ଗ୍ରାମ ଶ୍ମଶାନରେ ଜଳିଲା ୩ ଶ୍ରମିକଙ୍କ ଜୁଇ
ରସୁଲପୁର,୨୬।୨(ଡି.ଏନ୍.ଏ.): ଯାଜପୁର ସଦର ଥାନା ଅନ୍ତର୍ଗତ ଜମଧର ଗ୍ରାମ ମଙ୍ଗଳବାର ଲୋକାରଣ୍ୟ ହୋଇଉଠିଥିଲା। ଗତ ଶନିବାର ଗୁଜରାଟ ଅହମ୍ମଦାବାଦସ୍ଥିତ ଓଧାବ୍ ଜିଆଇଡିସି ଅଞ୍ଚଳର ଏକ କପଡ଼ା ଲେବଲ କାରଖାନାରେ ଘଟିଥିବା ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୩ ଶ୍ରମିକଙ୍କ ମୃତଦେହ ସେମାନଙ୍କ...
ଭୀମଟାଙ୍ଗର ଫେକର ଗେଟ୍ ସମ୍ମୁଖରେ ଛାତ୍ରୀଛାତ୍ର, ଅଭିଭାବକଙ୍କ ଧାରଣା
କାଳିଆପାଣି,୨୫।୨(ଡି.ଏନ୍.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଭୀମଟାଙ୍ଗର ଫେକର ଗେଟ୍ ସମ୍ମୁଖରେ ମଙ୍ଗଳବାର ଅଭିଭାବକ ଓ ଛାତ୍ରୀଛାତ୍ରମାନେ ଧାରଣାରେ ବସିଛନ୍ତି। କାଳିଆପାଣି ଖଣି ଅଞ୍ଚଳରେ ଟାଟା ଷ୍ଟିଲ ପରିସରରେ ରହିଥିବା ଇଂଲିଶ ମିଡିୟମ ବିଦ୍ୟାଳୟ ଓ ସରସ୍ବତୀ ଶିଶୁ...
ମୃତକଙ୍କ ପରିବାରକୁ ଭେଟିଲା ଜିଲା ପ୍ରଶାସନ
ରସୁଲପୁର,୨୪ା୨(ଡିଏନଏ): ଯାଜପୁର ସଦର ଥାନା ଯମଧର ଗାଁରେ ଯାଜପୁର ଜିଲା ପ୍ରଶାସନ ପହଞ୍ଚତ୍ଛି। ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣି ନାୟକ, ଯାଜପୁର ବ୍ଲକ ବିଡିଓ ସୌରଭ ଚକ୍ରବର୍ତ୍ତି, ଯାଜପୁର ପୌରପରିଷଦର ଅଧ୍ୟକ୍ଷ ଭବପ୍ରକାଶ ଦାସଙ୍କ ସମେତ ଯାଜପୁର ତହସିଲ ପ୍ରଶାସନର କର୍ମଚାରୀ...
ବିକାଶରେ ବାଧକ ଫଳକ ରାଜନୀତି
ଯାଜପୁର ଅଫିସ,୨୪ା୨: ପର୍ଯ୍ୟଟନ ମାନଚିତ୍ରରେ ଯାଜପୁରର ପରିଚୟ ସ୍ବତନ୍ତ୍ର। ଜିଲାର ବୈଭବମୟ, ଗୌରବମୟ ଐତିହ୍ୟରାଜି ଓ ପର୍ଯ୍ୟଟନକ୍ଷେତ୍ର ବିଶ୍ୱବାସୀଙ୍କୁ ଚମକୃତ କରିଛି। ଏହି ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ଓ ବିକାଶ ପାଇଁ ଯେଉଁ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ଆଗାମୀ...
ନାମୀଦାମୀ ବ୍ରାଣ୍ଡ ଅଖାରେ ଚାଲିଛି ବ୍ୟବସାୟ
ଯାଜପୁର ଅଫିସ,୨୪ା୨: ଯାଜପୁର ଜିଲା ଦଶରଥପୁର ବ୍ଲକ ଅଧୀନ ନନ୍ଦିପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚଣ୍ଡିଗୋଳ ହାଟ ନିକଟରେ ଏକ ନକଲି ସିମେଣ୍ଟ କାରଖାନା ଚାଲିଛି। ଏହି ନକଲି ସିମେଣ୍ଟ କାରଖାନା ଦୀର୍ଘବର୍ଷ ଧରି ଚାଲୁଥିବା ସମ୍ପର୍କରେ ସ୍ଥାନୀୟ ଲୋକେ ଅଭିଯୋଗ...
ନିଯୁକ୍ତି ପାଇଁ ବିଧାନସଭା ଘେରିବେ ଛାତ୍ରୀଛାତ୍ର
ଯାଜପୁର ଅଫିସ,୨୪ା୨: ଯାଜପୁର ଜିଲାର ରଗଡିସ୍ଥିତ ଏକମାତ୍ର ସରକାରୀ ପଲିଟେକନିକ (ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରୁଥିବା ଅନୁଷ୍ଠାନ)ର ଛାତ୍ରୀଛାତ୍ରମାନେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ନିଯୁକ୍ତି ନ ପାଇ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମର୍ମରେ ଛାତ୍ରୀଛାତ୍ରମାନେ ଓଡ଼ିଶା ସରକାରଙ୍କ ମୁଖ୍ୟ...
ଅହମଦାବାଦରେ ୩ ଓଡ଼ିଆ ଶ୍ରମିକ ପୋଡ଼ିହୋଇ ମୃତ୍ୟୁ ଘଟଣା: ପରିବାର ନିକଟରେ ପହଞ୍ଚିଲା ଜିଲା ପ୍ରଶାସନ
ରସୁଲପୁର,୨୩।୨(ଡି.ଏନ୍.ଏ.): ଗୁଜରାଟ ଅହମଦାବାଦର ଏକ କପଡ଼ା ଲେବଲ ପ୍ରସ୍ତୁତି କାରଖାନାରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୩ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ସେମାନେ ହେଲେ ଯାଜପୁର ସଦର ଥାନା ଅନ୍ତର୍ଗତ ଜମଧର ଗ୍ରାମର ଦୟାନିଧି ଖୁଣ୍ଟିଆ(୩୭), ଚିନ୍ମୟ ଖୁଣ୍ଟିଆ(୨୫)...
ଗୋଚର ଜମିରେ କାହ୍ନୁଚରଣ କଲେଜ: ୩ ମାସ ମଧ୍ୟରେ ଜିଲାପାଳ ନେବେ ପଦକ୍ଷେପ
ଯାଜପୁର ଅଫିସ,୨୩ା୨: କଲେଜଗୁଡ଼ିକର ଜମି ସମ୍ବନ୍ଧୀୟ ଅବସ୍ଥା ଜାଣିବାକୁ ସପ୍ତାହେ ପୂର୍ବରୁ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ(ଆର୍ଡିଇ) ପକ୍ଷରୁ ତଥ୍ୟଦାଖଲ କରିବାକୁ ନିର୍ଦ୍ଦେଶ ହୋଇଥିଲା। ଏହି ତଥ୍ୟ ଭୁବନେଶ୍ୱର ଆରଡିଇ ଅଧୀନରେ ଗଢି ଉଠିଥିବା ସମସ୍ତ ଅନୁଦାନ ଓ ଅଣଅନୁଦାନପ୍ରାପ୍ତ...
ପରୀକ୍ଷା କେନ୍ଦ୍ରରେ ସ୍ବତନ୍ତ୍ର ସୁବିଧାରୁ ବଞ୍ଚିତ ଦିବ୍ୟାଙ୍ଗ ଛାତ୍ର
ରସୁଲପୁର,୨୩ା୨(ଡି.ଏନ୍.ଏ.): ଅକ୍ଷମ ନୁହେଁ ସେ ସକ୍ଷମ। ସେ ବି ଅନ୍ୟପିଲାଙ୍କ ଭଳି ଭଲ ପଢିବେ, ଆଉ ଆଗକୁ ବଢିବେ। ଅନ୍ୟମାନଙ୍କ ସହ ସମକ୍ଷକ ହୋଇ ନିଜକୁ ପ୍ରମାଣିତ କରିବାର ଲକ୍ଷ୍ୟ ରଖିଛନ୍ତି ଦଶମ ଶ୍ରେଣୀର ଦିବ୍ୟାଙ୍ଗ ଛାତ୍ର ଅବିନାଶ ମଲିକ।...
ଜେନେରେଟରରେ ଚାଲିଛି ହାଇଟେକ ଥାନା
କଳିଙ୍ଗନଗର,୨୩ା୨(ଡି.ଏନ.ଏ): କଳିଙ୍ଗନଗର ଶିଳ୍ପାଞ୍ଚଳରେ ୧୦ବର୍ଷ ତଳେ ୨ଏକର ଜମିରେ ନିର୍ମିତ ହୋଇଥିଲା ଏକ ହାଇଟେକ ଥାନା। ୬୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ଥାନା ଯାଜପୁର ଜିଲାର ଏକମାତ୍ର ହାଇଟେକ ଥାନା ହୋଇଥିବାବେଳେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
ମୋବାଇଲ ପାଇ ଫେରାଇଲେ ଖବରଦାତା
ଧର୍ମଶାଳା,୨୩ା୨(ଡି.ଏନ୍.ଏ.): ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ପଡ଼ିଥିବା ଏକ ସ୍ମାର୍ଟ ମୋବାଇଲ ଫୋନ ପାଇ ଫେରାଇଛନ୍ତି ଜଣେ ଖବରଦାତା। ମିଳିଥିବା ସୂଚନା ଅନୁସାରେ ୪ଦିନ ତଳେ ରାମ୍କୋ ସିମେଣ୍ଟ କମ୍ପାନୀର ଜଣେ କର୍ମଚାରୀ ଆଶିଷ ଗୋଏଲ ଅଫିସ କାର୍ଯ୍ୟ...
ଜାରକା ବିଟ୍ ହାଉସ ନିକଟରେ ହେବ ଫ୍ଲାଏ ଓଭରବ୍ରିଜ୍
ଧର୍ମଶାଳା,୨୨।୨(ଡିଏନଏ): ଜାତୀୟ ରାଜପଥ ଜାରକା ଛକରେ ହେବାକୁ ଥିବା ଫ୍ଲାଏ ଓଭରବ୍ରିଜକୁ ନେଇ ଚାଲିଥିବା ବିଭିନ୍ନ କଳ୍ପନାଜଳ୍ପନାର ଅବସାନ ଘଟିଛି। ଶୁକ୍ରବାର ପୂର୍ବାହ୍ନରେ ଜାତୀୟ ରାଜପଥ ପ୍ରାଧିକରଣ ଆଞ୍ଚଳିକ ଅଧିକାରୀ ପି.କେ. ପଣ୍ଡା ଜାରକାରେ ପହଞ୍ଚି ଧର୍ମଶାଳା ବିଧାୟକ ପ୍ରଣବ...
Archives


