ଯାଜପୁର

ଅତଲାପୁର ପଞ୍ଚାୟତରେ ବ୍ୟାପକ ଦୁର୍ନୀତି : ବିଡିଓଙ୍କ ନିକଟରେ ଫେରାଦ ହେଲେ ପଞ୍ଚାୟତବାସୀ

ରସୁଲପୁର,୧୭।୧୨(ଡିଏନଏ)- ରସୁଲପୁର ବ୍ଲକ ବରୀ ନିର୍ବାଚନମଣ୍ଡଳୀରେ ସାମିଲ ହୋଇଥିବା ୧୦ଟି ପଞ୍ଚାୟତ ମଧ୍ୟରୁ ଶ୍ରେଷ୍ଠ ପୁରସ୍କାରପ୍ରାପ୍ତ ଅତଲାପୁର ପଞ୍ଚାୟତରେ ଦୁର୍ନୀତିର ଗନ୍ଧ ବାରିଛନ୍ତି ଜନସାଧାରଣ। ସରକାରଙ୍କ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଜନ ମଙ୍ଗଳକାରୀ ଯୋଜନାକୁ ତୃଣମୂଳସ୍ତରରେ ପ୍ରଣୟନ କରିବାରେ ବ୍ୟାପକ…

ରସୁଲପୁର ତହସିଲ ପହଞ୍ଚତ୍ଲା ତିତିଲି, ଫନୀ ଫସଲ କ୍ଷୟକ୍ଷତି ଅର୍ଥ

ରସୁଲପୁର,୧୭।୧୨(ଡିଏନଏ)ରେ ରସୁଲପୁର ତହସିଲ ଅଞ୍ଚଳରେ ତିତିଲି ଓ ଫନୀ ବାତ୍ୟାରେ ଫସଲ ହାନୀ ବାବଦରେ କ୍ଷତିପୂରଣ ଅର୍ଥ ଆସି ପହଞ୍ଚିଛି। ଏ ନେଇ ଚାଷୀଙ୍କର ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟିଛି। ଚାଷୀଙ୍କୁ କ୍ଷତି ପୂରଣ ମିଳିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।…

ଫନୀ ମହାବାତ୍ୟାକୁ ପୂରିଲା ସାଢେ ୭ ମାସ : କାରିଗରଙ୍କୁ ମିଳିଲାନି ସହାୟତା ରାଶି

ଯାଜପୁର ଅଫିସ,୧୭ା୧୨- ଫନୀ ବାତ୍ୟା ପାଇଁ ଜଳ ସମ୍ପଦ ବିଭାଗର କ୍ଷୟକ୍ଷତି ଆକଳନ କରାଯାଇ ୩୭୦କୋଟି ୪୦ ଲକ୍ଷ ୫୦ ହଜାର ଟଙ୍କାର ବିବରଣୀ ପ୍ରଦାନ କରାଯାଇଥିଲା। ଏଥିରେ ବୃହତ୍‌ ଓ ମଧ୍ୟମ ଧରଣର ଜଳସସେଚନ ପ୍ରକଳ୍ପରେ ୩୧୧ କୋଟି ୬୫…

ଓଡ଼ିଶା ଦାବିକୁ ଅଣଦେଖା – ସର୍ଭେରେ ଅଟକିଛି ବିରଜାକ୍ଷେତ୍ରକୁ ରେଳପଥ ସଂଯୋଗ

ଯାଜପୁର ଅଫିସ,୧୭ା୧୨- ସବୁ ପ୍ରକାର ଭିତ୍ତିଭୂମି ଥାଇ ଯାଜପୁର ଜିଲାର ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେଶନକୁ ଡିଭିଜନ ମାନ୍ୟତା ମିଳିପାରୁ ନାହିଁ। ଏହାସହ ଦୀର୍ଘଦିନର ଦାବି ବିରଜାକ୍ଷେତ୍ରକୁ ରେଳପଥ ସଂଯୋଗ ସର୍ଭେରେ ଅଟକିଛି। ଏନେଇ ରାଜନୈତିକ ନେତୃବର୍ଗ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ଦାବି,…

ନକଲି ଅଟା କାରଖାନା ଉପରେ ଚଢ଼ାଉ: ମେଶିନ ଜବତ, ଅଭିଯୁକ୍ତ ଅଟକ

ଯାଜପୁର ଅଫିସ,୧୭ା୧୨- ଯାଜପୁର ଟାଉନ ପୋଲିସ ପକ୍ଷରୁ ସୋମବାର ଏକ ନକଲି ଅଟା କାରଖାନା ଉପରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡର ନକଲି ଅଟା ଜବତ କରାଯାଇଛି। ଏ ନେଇ ନକଲି ଅଟା କାରଖାନା ମାଲିକ କେଶବଚନ୍ଦ୍ର ପାଣିଙ୍କୁ…

ଅନିଶ୍ଚିତତାରେ ନିଶ୍ଚିତ କର୍ମନିଯୁକ୍ତି ଯୋଜନା:  ୧୦୦ଦିନର କାମ ସମ୍ପୂର୍ଣ୍ଣ ପରିସଂଖ୍ୟାନରେ ଜାଲିଆତି

ଯାଜପୁର ଅଫିସ,୧୬ା୧୨- ଶହେ ଦିନର କାମ ନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରଣୀତ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆରଇଜିଏସ୍‌) ଯାଜପୁର ଜିଲାରେ ଅନିଶ୍ଚିତ ହୋଇପଡ଼ିଛି। ଗତ ନଭେମ୍ବର ୮ରେ ଯେଉଁଠି ମାତ୍ର ୧୮୪ଜଣ ୧୦୦ଦିନର କାମ…

ରତଳାଙ୍ଗରେ ମହିଳାଙ୍କୁ ହତ୍ୟା ଅଭିଯୋଗ ଘଟଣା: ସ୍ବାମୀ, ଯାଆ କୋର୍ଟ ଚାଲଣ

ବିଞ୍ଝାରପୁର,୧୬ା୧୨(ଡି.ଏନ.ଏ)- ବିଞ୍ଝାରପୁର ଥାନା ବରୀ ବ୍ଲକ ରତଳାଙ୍ଗ ଗ୍ରାପ ମଠସାହିରେ ଗତ ମଙ୍ଗଳବାର ରାତିରୁ ନିଖୋଜ ଥିବା କବିତା ବରାଳଙ୍କ ମୃତଦେହ ଶୁକ୍ରବାର ସ୍ଥାନୀୟ ପୋଖରୀରେ କ୍ଷତବିକ୍ଷତ ଅବସ୍ଥାରେ ମିଳିଥିଲା। ତାଙ୍କୁ ଶାଶୁଘର ଲୋକେ ଅଧିକ ଯୌତୁକ ଦାବିରେ ହତ୍ୟା କରିଥିବା…

ନଗଡ଼ା ହେବ ଇକୋ ଟ୍ୟୁରିଜମ: ଶକ୍ତିମନ୍ତ୍ରୀ

କାଳିଆପାଣି,୧୪ା୧୨(ଡି.ଏନ.ଏ.): ବହୁ ଚର୍ଚ୍ଚିତ ନଗଡାକୁ ଇକୋ ଟ୍ୟୁରିଜମ ବା ପରିବେଶ ପର୍ଯ୍ୟଟନଭାବେ ପରିଣତ କରିବାକୁ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଘୋଷଣା କରିଛନ୍ତି। ଶୁକ୍ରବାର ମନ୍ତ୍ରୀ ମିଶ୍ର ନଗଡା ଗସ୍ତ କରି ବିଭିନ୍ନ ଯୋଜନା ଉପରେ ସମୀକ୍ଷା କରିଥିଲେ। ଏହାବାଦ ନଗଡା…

ସଡ଼କ ଦୁର୍ଘଟଣାରେ ୨ମୃତ: ଆହତଙ୍କୁ ବଞ୍ଚାଇବାକୁ ଯାଇ ଯୁବକଙ୍କ ପ୍ରାଣ ଗଲା

ଧର୍ମଶାଳା/ଜେନାପୁର,୧୪ା୧୨(ଡି.ଏନ୍‌.ଏ.): ମୃତ୍ୟୁ ଏମିତି ବି ଆସେ। ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ଯୁବକଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିବା ଆଉ ଜଣେ ଯୁବକ ଏକ ଟ୍ରକ୍‌ ଧକ୍କାରେ ମୃତ୍ୟୁବରଣ କରିଛନ୍ତି। ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜେନାପୁର…

ବଧୂହତ୍ୟା ଅଭିଯୋଗ: ସ୍ବାମୀ ସହିତ ଭାଉଜ ଗିରଫ

ଯାଜପୁର,୧୩।୧୨(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅଧୀନ ରତଳାଙ୍ଗ ଗ୍ରାମରେ ବଧୂହତ୍ୟା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ହେଲେ ଗ୍ରାମର ଲକ୍ଷ୍ମୀଧର ସାମଲଙ୍କ ସ୍ତ୍ରୀ କବିତା (୨୫)। ସେ ୩ ଦିନ ତଳୁ ନିଖୋଜ ଥିବା ଶାଶୁଘର ଲୋକେ କହୁଥିବା…

ଯୌତୁକ ନିର୍ଯାତନା ବଧୁହତ୍ୟା ମାମଲା: ସ୍ବାମୀ ସମେତ ୪ଜଣ ନିର୍ଦ୍ଦୋଶରେ ଖଲାସ

ଯାଜପୁର ଟାଉନ,୧୧।୧୨(ଡି.ଏନ୍‌.ଏ.)- ଯାଜପୁର ସଦରଥାନା ଅନ୍ତର୍ଗତ ତୋରଡ ଗ୍ରାମରେ ଜନୈକା ନବବଧୁ କିରାସିନ ଢ଼ାଳି ନିଆଁରେ ପୋଡ଼ିହୋଇ ମୃତ୍ୟୁବରଣ କରିବା ଘଟଣାରେ ଅତିରିକ୍ତ ଜିଲା ଦୌରାଜଜ୍‌ ପ୍ରଶାନ୍ତ କୁମାର ନାୟକ ୪ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ୨୦୧୨ ଏପ୍ରିଲ ୧୦ତାରିଖରେ…

ନାବଳିକାଙ୍କୁ ଉଦ୍ଧାର କଲା ପୋଲିସ, ଅପହର୍ତ୍ତା ଗିରଫ

ବିଞ୍ଝାରପୁର,୧୧।୧୨(ଡି.ଏନ୍‌.ଏ.)- ବିଞ୍ଝାରପୁର ଥାନା ଅନ୍ତର୍ଗତ ଅଙ୍ଗାଳୋ ଗ୍ରାମର ଜୈନିକା ୧୪ବର୍ଷୀୟା ନାବାଳିକାଙ୍କୁ ସେହି ଗ୍ରାମର ଅମୀୟ ମଲ୍ଲିକ ପ୍ରଲୋଭନ ଦେଖାଇ ଗତ ୭ ତାରିଖରେ ଅପହରଣ କରିନେଇଥିଲେ। ଏନେଇ ନାବାଳିକାଙ୍କ ମା’ ବିଞ୍ଝାରପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri