରଖାନା ମୁଖ୍ୟ ଫାଟକରେ ନୋଟିସ କରିଛନ୍ତି। ଗତ ଦୁଇ ବର୍ଷ ହେବ କାରଖାନାର ରୋଲିଂ ମିଲ୍, ବ୍ଲାଷ୍ଟ ଫର୍ନେସ୍, ଏସ୍ଏମ୍ଏସ୍ ସାଇଡ୍ ବନ୍ଦ ଥିବାବେଳେ ଶୁକ୍ରବାର…
ଟାଟା ଷ୍ଟିଲର ଭ୍ରାମ୍ୟମାଣ ମେଡିକାଲ ୟୁନିଟ କ୍ରିୟାଶୀଳ
ଡୁବୁରୀ,୨୪।୮(ଡି.ଏନ୍.ଏ.)- ସୁକିନ୍ଦା ଓ ଦାନଗଦୀ ବ୍ଲକ ଆଦିବାସୀ ତଥା ଦୁର୍ଗମ ଅଞ୍ଚଳର ଲୋକଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ପ୍ରଦାନ ଲକ୍ଷ୍ୟରେ ଟାଟାଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ୨୦୧୩ରୁ ଆରମ୍ଭ କରାଯାଇଥିବା ଭ୍ରାମ୍ୟମାଣ ମେଡିକାଲ ୟୁନିଟକୁ ଅଧିକ କ୍ରିୟାଶୀଳ କରାଯାଇଛି। ଫଳରେ ୭ଟି ମେଡିକାଲ ଟିମ୍…
ସ୍କୁଟିକୁ ଧକ୍କାଦେଇ ବସ୍ ଫେରାର: ୧ମୃତ,ଜଣେ ଗୁରୁତର
ରସୁଲପୁର,୨୩।୮(ଡି.ଏନ୍.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ୧୬ନଂ. ଜାତୀୟ ରାଜପଥରେ ଶୁକ୍ରବାର ସକାଳେ ଏକ ଦୁର୍ଘଟଣା ଘଟିଛି। ବସ୍ ସ୍କୁଟିକୁ ଧକ୍କାଦେବାରୁ ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମୃୃତକ ହେଲେ ସ୍କୁଟି ଚାଳକ ତଥା କୃପାସିନ୍ଧୁ…
Archives


