ଯାଜପୁର

ଦଶରଥପୁର ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ

ଦଶରଥପୁର,୧୧-୯(ଡି.ଏନ୍‌.ଏ.)- ଦଶରଥପୁର ବ୍ଲକ ଦଶରଥପୁର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଦୁଇଦିନିଆ ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ଦଶରଥପୁର ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ପ୍ରତିଯୋଗିତାକୁ ଉଦ୍‌ଘାାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ…

ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ ପକ୍ଷରୁ ଖବରଦାତା ସମ୍ମିଳନୀ:ପ୍ରଦୂଷଣ ମୁକ୍ତ ସମାଜ ଗଠନର ଆହ୍ବାନ

ଯାଜପୁର ରୋଡ,୧୧ା୯(ନି.ପ୍ର.)- ପ୍ରଦୂଷଣ ଆଇନକୁ କଡ଼ାକଡ଼ି ଭାବେ ପାଳନ ସହିତ ପ୍ରଦୂଷଣ ସୃଷ୍ଟିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି କି ଏକ ପ୍ରଦୂଷଣ ମୁକ୍ତ ସମାଜ ଗଠନ କରିବାକୁ ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ ଆହ୍ବାନ ଦେଇଛି। ମଙ୍ଗଳବାର…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଣ୍ଡଗୋଳ, ୨ ଆହତ, ୨ ଗିରଫ

ଧର୍ମଶାଳା,୧୦ା୯(ଡି.ଏନ୍‌.ଏ.)- ଧର୍ମଶାଳା ଥାନା ଅନ୍ତର୍ଗତ କଣ୍ଟିଗଡ଼ିଆ ଗ୍ରାମରେ ରବିବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟିଛି। ଏଥିରେ ଦୁଇଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଲେ ପ୍ରଶାନ୍ତ ଦଳେଇ ଓ କୁନା ନାୟକ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଧର୍ମଶାଳା ଗୋଷ୍ଠୀ…

ଯୁବକଙ୍କୁ ପିଟି ହତ୍ୟା ଅଭିଯୋଗ,୩ ଅଟକ

ଧର୍ମଶାଳା/ଜେନାପୁର,୧ା୯(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ପୁରୁଣାବଉଳମାଳ ପଞ୍ଚାୟତ ଭାଲିଆପାଳ ଗ୍ରାମର ଜଣେ ଯୁବକଙ୍କ ପୂର୍ବ ଶତ୍ରୁତାକୁ ନେଇ ରବିବାର ରାତିରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଦୁର୍ବୃତ୍ତମାନେ ତାଙ୍କୁ ଠେଙ୍ଗାରେ ପିଟି ସୁକୁଟିଝର ରାସ୍ତାରେ ଫୋପାଡି ଦେଇଥିଲେ। ପରିବାର ଲୋକେ…

ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ପ୍ରତିବାଦରେ ଅନଶନ ପ୍ରତିଶ୍ରୁତି ପରେ ଅନଶନ ପ୍ରତ୍ୟାହୃତ

ବରୀ/ରତ୍ନଗିରି,୧୦ା୯(ସ୍ବ.ପ୍ର./ଡି.ଏନ୍‌.ଏ.)- ବରୀ ନିର୍ବାଚନମଣ୍ଡଳୀ ଅଧୀନ ଅଲ୍ଲୀପୁରସ୍ଥିତ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ କର୍ମଚାରୀ ପଦବୀ ଖାଲି ପଡିବା ପ୍ରତିବାଦରେ ସୋମବାର ଆଶ୍ୱାସନା ପରିବର୍ତ୍ତନର ଏକ ଭିନ୍ନ ସ୍ବର ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଆମରଣ ଅନଶନ ଦିଆଯାଇଛି। ସନ୍ଧ୍ୟାରେ ଘଟଣା ସ୍ଥଳରେ…

ଟ୍ରକ ସହ ବାଇକ ଧକ୍କା, ଆରୋହୀ ଗୁରୁତର

ଯାଜପୁର ରୋଡ/କୋରେଇ,୧୦ା୯(ନି.ପ୍ର/ଡି.ଏନ୍‌.ଏ.)- ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଶର୍ମା ପେଟ୍ରୋଲ ପମ୍ପ ଡାଇଭରଶନ ନିକଟରେ ଏକ ବାଇକକୁ ଟ୍ରକ୍‌ ଧକ୍କା ଦେଇଛି। ଏଥିରେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ଆରୋହୀ ଜଣଙ୍କ ବଡ଼ବିରୁହଁା ଗ୍ରାମର ଜୁଳିଆ ମହି।…

ଖରସ୍ରୋତାରେ ବନ୍ୟା: ଦୁର୍ବଳ ନଦୀବନ୍ଧ ବୁଲି ଦେଖିଲେ ମୁଖ୍ୟ ଯନ୍ତ୍ରୀ

ସିଂହପୁର,୧୦ା୯(ଡି.ଏନ୍‌.ଏ.)- ଖରସ୍ରୋତା ନଦୀର ଜଳପତ୍ତନ ବୃଦ୍ଧି ପାଉଥିବାରୁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ବନ୍ୟାକୁ ଦୃଷ୍ଟିରେ ରଖି ସୋମବାର ବିଞ୍ଝାରପୁର ଜଳସମ୍ପଦ ବିଭାଗ ଅନ୍ତର୍ଗତ ଦୁର୍ବଳ ନଦୀ ବନ୍ଧକୁ ଜଳ ସମ୍ପପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ରଞ୍ଜନ କୁମାର ନାୟକ, ଡେପୁଟି…

ବରୀରେ ବନ୍ୟା: ଫସଲ ନଷ୍ଟ ହେବା ଆଶଙ୍କା

ବରୀ/ରତ୍ନଗିରି,୧୦ା୯(ସ୍ବ.ପ୍ର/ଡି.ଏନ୍‌.ଏ.)- ବରୀ ଅଞ୍ଚଳ ଦେଇ ବ୍ରାହ୍ମଣୀ, ବିରୂପା, ଖରସ୍ରୋତା ଶାଖା ତନ୍ତୀଘାଇ ଏବଂ ଦୁଧେଇ ନଦୀ ପ୍ରବାହିତ ହୋଇଛି। ସୋମବାର ଏସବୁ ନଦୀରେ ବନ୍ୟାଜଳ ଆସିଛି। ଫଳରେ ବରୀ ଅଞ୍ଚଳର ରତଳାଙ୍ଗ, ଅଙ୍ଗାଳୋ ଆଦି ପଞ୍ଚାୟତର ବିଓଳି ଧାନ ଚାଷ ଜମିରେ…

ରୋଟାରି ଯାଜପୁର ରୋଡ୍‌ର ଅଧିଷ୍ଠାନ ଉତ୍ସବ

ଯାଜପୁର ରୋଡ,୧୦ା୯(ନି.ପ୍ର.)- ରୋଟାରି କ୍ଲବ, ଯାଜପୁର ରୋଡ୍‌ର ପ୍ରଥମ ଅଧିଷ୍ଠାନ ଉତ୍ସବ ଏବଂ ଚାର୍ଟାଡ ସାର୍ଟିଫିକେଟ ପ୍ରଦାନ ଉତ୍ସବ ରବିବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରୋଟାରି ଡିଷ୍ଟ୍ରିକ୍‌ ୩୨୬୨ର ଗଭର୍ନର ରୋଟାରିୟାନ ଦେବାଶିଷ୍‌ ମିଶ୍ର ମୁଖ୍ୟ ଅତିଥି…

ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ: ୨ମୃତ, ୨ ଗୁରୁତର

ଚଣ୍ଡିଖୋଲ,୯।୯(ଡି.ଏନ୍‌.ଏ.): ଯାଜପୁର ଜିଲା ୧୬ ନଂ. ଜାତୀୟ ରାଜପଥର ବଡ଼ଚଣା ଥାନା ଅନ୍ତର୍ଗତ ବନ୍ଦାଳ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଆମ୍ବୁଲାନ୍ସ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଗୁରୁତର…

ଆଦର୍ଶ ପଞ୍ଚାୟତଭାବେ ବାଲିବିଲି ପୁରସ୍କୃତ

ବରୀ, ୯ା୯(ସ୍ବ.ପ୍ର.)- ରାଜ୍ୟ ସରକାରଙ୍କ ପିଠା କାର୍ଯ୍ୟକ୍ରମ ଓ ଆମ ଗାଁ ଆମ ବିକାଶ ଯୋଜନାର ସଫଳତା ପାଇଁ ବରୀ ବ୍ଲକ ଅଧୀନ ବାଲିବିଲି ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତର ମାନ୍ୟତା ମିଳିଛି। ଏ ନେଇ ଗତ ଗୁରୁବାର ଜିଲା ପ୍ରଶାସନ ପକ୍ଷରୁ…

ବରୀରେ ସଭ୍ୟସଂଗ୍ରହ ଅଭିଯାନ, ମିଶ୍ରଣ ପର୍ବ : ବିଜେଡିରେ ମିଶିଲେ ୨ଶହରୁ ଊର୍ଦ୍ଧ୍ୱ ନେତା, କର୍ମୀ

ବରୀ, ୯ା୯(ସ୍ବ.ପ୍ର.)- ବରୀ ବ୍ଲକ ଅଧୀନ ଅଟିରା ପଞ୍ଚାୟତ ସନ୍ଥନ ମଠ ନିକଟରେ ରବିବାର ବରୀ ନିର୍ବାଚନମଣ୍ଡଳୀ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଜିଲା ବିଜେଡି ସଭାପତି ସରୋଜ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri