ଯାଜପୁର

ଝାଡ଼ାବାନ୍ତି ଆକ୍ରାନ୍ତଙ୍କୁ ଭେଟିଲେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଧର୍ମଶାଳା,୧୪ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡକ୍ଟର ଡି.ବୃନ୍ଦା ଶନିବାର ପୂର୍ବାହ୍ନରେ ପହଞ୍ଚି ସ୍ଥିତି ପରଖିବା ସହ ରୋଗୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୋଟ୍‌ ୨୫୦ରୁ ଊର୍ଦ୍ଧ୍ୱ…

ଯାଜପୁରରେ କଲେରା ଆକ୍ରାନ୍ତ ଚିହ୍ନଟ: ୮ ଜଣଙ୍କ ରିପୋର୍ଟ ପଜିଟିଭ୍

ଯାଜପୁର, ୧୩।୬: ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ରୋଗ ଅଣାୟତ୍ତ ହେବା ସହ ଏହା ମଧ୍ୟରେ କଲେରା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାଜନକ ଭାବେ ବଢ଼ିଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ୪୧ଟି ନମୁନା ପରୀକ୍ଷଣ ପରେ ୮ ଜଣଙ୍କ ରିପୋର୍ଟ କଲେରା ପଜିଟିଭ୍ ଚିହ୍ନଟ…

ଯାଜପୁରରେ ଝାଡ଼ାବାନ୍ତି ସ୍ଥିତିକୁ ନେଇ ସରକାରୀ ଅଧିକାରୀ, କର୍ମଚାରୀଙ୍କ ଛୁଟି ବାତିଲ, ଜାଣନ୍ତୁ କେବେ ଯାଏ

ଯାଜପୁର,୧୩।୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାରେ ଝାଡ଼ାବାନ୍ତି ଆତଙ୍କୁ ନେଇ ଜିଲାରେ ଛୁଟି ବାତିଲ କରିଯାଇଛି । ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ୧୪ ତାରିଖ ରୁ ୧୬ ତାରିଖ ଯାଏଁ ଛୁଟି ବାତିଲ…

ଧର୍ମଶାଳା ଝାଡ଼ାବାନ୍ତି ଟ୍ରାଜେଡି, ଧିରେ ଧିରେ ସୁଧୁରୁଛି ସ୍ଥିତି

ଧର୍ମଶାଳା,୧୩ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ଝାଡ଼ାବାନ୍ତିସ୍ଥିତି ଆୟତ୍ତରେ ରହିଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା କମିଥିବା ଶୁକ୍ରବାର ସକାଳ ସୁଦ୍ଧା ସୂଚନା ମିଳିଛି। ମଙ୍ଗଳବାରଠାରୁ ଶୁକ୍ରବାର ୪ ଦିନ ମଧ୍ୟରେ ଧର୍ମଶାଳାରେ ମୋଟ୍‌ ୨୧୩ ଜଣ ରୋଗୀ…

ଯାଜପୁରରେ ଝାଡାବାନ୍ତି ଅଣାୟତ୍ତ: ଗଲାଣି ୪ ଜୀବନ

ଯାଜପୁର,୧୧ା୬: ଯାଜପୁରରେ ସୋମବାର ରାତିରୁ ଆରମ୍ଭ ହୋଇଥିବା ଝାଡ଼ାବାନ୍ତି ଅଣାୟତ୍ତ ହେବାରେ ଲାଗିଛି । ଝାଡ଼ାବାନ୍ତିରେ ଆଉ ୨ ଜଣଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ଟପିଯାଇଥିବା ବେଳେ ଦାନଗଦି ଓ…

ଝାଡ଼ାବାନ୍ତି ସ୍ଥିତି ଅଣାୟତ୍ତ:ଧର୍ମଶାଳାରେ ପହଞ୍ଚିଲେ ସ୍ବାସ୍ଥ୍ୟ ସଚିବ

ଧର୍ମଶାଳା,୧୨।୬(ଶିବ ପ୍ରସାଦ ମହାନ୍ତି):ଯାଜପୁର ଜିଲାରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକେ ଚିକିତ୍ସିତ ହେଉଛନ୍ତି। ଏହା ମଧ୍ୟରୁ ଧର୍ମଶାଳାରେ ଗୁରୁବାର ମଧ୍ୟାହ୍ନ ସୁଦ୍ଧା ୨୦୦ରୁ ଅଧିକ ଲୋକେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି…

ବ୍ୟାପିଲା ଝାଡ଼ାବାନ୍ତି , ଗୁରୁବାର ସକାଳ ସୁଦ୍ଧା ଧର୍ମଶାଳାରେ ୬୮ ରୋଗୀ

ଧର୍ମଶାଳା,୧୨।୬(ଶିବପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ମଙ୍ଗଳବାର ଦିନ ଠାରୁ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ଲୋକେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ୯୩ଜଣ ବୁଧବାର ୫୮ଜଣ ମୋଟ ବୁଧବାର ସଂଧ୍ୟା ସୁଦ୍ଧା…

ଯାଜପୁରରେ ଝାଡ଼ାବାନ୍ତି ଅଣାୟତ୍ତ, ଆଉ ୬ ମୃତ

ଯାଜପୁର,୧୨ା୬ (ହର୍ଷବର୍ଦ୍ଧନ ବେହେରା): ଯାଜପୁରରେ ସୋମବାର ରାତିରୁ ଆରମ୍ଭ ହୋଇଥିବା ଝାଡ଼ାବାନ୍ତି ଅଣାୟତ୍ତ ହେବାରେ ଲାଗିଛି। ମଙ୍ଗଳବାର ରାତିରୁ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ପୁଣି ୫୦୦ରୁ ଊର୍ଦ୍ଧ୍ୱ ରୋଗୀ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କୋରେଇ, ଧର୍ମଶାଳା, ରସୁଲପୁର, ଦାନଗଦି, ବଡ଼ଚଣା…

ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ପାଖରେ ପହଞ୍ଚିଲା ସ୍ବାସ୍ଥ୍ୟ ଟିମ୍‌

ଧର୍ମଶାଳା,୧୧ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ଦୁଇ ଦିନ ମଧ୍ୟରେ ୧୫୦ରୁ ଅଧିକ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଏକ ଡାକ୍ତରୀ ଟିମ୍‌ ରୋଗୀଙ୍କ ପାଖରେ ପହଞ୍ଚିଛି। ଧର୍ମଶାଳା ଅଞ୍ଚଳରେ ଅନେକ…

ଧର୍ମଶାଳାରେ ଝାଡ଼ାବାନ୍ତି ଆକ୍ରାନ୍ତ ସଂଖ୍ୟା ୧୫୦ ଟପିଲା:ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଲେ ଅତିରିକ୍ତ ଜଲାପାଳ

ଯାଜପୁର,୧୧।୬: ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ମଙ୍ଗଳବାରଠାରୁ ଅଚାନକ ଶତାଧିକ ରୋଗୀ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଉକ୍ତ ଅଞ୍ଚଳର ଅନେକ ପଞ୍ଚାୟତର ଲୋକେ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ଥିବାବେଳେ ମେଡିକାଲ ପରିସରରେ…

ଧର୍ମଶାଳାରେ ବ୍ୟାପିଲା ଝାଡ଼ାବାନ୍ତି: ଗଛମୂଳେ ସାଲାଇନ ଲଗାଇ ଚିକିତ୍ସିତ ହେଉଛନ୍ତି ରୋଗୀ

ଧର୍ମଶାଳା,୧୦।୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ଶତାଧିକ ଲୋକେ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ସକାଳୁ ସକାଳୁ ଏହି ଅଞ୍ଚଳର ଅନେକ ପଞ୍ଚାୟତରେ ଲୋକେ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ମେଡିକାଲ…

ବସ୍‌କୁ ଧକ୍କା ଦେଲା ତେଲ ଟ୍ୟାଙ୍କର:ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଧର୍ମଶାଳା,୧୦।୬(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ବସ ଷ୍ଟାଣ୍ଡ ନିକଟରେ ବସକୁ ଏକ ତେଲ ଟ୍ୟାଙ୍କର ଧକ୍କା ଦେବା ଫଳରେ ଡ୍ରାଇଭର ମୃତଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ ଓଆର୍‌୦୫ଏଏଲ୯୭୫୯ ତେଲ ଟ୍ୟାଙ୍କର ଟ୍ରକଟି କଟକରୁ ବାଲେଶର ଅଭିମୁଖେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri