ରସୁଲପୁର,୩୦-୧୦(ଡିଏନଏ)- ରସୁଲପୁର ବ୍ଲକ ଖଣ୍ଡିତର ଓ ଯାଜପୁର ବ୍ଲକ ଅଧୀନ ରାଜଘାଟ ଖରସ୍ରୋତା ନଦୀର ଡାହାଣପାର୍ଶ୍ୱ ୧୫-ବି ବନ୍ଧ ମରାମତି, ପ୍ରଶସ୍ତୀକରଣ, ଆବଶ୍ୟକ ସ୍ଥଳେ ଜନବସତିକୁ ଗଡା…
ଚଣ୍ଡିଖୋଲ,୩୦-୧୦(ଡି.ଏନ୍.ଏ.)- ଗତ ସପ୍ତାହରେ ୩ଦିନ ଧରି ଲଗାଣ ବର୍ଷା ଯୋଗୁ ବଡ଼ଚଣା ବ୍ଲକର ବହୁ ଅଞ୍ଚଳରେ ବ୍ୟାପକ ଫସଲ ହାନୀ ହୋଇଛି। ପ୍ରଶାସନ ପକ୍ଷରୁ ଅଦ୍ୟାବଧି କ୍ଷୟକ୍ଷତି…
ରସୁଲପୁର,୩୦-୧୦(ଡି.ଏନ୍.ଏ.)- ଯାଜପୁର ଜିଲା ରସୁଲପୁର ବ୍ଲକରେ ସାଧାରଣ ବଣ୍ଟନ ସାମଗ୍ରୀ ପ୍ରଦାନରେ ସରକାରଙ୍କ ୫-ଟି ପ୍ରୟୋଗ ସମ୍ପୂର୍ଣ୍ଣ ଫେଲ୍ ମାରିଛି। ଭୂତ ଚାଉଳ କାର୍ଡ ହାତେଇବାରେ ଠାରୁ…
ଯାଜପୁର ଅଫିସ, ୩୦-୧୦- ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଏକ କାରଖାନାରୁ ଛତିଶଗଡ଼ ଯାଉଥିବା ପିଗ୍ ଆଇରନକୁ ଚୋରାରେ କିଣି ରାରକେଲାର ଜଣେ ଶିଳ୍ପପତି ଯାଜପୁର ପୋଲିସ…
ଯାଜପୁର ଅଫିସ,୩୦-୧୦- ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳ ମଧ୍ୟରେ କାରଖାନା ବୃଦ୍ଧି ଓ ସମ୍ପ୍ରସାରଣ ହେଉଛି। ମାତ୍ର ନିଯୁକ୍ତି ସୁଯୋଗ ସୃଷ୍ଟି ଅପରିବର୍ତ୍ତିତ ରହିଛି। ଏହିକ୍ରମରେ ବ୍ରାହ୍ମଣୀ…
ରସୁଲପୁର,୩୦-୧୦(ଡି.ଏନ୍.ଏ.)- ବିଭିନ୍ନ କ୍ଷେତ୍ରରେ ପ୍ରଶାସନିକ ଅଧିକାରୀଙ୍କ ଟାଳଟୁଳ ନୀତି ଯୋଗୁ ଦିନକୁ ଦିନ କଳାବଜାରୀଙ୍କ ସାମ୍ରାଜ୍ୟ ବଢିବାରେ ଲାଗିଛି। ଯାହାକି ପ୍ରତ୍ୟେକ୍ଷ ଭାବେ ରାଜ୍ୟ ରାଜକୋଷକୁ ପ୍ରଭାବିତ…
ବରୀ/ରତ୍ନଗିରି,୩୦-୧୦(ସ୍ବ.ପ୍ର./ଡି.ଏନ୍.ଏ.)- ଯାଜପୁର ଜିଲା ବରୀ ବ୍ଲକ ଅଧୀନ ବରୀ-ବରୁହାଁ ମୁଖ୍ୟ ରାସ୍ତାର ବରୀ ମାଉଣ୍ଡ ବଜାର ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ…
ଯାଜପୁର ଅଫିସ,୨୭ା୧୦: ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ(ପିଇଓ) ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଜିଲା ଅଶାନ୍ତ ହେବାରେ ଲାଗିଛି। ଜିଲା…
ଚଣ୍ଡିଖୋଲ,୨୫।୧୧(ଡ.ଏନ୍.ଏ.): ଯାଜପୁର ଜିଲା ଚଣ୍ଡିଖୋଲ ସ୍ଥିତ ଏକ ହୋଟେଲରେ ଜଣେ ବ୍ୟାଙ୍କ ଅଧିକାରୀ ବେକରେ ବେଡସିଟ୍ ଗୁଡ଼ାଇ ଗୁରୁବାର ରାତିିରେ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଯାଜପୁର…
ଯାଜପୁର ଅଫିସ,୨୫।୧୦: ଯାଜପୁର ସବ୍ଜେଲରୁ ଗୁରୁବାର ରାତିରେ ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ଫେରାର କଏଦୀ ହେଲେ ମୟୂରଭଞ୍ଜ ଜିଲାର ରାଜେଶ ମୁଣ୍ଡା। ପାଚେରୀ ଡେଇଁ ସେ…